Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Indian Passport Ranks: ନୂଆବର୍ଷ ପୂର୍ବରୁ ଭାରତୀୟ ପାସପୋର୍ଟକୁ ଝଟକା, ପୂର୍ବ ଅପେକ୍ଷା ଆହୁରି…

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ଭାରତୀୟ ପାସପୋର୍ଟକୁ ଏକ ଝଟକା ଲାଗିଛି । ବିଶ୍ୱ ରାଙ୍କିଙ୍ଗରେ ଭାରତୀୟ ପାସପୋର୍ଟ ୮୫ତମ ସ୍ଥାନକୁ ଖସିଯାଇଛି, ଯାହା ପୂର୍ବରୁ ଏହାର ସ୍ଥାନ ୮୦ତମ ଥିଲା । ଭାରତ ସହିତ, ଆମେରିକାକୁ ମଧ୍ୟ ଝଟକା ଲାଗିଛି । ହେନଲି ପାସପୋର୍ଟ ସୂଚକାଙ୍କ ୨୦୨୫ ଏକ ନୂତନ ତାଲିକା…

Imran khan wife tortured: ଇମ୍ରାନ ଖାନଙ୍କ ପତ୍ନୀଙ୍କୁ ଜେଲରେ ଦିଆଯାଉଛି ନିର୍ଯ୍ୟାତନା…

ନୂଆଦିଲ୍ଲୀ: ଜେଲ ଦଣ୍ଡ ଭୋଗୁଛନ୍ତି ପାକିସ୍ତାନର , ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପତ୍ନୀ ବୁଶରା ବିବି । ଇମ୍ରାନ ଖାନଙ୍କୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଲାଗିରହିଥାଏ । ତେବେ ଏବେ ଆଉ ଏକ ସାଂଘାତିକ ରିପୋର୍ଟ ସାମ୍ନାକୁ ଆସିଛି । ଇମ୍ରାନ ଖାନଙ୍କ ପତ୍ନୀ ବୁଶରା ବିବିଙ୍କୁ…

କେବଳ ମଣିଷ ନୁହେଁ, ପିମ୍ପୁଡ଼ିମାନେ ମଧ୍ୟ ଡାକ୍ତରୀ ଅସ୍ତ୍ରୋପଚାର କରିପାରନ୍ତି; ଜାଣନ୍ତୁ କେମିତି…

ନୂଆଦିଲ୍ଲୀ: ଆପଣମାନେ ଡାକ୍ତରମାନଙ୍କୁ ହସ୍ପିଟାଲରେ ଅସ୍ତ୍ରୋପଚାର କରୁଥିବା ଦେଖିଥିବେ, କିନ୍ତୁ ଜଙ୍ଗଲର ସବୁଠାରୁ ଛୋଟ ପ୍ରାଣୀ ମଧ୍ୟ ଏହି ସମାନ କାର୍ଯ୍ୟ କରିପାରନ୍ତି। ବିଜ୍ଞାନ ଜଗତର ଏହି ଖବର ଆଶ୍ଚର୍ଯ୍ୟଜନକ। ମଣିଷ ବ୍ୟତୀତ, ପୃଥିବୀରେ ଆଉ ଏକ ପ୍ରାଣୀ ଏବେ ଚିକିତ୍ସା କାର୍ଯ୍ୟ କରିବାକୁ…

Atal Canteen: ଆରମ୍ଭ ହେଲା ‘ଅଟଳ କ୍ୟାଣ୍ଟିନ୍’ ମାତ୍ର ୫ ଟଙ୍କାରେ ରୁଟି,ଭାତ,ଡ଼ାଲି, ତରକାରୀ ସବୁକିଛି…

ନୂଆଦିଲ୍ଲୀ:ମାତ୍ର ୫ ଟଙ୍କାରେ ପେଟଫୁଲ୍ ଖାଇବା ପାଇବା କୁ ଚାହୁଁଛନ୍ତି କି? ତା ପୁଣି ବିଭିନ୍ନ ରକମର ସୁସ୍ବାଦୁ ଖାଦ୍ୟ । ତେବେ ଜାଣି ରଖନ୍ତୁ କେଉଁଠି କେଉଁଠି ଏହି ସୁବିଧା ଉପଲବ୍ଧ… ଦିଲ୍ଲୀ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମଜୟନ୍ତୀ ଅବସରରେ ‘ଅଟଳ…

ISIS ଆତଙ୍କବାଦୀ ଆଡ୍ଡା ଉପରେ ଆମେରିକାର ଏୟାରଷ୍ଟ୍ରାଇକ: ସାମ୍ନାକୁ ଆସିଲା ଭିଡିଓ, ଜାଣନ୍ତୁ କଣ କହିଲେ ଟ୍ରମ୍ପ

ନ୍ୟୁୟର୍କ: ISIS ଆତଙ୍କବାଦୀ ଆଡ୍ଡା ଉପରେ ଟ୍ରମ୍ପଙ୍କ ଆକ୍ରମଣ। ଉତ୍ତର ପଶ୍ଚିମ ନାଇଜେରିଆରେ ISIS ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ। ନୀରିହ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ହତ୍ୟା କରାଯାଉଥିବାରୁ ଆକ୍ରମଣ ନିର୍ଦ୍ଦେଶ। ଟ୍ରୁଥ୍ ସୋସିଆଲରେ ମୃତ ଆତଙ୍କୀଙ୍କୁ ବଡଦିନ ଶୁଭେଚ୍ଛା ଦେଲେ ଟ୍ରମ୍ପ। ଏହି…

Indian Railways: ବର୍ଦ୍ଧିତ ରେଳଭଡା ଲାଗୁକଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ବର୍ଦ୍ଧିତ ରେଳଭଡା ଲାଗୁକଲା ଭାରତୀୟ ରେଳବାଇ। ୨୧୫ କିମି ମଧ୍ୟରେ ଯାତ୍ରା କରୁଥିଲେ ଭଡା ବଢିବ ନାହିଁ। ସାଧାରଣ ବର୍ଗରେ ୧ ଓ ଏସି/ନନ୍‌ ଏସିରେ ୨ ପଇସା ବୃଦ୍ଧି କଲା ରେଲୱେ। ୨୧ ତାରିଖରେ ଭଡା ବୃଦ୍ଧି ନେଇ ଘୋଷଣା କରାଯାଇଥିଲା। ରେଳବାଇ ସାଧାରଣ ଠାରୁ ଆରମ୍ଭ କରି ଏସି…

Hindu man lynched in Bangladesh: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା,ଏକ ଭିଡ଼ ପିଟି ପିଟି…

ଢାକା:ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଉତ୍ତ୍ୟକ୍ତ ଲୋକେ ଅମ୍ରିତ ମଣ୍ଡଳ ନାମକ ଜଣେ ୨୯ ବର୍ଷୀୟ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ରାଜବାଡ଼ି ଅନ୍ତର୍ଗତ ପଙ୍ଗସା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ଦୀପୁ ଚନ୍ଦ୍ର…

ହର୍ବାଲ ଟିକୁ ‘ଚା’ କହିବା ଭୁଲ; ବେଆଇନ ଘୋଷଣା କଲା FSSAI

ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଚା' କୁ ନେଇ ଏକ ସ୍ପଷ୍ଟ ମତ ଦେଇଛି। କେବଳ କାମେଲିଆ ସାଇନେସିସ୍ ଗଛରୁ ତିଆରି ଉତ୍ପାଦଗୁଡ଼ିକୁ ହିଁ "ଚା" କୁହାଯାଇପାରିବ ବୋଲି ସ୍ପଷ୍ଟ ଭାବରେ କୁହାଯାଉଛି। ନିୟମ ଅନୁଯାୟୀ, କାଙ୍ଗରା ଚା, ସବୁଜ ଚା ଏବଂ ଇନଷ୍ଟାଣ୍ଟ…

ଲିଭ୍-ଇନ୍ ରିଲେସନସିପ୍‌କୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଭାରତରେ ଆଜି ବି ପରିବାର ଓ ସମାଜ ଉପରେ ପାରମ୍ପରିକ ମୂଲ୍ୟବୋଧର ବହୁତ ପ୍ରଭାବ ରହିଛି। ବିବାହକୁ ପବିତ୍ର ଓ ଅନିବାର୍ଯ୍ୟ ଭାବରେ ଗଣାଯାଏ ଏବଂ ଅଧିକାଂଶ ସମୟରେ ଏହା ଦେଖାଯାଏ ଯେ ଯେଉଁମାନେ ବିବାହ ନକରି ଏକାଠି ରହୁଛନ୍ତି, ସେମାନଙ୍କୁ ସମାଜର ଦୃଷ୍ଟିରେ ଅସ୍ୱୀକାର କରାଯାଏ। ଏଭଳି…