Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

PM Modi Writes To All Parties: ସବୁଦଳର ସାଂସଦଙ୍କୁ କାହିଁକି ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦୀ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ଏବଂ ରାଜ୍ୟସଭା ସାଂସଦମାନଙ୍କୁ ଏକ ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଦଳର ଫ୍ଲୋର ନେତାମାନଙ୍କୁ ଚିଠି ଲେଖି 'ନାରୀ ଶକ୍ତି ବନ୍ଦନା ଆଇନ'କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଚିଠିରେ…

ଆମେରିକାର ଦାବିକୁ ପ୍ରତ୍ୟାଖ୍ୟାନ କଲା ଇରାନ, ଫେରିଗଲେ ଜେଡି ଭାନ୍ସ

ତେହେରାନ: ଇସଲାମାବାଦରେ ଇରାନ୍-ଆମେରିକା ଶାନ୍ତି ଆଲୋଚନା ବିଫଳ। କୌଣସି ନିଷ୍କର୍ଷ ନବାହାରିବାରୁ ଆମେରିକା ଫେରିଗଲେ ଜେଡି ଭାନ୍ସ.। କୌଣସି ବୁଝାମଣା କରିବାକୁ ଇରାନ ପ୍ରସ୍ତୁତ ନୁହେଁ କହିଲେ ଜେଡି ଭାନ୍ସ। ଅନ୍ୟପଟେ ଇରାନର ମିଳିତ ସାମରିକ କମାଣ୍ଡର ଜଣେ ମୁଖପାତ୍ର ଆମେରିକାର ଦାବିକୁ…

ଦେଶର ଦ୍ୱିତୀୟ “ବନ୍ଦେ ଭାରତ ସ୍ଲିପର” ଟ୍ରେନ ଘୋଷଣା!

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦୂରଗାମୀ ଯାତ୍ରୀଙ୍କୁ ଏକ ବଡ଼ ଉପହାର ଦେଇଛି। ଦେଶର ଦ୍ୱିତୀୟ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି। ଦ୍ୱିତୀୟ ବନ୍ଦେ ଭାରତ ଦିଲ୍ଲୀ-ପାଟନା କିମ୍ବା ଦିଲ୍ଲୀ-ହାଓଡ଼ା ରୁଟ୍‌ରେ ଚାଲିବ ବୋଲି କଳ୍ପନାଜଳ୍ପନା କରାଯାଉଥିଲା।…

୧୪ ଘଣ୍ଟା ଚାଲିଲା ଆମେରିକା-ଇରାନ ମଧ୍ୟରେ ଆଲୋଚନା, ବାହାରିଲାନି ନିଷ୍କର୍ଷ

ଇସଲାମାବାଦ: ଆଜି ରବିବାର ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାର ଦ୍ୱିତୀୟ ଦିନ। ପ୍ରଥମ ପର୍ଯ୍ୟାୟ ଆଲୋଚନା ଶନିବାର ଦିନ ପ୍ରାୟ ୧୪ ଘଣ୍ଟା ଧରି ଚାଲିଥିଲା। ପାକିସ୍ତାନ ଏହି ବୈଠକର ଆୟୋଜନ କରିଥିଲା। ବୈଠକର ମୁଖ୍ୟ ଲକ୍ଷ୍ୟ ମଧ୍ୟପ୍ରାଚ୍ୟରେ…

Bus- Pickup vehicle collide: ବସ୍-ପିକଅପ୍ ମୁହାଁମୁହିଁ ଧକ୍କା;ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ,୨୫ରୁ ଅଧିକ ଆହତ

ପାଟନା: ବିହାରର କଟିହାରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଶନିବାର ସନ୍ଧ୍ୟାରେ ଏକ ବସ୍ ଏବଂ ଏକ ପିକଅପ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଦଶ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହି ଘଟଣାଟି ଜାତୀୟ ରାଜପଥ ୩୧ର ବସଗଡା ଛକ ନିକଟରେ ଘଟିଛି। ମୃତକ ସମସ୍ତେ ପୂର୍ଣ୍ଣିଆର…

Washington Agrees Iran condition: ଇରାନକୁ ବଡ଼ ସଫଳତା, ଫ୍ରିଜ୍ କରିଥିବା ସମ୍ପତ୍ତି ଫ୍ରୀ କରିବ ଆମେରିକା!

ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ଆଜି ଇସଲାମାବାଦରେ ଯୁଦ୍ଧବିରତି ଆଲୋଚନା କରିବାକୁ ଯାଉଛନ୍ତି। ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ହୋଇସାରିଛି। ଆଲୋଚନା ସମ୍ପର୍କରେ ସକାରାତ୍ମକତା ରହିଛି, କିନ୍ତୁ ଇରାନ କହିଛି ଯେ ସେ ଆମେରିକାକୁ ବିଶ୍ୱାସ କରିପାରିବ ନାହିଁ। ସେପଟେ ରାଷ୍ଟ୍ରପତି…

ବଙ୍ଗଳାରେ ଜମୁଛି ମୋଦିଙ୍କ ରାଲି: କହିଲେ ଆରମ୍ଭ ହେବାକୁ ଯାଉଛି ‘ବଡ଼ ଖେଳ’

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର ଜୋରଦାର ଚାଲିଛି। ଆଜି ପ୍ରଧାନମନ୍ତ୍ରୀ ମୋଦି କଟୱାରୁ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ବଙ୍ଗଳାର ମନୋଭାବ ବର୍ଣ୍ଣନା କରାଯାଇଛି। ତାଙ୍କ ପଛରେ ଥିବା ଭିଡ଼କୁ ଇଙ୍ଗିତ କରି ସେ କହିଛନ୍ତି, "ମୋର ପ୍ରିୟ ଦେଶବାସୀ, ଆପଣମାନେ ବଙ୍ଗଳାର…

ଆଧାରରେ OTP ଦେବାର ଟେନସନ୍ ଶେଷ, UIDAI ଆଣିଲା ସହଜ ବାଟ 

ନୂଆଦିଲ୍ଲୀ: ଏଣିକି ଆଧାରରେ OTP ଚିନ୍ତା ଶେଷ। ନୂଆ ପ୍ରକ୍ରିୟା ଆଣିଲା UIDAI। ଚୁଟକିରେ ସରିବ କାମ। UIDAI ସମ୍ପ୍ରତି ଏକ ନୂତନ ଆଧାର ଆପ୍ ଜାରି କରିଛି। ଏହି ଆପ୍ ମାଧ୍ୟମରେ KYCକୁ ଡିଜିଟାଲ ଏବଂ ସହଜ କରାଯାଇଛି। ଯଦିଓ, କିଛି ସ୍ଥାନରେ, ଅଫଲାଇନ୍ KYC ପାଇଁ ଆଧାର କାର୍ଡର ଏକ ଓରିଜିନାଲ୍…

US-Iran Talks: କ’ଣ ହେବ, ଯଦି ବିଫଳ ହୁଏ ଆମେରିକା-ଇରାନ ଶାନ୍ତି ଆଲୋଚନା? ଡୋନାଲ୍ଡ ଟ୍ରମ୍ପ କହିଲେ ବ୍ୟାକଅପ୍…

ନୂଆଦିଲ୍ଲୀ: ପାକିସ୍ତାନରେ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପାଇଁ ଏକ ସ୍ଥାୟୀ ଚୁକ୍ତି ନେଇ ଆଲୋଚନା ଚାଲିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଆଲୋଚନା ବିଫଳ ହେଲେ ଆମେରିକାରର ପଦେକ୍ଷପ କ'ଣ ହେବ? ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

୫୦ ବର୍ଷ ପରେ ଚନ୍ଦ୍ର ପରିକ୍ରମା କରି ପୃଥିବୀକୁ ଫେରିଲେ ମହାକାଶଚାରୀ

ନୂଆଦିଲ୍ଲୀ: ଇତିହାସ ରଚିଲା ନାସା: ୫୦ ବର୍ଷ ପରେ ଚନ୍ଦ୍ର ପରିକ୍ରମା କରି ପୃଥିବୀକୁ ଫେରିଲେ ମହାକାଶଚାରୀ। ଆର୍ଟେମିସ୍‌-୨ ମିଶନ ସଫଳ: ପ୍ରଶାନ୍ତ ମହାସାଗରରେ ଓରିଅନ୍ କ୍ୟାପସୁଲ୍‌ର ସୁରକ୍ଷିତ ଲ୍ୟାଣ୍ଡିଂ । ଭାଙ୍ଗିଲା ସବୁ ରେକର୍ଡ: ପୃଥିବୀଠାରୁ ୪ ଲକ୍ଷ କିଲୋମିଟର ଦୂରକୁ ଯାଇ ନୂଆ…