Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

Bangladeshi Hindus ଆମକୁ ରକ୍ଷା କର, ଆମେ ଫସି ରହିଛୁ :ଭାରତକୁ ନିବେଦନ କଲେ ବାଂଲାଦେଶୀ ହିନ୍ଦୁ

ନୂଆଦିଲ୍ଲୀ: ତାରିକ ରହମାନଙ୍କ ଫେରିବା ପରେ ବଢିଲା ବାଂଲାଦେଶୀ ହିନ୍ଦୁଙ୍କ ଭୟ ।ବାଂଲାଦେଶରେ ହିନ୍ଦୁଙ୍କ ଅବସ୍ଥା ଏପରି ହୋଇଯାଇଛି ମୁହଁ ଖୋଲିଲେ ମିଳୁଛି ମୃତ୍ୟୁ ଦଣ୍ଡ ।ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସ ଏବଂ ଅମୃତ ମଣ୍ଡଳଙ୍କୁ ନିର୍ମମ ଭାବେ ହତ୍ୟା ପରେ ଅଶାନ୍ତ ହୋଇଯାଇଛି ବାଂଲାଦେଶ ।…

Anti-Drone System: ଭାରତକୁ ଡ଼ରି ସୀମାରେ ପାକିସ୍ତାନ ଲଗାଇଲା ଆଣ୍ଟି –ଡ୍ରୋନ୍ ସିଷ୍ଟମ

ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂରକୁ ଭୁଲି ପାରୁନି ପାକିସ୍ତାନ  । ନିଜ ଜୀବନ ବଞ୍ଚାଇବାକୁ କରିଲା ନୂଆ ପ୍ଲାନ । ଭାରତର ଘନ ଘନ ଆକ୍ରମଣକୁ ଦେଖି ଛାନିଆ । ଅପରେସନ ସିନ୍ଦୂର’ରେ ଭାରତ ନିଜର ଦମ ଦେଖାଇଥିଲା । ସଫା ହୋଇଥିଲା ଆତଙ୍କୀ ଅଡ୍ଡା । ପାକିସ୍ତାନକୁ ସାବାଡ୍‌ କରି ଦେଇଥିଲା। ସେହି…

Bangladesh incident :ବାଂଲାଦେଶ ଘଟଣାକୁ ନିନ୍ଦା କଲେ ବଲିଉଡ଼ ଅଭିନେତ୍ରୀ ଜାନଭୀ କପୁର

ନୂଆଦିଲ୍ଲୀ : ବାଂଲାଦେଶରେ  ୩୦ ବର୍ଷୀୟ ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟା ଘଟଣାକୁ ନେଇ ଲାଗିରହିଛି ଉତ୍ତେଜନା । ହିଂସା ଥମିବାର ନାଁ ଧରୁନି । ଏହା ସହିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହି ଘଟଣାକୁ ନେଇ ମନୋରଞ୍ଜନ ଜଗତ ସହ ଜଡିତ ଅନେକ ସେଲିବ୍ରିଟିଙ୍କ ଅସନ୍ତୋଷ ସୃଷ୍ଟି କରିଛି। ଜାହ୍ନବୀ…

ବାଂଲାଦେଶରେ କଳାକାରଙ୍କୁ ଆକ୍ରମଣ, କନସର୍ଟରେ ଭଙ୍ଗାରୁଜା… 

ଢାକା: ବାଂଲାଦେଶର ଫରିଦପୁରରେ ଲୋକପ୍ରିୟ ଗାୟକ ଜେମ୍ସଙ୍କ କନସର୍ଟ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାରେ ୨୦ ଜଣ ଆହତ ହୋଇଥିଲେ। କନସର୍ଟ ଉପରେ କିଛି ଲୋକ ଇଟା ଏବଂ ପଥର ଫିଙ୍ଗିଥିଲେ, ଯେଉଁଥିରେ ଅନେକ ଲୋକ ଆହତ ହୋଇଥିଲେ। ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଏହି କନସର୍ଟ ହୋଇଥିଲା। ସୂଚନା…

କୋଭିଡ-୧୯ ମହାମାରୀ ପରେ ଦେଶରେ ବଡ ସଙ୍କଟ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଏବଂ ଦେଶର ଅନେକ ସହରରେ ବାୟୁ ପ୍ରଦୂଷଣ ଭୟଙ୍କର ରୂପ ନେଉଛି। ଏହି ସମୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ କୋଭିଡ-୧୯ ମହାମାରୀ ପରେ ଭାରତ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସଙ୍କଟ ହେଉଛି ବାୟୁ ପ୍ରଦୂଷଣ। ବ୍ରିଟେନରେ ରହୁଥିବା ଜଣେ…

ଆତଙ୍କବାଦ ଉପରେ ‘୩୬୦-ଡିଗ୍ରୀ’ପ୍ରହାର ପାଇଁ ପ୍ରସ୍ତୁତ:ଅମିତ ଶାହ

ନୂଆଦିଲ୍ଲୀ:କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ନୂଆଦିଲ୍ଲୀରେ 'ଆତଙ୍କବାଦ ବିରୋଧୀ ସମ୍ମିଳନୀ'କୁ ଉଦଘାଟନ କରିଛନ୍ତି। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ତଦନ୍ତ ସଂସ୍ଥା (NIA) ଦ୍ୱାରା ଏହି ଦୁଇ ଦିନିଆ ସମ୍ମିଳନୀ ଆୟୋଜିତ ହେଉଛି। ଶାହ କହିଛନ୍ତି ଯେ ଆତଙ୍କବାଦ…

ଥାଇଲାଣ୍ଡରେ ୩୦ ବର୍ଷ ପରେ ଦେଖିବାକୁ ମିଳିଲା ବିଲୁପ୍ତ ପ୍ରାୟ ପ୍ରାଣୀ

ନୂଆଦିଲ୍ଲୀ: ଥାଇଲାଣ୍ଡରେ ବିଲେଇ ପ୍ରଜାତିର ଏକ ବିଲୁପ୍ତ ପ୍ରାୟ ପ୍ରାଣୀ ୩୦ ବର୍ଷ ପରେ ଦେଖାଦେଇଛି । ଯାହାର ନାମ ଫ୍ଲାଟ ହେଡେଡ କ୍ୟାଟ କୁହାଯାଏ । ଯାହାକୁ ନେଇ ପରିବେଶବିତ ଓ ପ୍ରାଣୀ ବିଶେଷଜ୍ଞ ଉତ୍ସାହିତ ହୋଇ ପଡିଛନ୍ତି । ଥାଇଲାଣ୍ଡର ସଂରକ୍ଷଣ ବିଭାଗ ଓ ଏକ ଏନଜିଓ ସଂସ୍ଥା ଏହି ଖୁସୀ ଖବର…

ବାଂଲାଦେଶର ସବୁଠାରୁ ଧନୀ ଏହି ବ୍ୟକ୍ତି, ମୁକେଶ ଅମ୍ୱାନୀଙ୍କ ତୁଳନାରେ ଏତେ…

ନୂଆଦିଲ୍ଲୀ: ବାଂଲାଦେଶ ଏବେ ରାଜନୈତିକ ଅସ୍ଥିରତା ଯୋଗୁ ପୂରା ବିଶ୍ୱରେ ଚର୍ଚ୍ଚାରେ ରହିଛି। କିନ୍ତୁ ଏସବୁ ବ୍ୟତୀତ ଏକ ଶକ୍ତିଶାଳୀ କର୍ପୋରେଟ୍ ବ୍ୟକ୍ତିତ୍ୱ ମଧ୍ୟ ଅଛନ୍ତି ଯାହାଙ୍କୁ ପ୍ରାୟତଃ ବାଂଲାଦେଶର ମୁକେଶ ଅମ୍ବାନୀ କୁହାଯାଏ। ଏହି ବ୍ୟକ୍ତିଙ୍କ ନାମ ହେଉଛି ମୂସା ବିନ୍ ଶମଶେର।…

BSNLର ଧମାକା ! ୨୨୫ ଟଙ୍କାରେ ମିଳିବ ପୂରା ୯୦ ଜିବି ଡାଟା, ଏହି ଦିନ ଅଫରର ଲାଷ୍ଟ ଡେଟ୍

ନୂଆଦିଲ୍ଲୀ: ଯଦି ଆପଣ କମ୍ ମୂଲ୍ୟରେ ଅଧିକ ଡାଟା ଥିବା ରିଚାର୍ଜ ଖୋଜୁଛନ୍ତି, ତେବେ ନ୍ୟୁ ଇୟର୍ ପୂର୍ବରୁ BSNL ଗ୍ରାହକମାନଙ୍କୁ ବଡ଼ ଅଫର ଦେଇଛି। ଶସ୍ତା ପ୍ଲାନ୍ ପାଇଁ ପରିଚିତ BSNL ଏବେ ନିଜର ଆଉ ଏକ ଲୋକପ୍ରିୟ ରିଚାର୍ଜ ପ୍ଲାନ୍‌ରେ କୌଣସି ଅତିରିକ୍ତ ଚାର୍ଜ ବିନା ଅଧିକ ଡାଟା ଦେଉଛି।…

୬୫ ବର୍ଷ ବୟସରେ ଏଠି ପିଲା ଜନ୍ମ କରନ୍ତି ମହିଳା, ଦେଖାଯାନ୍ତି ୧୮ ବର୍ଷର ଯୁବତୀଙ୍କ ଭଳି

ନୂଆଦିଲ୍ଲୀ: ଦୁନିଆର ଏକ କୋଣରେ ଏଭଳି ଏକ ଘାଟି ଅଛି ଯେଉଁଠାରେ ବୟସ କେବଳ କାଗଜପତ୍ରରେ ବଢ଼େ, ମୁହଁ ଏବଂ ଶରୀରରେ ନୁହେଁ। ଏଠାରେ ମହିଳାମାନେ ୬୦ ବର୍ଷ ପାର୍ କରିବା ପରେ ମଧ୍ୟ ଯୁବା ଦେଖାଯାନ୍ତି ଏବଂ ଅନେକ କ୍ଷେତ୍ରରେ ମା’ ହେବାର କ୍ଷମତା ବଜାୟ ରଖନ୍ତି। ନା ସର୍ଜରୀ, ନା ମହଙ୍ଗା…