Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଉପରାଷ୍ଟ୍ରପତି ନିର୍ବାଚନ: ନାଁ ଘୋଷଣା କଲା ଇଣ୍ଡି ମେଣ୍ଟ, ଏହି ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ନାଁରେ…

ନୂଆଦିଲ୍ଲୀ: ଆଜି ବିରୋଧୀ ଦଳ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଉପରାଷ୍ଟ୍ରପତି ପଦ ପାଇଁ ବିରୋଧୀ ଦଳର ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ସର୍ବସମ୍ମତି ପରେ ଏହି ଘୋଷଣା…

ରାଧାକୃଷ୍ଣନଙ୍କୁ ସମର୍ଥନ କରିବାକୁ ବିରୋଧୀ ଦଳକୁ ଅପିଲ୍ କଲେ ମୋଦି, ଏମିତି ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ…..

ନୂଆଦିଲ୍ଲୀ: ବିଜେପି ସମର୍ଥିତ ଏନଡିଏ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ଆଉ ମଙ୍ଗଳବାର ଏହାକୁ ନେଇ ଏନଡିଏ ସଂସଦୀୟ ଦଳ ବୈଠକ ପରେ, କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳ ସମେତ ସମସ୍ତ ସାଂସଦଙ୍କୁ…

ସୁନା ପୁଅ ଶୁଭାଂଶୁଙ୍କୁ ଭେଟିଲେ ମୋଦି: ପଚାରିଲେ, ‘ମୁଁ ଦେଇଥିବା ହୋମଓ୍ବର୍କ କରିଛ କି?’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଭାରତ ଫେରିଥିବା ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଶୁଭାଂଶୁ ଶୁକ୍ଳାଙ୍କୁ ଭେଟିବା ସମୟରେ ଅନେକ ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ଯେଉଁଥିରେ ସେ ଶୁଭାଂଶୁ ଶୁକ୍ଳାଙ୍କୁ…

ହସରେ ଫାଟିଲା ଓଭାଲ୍ ଅଫିସ୍, ପୋଷାକକୁ ସମାଲୋଚନା କରିଥିବା ରିପୋର୍ଟରଙ୍କୁ କିଛି ଏପରି ଜବାବ ଦେଲେ ଜେଲେନସ୍କି….

ନୂଆଦିଲ୍ଲୀ: ସୋମବାର ହ୍ୱାଇଟ୍ ହାଉସରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ କରିଛନ୍ତି । ପୂର୍ବ ସାକ୍ଷାତକାର ଅପେକ୍ଷା ଏଥର ପରିବେଶ ବେଶ୍ ସକରାତ୍ମକ ରହିଥିବା ବେଳେ ଜେଲେନସ୍କିଙ୍କୁ ସ୍ବାଗତ ବେଳେ ପ୍ରଶଂସା କରିଥିଲେ…

ଉପରାଷ୍ଟ୍ରପତି ନିର୍ବାଚନ: କିଏ ହେବେ ବିରୋଧୀ ଦଳର ଚେହେରା?, ଚର୍ଚ୍ଚାରେ ଏହି ୩ ନାଁ….

ନୂଆଦିଲ୍ଲୀ: ଆସନ୍ତା ମାସ ସେପ୍ଟେମ୍ବର ୯ ରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ରାଜନୈତିକ ମହଲରେ ବିଭିନ୍ନ ଗତିବିଧି ଦେଖିବାକୁ ମିଳୁଛି । ଶାସକ ଦଳ ଏନଡିଏ ଉପରାଷ୍ଟ୍ରପତି ପଦ ପାଇଁ ତାର ପ୍ରାର୍ଥୀ ଘୋଷଣା କରିସାରିଛି । ଏବେ ଖାଲି ଅପେକ୍ଷା ବିରୋଧୀ ମେଣ୍ଟ…

ଲଗାଣ ବର୍ଷାରେ ବେହାଲ ମାୟାନଗରୀ; ଦ୍ବିତୀୟ ଦିନରେ ବି ହାଇଆଲର୍ଟ ଜାରି, ଗଲାଣି ୭ ଜୀବନ

ମୁମ୍ବାଇ: ସାରା ଦେଶରେ ତାଣ୍ଡବ ରଚୁଛି ମୌସୁମୀ ଜନିତ ଲଗାଣ ବର୍ଷା । ଜମ୍ମୁରୁ ଆରମ୍ଭ କରି ମହାରାଷ୍ଟ୍ର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେଉଛି । ତେବେ ଦ୍ବିତୀୟ ଦିନରେ ମଧ୍ୟ ମୁମ୍ବାଇରେ ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଗତ ୮ ଘଣ୍ଟା ମଧ୍ୟରେ ମାୟାନଗରୀରେ ୧୭୭ ମିମି ବର୍ଷା…

ହ୍ବାଇଟ୍ ହାଉସରେ ଟ୍ରମ୍ପଙ୍କୁ ଭେଟିଲେ ୟୁକ୍ରେନ ରାଷ୍ଟ୍ରପତି, ‘ଯୁଦ୍ଧ ବନ୍ଦ ନେଇ ପୁଟିନଙ୍କ ସହ ଆଲୋଚନା…

ୱାଶିଂଟନ: ହ୍ବାଇଟ୍‌ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କି । ସୋମବାର ଉଭୟଙ୍କ ମଧ୍ୟରେ ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ଯଦି ସବୁ ଠିକ୍‌ ଚାଲେ ତାହେଲେ ତ୍ରିପାକ୍ଷିକ ବୈଠକ ହେବ ବୋଲି କହିଲେ…

ଜୟଶଙ୍କରଙ୍କୁ ଭେଟିଲେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ, କହିଲେ ସୀମାରେ ଶାନ୍ତି.. 

ନୂଆଦିଲ୍ଲୀ: ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତ ଗସ୍ତରେ ଆସିଥିବା ବେଳେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ସ୍ୱାଗତ କରାଯାଇଛି। ସେ ସୋମବାର ଦିନ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କୁ ଭେଟିବା ନେଇ ସୂଚନା ମିଳିଛି। ଏହାକୁ ନେଇ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଉଭୟ ଦେଶ…

ଓଡ଼ିଶାରେ ହେବ 6 MTPA ଇସ୍ପାତ କାରଖାନା! JSW ଷ୍ଟିଲ୍ ପୋସ୍କୋ ଗ୍ରୁପ୍ ସହିତ ମିଳାଇଲା ହାତ

ଭୁବନେଶ୍ବର: JSW ଷ୍ଟିଲ୍ ଲିମିଟେଡ୍ ଏବଂ ଦକ୍ଷିଣ କୋରିଆର ପୋସ୍କୋ ଗ୍ରୁପ୍ ଭାରତରେ ବାର୍ଷିକ ୬ ନିୟୁତ ଟନ୍ (MTPA) ଇସ୍ପାତ କାରଖାନା ସ୍ଥାପନ କରିବାର ସମ୍ଭାବନା ଅନୁସନ୍ଧାନ କରିବା ପାଇଁ ହାତ ମିଳାଇଛନ୍ତି।  କମ୍ପାନୀଗୁଡ଼ିକ ଏବେ ପ୍ଲାଣ୍ଟର ସ୍ଥାନ, ନିବେଶ ସର୍ତ୍ତାବଳୀ, ସମ୍ବଳ ଉପଲବ୍ଧତା…