Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

NCBର ବଡ଼ କାର୍ଯ୍ୟାନୁଷ୍ଠାନ; ୮୧୩କିଲୋ ଗଞ୍ଜେଇ ଜବତ, ତିନି ଗିରଫ

ହାଇଦ୍ରାବାଦ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଗଞ୍ଜେଇ ଚାଲାଣ ବିରୁଦ୍ଧରେ ଏକ ବଡ଼ ସଫଳତା ହାସଲ କରିଛି। ଏକ ସୂଚନା ଆଧାରରେ NCB ହାଇଦ୍ରାବାଦ ଜୋନ୍ ଟିମ୍ ୧୩ ଜାନୁଆରୀ ଦିନରେ ଏକ ଅଭିଯାନ ଚଳାଇ ୮୧୩ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା। ଏହି ଅଭିଯାନରେ ତିନି ଜଣ ଚୋରା ଚାଲାଣକାରୀଙ୍କୁ…

ମଜଭୁତ ହେଉଛି ଭାରତୀୟ ପାସପୋର୍ଟ; ଏବେ ୫୫ ଦେଶରେ ଭିସା ଫ୍ରି ଏଣ୍ଟ୍ରି…

ନୂଆଦିଲ୍ଲୀ: ହେନଲି ପାସପୋର୍ଟ ଇଣ୍ଡେକ୍ସ ୨୦୨୬ ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ଭାରତୀୟ ପାସପୋର୍ଟର ରାଙ୍କିଂରେ ଉନ୍ନତି ଦେଖାଯାଇଛି। ତେବେ ଗତ ବର୍ଷ ଭାରତ ୮୫ ତମ ସ୍ଥାନରେ ଥିଲା କିନ୍ତୁ ଚଳିତ ବର୍ଷ ଏହା ପାଞ୍ଚଟି ସ୍ଥାନ ଉପରକୁ ଯାଇ ୮୦ ତମ ସ୍ଥାନରେ ପହଞ୍ଚିଛି। ଚଳିତ ବର୍ଷ ନାଇଜର ଏବଂ…

India Issues Urgent Advisory: ‘ତୁରନ୍ତ ଇରାନ ଛାଡିଦିଅ ‘…ଭାରତୀୟ ଦୂତାବାସ ଜାରି କଲା…

ନୂଆଦିଲ୍ଲୀ: ଭାରତ ବୁଧବାର ଦିନ ଏକ ଆଡଭାଇଜରୀ ଜାରି କରି ଇରାନରେ ଥିବା ନିଜର ନାଗରିକମାନଙ୍କୁ ଯଥାଶୀଘ୍ର ଦେଶ ଛାଡିବାକୁ ଅନୁରୋଧ କରିଛି। ବଢୁଥିବା କ୍ଷେତ୍ରୀୟ ଉତ୍ତେଜନା ଏବଂ ବିରୋଧ ପ୍ରଦର୍ଶନ ମଧ୍ୟରେ ସୁରକ୍ଷା ପରିସ୍ଥିତି ସୃଷ୍ଟି ହେଉଥିବାରୁ ଏହି ଆଡଭାଇଜରୀରେ ଜାରି କରାଯାଇଛି। ଭାରତୀୟ…

Telangana Stray Dogs Killing: ଧିକ୍ ମଣିଷ! ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବା ପାଇଁ ୫୦୦ କୁକୁରଙ୍କୁ ଦେଲେ…

କାମାରେଡ୍ଡି: ନୂତନ ବର୍ଷର ପ୍ରଥମ ଦୁଇ ସପ୍ତାହରେ ତେଲେଙ୍ଗାନାରେ ପ୍ରାୟ ୫୦୦ ବୁଲା କୁକୁରଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ତନାଘନା ଜୋର୍ ହୋଇଥିବା ବେଳେ ଏବେ ସାତ ସାମ୍ନାକୁ ଆସିଛି। ଯାହା ପୁଣି ଥରେ ଏହି ମଣିଷର ମାନବିକତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି। ତଦନ୍ତରୁ ଜଣାପଡିଥିଲା କି…

Sukma Naxal Surrender:୨୯ ମାଓବାଦୀଙ୍କ ଆତ୍ମସମର୍ପଣ;ମୁଣ୍ଡରେ ଥିଲା ଦୁଇ ଲକ୍ଷ

ରାୟପୁର:ଛତିଶଗଡ଼ର ସୁକମା ଜିଲ୍ଲାରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ଜଣେ ମାଓବାଦୀ ସମେତ ୨୯ ଜଣ ମାଓବାଦୀ ସୁରକ୍ଷାବାହିନୀ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି। ୨୦୨୬ ମସିହାରେ ସୁକମାର ଗୋଗୁଣ୍ଡାରେ ସବୁଠାରୁ ବଡ଼ ନକ୍ସଲ ଆତ୍ମସମର୍ପଣ…

Russia Slams US Strike Threats: ମୁହାଁମୁହିଁ ଟ୍ରମ୍ପ – ପୁଟିନ; ହେବକି ଆଉ ଏକ ବିଶ୍ଵଯୁଦ୍ଧ?

ନୂଆଦିଲ୍ଲୀ: ରଣକ୍ଷେତ୍ର ପାଲଟିବ କି ଇରାନ? ତୃତୀୟ ବିଶ୍ୱଯୁଦ୍ଧ ଦେଖିବା କି ବିଶ୍ବ? ଆମ୍ନାସାମ୍ନା ହେବେ ବିଶ୍ଵର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଚେତାବନୀ ଦେଲେ ପୁଟିନ୍ ଭେନେଜୁଏଲା ଉପରେ ଆକ୍ରମଣ ପରେ, ଆମେରିକା ନିରନ୍ତର ଇରାନର ବ୍ୟାପାରରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଛି। ଏହି…

କିଏ ଏହି ମୁସଲିମ ବ୍ରଦରହୁଡ; ଯାହାକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୁସଲିମ ବ୍ରଦରହୁଡକୁ ଏକ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିଛନ୍ତି। ମଙ୍ଗଳବାର ଦିନ ଟ୍ରେଜେରୀ ଏବଂ ଷ୍ଟେଟ୍ ଡିପାର୍ଟମେଣ୍ଟ ମୁସଲିମ ବ୍ରଦରହୁଡର ଲେବାନିଜ୍, ଜୋର୍ଡାନ ଏବଂ ଇଜିପ୍ଟର ଶାଖା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଘୋଷଣା…

PM Modi New Office: ବଦଳୁଛି ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାଳୟ… ଜାଣନ୍ତୁ କେଉଁଠି ରହିବ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ଆଜିଠାରୁ ପରିବର୍ତ୍ତନ ହେବ ବୋଲି କୁହାଯାଉଛି। ଆଜି, ଜାନୁଆରୀ ୧୪, ବୁଧବାର, ମକର ସଂକ୍ରାନ୍ତିର ଶୁଭ ଅବସରରେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ସ୍ଥାନାନ୍ତରିତ ହେଉଛି। ପିଏମଓ ଆଉ ସାଉଥ୍ ବ୍ଲକ୍‌ରେ ଅବସ୍ଥିତ ହେବ…

ଭାରତୀୟ ସେନାର ପଦାତିକ ବାହିନୀରେ ସାମିଲ ହେବେ ମହିଳା: ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ

ନୂଆଦିଲ୍ଲୀ: ଭାରତୀୟ ସେନାର ପଦାତିକ ବାହିନୀରେ ମହିଳାମାନଙ୍କୁ ସାମିଲ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। କିନ୍ତୁ ଏହି ନିଷ୍ପତ୍ତି ସାମାଜିକ ଗ୍ରହଣୀୟତା ଉପରେ ନିର୍ଭର କରିବ ବୋଲି ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି। ମହିଳା ମାନଙ୍କୁ ଏକ ଦୁର୍ବଳ ବର୍ଗ ଭାବରେ ଦେଖାଯିବା ଉଚିତ୍…

ଟ୍ରମ୍ପଙ୍କ ରାସ୍ତାରେ ଇସ୍ରାଏଲ; ୭ ଜାତିସଂଘ ଏଜେନ୍ସିରୁ ସମ୍ପର୍କ ଛିନ୍ନ କଲା…

ନୂଆଦିଲ୍ଲୀ: ଆମେରିକା ପରେ ଇସ୍ରାଏଲ ମଧ୍ୟ ଅନେକ ଜାତିସଂଘ ଏଜେନ୍ସିରୁ ଓହରିଯାଇଛି। ଇସ୍ରାଏଲ ନିରନ୍ତର ପକ୍ଷପାତିତା ଏବଂ ତାଙ୍କ ବିରୁଦ୍ଧରେ ରାଜନୀତିକରଣ କରୁଥିବା ଅଭିଯୋଗ କରିଛି। ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ୬୬ଟି ଅନ୍ତର୍ଜାତୀୟ ସଂଗଠନ ଏବଂ ଚୁକ୍ତିନାମାରୁ…