Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତକୁ ‘ଉଚ୍ଚଜାତି ହିନ୍ଦୁ ରାଷ୍ଟ୍ର’ କରିବା ପାଇଁ ଚାହୁଁଛି SIR: ନିର୍ମଳା ସୀତାରମଣଙ୍କ ସ୍ୱାମୀ ପରକଲା…

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ପରକଲା ପ୍ରଭାକର, ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଅର୍ଥନୀତିଜ୍ଞ ଏବଂ ଲେଖକ ପରକଲା କହିଛନ୍ତି ଯେ SIR କେବଳ ଏକ ନିର୍ବାଚନ ପ୍ରସଙ୍ଗ…

Modi Cabinet: ମୋଦୀ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି; ୬ ରବି ଫସଲର MSP ବଢ଼ିଲା, ଗ୍ରୀନ୍ ଏନର୍ଜି କରିଡରକୁ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ୩୦ରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ଏବଂ CCEA ବୈଠକରେ କୃଷି ଓ ଅକ୍ଷୟ ଶକ୍ତି କ୍ଷେତ୍ରକୁ ନେଇ ଏକାଧିକ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ୨୦୨୭-୨୮ ମାର୍କେଟିଂ ସିଜନ୍ ପାଇଁ ୬ଟି ରବି ଫସଲର ନ୍ୟୂନତମ ସହାୟକ…

Koffee With Karan: ସିଜିନ୍‌-୯ ପରେ ଶୋ’ ଶେଷ, ଭାବବିହ୍ୱଳ ଭିଡିଓ ପୋଷ୍ଟ

ମୁମ୍ବାଇ: ଆଉ ଦେଖିବାକୁ ମଳିବନି କଫି ଉଇଥ୍ କରଣ ଚାଟ୍ ଶୋ । ଦୀର୍ଘ ୨୨ବର୍ଷ ପରେ ବନ୍ଦ ହୋଇଯିବ ଦର୍ଶକଙ୍କ ପ୍ରୀୟ ଚାଟ୍ ଶୋ । ବଲିଉଡ ସେଲିବ୍ରିଟିଙ୍କୁ ନେଇ ଗୋଟେ ଦଶନ୍ଧି ଧରି ଚାଲିଥିବା ଏହି ଟକ୍ ଶୋ ଏବେ ବନ୍ଦ ହେବାକୁ ଯାଉଛି । ଏନେଇ ଏକ ଭାବପୂର୍ଣ୍ଣ ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଂଟରେ…

Chambal to UPSC: ଜେଜେ ଚମ୍ବଲର ଡକାୟତ! ନାତି ବାଛିଲେ ଅଲଗା ରାସ୍ତା; UPSCରେ ସଫଳ ହୋଇ ଏବେ ସିଭିଲ ସର୍ଭିସରେ

ମୋରେନା: ଜେଜେ ଥିଲେ ଚମ୍ବଲର ବାଗୀ, ପରିବାରରେ ଥିଲା ଡକାୟତିର ଇତିହାସ। ହେଲେ ନାତି ବାଛିଲେ ସମ୍ପୂର୍ଣ୍ଣ ଭିନ୍ନ ରାସ୍ତା। ଗାଁରୁ ପାଠପଢ଼ା ଆରମ୍ଭ କରି IITରେ ପଢ଼ିଲେ, ନେଦରଲ୍ୟାଣ୍ଡରେ ଚାକିରି କଲେ ଏବଂ ଶେଷରେ UPSC ପାସ୍ କରି ସିଭିଲ ସର୍ଭିସରେ ସାମିଲ ହେଲେ। ଏହା ହେଉଛି ମଧ୍ୟପ୍ରଦେଶର…

‘Save Democracy’: ବଡ ଘୋଷଣା କଲା ଇଣ୍ଡି ମେଣ୍ଟ, ଜିଲ୍ଲା ଜିଲ୍ଲାରେ ‘ଲୋକତନ୍ତ୍ର ବଞ୍ଜାଅ’…

ନୂଆଦିଲ୍ଲୀ: ନିର୍ବାଚନ କମିଶନକୁ ନେଇ ବଢ଼ିଲା ବିବାଦ। SIR ପ୍ରସଙ୍ଗରେ ଏବେ ରାସ୍ତାକୁ ଓହ୍ଲାଇବ ବିରୋଧୀ INDIA ମେଣ୍ଟ। ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ଜିଲ୍ଲାରେ ‘ସେଭ୍ ଡେମୋକ୍ରାସି’ ନାଁରେ ବିକ୍ଷୋଭ କରିବାକୁ ଘୋଷଣା କରିଛି ଇଣ୍ଡି ମେଣ୍ଟ। ଏହାସହ ଅକ୍ଟୋବର ୬…

ଦିଲ୍ଲୀ ଦଙ୍ଗା ସମ୍ବନ୍ଧୀୟ UAPA ମାମଲା, ଉମର ଓ ସର୍ଜିଲଙ୍କୁ ମିଳିଲାନି ବେଲ୍

ନୂଆଦିଲ୍ଲୀ : ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ସହ ଜଡିତ ଏକ ବଡ ଧରଣର ଷଡଯନ୍ତ୍ର ମାମଲାରେ ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦ୍ ଓ ସର୍ଜିଲ ଇମାମଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ବେଆଇନ କାର୍ଯ୍ୟକଳାପ ଆଇନ ଅଧିନରେ ଏହି ମାମଲା ରୁଜୁ ହୋଇଥିଲା । ବିଚାରପତି…

Fly Dubai Hijack Scare: ଜରୁରୀ ଅବତରଣ, ସେନାର ତଦନ୍ତ

ଦୁବାଇ: ୧୮୦ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ତେଲ୍ -ଆଭିଭ୍ ଯାଉଥିବା ଫ୍ଲାଏ ଦୁବାଇ ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି । ଏହାସହ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି । ସୂଚନା ଅନୁସାରେ ଫ୍ଲାଇଟ୍‌ଟି ତେଲ୍ -ଆଭିଭ୍ ଯାଉଥିବା ବେଳେ ହଠାତ୍ ବେଆଇନ ହସ୍ତକ୍ଷେପ ବା ଅନ୍ୟଏକ ସାଧାରଣ…

SIR Declaration: ବିବାଦ ପରେ ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି, ଫର୍ମ-୬ ସହ ଆଉ ଦେବାକୁ ପଡ଼ିବନି ଅତିରିକ୍ତ…

ନୂଆଦିଲ୍ଲୀ: ନୂଆ ଭୋଟରଙ୍କ ପାଇଁ ବଡ଼ ଖବର। ଭୋଟର ତାଲିକାରେ ପ୍ରଥମ ଥର ପାଇଁ ନାମ ପଞ୍ଜୀକରଣ କରୁଥିବା ଭାରତୀୟ ନାଗରିକଙ୍କୁ ଏଣିକି ଫର୍ମ-୬ ସହ ଅତିରିକ୍ତ ଡିକ୍ଲାରେସନ୍‌ ବା Annexure-D ଦେବାକୁ ପଡ଼ିବ ନାହିଁ। ବିବାଦ ପରେ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି। ନିର୍ବାଚନ…

INDIA bloc Meet: ଦିଲ୍ଲୀରେ ବିରୋଧୀଙ୍କ ବଡ ବୈଠକ! SIR ବିବାଦ, CECଙ୍କ ଇସ୍ତଫା ନେଇ ତାତିଲା ରାଜନୀତି,…

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(SIR) ବା ପ୍ରକ୍ରିୟାକୁ ନେଇ ବିବାଦ ମଧ୍ୟରେ ବୁଧବାର ଦିଲ୍ଲୀରେ ବସିଛି INDIA ବ୍ଲକ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ SIR ପ୍ରସଙ୍ଗରେ ଆଗାମୀ ଆନ୍ଦୋଳନର ରଣନୀତି ନେଇ ବୈଠକରେ…

ଟେକ୍-ଅଫର କିଛି ସମୟ ପରେ ସେନା ବିମାନ କ୍ରାସ, ୬ ମୃତ 

ନୂଆଦିଲ୍ଲୀ: ରୁଷିଆର ଅମୁର ଅଞ୍ଚଳରେ ଏକ ସାମରିକ ବିମାନ ଉଡ଼ାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏହି ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ଜଣେ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ Tu-154 ସାମରିକ ବିମାନଟି ସାତ ଜଣ ଲୋକଙ୍କୁ…