Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କି ହୁଅନ୍ତୁ କୌଣସି ମନ୍ତ୍ରୀ, ଗିରଫ ହେଲେ ପଦ ଛାଡିବାକୁ ପଡିବ, ସରକାର ଲୋକସଭାରେ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଅର୍ଥାତ୍ ଆଜି ଲୋକସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବାକୁ ଯାଉଛନ୍ତି। ଏହି ବିଲ୍ ଅନୁଯାୟୀ, ଯଦି ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଏବଂ ରାଜ୍ୟମନ୍ତ୍ରୀମାନଙ୍କୁ ଗିରଫ କରାଯାଏ, ତେବେ ଗିରଫ ହେବାର ୩୦ ଦିନ ମଧ୍ୟରେ ସେମାନଙ୍କୁ ସେମାନଙ୍କ ପଦ…

ଉପରାଷ୍ଟ୍ରପତି ଆସନ: ବିରୋଧୀଙ୍କ ତେଲୁଗୁ ପ୍ରାର୍ଥୀଙ୍କ ଆଶା ମଉଳିଲା, ଖେଳ କରିଦେଲା ଏନଡିଏ!

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ତେଲୁଗୁ ଅଞ୍ଚଳରୁ ଜଣେ ପ୍ରାର୍ଥୀଙ୍କୁ ଆଗକୁ ଆଣି ଏନଡିଏକୁ ଅଡ଼ୁଆରେ ପକାଇବାକୁ ଚାହୁଁଥିଲେ। କିନ୍ତୁ ଏହା ସଫଳ ହେବାର ସମ୍ଭାବନା କମ୍‌। ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର କୌଣସି ଆଞ୍ଚଳିକ ଦଳ ବିରୋଧୀଙ୍କ ପ୍ରାର୍ଥୀ ଜଷ୍ଟିସ୍‌ ବି. ସୁଦର୍ଶନ…

ଭୟଙ୍କର ସଡ଼କ ଦୁର୍ଘଟଣା; ୫୦ରୁ ଅଧିକ ଲୋକଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ:ପଶ୍ଚିମ ଆଫଗାନିସ୍ତାନ(Afghanistan)ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଇରାନରୁ ଫେରୁଥିବା ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଏକ ଟ୍ରକ୍ ଏବଂ ଏକ ବାଇକ୍‌ ସହିତ ଧକ୍କା ହେବା ଫଳରେ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିଲେ ଦୃର୍ବୁତ୍ତ!, ଜନଶୁଣାଣି ବେଳେ ଚୁଟି ଟାଣିବାକୁ ଚେଷ୍ଟା କଲେ….

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ। ଜନଶୁଣାଣୀ ବେଳେ ଚାପୁଡ଼ା ମାରିଲେ ଦୃର୍ବୁତ୍ତ, ଚୁଟି ଟାଣିବାକୁ ଚେଷ୍ଟା କଲେ। ବୁଧବାର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ଜନଶୁଣାଣି କରୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣ ପାଇଁ ପୋଲିସ ୩୫ ବର୍ଷୀୟ…

ଲଗେଜ ଓଜନ କରିବା ପରେ ରେଲୱେ ଷ୍ଟେସନରେ ମିଳିବ ଏଣ୍ଟ୍ରି, ଖୁବଶୀଘ୍ର ଏୟାରପୋର୍ଟ ଭଳି ନିୟମ ହେବ ଲାଗୁ

ନୂଆଦିଲ୍ଲୀ: ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଯାଉଛି। ଭାରତୀୟ ରେଳବାଇ ଏବେ ବିମାନ କମ୍ପାନୀ ପରି ଲଗେଜ୍ ନିୟମ ଲାଗୁ କରିବାକୁ ଯାଉଛି। ପ୍ରସ୍ତାବିତ ନିୟମ ଅନୁଯାୟୀ, ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ…

ଅଗ୍ନି-5 ମିସାଇଲକୁ ନେଇ ବଢିଲା ପାକିସ୍ତାନର ଚିନ୍ତା !

ନୂଆଦିଲ୍ଲୀ: ଭାରତର ଅଗ୍ନି-5 ମିସାଇଲକୁ ନେଇ ପାକିସ୍ତାନରେ ବଢୁଛି ଭୟ। ଇସଲାମାବାଦସ୍ଥିତ ଥିଙ୍କ ଟ୍ୟାଙ୍କ ଷ୍ଟ୍ରାଟେଜିକ ଭିଜନ ଇନଷ୍ଟିଚ୍ୟୁଟ ବା ଏସଭିଆଇ ଏନେଇ ଶହବାଜ ସରିଫ ସରକାର ଓ ସେନା ମୁଖ୍ୟ ଅସିମ ମୁନିରଙ୍କୁ ଚେତାବନୀ ଦେଇଛି। ଭାରତର ଲମ୍ବା ଦୂରତା ବିଶିଷ୍ଟ ଇଣ୍ଟର କଣ୍ଟିନେଣ୍ଟାଲ…

ଅନଲାଇନ୍ ଗେମିଂ ବିଲ୍ କ’ଣ? ମୋଦି କ୍ୟାବିନେଟ୍ ବୈଠକରେ ମିଳିଲା ମଞ୍ଜୁରୀ..

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନଲାଇନ୍ ଗେମିଂ ବିଲ୍ ମଞ୍ଜୁର ହୋଇଛି, ଯାହା ଯୋଗୁଁ ଅନଲାଇନ୍ ବେଟିଂ ଏବେ ଏକ ଦଣ୍ଡନୀୟ ଅପରାଧ ପାଲଟିଛି । ଏବେ ଗେମିଂ ବିଲ୍ ଆସନ୍ତାକାଲି ଲୋକସଭାରେ ଉପସ୍ଥାପିତ ହୋଇପାରେ । ଭାରତରେ ଅନଲାଇନ୍ ଗେମିଂ…

ଏହି ରାଜ୍ୟରେ ଗୋଟିଏ ଦିନରେ ବସ୍‌ରେ ମାଗଣା ଯାତ୍ରା କଲେ ୧୮ ଲକ୍ଷରୁ ଅଧିକ ମହିଳା, ସୃଷ୍ଟି ହେଲା ରେକର୍ଡ

ଅମରାବତୀ: ସମସ୍ତେ ମାଗଣାରେ ଯାତ୍ରା କରିବାକୁ ଚାହାଁନ୍ତି । ଅନେକ ରାଜ୍ୟ ମହିଳାମାନଙ୍କୁ ବସରେ ମାଗଣାରେ ଯାତ୍ରା କରିବା ପାଇଁ ଏହି ସୁବିଧା ପ୍ରଦାନ କରିଛନ୍ତି । ଆନ୍ଧ୍ରପ୍ରଦେଶରେ ବର୍ତ୍ତମାନ ଆରମ୍ଭ ହୋଇଥିବା ସ୍ତ୍ରୀ ଶକ୍ତି ଯୋଜନା ଅଧୀନରେ, ସୋମବାର ୧୮ ଲକ୍ଷରୁ ଅଧିକ ମହିଳା ମାଗଣା ବସ୍…

ସୁଦର୍ଶନଙ୍କ ନାଁ ପଛରେ ବିରୋଧୀଙ୍କ ବଡ଼ ରଣନୀତି…

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ରୋଚକ ହେବ ଲଢେଇ। ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିରୋଧୀ ଇଣ୍ଡିଆ ମେଣ୍ଟ। ଇଣ୍ଡିଆ ମେଣ୍ଟର ସବୁ ଦଳଙ୍କ ସହମତିରେ ସୁଦର୍ଶନଙ୍କ ନାଁରେ ମୋହର ବାଜିଛି। ଏପରିକି ଆମ ଆଦମୀ ପାର୍ଟି ମଧ୍ୟ…

ତିରୁପତି ବ୍ୟତୀତ ଆନ୍ଧ୍ରପ୍ରଦେଶର ସମସ୍ତ ବିମାନବନ୍ଦରରେ ଖୋଲିବ ବାର୍, ଜାଣନ୍ତୁ କ’ଣ ନୂଆ ନୀତି..

ଅମରାବତୀ: ଆନ୍ଧ୍ରପ୍ରଦେଶର ବିମାନବନ୍ଦରଗୁଡ଼ିକରେ ଏବେ ବାର ଖୋଲିବ । ସରକାର ତାଙ୍କର ନୂତନ ବାର ନୀତି ୨୦୨୫୨୮ରେ ପ୍ରକାଶ କରିଛନ୍ତି । ଏହା ଅଧୀନରେ, ଏବେ ରାଜ୍ୟର ସମସ୍ତ ବିମାନବନ୍ଦରରେ ବାର ଖୋଲିବାକୁ ଅନୁମତି ଦିଆଯିବ । ତିରୁପତି ବ୍ୟତୀତ ସମସ୍ତ ବିମାନବନ୍ଦରରେ ବାର ଖୋଲିବାକୁ ଅନୁମତି…