Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Asian Games 2026: ସୁଟିଂରେ ସୁନା ଜିତିଲେ ନୀରୁ

ବ୍ୟୁରୋ: ଇତିହାସ ରଚିଲେ ନୀରୁ ଦାଣ୍ଡା । ଦେଶ ପାଇଁ ସୁନା ଜିତିଲେ ସୁନା ଝିଅ । ଏସିଆନ ଗେମ୍ସରେ ପ୍ରଥମ ଥର ପାଇଁ ଜଣେ ମହିଳା ଏକକ ନିଶାନାବାଜିରେ ଜିତିଛନ୍ତି ଗୋଲଡ ମେଡାଲ୍ । ମହିଳା ଦଳଗତ ଇଭେଂଟରେ ପୂର୍ବରୁ ରୌପ୍ୟ ମେଡାଲ ଜିତିଥିଲେ ନୀରୁ । ହରିୟାଣାର ୨୬ ବର୍ଷୀୟା ନୀରୁ ମହିଳା ଟ୍ରାପ୍…

CEC’s removal: ଦୁଇ ନିର୍ବାଚନ କମିଶନରଙ୍କୁ କ’ଣ ପଦରୁ ହଟାଇପାରିବେ CEC ଜ୍ଞାନେଶ କୁମାର? ତାଙ୍କୁ ହଟାଇବା ପାଇଁ ବି…

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗର ୩ ସଦସ୍ୟଙ୍କ ମଧ୍ୟରେ ମତଭେଦକୁ ନେଇ ଚର୍ଚ୍ଚା ଜୋର ତେଜିଛି । ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଏବଂ ଦୁଇ ନିର୍ବାଚନ କମିଶନର ବିବେକ ଯୋଶୀ ଓ ସୁଖବୀର ସିଂହ ସାନ୍ଧୁଙ୍କ ମଧ୍ୟରେ SIR ଓ ଭୋଟର ତାଲିକା ସମ୍ବନ୍ଧୀୟ କିଛି ପ୍ରସଙ୍ଗକୁ ନେଇ ମତଭେଦ…

Drishyam: The Conclusion Craze, ପ୍ରି-ଟିକେଟ୍ ବିକ୍ରିରେ ରେକର୍ଡ

ମୁମ୍ବାଇ: ରିଲିଜ୍ ପାଇଁ ଆଉ ୩ଦିନ ବାକି । ଦେଶବ୍ୟାପୀ ଫାଷ୍ଟ ଡେ ଫାଷ୍ଟ ଶୋ ତଥା ପ୍ରଥମ ୩ଦିନ ପାଇଁ ସବୁ ଟିକେଟ୍ ହୋଇଗଲାଣି ସୋଲଡ ଆଉଟ୍‌ । ଆଜ୍ଞା ହଁ, ଅକ୍ଟୋବର ୨ରେ ରିଲିଜ୍ ହେବ ଆକ୍ସନ ଷ୍ଟାର ଅଜୟ ଦେବଗନଙ୍କ ବହୁ ପ୍ରିତିକ୍ଷୀତ ଫିଲ୍ମ “ଦୃଶ୍ୟମ: ଦ କନକ୍ଲୁଜନ୍‌” । ତା ପୂର୍ବରୁ ପ୍ରଥମ…

IT to Auto Rider: ଆଇଟି ଚାକିରି ଛାଡ଼ି ଯୁବତୀ ଚଲାଇଲେ ରାପିଡୋ ଅଟୋ, କହିଲେ, ‘ମିଳୁଛି ଅଧିକ ରୋଜଗାର, ଅଛି…

ବେଙ୍ଗାଲୁରୁ: ଆଇଟି କମ୍ପାନୀରେ ଭଲ ଚାକିରି, କିନ୍ତୁ ମା’ଙ୍କ ଯତ୍ନ ନେବା ପାଇଁ ଛାଡ଼ିଦେଲେ କର୍ପୋରେଟ୍ କ୍ୟାରିୟର। ଏବେ ରାପିଡୋ ଅଟୋ ଚଲାଇ ଚର୍ଚ୍ଚାରେ ବେଙ୍ଗାଲୁରୁର ଜଣେ ପୂର୍ବତନ ଆଇଟି କର୍ମଚାରୀ। ତାଙ୍କ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ନିଷ୍ପତ୍ତିକୁ ନେଇ ଆଲୋଚନା…

Paris Fashion Week: ବ୍ଲାକ୍ ଭେଲଭେଟ୍ ଗାଉନରେ ଐଶ୍

ପ୍ୟାରିସ୍‌: ପ୍ୟାରିସ୍ ଫ୍ୟାସନ ସପ୍ତାହରେ ଶୋ’ ଷ୍ଟପର ସାଜିଲେ ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଗତକାଲି ଏହି ସମ୍ମାନଜନକ ଫ୍ୟାସନ ଶୋରେ ଲୋରିଅଲର ବ୍ରାଣ୍ଡ ଆମ୍ବାସଡର ଭାବେ ଯୋଗଦେଇଥିଲେ ଐଶ୍ୱର୍ଯ୍ୟା । ଏହି ଫ୍ୟାସନ ଶୋରେ ସମ୍ପୂଣ୍ଣ ର୍ କଳା ପୋଷାକ ପିନ୍ଧି ଷ୍ଟନିଂ ଲାଗୁଥିଲେ ଏହି ହମ୍…

Revanth Reddy’s Remarks: ‘ଶିବ ଗରିବଙ୍କ ଭଗବାନ, ରାମ ଧନୀଙ୍କ’! ମୁଖ୍ୟମନ୍ତ୍ରୀଙ୍କ ଏମିତି ମନ୍ତବ୍ୟକୁ ନେଇ…

ନୂଆଦିଲ୍ଲୀ: ଭଗବାନ ଶିବ ଓ ଶ୍ରୀରାମଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ଏକ ମନ୍ତବ୍ୟକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି। ଦିଲ୍ଲୀରେ ଆୟୋଜିତ ‘ଦ କନକ୍ଲେଭ୍ ୨୦୨୬’ କାର୍ଯ୍ୟକ୍ରମରେ ରେବନ୍ତ ରେଡ୍ଡୀ ଶିବ ଓ ରାମଙ୍କୁ ନେଇ ନିଜ ମତ ରଖିଥିଲେ। ତାଙ୍କ ମନ୍ତବ୍ୟ ପରେ…

FBIର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଗୋଲ୍ଡି ବ୍ରାର ନାଁ 

ନୂଆଦିଲ୍ଲୀ: ଆମେରିକାର ଫେଡେରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (FBI) ଭାରତୀୟ ବଂଶୋଦ୍ଭବ ଗ୍ୟାଙ୍ଗଷ୍ଟର ସତୀନ୍ଦରଜିତ ସିଂହ ଓରଫ ଗୋଲ୍ଡି ବ୍ରାରଙ୍କ ନାଁ ଶ୍ରେଷ୍ଠ ୧୦ ମୋଷ୍ଟ ୱାଣ୍ଟେଡ୍ ପଳାତକ' ତାଲିକାରେ ସାମିଲ ହୋଇଛି। ଜୁଲାଇ ୧ ରେ କାଲିଫର୍ନିଆର ସେଣ୍ଟ୍ରାଲ୍ ଡିଷ୍ଟ୍ରିକ୍ଟ…

CEC ଜ୍ଞାନେଶ କୁମାରଙ୍କୁ ନିଲମ୍ବନ ପାଇଁ ଆବେଦନ, ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟପ୍ରଣାଳୀ ଓ ଏସଆଇଆର ସମ୍ପର୍କୀତ ନିଷ୍ପତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ତାଙ୍କ ନିଲମ୍ବନ ପାଇଁ ଏକ ଆବେଦନ କରାଯାଇଛି । ମଙ୍ଗଳବାର ଏହାକୁ ତାଲିକାଭୁକ୍ତ କରିଛନ୍ତି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ । ଆସନ୍ତା ସପ୍ତାହରେ…

ସର୍ଭେ ରିପୋର୍ଟ : ୭୦% ରୁ ଅଧିକ ୟୁକ୍ରେନବାସୀ ଦୁର୍ନୀତି ପାଇଁ ଜେଲେନସ୍କିଙ୍କୁ ଦାୟୀ ମନେକରୁଛନ୍ତି

କିଭ୍ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଅତି ନିକଟତର ଏବଂ ସହଯୋଗୀମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଦୁର୍ନୀତିକୁ ନେଇ ଦେଶବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କିଭ୍ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଓଲୋଜି ଦ୍ୱାରା କରାଯାଇଥିବା ଏକ ଜନମତ ସର୍ଭେ…

ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍

ତେହେରାନ: ଆମେରିକା ଓ ଇସ୍ରାଏଲ୍‌ ସହ ଚାଲିଥିବା ଭୟଙ୍କର ଯୁଦ୍ଧ ସ୍ଥିତି ମଧ୍ୟରେ ଇରାନରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ପାଠପଢ଼ା ଆରମ୍ଭ ହୋଇଛି। ଦେଶସାରା ବିଦ୍ୟାଳୟଗୁଡ଼ିକର ଖୋଲିଥିଲେ ବି ପିଲାମାନଙ୍କ ମନରୁ ଯୁଦ୍ଧର ଆଶଙ୍କା ଆଦୌ ଦୂର ହୋଇନାହିଁ। ବିମାନ ଆକ୍ରମଣ, ବୋମା ବିସ୍ପୋରଣ…