Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଠି ସ୍ୱାଧୀନତା କଥା ଛାଡିଦିଅନ୍ତୁ, ବଞ୍ଚି ରହିବା ବି କଷ୍ଟକର… ବାଂଲାଦେଶରେ ସାମ୍ବାଦିକମାନେ ପ୍ରକାଶ କଲେ ଯନ୍ତ୍ରଣା

ଢାକା: ବାଂଲାଦେଶର ପ୍ରମୁଖ ଖବରକାଗଜର ସମ୍ପାଦକମାନେ କହିଛନ୍ତି ଯେ ଦେଶର ଗଣମାଧ୍ୟମ ବଞ୍ଚିବା ପାଇଁ ଲଢ଼ୁଛି, ଏବଂ ସାମ୍ବାଦିକଙ୍କ ଜୀବନ ବଞ୍ଚିବାର ଅଧିକାର ଏବେ ଅଭିବ୍ୟକ୍ତିର ସ୍ୱାଧୀନତା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ଢାକାରେ ପ୍ରଥମ ଆଲୋ ଏବଂ ଦି ଡେଲି ଷ୍ଟାର କାର୍ଯ୍ୟାଳୟ ଉପରେ ଏକ…

ଚୀନ ଭିସା ଦୁର୍ନୀତି ମାମଲାରେ କାର୍ତ୍ତି ଚିଦାମ୍ବରମଙ୍କୁ ଝଟକା

ନୂଆଦିଲ୍ଲୀ: ଚୀନ ଭିସା ଦୁର୍ନୀତି ମାମଲାକୁ ନେଇ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍‌ଙ୍କ ବିରୋଧରେ ଶୁଣାଣି କରିଛନ୍ତି। ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଚାରପତି ପ୍ରମାଣକୁ ଦୃଷ୍ଟିରେ ରଖି କାର୍ତ୍ତି ଚିଦାମ୍ବରମ୍‌, ତାଙ୍କ…

ବ୍ଲୁବାର୍ଡ ସାଟେଲାଇଟ୍ କ’ଣ? ଇସ୍ରୋର ଏହି ଉପଗ୍ରହ ଉପରେ ସାରା ବିଶ୍ୱର ନଜର

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆସନ୍ତାକାଲି ବୁଧବାର ଦିନ ବ୍ଲୁବର୍ଡ ବ୍ଲକ ୨ ଉପଗ୍ରହ ଉତକ୍ଷେପଣ କରିବାର କାର୍ଯ୍ୟକ୍ରମ ରଖିଛି। ଏହାକୁ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସକାଳ ୮:୫୪ ରେ ଲଞ୍ଚ ଯାନ ମାର୍କ-III M6 (LVM3-M6) ମିଶନର ଅଂଶ ଭାବରେ ଉତକ୍ଷେପଣ…

Indian students in Bangladesh: ବାଂଲାରେ ପଢୁଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମୋଦୀଙ୍କୁ…

ନୂଆଦିଲ୍ଲୀ: ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, କିଛି ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀ ଏବେ ବି ସେଠାରେ ଫସି ରହିଛନ୍ତି । ତେବେ ଏହି ପରିସ୍ଥିତିରେ ଅଲ୍ ଇଣ୍ଡିଆ ମେଡିକାଲ୍ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AIMSA) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ବାଂଲାଦେଶରେ ଫସି…

IIMCରେ ଚାକିରିର ବଡ଼ ସୁଯୋଗ: ଏତେ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି, ଆବେଦନର ଶେଷ ତାରିଖ ୧୨ ଜାନୁଆରୀ

ନୂଆଦିଲ୍ଲୀ: ଯଦି ଆପଣ କୌଣସି ପ୍ରତିଷ୍ଠିତ ସରକାରୀ ସଂସ୍ଥାରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଉତ୍ତମ ସୁଯୋଗ ରହିଛି। ଇଣ୍ଡିଆନ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍ (ଆଇଆଇଏମ୍‌ସି) ୨୦୨୫ ବର୍ଷ ପାଇଁ ନନ୍-ଟିଚିଙ୍ଗ୍ ଷ୍ଟାଫ୍‌ର ବିଭିନ୍ନ ପଦବୀରେ…

ସୋସିଆଲ ମିଡିଆରେ ଫସୁଛନ୍ତି ଛୋଟ ପିଲା, ଚିନ୍ତା ବଢ଼ାଇଲା ରିପୋର୍ଟ

ନୂଆଦିଲ୍ଲୀ: ବଦଳୁଥିବା ଜୀବନଶୈଳୀରେ ପ୍ରତ୍ୟେକଙ୍କର ଅଧିକାଂଶ ସମୟ ସ୍ମାର୍ଟଫୋନ୍ ଏବଂ ସୋସିଆଲ୍ ମିଡିଆରେ ବିତୁଛି, ଯେଉଁଥିରେ ପିଲାମାନେ ମଧ୍ୟ ସାମିଲ୍। ପିଲାମାନେ ମଧ୍ୟ ନିଜର ବହୁତ ସମୟ ମୋବାଇଲ୍, ଟ୍ୟାବଲେଟ୍ ଏବଂ କମ୍ପ୍ୟୁଟରରେ ବିତାଉଛନ୍ତି। ଏହାର ଫଳସ୍ୱରୂପ ସୋସିଆଲ୍ ମିଡିଆ, ଭିଡିଓ ଏବଂ…

ଗୁଗଲ୍ କ୍ରୋମର ଚମତ୍କାର ଫିଚର୍ସ, ଏହି ଟ୍ରିକ୍ ଜାଣିଲେ ସହଜ ହୋଇଯିବ ସବୁ କାମ

ଭୁବନେଶ୍ୱର: ଗୁଗଲ୍ କ୍ରୋମ୍ ଆଜି ପ୍ରାୟ ପ୍ରତ୍ୟେକ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କର ପ୍ରଥମ ପସନ୍ଦ ହୋଇସାରିଛି। ଘରେ ସାଧାରଣ ବ୍ରାଉଜିଙ୍ଗ୍ ହେଉ କି ଅଫିସ୍‌ର ଜରୁରୀ କାମ, ଅଧିକାଂଶ ଲୋକେ ଏହି ବ୍ରାଉଜର ଉପରେ ନିର୍ଭର କରନ୍ତି। ସାଧାରଣତଃ ଲୋକେ କାମ ସହଜ କରିବା ପାଇଁ ବିଭିନ୍ନ ଏକ୍ସଟେନସନ୍…

ଏହି ଦେଶରେ ହୋଇଥାଏ ସବୁଠାରୁ ଅଧିକ ବାଲ୍ୟ ବିବାହ, ଆମ ଭାରତରେ…

ନୂଆଦିଲ୍ଲୀ: ୨୦୨୫ ବର୍ଷରେ ମଧ୍ୟ ବାଲ୍ୟ ବିବାହ ବିଶ୍ୱବ୍ୟାପୀ ମାନବାଧିକାରର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ରହିଛି। ଅନେକ ଦେଶ ଏହି ପ୍ରଥାକୁ ଉଚ୍ଛେଦ କରିବା ପାଇଁ କଡ଼ା ଆଇନଗତ ଏବଂ ସାମାଜିକ ପଦକ୍ଷେପ ନେଇଛନ୍ତି, ତଥାପି ଲକ୍ଷ ଲକ୍ଷ ପିଲାଙ୍କର ବିବାହ ୧୮ ବର୍ଷ ବୟସ ପୂର୍ବରୁ ହୋଇଯାଉଛି।…

ମାଙ୍କଡ କବଳରୁ ମୁକ୍ତି ପାଇଁ ଭାଲୁ ସାଜିଲେ ସରପଂଚ

ନୂଆଦିଲ୍ଲୀ: ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ କିଛି ନା କିଛି କଳା ରହିଛି । ନିକଟରେ ତେଲେଙ୍ଗାନାରେ ଜଣେ ସରପଂଚ ଭାଲୁ ହେବା ଖବର ଅନେକକୁ ଚକିତ କରିବା ସହ ଆନନ୍ଦ ପ୍ରଦାନ କରିଛି । ନିର୍ମଳ ଜିଲ୍ଲାର ଲିଙ୍ଗେପୁର ଗ୍ରାମରେ ୨ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ମାଙ୍କଡଙ୍କ ଯୋଗୁ…

ପ୍ରେମ କଲା ବାୟା; ପ୍ରେମୀ ସହ ମିଶି ସ୍ବାମୀଙ୍କୁ ଗ୍ରାଇଣ୍ଡିଂ କରିଦେଲେ…

ଲକ୍ଷ୍ନୌ: ମେରଠର ମୁସ୍କାନ ମାମଲା ପରି ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲାରେ ସମାନ ଘଟଣା ଘଟିଛି। ଯେଉଁଠାରେ ଜଣେ ମହିଳା ପ୍ରେମୀ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ ପଛାଇ ନାହିଁ। ଏହି ମାମଲାରେ ପୋଲିସ ଅଭିଯୁକ୍ତ ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଥିବା ଜଣାପଡିଛି।…