Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

HIV positive in Chaibasa: ଶିଶୁମାନେ ଏଚଆଇଭି ପଜିଟିଭ୍‌ ଚିହ୍ନଟ;ମୁଖ୍ୟମନ୍ତ୍ରୀ ଦେଲେ ନିଲମ୍ବନ ନିର୍ଦ୍ଦେଶ

ରାଞ୍ଚି: ଝାଡଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାରେ ଥିବା ଚାଇବାସା ସରକାରୀ ହସ୍ପିଟାଲରେ ଥାଲାସେମିଆ ପୀଡିତ ଶିଶୁକୁ ଏଚଆଇଭି ସଂକ୍ରମିତ ରକ୍ତ ଦେବା ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଚାଇବାସା ସଦର ହସ୍ପିଟାଲର ସିଭିଲ ସର୍ଜନ ଏବଂ ତାଙ୍କ ସହିତ ଥିବା…

Diabetic food: ଟ୍ରେନରେ ମଧୁମେହ ରୋଗୀଙ୍କୁ ମିଳିବ ସ୍ୱତନ୍ତ୍ର ଖାଦ୍ୟ, ଅର୍ଡର କରିବା ପାଇଁ ଆପଣଙ୍କୁ…

ନୂଆଦିଲ୍ଲୀ: ଦେଶରେ ମଧୁମେହ ରୋଗର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଳ ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବନ୍ଦେ ଭାରତ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ, ଶତାବ୍ଦୀ ଏକ୍ସପ୍ରେସ ଏବଂ ଦୂରନ୍ତ ଏକ୍ସପ୍ରେସ ଭଳି ପ୍ରିମିୟମ୍ ଟ୍ରେନଗୁଡ଼ିକ ଏବେ ମଧୁମେହ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର…

ମଦ୍ୟପ ଡ୍ରାଇଭର ଆତଙ୍କବାଦୀ ସହ ସମାନ: କୁର୍ଣ୍ଣୁଲ ବସ୍ ଦୁର୍ଘଟଣାରେ ପୋଲିସ କମିଶନର…

କୁର୍ଣ୍ଣୁଲ: ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିମାନେ ଆତଙ୍କବାଦୀଙ୍କ ସହ ସମାନ ଅଟନ୍ତି। କୁର୍ଣ୍ଣୁଲ ବସ୍ ଦୁର୍ଘଟଣାକୁ ନେଇ ହାଇଦ୍ରାବାଦ ପୋଲିସ କମିଶନର ଭି.ସି. ସଜ୍ଜନାର ଏ ଲଭଳି ବୟାନ ଦେଇଛନ୍ତି। ତେବେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରେ ୨୦ ଜଣ ନିରୀହ ଲୋକ ନିଜ ଜୀବନ…

ଦିଲ୍ଲୀରେ ଚାଞ୍ଚଲ୍ୟ, କଲେଜ ଛାତ୍ରୀଙ୍କୁ ଏସିଡ୍ ମାଡ 

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ଦିଲ୍ଲୀର ଲକ୍ଷ୍ମୀବାଇ କଲେଜ ନିକଟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ଏସିଡ୍ ଆକ୍ରମଣ ହୋଇଛି। ପୋଲିସର ସୂଚନା ଅନୁଯାୟୀ, ପୀଡିତା ଜଣକ କଲେଜକୁ ଯାଉଥିବା ସମୟରେ ସକାଳ ପ୍ରାୟ ୧୦ଟା ସମୟରେ ଏହି ଆକ୍ରମଣ ହୋଇଥିଲା। ବର୍ତ୍ତମାନ ତାଙ୍କ…

Uttarakhand Green Cess: ଉତ୍ତରାଖଣ୍ଡରେ ବୁଲିବା ଏବେ ମହଙ୍ଗା ହେବ! ବାହାର ରାଜ୍ୟ ଗାଡି ଉପରେ ଲାଗୁ ହେବ…

ଡେରାଡୁନ: ରାଜ୍ୟ ପ୍ରତିଷ୍ଠାର ୨୫ ବର୍ଷ ପୂରଣ ଅବସରରେ, ଉତ୍ତରାଖଣ୍ଡ ପରିବହନ ବିଭାଗ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ଉତ୍ତରାଖଣ୍ଡ ସରକାର ବାହାର ରାଜ୍ୟରୁ ଯାଉଥିବା ଗାଡ଼ିରେ ଗ୍ରୀନ ଟ୍ୟାକ୍ସ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବ୍ୟବସ୍ଥା ଡିସେମ୍ବର ମାସରୁ ଲାଗୁ ହେବ । ଏହି…

Maoists Surrender: ଅସ୍ତ୍ରଶସ୍ତ୍ର ସହ ୨୧ ନକ୍ସଲଙ୍କ ଆତ୍ମସମର୍ପଣ

ନବରଙ୍ଗପୁର:ଜିଲ୍ଲା ସୀମାନ୍ତ ଛତିଶଗଡ଼ ଅନ୍ତର୍ଗତ କାଙ୍କେର ଜିଲ୍ଲାରେ ନକ୍ସଲ ପୁନର୍ବାସ ନୀତି ପୁଣିଥରେ ସେମାନଙ୍କର ପ୍ରଭାବଶାଳୀତା ଦେଖାଇଛି। ଏଥର ୨୧ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୩ ଜଣ ମହିଳା ଏବଂ ୮ ଜଣ ପୁରୁଷ କ୍ୟାଡର ଅଛନ୍ତି । ୧୮ ଟି ଅସ୍ତ୍ରଶସ୍ତ୍ର ସହିତ…

Air Pollution: ଜହର ପାଲଟିଛି ଦିଲ୍ଲୀ ବାୟୁ, ଅଣନିଶ୍ୱାସୀ ରାଜଧାନୀବାସୀ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଥଣ୍ଡା ବୃଦ୍ଧି ପାଇବା ସହିତ ବାୟୁ ଗୁଣବତ୍ତା କ୍ରମଶଃ ବିଷାକ୍ତ ହେବାରେ ଲାଗିଛି। ଦିଲ୍ଲୀରେ ଅନେକ ସ୍ଥାନରେ ଏକ୍ୟୁଆଇ ସ୍ତର ୪୦୦ ଅତିକ୍ରମ କରିଛି। ରବିବାର ସକାଳେ ଆନନ୍ଦ ବିହାରରେ ଏକ୍ୟୁଆଇ ୪୩୦ ରେକର୍ଡ କରାଯାଇଛି। ସେହିପରି ୱାଜିରପୁରରେ ଏହା ୪୦୬ ରହିଛି।…

Indian Economy: ଚଳିତ ବର୍ଷ ଭାରତୀୟ ଅର୍ଥନୀତି ୬.୬ ପ୍ରତିଶତ ବଢ଼ିବ ଜିଡିପି: ଆଇଏମ୍ଏଫ୍

ନୂଆଦିଲ୍ଲୀ: ଚଳିତ ଆର୍ଥିକବର୍ଷ ଭାରତୀୟ ଅର୍ଥନୀତି ୬.୬% ହାରରେ ବଢ଼ିବ। ଏଥିସହିତ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ଭାବେ ଏହାର ମାନ୍ୟତା ବଜାୟ ରଖିବ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ଏହାର ୱାର୍ଲଡ ଇକୋନୋମିକ୍‌ ଆଉଟ୍‌ଲୁକ୍‌(ଡବ୍ଲ୍ୟୁଇଓ) ରିପୋର୍ଟରେ…

ଅଷ୍ଟ୍ରେଲିୟ ମହିଳା କ୍ରିକେଟରଙ୍କୁ ଅସଦାଚରଣ ଘଟଣା; ଅଭିଯୁକ୍ତ ନାଁରେ ଅନେକ ମାମଲା ରହିଛି…

ଇନ୍ଦୋର: ମଧ୍ୟପ୍ରଦେଶରେ ଦୁଇ ଜଣ ଅଷ୍ଟ୍ରେଲିୟ ମହିଳା କ୍ରିକେଟରଙ୍କୁ ଶନିବାର ଦିନ ଅସଦାଚରଣ କରାଯାଇଥିଲା। ଏହି ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଉକ୍ତ  ଅଭିଯୁକ୍ତ ଜଣକ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ, ଗିରଫ ଆକିଲ ଓରଫ ନିତ୍ରା…

ଅଭିନେତା ସଲମାନ ଖାନଙ୍କୁ ଆତଙ୍କବାଦୀ ଘୋଷଣା କଲା ପାକିସ୍ତାନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନଙ୍କ ମନ୍ତବ୍ୟକୁ ନେଇ ଚିହିଁକି ଉଠିଛି ପାକିସ୍ତାନ। ଏପରିକି ସଲମାନଙ୍କୁ ଆତଙ୍କବାଦୀ ଘୋଷିତ କରିବାକୁ ପଛାଇ ନାହିଁ। ସୂଚନା ଅନୁଯାୟୀ, ଅଭିନେତାଙ୍କ ବୟାନ ପଡ଼ୋଶୀ ଦେଶକୁ ଏତେ ଆଘାତ କରିଛି ଯେ ରାଗରେ ପାକିସ୍ତାନ ତାଙ୍କୁ ଆତଙ୍କବାଦୀ ଘୋଷଣା କରିଛି…