Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭିଜା ବ୍ୟବସ୍ଥାରେ ବଡ଼ ସଂସ୍କାର: ବିଦେଶୀଙ୍କ ଯାତ୍ରା ଓ ରହଣି ନିୟମରେ ଆସିଲା ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ (MHA) ବିଦେଶୀ ନାଗରିକଙ୍କ ପାଇଁ ଭାରତୀୟ ଭିଜା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଓ ସରଳୀକରଣ ଘୋଷଣା କରିଛନ୍ତି। ପର୍ଯ୍ୟଟନ, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ଭିଜା…

ଲତିଫ୍ ଭଟ୍ କିଏ? କୁଲଗାମ୍ ଆକ୍ରମଣ ପଛରେ ହାତ ଥିବା ସନ୍ଦେହ, ଜୋରଦାର ଖୋଜୁଛି ପୋଲିସ

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁଲଗାମରେ ସିଆରପିଏଫ ବାଟାଲିୟନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଲସ୍କର-ଏ-ତୈବା କମାଣ୍ଡର ଲତିଫ ଭଟ୍ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଏହି ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣରେ ତିନି ଜଣ ସିଆରପିଏଫ କର୍ମଚାରୀ ଆହତ ହୋଇଛନ୍ତି। ଅଧିକାରୀଙ୍କ ଅନୁଯାୟୀ,…

ଚାଲୁ ଚାଲୁ ହଠାତ୍ ଅଚେତ ହୋଇ ପଡିଲେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼: ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ଭାରତର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ସକାଳେ ମର୍ଣ୍ଣିଂ ୱାକ୍ ସମୟରେ ହଠାତ୍ ଅଚେତ ହୋଇ ତଳେ ପଡ଼ିଯିବା ପରେ ତାଙ୍କୁ ନୂଆଦିଲ୍ଲୀସ୍ଥିତ AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭୫ ବର୍ଷୀୟ ଧନଖଡ଼ଙ୍କୁ ବର୍ତ୍ତମାନ ହସ୍ପିଟାଲର କାର୍ଡିଓ-ନ୍ୟୁରୋ ସେଣ୍ଟରରେ ଭର୍ତ୍ତି…

କୁଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା: MHA ର ଉଚ୍ଚସ୍ତରୀୟ ବୈଠକ

ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଘଟିଛି। ଏହି ଆକ୍ରମଣରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ୩ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ସୁରକ୍ଷା ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ଜରୁରୀକାଳୀନ ତଥା…

ମଦର ଡେରି କ୍ଷୀର ଦର ଲିଟର ପିଛା ୨ରୁ୪ଟଙ୍କା ବୃଦ୍ଧି;ନୂଆ ଦର ଏହି ଦିନରୁ ହେବ ଲାଗୁ

ନୂଆଦିଲ୍ଲୀ: ମଦର ଡେରି (Mother Dairy) କ୍ଷୀର ଦର ବୃଦ୍ଧି କରିଛି। କ୍ଷୀର ମୂଲ୍ୟ ଲିଟର ପିଛା ୨ ଟଙ୍କାରୁ ୪ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏହି ନୂତନ ଦର ଆସନ୍ତା ଗୁରୁବାର (ନଭେମ୍ବର ୧୨) ଠାରୁ ଲାଗୁ ହେବ। ମଦର ଡେରିର ଏହି ନିଷ୍ପତ୍ତିକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚର୍ଚ୍ଚା…

ହିମାଚଳରେ ପାରାଗ୍ଲାଇଡିଂ ବେଳେ ଅଘଟଣ, ବିଦ୍ୟୁତ ତାରରେ ଅଢେଇ ଘଂଟା ଝୁଲିରହିଲେ ଋଷୀୟ ପାଇଲଟ୍

ମଣ୍ଡି: ଅଳ୍ପକେ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଲେ ଋଷିଆର ଏକକ ପାରାଗ୍ଲାଇଡିଂ ପାଇଲଟ । ଭୂମିରୁ ୧୫୦ ମିଟର ଉପରେ ହାଇ ଭୋଲଟେଜ୍ ବିଦ୍ୟୁତ ତାରରେ ପାଖାପାଖି ଅଢେଇ ଘଂଟା ଝୁଲିଲା ପରେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ଘଟଣା ଘଟିଛି ହିମାଚଳପ୍ରଦେଶର ମଣ୍ଡି ଜିଲ୍ଲାରେ । ମଣ୍ଡି ସହରରୁ ୫କିଲୋମିଟର…

ପ୍ରୋସେସଡ୍ ଫୁଡ୍’ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ଭାରତୀୟ

ଭୁବନେଶ୍ୱର: ଭାରତୀୟମାନଙ୍କ ଖାଦ୍ୟାଭାସରେ ଦ୍ରୁତ ପରିବର୍ତ୍ତନ ଆସୁଛି । ପୂର୍ବ ଭଳି କେବଳ ଗହମ, ଚାଉଳ କିମ୍ବା ଡାଲିରେ ସୀମିତ ନ ରହି ଏବେ ଲୋକମାନେ ପ୍ୟାକେଟ୍ ଜିନିଷ, ଚିପ୍ସ, ବିସ୍କୁଟ, ନମକୀନ ଏବଂ ରେଡମେଡ୍ ଫୁଡ୍ (ପ୍ରୋସେସଡ୍ ଫୁଡ୍) ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି । ଡାଟା ଫର…

ଛଟ୍ ପୂଜା ପାଇଁ ୧୬ ନଭେମ୍ବର ଦିଲ୍ଲୀରେ ସାର୍ବଜନୀନ ଛୁଟି, ୧୪ଶହ ଘାଟ ପ୍ରସ୍ତୁତ, ନୂଆ ଘାଟ ହେବ ଉଦଘାଟିତ

ଦିଲ୍ଲୀ: ଛଟ୍ ପୂଜା ପାଇଁ ସାର୍ବଜନୀନ ଛୁଟି ଘୋଷଣା କଲେ ଦିଲ୍ଲୀ ସରକାର । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସାମାଜିକ ଓ ସାଂସ୍କୃତିକ ଏକତା ଦୃଷ୍ଟିରୁ ଏହି ପର୍ବର ଗୁରୁତ୍ୱକୁ ନେଇ ଛୁଟି ଘୋଷଣା କରିଛନ୍ତି । ଆସନ୍ତା ନଭେମ୍ବର ୧୬ ତାରିଖ ସୋମବାର ପଡୁଛି ଛଟ୍ ପୂଜା । ଏହି ଦିନ ଦିଲ୍ଲୀରେ ସମସ୍ତ…

Sonia Gandhi’s Book: ରାଜୀବଙ୍କ ମୃତ୍ୟୁର ୨ ମାସ ପୂର୍ବରୁ ହିଁ ଜାଣି ଦେଇଥିଲେ ପୁଅ ରାହୁଲ ଗାନ୍ଧୀ! ମା’…

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପୂର୍ବରୁ ତାଙ୍କ ସୁରକ୍ଷାକୁ ନେଇ ପରିବାର କେତେ ଚିନ୍ତିତ ଥିଲା, ତାହାର ଏକ ହୃଦୟବିଦାରକ ଚିତ୍ର ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ‘Belonging: A Journey of Love’ରେ ସାମ୍ନାକୁ ଆସିଛି। ବାପାଙ୍କ ଜୀବନ ପ୍ରତି ବିପଦ ଦେଖି…

ଜମ୍ମୁ-କାଶ୍ମୀରରେ ଆତଙ୍କୀ ଆକ୍ରମଣ, ୨ ସୁରକ୍ଷାକର୍ମୀ ଆହତ

କୁଲଗାମ: ଜମ୍ମୁ-କାଶ୍ମୀର କୁଲଗାମ ଜିଲ୍ଲାର ମୀର ବଜାର ନିକଟ ଅଖରାନଠାରେ ଆତଙ୍କୀ ହମଲା । ସିଆରପିଏଫ୍ କ୍ୟାମ୍ପ ଉପରେ ଅତର୍କିତ ଗୁଳି ଚଳାଇଥିଲେ ବାଇକରେ ଆସିଥିବା ସନ୍ଦିଗ୍ଧ । ଆତଙ୍କୀଙ୍କ ଗୁଳିରେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବୁଧବାର ଦିନ ୨ଟା ୧୫…