Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ମହଙ୍ଗା ହେଲା CNG, ଜାଣନ୍ତୁ କେତେ ରହିଛି ଆଜିର ଦର…

ନୂଆଦିଲ୍ଲୀ: ଦେଶରେ ପୁଣିଥାଏ ଆବଶ୍ୟକୀୟ ଜାଳେଇଣି CNG ଦର ବୃଦ୍ଧି ପାଇଛି। ବିଭିନ୍ନ ସହର ଓ କମ୍ପାନି ଅନୁସାରେ ସିଏନଜି (CNG) ଦାମ୍ ପୁଣି ବୃଦ୍ଧି ପାଇଛି। ଯାହା ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ବାରମ୍ବାର ଦର ବୃଦ୍ଧି ଯୋଗୁଁ ଅଟୋ, କାର୍ ଓ ଯାତାୟାତ ସେବା ବ୍ୟବହାର କରୁଥିବା…

ନେପାଳ ପ୍ରଳୟଙ୍କାରୀ ବନ୍ୟାରେ ୬୦୦ ଟପିଲା ମୃତ୍ୟୁ ସଂଖ୍ୟା: ୩୨୦ ଭାରତୀୟ ନିଖୋଜ

ନୂଆଦିଲ୍ଲୀ: ନେପାଳରେ ଆସିଥିବା ଭୟଙ୍କର ବନ୍ୟା ପରେ, ଶହ ଶହ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ନିରନ୍ତର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ପ୍ରଳୟଙ୍କାରୀ ବନ୍ୟାରେ ୬୦୦ ଟପିଲା ମୃତ୍ୟୁ ସଂଖ୍ୟା। ଏପର୍ଯ୍ୟନ୍ତ ୫୮୭…

ୟୁଟ୍ୟୁବ୍ ଓ ଇନଷ୍ଟାଗ୍ରାମକୁ ଟକ୍କର ଦେବ ‘କ୍ଲବ୍’ ଆପ୍: କମ୍ ଫଲୋଅର୍ସ ଥାଇ ବି କ୍ରିଏଟର କରିପାରିବେ…

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରୁ ରୋଜଗାର କରିବା ଶୁଣିବାକୁ ଯେତିକି ସହଜ ଲାଗେ, ବାସ୍ତବରେ ତାହା ସେତିକି ସିଧାସଳଖ ନୁହେଁ। ୟୁଟ୍ୟୁବ୍ ହେଉ କିମ୍ବା ଇନଷ୍ଟାଗ୍ରାମ୍, ଟଙ୍କା ରୋଜଗାର କରିବା ପାଇଁ ଲକ୍ଷ ଲକ୍ଷ ଭ୍ୟୁଜ୍ ଏବଂ ଅନେକ ସର୍ତ୍ତାବଳୀ ପୂରଣ କରିବାକୁ ପଡ଼ିଥାଏ । ତେବେ ଏହି ପାରମ୍ପରିକ…

ବିମାନବନ୍ଦରରେ ଆତଙ୍କ: ଲ୍ୟାଣ୍ଡିଂ ସମୟରେ ଟାୟାର ବିସ୍ଫୋରଣ

ବିଳାସପୁର: ଛତିଶଗଡ଼ର ବିଳାସପୁର ସ୍ଥିତ ବିଲାସା ଦେବୀ କେଭଟ ବିମାନବନ୍ଦରରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଆଲାଏନ୍ସ ଏୟାରର ଏକ ଯାତ୍ରୀବାହୀ ବିମାନ ରନୱେରେ ଅବତରଣ କରୁଥିବା ସମୟରେ ହଠାତ୍ ଏହାର ଏକ ଟାୟାର ଫାଟିଯାଇଥିଲା। ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି କାରଣରୁ…

ପବିତ୍ର ତୀର୍ଥରେ ଅକାଳ ବିଦାୟ: ଗୀତାଠାରୁ ଗରୁଡ଼ ପୁରାଣ ଯାଏଁ, କ’ଣ ରହିଛି ଆଧ୍ୟାତ୍ମିକ ବିଶ୍ୱାସ?

ନୂଆଦିଲ୍ଲୀ: ନେପାଳ-ତିବ୍ବତ ସୀମାରେ ହଠାତ୍ ଆସିଥିବା ବନ୍ୟା ବା ଫ୍ଲାସ୍ ଫ୍ଲଡ୍ ଏବେ ବ୍ୟାପକ ଧ୍ୱଂସଲୀଳା ରଚିଛି। ବିପୁଳ ପରିମାଣର ଭିତ୍ତିଭୂମି ନଷ୍ଟ ହେବା ସହ ଅନେକ ଲୋକଙ୍କର ଜୀବନହାନି ଘଟିଛି। ସବୁଠାରୁ ଦୁଃଖର ବିଷୟ ହେଉଛି, ଏହି ପ୍ରାକୃତିକ ବିପର୍ଯ୍ୟୟ ଏପରି ଏକ ସମୟରେ ଆସିଛି ଯେତେବେଳେ…

୬ ବର୍ଷ ପରେ ସୁଧୁରିବ କି ଭାରତ-ଚୀନ୍ ସମ୍ପର୍କ? ଇଲେକ୍ଟ୍ରିକ୍ ଗାଡ଼ି ଓ ରପ୍ତାନି କ୍ଷେତ୍ର ପାଇଁ ନୂଆ ଢାଞ୍ଚା…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲଗାତାର ଟାରିଫ୍ ଧମକ ଏବଂ ଋଷିଆଠାରୁ ତୈଳ କ୍ରୟକୁ ନେଇ ଆସୁଥିବା ଚେତାବନୀ ମଧ୍ୟରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଶ୍ୱ ବାଣିଜ୍ୟ ଗ୍ଲୋବାଲ୍ ସପ୍ଲାଇ ଚେନରେ ଏକ ବ୍ୟାପକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଭାରତ ଓ ଚୀନ୍ ଏବେ ହାତ…

Indian Pilgrims Recall Nepal Horror:’ବନ୍ୟାଜଳ ମାତ୍ର ୧୦୦ ମିଟର ଦୂରରେ ଥିଲା; ଭଗବାନ…

ନୂଆଦିଲ୍ଲୀ: ନେପାଳରେ ଆସିଥିବା ଭୟଙ୍କର ବନ୍ୟା ପରେ, ଶହ ଶହ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ନିରନ୍ତର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ନେପାଳରୁ ଉଦ୍ଧାର ହୋଇ…

Delhi ‘spy couple’:ISIର ଗୁପ୍ତଚର ନେଟୱାର୍କ ଠାବ… ସ୍ପେଶାଲ୍ ସେଲ୍ ଦ୍ୱାରା ଏକ ଦମ୍ପତି ଗିରଫ; ପାକିସ୍ତାନକୁ…

ନୂଆଦିଲ୍ଲୀ:ଦିଲ୍ଲୀ ପୋଲିସ୍ ପାକିସ୍ତାନର ଗୁପ୍ତଚର ସଂସ୍ଥା ISI ସହିତ ଜଡ଼ିତ ଏକ ବଡ଼ ଧରଣର ଗୁପ୍ତଚର ନେଟୱାର୍କର ପର୍ଦ୍ଦାଫାସ କରିଛି। ଏହି ମାମଲାରେ ଦିଲ୍ଲୀ-ଏନସିଆର୍ (NCR) ଅଞ୍ଚଳରେ ରହୁଥିବା ସାହିଲ୍ ଏବଂ ସମୀରା ନାମକ ଏକ ଦମ୍ପତିଙ୍କୁ ଗିରଫ କରାଯାଇଛି । ପୋଲିସ୍ କହିଛି ଯେ, ୨୦୨୪…

ନେପାଳରେ ଭୟଙ୍କର ବନ୍ୟା: ହିମସ୍ଖଳନ ନା ଭୂକମ୍ପ, କେଉଁ କାରଣରୁ ଭୋଟେକୋଶୀରେ ଆସିଲା ପ୍ରଳୟ?

ନୂଆଦିଲ୍ଲୀ: ବୁଧବାର ଦିନ ନେପାଳର ରସୁୱା ଜିଲ୍ଲା ଦେଇ ପ୍ରବାହିତ ଭୋଟେକୋଶୀ ନଦୀରେ ଅଚାନକ ଆସିଥିବା ଭୟଙ୍କର ବନ୍ୟା ଯୋଗୁଁ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିବା ସହ ବ୍ୟାପକ ଧନଜୀବନ ନଷ୍ଟ ହୋଇଛି । ଏହି ପ୍ରଳୟଙ୍କରୀ ବନ୍ୟାର ସ୍ରୋତ ଏତେ ପ୍ରଖର ଥିଲା ଯେ, ନଦୀ କୂଳରେ ଥିବା ବହୁ ପୋଲ, ଘରଦ୍ୱାର…

ଜାନୁଆରୀରେ ଭାରତ-ବାଂଲାଦେଶ ସିରିଜ୍ ସମ୍ଭାବନା

ଢାକା: ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଓ ଟି- ୨୦ କ୍ରିକେଟ୍ ସିରିଜ୍ ଆସନ୍ତା ଜାନୁଆରୀ ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ପୂର୍ବରୁ ଏହି ସିରିଜ୍ ସେପ୍ଟେମ୍ବର ମାସରେ ଖେଳାଯିବାକୁ ସ୍ଥିର ହୋଇଥିଲା। ତେବେ ସୂଚୀକୁ ନେଇ କିଛି ଅନିଶ୍ଚିତତା ଦେଖାଦେବା ପରେ,…