Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Birth anniversary:ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୪ତମ ଜନ୍ମବାର୍ଷିକୀ।  ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟ ଘାଟରେ ନିର୍ମିତ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ‘ସଦୈବ ଅଟଳ’କୁ ଯାଇ ପୁଷ୍ପମାଲ୍ୟ ଅର୍ପଣ…

Terrible road accident : ସକାଳୁ ସକାଳୁ ବଡ଼ ଅଘଟଣ, ବସ୍ ଦୁର୍ଘଟଣାରେ ଜଳିଗଲେ ଯାତ୍ରୀ

କର୍ଣ୍ଣାଟକ: କର୍ଣ୍ଣାଟକରେ ଭୟଙ୍କର ସଡକ ଦୁର୍ଘଟଣା। କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାରେ ଏକ ଘରୋଇ ପ୍ଲିପର କୋଚ୍ ବସ୍ ଟ୍ରକ ସହ ଧକ୍କା ହେବା ପରେ ସେଥିରେ ନିଆଁ ଲାଗିଯାଇଛି। ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବସ୍‌ ଟି ବେଙ୍ଗାଲୁରୁରୁ ଗୋକର୍ଣ୍ଣ ଯାଉଥିବାବେଳେ ଏକ…

Aravalli Hills; ସମ୍ପୂର୍ଣ୍ଣ ଆରାବଳୀକୁ ସୁରକ୍ଷା ଦେବେ କେନ୍ଦ୍ର ସରକାର, ଖଣି ଲିଜ୍‌ ଉପରେ ଲାଗୁ ହେବ ପୂର୍ଣ୍ଣ…

ନୂଆଦିଲ୍ଲୀ: ଦିଲ୍ଲୀରୁ ଗୁଜରାଟ ପର୍ଯ୍ୟନ୍ତ ବ୍ୟାପୀ ରହିଥିବା ସମ୍ପୂର୍ଣ୍ଣ ଆରାବଳୀ ପର୍ବତମାଳାକୁ ବେଆଇନ ଖଣି ଖନନରୁ ସଂରକ୍ଷଣ ଏବଂ ସୁରକ୍ଷା ଦେବେ କେନ୍ଦ୍ର ସରକାର । ଏ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଆରାବଳୀରେ…

ପୁଣି ଆଉ ଜଣେ ଭାରତୀୟଙ୍କୁ ୧୫ ଘଣ୍ଟା ଅଟକ ରଖିଲା ଚୀନ, ଖାଇବାକୁ ବି ଦେଲାନି…

ନୂଆଦିଲ୍ଲୀ: ଚୀନ ଅନନ୍ତ ମିତ୍ତଲ ନାମକ ଜଣେ ଭାରତୀୟ ବ୍ଲଗରଙ୍କୁ ପ୍ରାୟ ୧୫ ଘଣ୍ଟା ପାଇଁ ଅଟକ ରଖିଥିବା ସୂଚନା ମିଳିଛି। ଏହି ସମୟ ମଧ୍ୟରେ ତାଙ୍କୁ ମାନସିକ ନିର୍ଯାତନା ଦିଆଯିବା ସହ ଖାଦ୍ୟ ଏବଂ ପାଣି ମଧ୍ୟ ପ୍ରଦାନ କରାଯାଇନଥିଲା। ବ୍ଲଗର ଜଣକ ଏନେଇ ତାଙ୍କ ସୋସିଆଲ ମିଡିଆରେ ଭିଡିଓ ସେୟାର…

ମାତ୍ର ୩ଘଣ୍ଟା ମଧ୍ୟରେ ଚେକ୍ କ୍ଲିୟର…RBI ଏହି ନିୟମକୁ ବର୍ତ୍ତମାନ ପାଇଁ କଲା ସ୍ଥଗିତ

ନୂଆଦିଲ୍ଲୀ: ଚେକ୍ ଦ୍ୱାରା ପେମେଣ୍ଟ କରୁଥିବା ଲୋକଙ୍କ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। RBI ନୂତନ ବ୍ୟବସ୍ଥାର କାର୍ଯ୍ୟକାରୀତାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି ଯାହା ଅଧୀନରେ ବ୍ୟାଙ୍କଗୁଡ଼ିକୁ ଚେକ୍ ଗ୍ରହଣ କରିବାର ମାତ୍ର ତିନି…

Army Officer martyred: ଜମ୍ମୁ ଓ କଶ୍ମୀରରେ ଏକ ସେନା ଶିବିରରେ ଫାୟରିଂ; ଜଣେ ସେନା ଅଧିକାରୀ ସହିଦ

ଶ୍ରୀନଗର:ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲ୍ଲାରେ ଏକ ସୈନ୍ୟ ଶିବିର ଭିତରେ ଗୁଳିଚାଳନା ଘଟଣାରେ ସେନାର ଜଣେ ଜୁନିଅର କମିଶନଡ୍ ଅଫିସର (JCO)ସହିଦ ହୋଇଛନ୍ତି । ଜଣେ ପ୍ରତିରକ୍ଷା ମୁଖପାତ୍ର ବୁଧବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, "ସାମ୍ବାର ଏକ ଆର୍ମି ୟୁନିଟର ଜଣେ ଜେସିଓଙ୍କୁ…

ଭାରତରେ କେଉଁ ଧର୍ମର ଲୋକେ ଅଧିକ ସନ୍ତାନ ଜନ୍ମ କରନ୍ତି? ବିବାଦ ସୃଷ୍ଟି କରିଛି ନବନୀତ ରାଣାଙ୍କ ବୟାନ…

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ହେଉଛି। ଏହାକୁ ଭାରତରେ ନିନ୍ଦା କରାଯାଉଛି। ବାଂଲାଦେଶରେ ଏପରି ସ୍ଥିତି ଦେଖି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭାଗବତ ସାରା ବିଶ୍ୱର ହିନ୍ଦୁମାନଙ୍କୁ ଏକଜୁଟ ହୋଇ ରହିବାକୁ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ବିଜେପି…

ଷ୍ଟାର୍ ପ୍ରଚାରକଠାରୁ ଷ୍ଟାଟର୍ଜୀ ମାଷ୍ଟର! ନୂଆ ବର୍ଷରୁ ବଦଳିବ କଂଗ୍ରେସର ପାୱାର ବ୍ୟାଲେନ୍ସ, ପ୍ରିୟଙ୍କାଙ୍କୁ ମିଳବ…

ନୂଆଦିଲ୍ଲୀ: ୨୦୨୬ ମସିହାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଦଳ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବ। ପୂର୍ବରୁ ତାଙ୍କୁ ଉତ୍ତର ପ୍ରଦେଶର ପ୍ରଭାରୀ ମହାସଚିବ ନିଯୁକ୍ତ କରାଯାଇଥିଲା। କିନ୍ତୁ, ଦଳର ବିପର୍ଯ୍ୟୟପୂର୍ଣ୍ଣ ୨୦୨୨ ବିଧାନସଭା ନିର୍ବାଚନ ପରେ, ଅଭିନାଶ…

ପ୍ରଦୂଷଣ ନିୟନ୍ତ୍ରଣ କରିନପାରିଲେ ଏୟାର ପ୍ୟୁରିଫାୟରରୁ ଜିଏସଟି କମ କର; କେନ୍ଦ୍ରକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ଏୟାର କ୍ୱାଲିଟୀକୁ ଦୃଷ୍ଟିରେ ରଖି ବୁଧବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ନେଇ ଶୁଣାଣି କରିଛନ୍ତି। ଏଥିସହିତ ଏୟାର ପ୍ୟୁରିଫାୟରକୁ ଚିକିତ୍ସା ଉପକରଣ ଭାବରେ ପୁନଃବର୍ଗୀକୃତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସରକାର ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ…

ଭାରତୀୟଙ୍କ ଭାଙ୍ଗିଗଲା ସ୍ୱପ୍ନ: ଆମେରିକାରେ ସମାପ୍ତ ହେଲା ଲଟେରୀ ବ୍ୟବସ୍ଥା, ପରିବର୍ତ୍ତନ ହେଲା H-1B ଭିଜା ନିୟମ

ନୂଆଦିଲ୍ଲୀ: ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ H-1B କାର୍ଯ୍ୟ ଭିଜା ପାଇଁ ପୁରୁଣା ଅନିୟମିତ ଲଟେରୀ ବ୍ୟବସ୍ଥା ଉଚ୍ଛେଦ କରିବାକୁ ଘୋଷଣା କରିଛି। ଏହା ବଦଳରେ, ଏକ ନୂତନ "ବେଷ୍ଟ ସିଲେକସନ" ବ୍ୟବସ୍ଥା ପ୍ରଚଳନ କରାଯିବ, ଯାହା ଅଧିକ କୁଶଳୀ ଏବଂ ଅଧିକ ଦରମାପ୍ରାପ୍ତ ବିଦେଶୀ କର୍ମଚାରୀଙ୍କୁ…