Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିଜକୁ ଗୁଳି କଲେ ପୂର୍ବତନ ଆଇଜି, ସୁଇସାଇଡ ନୋଟରୁ ମିଳିଲା ଆଶ୍ଚର୍ଯ୍ୟଜନକ ଖବର..

ଚଣ୍ଡିଗଡ: ପଞ୍ଜାବ ପୋଲିସର ପୂର୍ବତନ ଇନ୍ସପେକ୍ଟର ଜେନେରାଲ (ଆଇଜି) ଅମର ସିଂହ ଚହଲ ନିଜକୁ ଗୁଳିକରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପଞ୍ଜାବର ପଟିଆଲାରେ ତାଙ୍କ ଘରେ ସେ ନିଜକୁ ଗୁଳି କରିଛନ୍ତି । ପରିବାର ଲୋକେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପାଇଁ…

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲଙ୍କୁ ହାଇକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଆଜି (ଡିସେମ୍ବର ୨୨, ୨୦୨୫) ଦିଲ୍ଲୀ ହାଇକୋର୍ଟ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ରାଉଜ୍ ଆଭେନ୍ୟୁ କୋର୍ଟ ଏହି ମାମଲାରେ ରାହୁଲ ଏବଂ ସୋନିଆ ଗାନ୍ଧୀଙ୍କ ବିରୋଧରେ…

ବିଜେପିକୁ ମିଳିଛି ୬୬୫୪ କୋଟି; ଜାଣନ୍ତୁ ଆଉ କେଉଁ ଦଳକୁ କେତେ ମିଳିଛି ଚାନ୍ଦା…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ ଯୋଜନାକୁ ଉଚ୍ଛେଦ କରିବା ପରେ ଭାରତୀୟ ଜନତା ପାର୍ଟି ନିର୍ବାଚନ କମିଶନଙ୍କୁ ଏକ ରିପୋର୍ଟ ଦାଖଲ କରିଥିଲା। ଯେଉଁଥିରେ ୨୦୨୪-୨୫ ଆର୍ଥିକ ବର୍ଷରେ ବିଜେପିକୁ ୬,୬୫୪.୯୩ କୋଟି ଟଙ୍କା ଚାନ୍ଦା ମିଳିଥିବା ନେଇ ସୂଚନା ଦିଆଯାଇଛି। ଯାହାକି ପୂର୍ବ ବର୍ଷ…

ଅସ୍ତିତ୍ବ ପାଇଁ ଲଢ଼ୁଛି ଆରାବଳି…

ନୂଆଦିଲ୍ଲୀ: #SaveAravalli ଆନ୍ଦୋଳନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଆରାବଳି ପର୍ବତମାଳାକୁ ନେଇ ପରିବେଶ ମନ୍ତ୍ରଣାଳୟର ସୁପାରିଶକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ପରେ ପରିବେଶବିତ୍ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଯାଇଛି। ଅନେକ ପରିବେଶବିତ୍ ମଧ୍ୟ ଏହି ନିଷ୍ପତ୍ତି ବିରୋଧରେ…

ନକ୍ସଲଙ୍କ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ତିଆରି କାରଖାନାକୁ ଧ୍ବଂସ କଲେ ସୁରକ୍ଷା ବାହିନୀ

ସୁକମା: ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାରେ ସୁରକ୍ଷା ବାହିନୀ ଏକ ମାଓ ଅସ୍ତ୍ର କାରଖାନାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଛନ୍ତି । ଏହି ଅଭିଯାନ ନକ୍ସଲବାଦୀଙ୍କ ହିଂସାତ୍ମକ କାର୍ଯ୍ୟକଳାପ ଏବଂ ସେମାନଙ୍କ ଯୋଗାଣ ନେଟୱାର୍କ ପାଇଁ ଏକ ବଡ଼ ଆଘାତ । ଘନ ଜଙ୍ଗଲ ଏବଂ ଦୁର୍ଗମ ପାହାଡ଼ି ଅଞ୍ଚଳରେ ଲୁଚି…

ଏହି ଦେଶରେ ନାହିଁ ଗୋଟିଏ ବି ରେଳ ଷ୍ଟେସନ, ଯାତାୟାତ ପାଇଁ ବସ୍ ଉପରେ ନିର୍ଭର କରନ୍ତି ଲୋକେ

ନୂଆଦିଲ୍ଲୀ: ରେଳପଥ ବିଶ୍ୱର ଏକ ଦ୍ରୁତ ଏବଂ ସୁବିଧାଜନକ ପରିବହନ ବ୍ୟବସ୍ଥା। ଏହା ସତ୍ତ୍ୱେ ଦୁନିଆରେ ଏପରି କିଛି ଦେଶ ଅଛି ଯେଉଁଠାରେ କୌଣସି ଗୋଟିଏ ବି ରେଳ ଷ୍ଟେସନ ନାହିଁ। ଭୂଗୋଳ, ଇତିହାସ, ଅର୍ଥନୀତି ଏବଂ ଜନସଂଖ୍ୟା ଯୋଗୁଁ ଏଠାରେ ରେଳପଥ ଉପଲବ୍ଧ ନାହିଁ। ଏହି ଦେଶଗୁଡ଼ିକରେ, ବସ୍, କାର,…

Bangladesh violence: ଉସମାନ ହାଦିଙ୍କ ପରେ, ବାଂଲାଦେଶରେ ଆଉ ଜଣେ ନେତାଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ: ବାଂଲାଦେଶରେ ଇନକିଲାବ ମଞ୍ଚର ମୁଖପାତ୍ର ଏବଂ ଛାତ୍ର ନେତା ସରିଫ ଓସମାନ ବିନ୍ ହାଦିଙ୍କ ହତ୍ୟା ପରେ ସୃଷ୍ଟି ହୋଇଥିବା ହିଂସା ପ୍ରାୟତଃ ଥମିନାହିଁ, ଏବଂ ଦେଶ ପୁଣି ଥରେ ଥରି ଉଠିଛି।  ଯୁବନେତା ଶରିଫ ଓସମାନ ବିନ୍‌ ହାଦୀଙ୍କୁ ହତ୍ୟା କରାଯିବା ପରେ ଦେଶରେ ହିଂସା ଉଗ୍ର ରୂପ…

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ବାଣିଜ୍ୟିକ ଚୁକ୍ତି; ୯୫ ସାମଗ୍ରୀ…

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏକ ନୂଆ ମୁକ୍ତ ବାଣିଜ୍ୟିକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଯାହା ନ୍ୟୁଜିଲାଣ୍ଡର ୯୫ ପ୍ରତିଶତ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରୁଛି। ଏହି ଚୁକ୍ତିନାମା ୧.୪ ବିଲିୟନ ଭାରତୀୟ ଗ୍ରାହକଙ୍କ ନିକଟରେ ପହଞ୍ଚିବା ପାଇଁ ନ୍ୟୁଜିଲାଣ୍ଡକୁ ଏକ ପ୍ରମୁଖ…

ଏକତ୍ର ବଂଚିଲେ, ଆରପାରିକୁ ଗଲେ ବି ହାତ ଧରି

ପାଟନା: ବିହାରର ସମସ୍ତିପୁରରେ ଏ ଭଳି ଏକ ଘଟଣା ଘଟିଛି ଯାହାକି ଅନେକଙ୍କ ଆଖି ଓଦା କରିଦେଇଛି । ପ୍ରେମ, ବିବାହ, ବିଶ୍ୱାସ ଏକତ୍ର ବଂଚିବା ଓ ମରିବା କଣ ତାହା ଏକ ଦମ୍ପତି ପ୍ରମାଣ କରିଛନ୍ତି । ୮୫ ବର୍ଷୀୟ ବିଷ୍ଣୁଦେବ ସାହାଣୀଙ୍କ ଦେହ ହଠାତ ଖରାପ ହେଲା । ତାଙ୍କୁ ଚିକିତ୍ସା କରିବା ପାଇଁ…

ଆଜମେର ଦରଘାରେ ଚଢାନଯାଉ ପ୍ରଧାନମନ୍ତ୍ରୀ ପଠାଉଥିବା ଚାଦର, ଶୁଣାଣି କରିବାର ଆବେଦକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟକୁ ପହଞ୍ଚିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଆଜମେର ଶରିଫ୍ ଦରଘାକୁ ଚାଦର ପଠାଯିବା ପ୍ରସଙ୍ଗ। ମୋଦିଙ୍କ ପକ୍ଷରୁ ଆଜମେର ଶରିଫ୍ ଦରଘାକୁ ଚାଦର ପଠାଯିବା ବିରୋଧରେ ସୁପ୍ରିମକୋର୍ଟରେ ଆବବେଦନ ଦାଖଲ କରାଯାଇଛି। ଆଜମେର ଜିଲ୍ଲା କୋର୍ଟ ପରେ,…