Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Bus-Tanker collision in Saudi: ଜଳିଗଲା ବସ୍ :୪୨ ଭାରତୀୟ ତୀର୍ଥଯାତ୍ରୀ ଜୀବନ୍ତ ଦଗ୍ଧ, ହେଲ୍ପଲାଇନ୍ ନମ୍ବର ଜାରି

ନୂଆଦିଲ୍ଲୀ:ସାଉଦି ଆରବରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ସଡକ ଦୁର୍ଘଟଣାରେ ୪୨ ଜଣ ଭାରତୀୟ ତୀର୍ଥଯାତ୍ରୀ ଜୀବନ୍ତ ଦଗ୍ଧ। । ମୃତକଙ୍କ ମଧ୍ୟରୁ ଅଧିକାଂଶ ହାଇଦ୍ରାବାଦର। ମକ୍କାରୁ ମଦିନା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଏକ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ହେବା ଫଳରେ…

India-Qatar Ties Deepen: ବୈଦେଶିକ ମନ୍ତ୍ରୀ ଜୟଶଙ୍କର କତର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ; ଦ୍ୱିପାକ୍ଷିକ ସମ୍ପର୍କର…

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର (EAM Jaishankar)ରବିବାର ଦିନ ଦୋହାରେ କତର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲରହମାନ ବିନ୍ ଜାସିମ ଅଲ୍ ଥାନିଙ୍କୁ ଭେଟିଛନ୍ତି । ଏହି ସମୟରେ ଉଭୟ ନେତା ବାଣିଜ୍ୟ ଏବଂ ଶକ୍ତି ଭଳି କ୍ଷେତ୍ର ସମେତ ରଣନୈତିକ ସହଭାଗୀର ବିଭିନ୍ନ ଦିଗ ଉପରେ…

Earthquake: ଲଦାଖ ଏବଂ ଚୀନରେ ଶକ୍ତିଶାଳୀ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା…

ଲେହ: ଭୂକମ୍ପ ଝଟକା ଥରିଲା ଲେହ ଲଦାଖ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୭ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି । ଲୋକମାନେ ଶୋଇଥିବା ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏନସିଏସ୍ ପକ୍ଷରୁ ଭୂକମ୍ପରେ କୌଣସି ଜୀବନହାନି ଘଟିନଥିବା…

୨୦ରେ ଶପଥ ନେବେ ବିହାରର ନୂଆ ସରକାର!

ପାଟନା: ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ବିହାରରେ ଏକ ବଡ଼ ବିଜୟ ହାସଲ କରିଛି। ନୀତିଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ନେଇ ମଧ୍ୟ ସ୍ଥିର ହୋଇ ସାରିଛି। ଯାହାପରେ ୨୦ ନଭେମ୍ବର ଗୁରୁବାର ଦିନ ବିହାରରେ ନୂତନ ସରକାର ଗଠିତ ହେବାକୁ ଯାଉଥିବାର ସୂଚନା…

BSNLର ଧମାକା ଅଫର ! ମାତ୍ର ଏତିକି ଟଙ୍କାରେ ଅନ୍‌ଲିମିଟେଡ୍ କଲ୍ ଓ 2.5GB ଡେଟା

ନୂଆଦିଲ୍ଲୀ: ବିଏସ୍‌ଏନ୍‌ଏଲ୍ ନିଜର ୨୫ତମ ପୂର୍ତ୍ତି ଅବସରରେ ଏକ ବିଶେଷ ସିଲଭର ଜୁବିଲି ପ୍ରିପେଡ୍ ପ୍ଲାନ୍ ଉନ୍ମୋଚନ କରିଛି, ଯେଉଁଥିରେ କମ୍ ମୂଲ୍ୟରେ ଅନେକ ପ୍ରିମିୟମ୍ ସୁବିଧା ଦିଆଯାଉଛି। ପୂର୍ବ କିଛି ସମୟ ଧରି ବିଏସ୍‌ଏନ୍‌ଏଲ୍ ଲଗାତାର କିମ୍ ମୂଲ୍ୟର ଚମତ୍କାର ପ୍ଲାନ୍ ଲଞ୍ଚ କରୁଛି, ଯାହା…

ଦିଲ୍ଲୀ ଯାଉଥିବା ଶ୍ରୀଧାମ ଏକ୍ସପ୍ରେସକୁ ମିଳିଲା ବୋମା ଧମକ, ଯାତ୍ରୀ ଭୟଭୀତ

ନୂଆଦିଲ୍ଲୀ: ନଭେମ୍ବର ୧୧ ​​ତାରିଖରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣ ପରେ, ସାରା ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକ ହାଇ ଆଲର୍ଟରେ ଅଛନ୍ତି । ଏହି ସମୟରେ, ଦିଲ୍ଲୀର ନିଜାମୁଦ୍ଦିନ ଅଭିମୁଖେ ଯାଉଥିବା ଶ୍ରୀଧାମ ଏକ୍ସପ୍ରେସରେ ଏକ ବୋମା ଧମକ ଆତଙ୍କ ସୃଷ୍ଟି କରିଥିଲା ।…

ସରକାରୀ ବ୍ୟାଙ୍କରେ ଚାକିରିର ବଡ଼ ସୁଯୋଗ, ଅନେକ ପଦ ରହିଛି ଖାଲି ! ଏହି ଦିନଠୁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ବରୋଦା ଏହି ବର୍ଷ ବିଭିନ୍ନ ବିଭାଗରେ ୧୦୦ରୁ ଅଧିକ ପଦବୀରେ ବଡ଼ ଧରଣର ନିଯୁକ୍ତି ଘୋଷଣା କରିଛି। ଆବେଦନ ପ୍ରକ୍ରିୟା ୧୭ ନଭେମ୍ବର ୨୦୨୫ରୁ ଆରମ୍ଭ ହେବ ଏବଂ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍‌କୁ ଯାଇ ସହଜରେ ଅନଲାଇନ୍ ଆବେଦନ କରିପାରିବେ। ବ୍ୟାଙ୍କ ଏଥର…

ନେପାଳ ପରେ ଏହି ଦେଶରେ ଜେନ୍-ଜି ବିକ୍ଷୋଭ, ନାକେଦମ୍ ପୋଲିସ

ନୂଆଦିଲ୍ଲୀ: ନେପାଳରେ ଜେନ୍-ଜି ପ୍ରତିବାଦ ସମୟରେ ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଥିଲେ ଓ ଏଥିରେ ପ୍ରଧାନମନ୍ତ୍ରୀଙ୍କ ଘର ପୋଡ଼ିବା ସହ ଅନେକ ହିଂସାତ୍ମକ କାଣ୍ଡ ହୋଇଥିଲା। ଯାହାଫଳରେ ନେପାଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସେହିପରି କିଛି ସମାନ ପରିସ୍ଥିତି ବର୍ତ୍ତମାନ ମେକ୍ସିକୋରେ…

Russia Ukraine War: ରୁଷ-ୟୁକ୍ରେନ ମଧ୍ୟରେ ହେବାକୁ ଯାଉଛି ଏକ ବଡ଼ ଚୁକ୍ତି, ନିଜେ ଘୋଷଣା କଲେ ରାଷ୍ଟ୍ରପତି…

କିଭ୍: ୟୁକ୍ରେନ୍ ଏବଂ ରୁଷ ମଧ୍ୟରେ ଏକ ବଡ଼ ଚୁକ୍ତି ଖୁବ୍ ଶୀଘ୍ର ହେବାକୁ ଯାଉଛି । ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସକି ରବିବାର ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ୟୁକ୍ରେନ୍ ଏବଂ ରୁଷ ଯୁଦ୍ଧବନ୍ଦୀ ବିନିମୟ ପ୍ରକ୍ରିୟାକୁ ପୁନଃଆରମ୍ଭ କରିବା ପାଇଁ ସକ୍ରିୟ ଭାବରେ…

Gold Mine: ଗୋଟିଏ ବର୍ଷ ମଧ୍ୟରେ ଚୀନରେ ପୁଣି ମିଳିଲା ତୃତୀୟ ସୁନା ଭଣ୍ଡାର

ବେଜିଂ: ଚୀନ୍ ରେ ମାଟି ତଳୁ ମିଳିଛି ବିଶାଳ ସୁନା ଭଣ୍ଡାର । ଚୀନ୍ ବୈଜ୍ଞାନିକମାନେ ଏହି ବିଶାଳ ସୁନା ଭଣ୍ଡାର ଆବିଷ୍କାର କରିଛନ୍ତି । ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଏହି ବିଶାଳ ସୁନା ଭଣ୍ଡାରର ପରିମାଣ ୧ ହଜାର ଟନ୍ ରୁ ଅଧିକ ହୋଇପାରେ । ଜିନଜିଆଙ୍ଗ ଉଇଗୁର ସ୍ୱୟଂଶାସିତ ଅଞ୍ଚଳର ପଶ୍ଚିମ…