Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ISRO creates history: ଇସ୍ରୋ କଲା କମାଲ, ଯେତେ ବନ୍ୟା-ବାତ୍ୟା ହେଲେ ବି ଆଉ କଟିବନି ନେଟୱର୍କ  

ନୂଆଦିଲ୍ଲୀ: ଏବେ ଆଉ ଆପଣଙ୍କୁ ନେବାକୁ ପଡ଼ିବନି ମୋବାଇଲ ନେଟୱର୍କ ଟେନ୍‌ସନ୍‌ । କାରଣ ଆଗାମୀ ଦିନରେ ମୋବାଇଲ୍ ନେଟୱର୍କ ପାଇଁ ଦରକାର ପଡ଼ିବନି ଟାୱାର । ଯେଉଁଠି ଥିଲେ ବି ସହଜରେ କଲ୍‌ ଲାଗିଯିବ । ଏପରିକି ବନ୍ୟା, ଭୂମିକମ୍ପ କିମ୍ବା ଝଡ଼ ହେଲେ ବି କଟିବନି ନେଟଓ୍ବାର୍କ । ଏବେ ଅପହଞ୍ଚ…

Assam Violence: ଅଶାନ୍ତ ହେଲାଣି ଆସାମ, ବଢୁଛି ମୃତ୍ୟୁ ସଂଖ୍ୟା ତେଜୁଛି ହିଂସା

ଆସାମ: ଆସାମରେ ପୁଣି ଦେଖାଦେଇଛି ହିଂସା । ତେଜୁଥିବା ହିଂସାରେ ୩୮ ପୋଲିସ କର୍ମଚାରୀଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଆହତ ହୋଇଛନ୍ତି । ଦୁଇଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ।ଆସାମରେ ଦୁଇ ଆଦିବାସୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ହିଂସାକାଣ୍ଡ ଘଟିଛି।…

Blue Bird-2 satellite launched: ଲଞ୍ଚ୍‌ ହେଲା ବ୍ଲୁ ବର୍ଡ-୨ ସାଟେଲାଇଟ୍‌, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୁଣି ଇତିହାସ ରଚିଛି ଇସ୍ରୋ, ମିଳିଲା ଆଉ ଏକ ବଡ଼ ସଫଳତା। ମୋବାଇଲ ଫୋନ୍‌ ଜଗତରେ ଏକ ବଡ ବିପ୍ଳବ ଆରମ୍ଭ ହୋଇଛି । ସଫଳ ଉତକ୍ଷେପଣ ହୋଇଛି ବ୍ଲୁ ବର୍ଡ ବ୍ଲକ-୨ ସାଟେଲାଇଟ୍‌ । ଏହି ଉତକ୍ଷେପଣ ଫଳରେ ମୋବାଇଲ୍‌ ଯୋଗାଯୋଗ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ ହେବ । ମୋବାଇଲ୍‌…

Libyan Army Chief: ତୁର୍କୀରେ ବଡ଼ ବିମାନ ଦୁର୍ଘଟଣା; ଲିବିଆର ସେନାମୁଖ୍ୟଙ୍କ ସମେତ ୮ ମୃତ

ନୂଆଦିଲ୍ଲୀ:ତୁର୍କୀ(Turkey)ରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଏହି ବିମାନ ଦୁର୍ଘଟଣାରେ ଲିବିଆ ସେନାମୁଖ୍ୟ ମହମ୍ମଦ ଅଲ୍ଲି ଅହମଦ ଅଲ-ହଦାଦଙ୍କ(Muhammad Ali Ahmad al-Haddad) ସମେତ ଆଠ ଜଣଙ୍କ ମୃତ୍ୟୁ ହୋଇଛି । ଲିବିଆ ପ୍ରଧାନମନ୍ତ୍ରୀ ଅବଦୁଲ-ହାମିଦ ଦବିବେ (Libyan Prime Minister…

ବୁଦ୍ଧି ବାପା ନା ମା’ଙ୍କଠୁ ଆସିଥାଏ ? ରିସର୍ଚ୍ଚରୁ ଜଣାପଢ଼ିଲା କାହାଠୁ ଆସିଥାଏ ଅଧିକ ନଲେଜ୍

ନୂଆଦିଲ୍ଲୀ: ଅନେକ ସମୟରେ ଆମେ ଦେଖିଥାଉ ଯେ ଘରେ ଛୋଟ ପିଲାଙ୍କୁ ମଜାରେ କହନ୍ତି ଏହାର ବୁଦ୍ଧି ତା’ ବାପାଙ୍କ ପାଖରୁ ଆସିଛି ବା ମା’ଙ୍କଠୁ ଆସିଛି । ଏହି ସମୟରେ କେତେବେଳେ ବାପା ଗର୍ବରେ କହିଦିଅନ୍ତି ଯେ ନିଶ୍ଚିତ ମୋ’ ବୁଦ୍ଧି ନେଇଛି ସେଥିପାଇଁ ସେ ଏତେ ବୁଦ୍ଧିମାନ୍। ମା’ ମଧ୍ୟ ପଛରେ ନରହି…

YouTubeରେ ଏକ ମିଲିୟନ ଭ୍ୟୁଜ୍‌ରେ କେତେ ଟଙ୍କା ମିଳିଥାଏ ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆଜିର ଡିଜିଟାଲ୍ ଯୁଗରେ YouTube କେବଳ ମନୋରଞ୍ଜନର ପ୍ଲାଟଫର୍ମ ନୁହେଁ, ବରଂ ଆୟର ଏକ ବଡ଼ ମାଧ୍ୟମ ହୋଇସାରିଛି। ପ୍ରତିଦିନ ଆମେ ଶୁଣୁଛୁ ଯେ କୌଣସି ଭିଡିଓ ୧୦୦ ମିଲିୟନ୍ କିମ୍ବା ୧ ବିଲିୟନ୍ ଭ୍ୟୁଜ୍ ପାର୍ କରିଯାଇଛି। ଏହାକୁ ଦେଖି ପ୍ରତ୍ୟେକଙ୍କ ମନରେ ପ୍ରଶ୍ନ ଆସେ ଯେ…

୧୬ ହଜାର ଫୁଟ ଉପରେ ବନିବ ସଡ଼କ, ବଢିବ ଚୀନର ଟେନସନ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚୀନ ସୀମା (ତିବ୍ଦତ ସୀମା) ପର୍ଯ୍ୟନ୍ତ ପହଞ୍ଚିବା ପାଇଁ କେନ୍ଦ୍ର ସରକାର ଏକ ସଡ଼କ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ଏହି ରାସ୍ତାରେ ଭାରତୀୟ ସୈନିକମାନଙ୍କୁ ଚାଲି ଚାଲି ପାଦରେ ପାଟ୍ରୋଲିଂ କରିବାକୁ ଅତି କମରେ ପାଞ୍ଚ ଦିନ ସମୟ ଲାଗେ। ତେବେ ୧୬,୧୩୪…

ବାରମ୍ୱାର ମନେ ପଡୁଛି ଏକ୍ସଙ୍କ କଥା? ଆଉ ମଦରେ ହେବନି କାମ, ସବୁ ଦିନ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ବ୍ରେକଅପ୍ ପରେ ନିଜକୁ ସମ୍ଭାଳିବା ଅତ୍ୟନ୍ତ କଷ୍ଟକର ହୋଇଯାଏ। ଅନେକ ଲୋକ ତ ଏହାପରେ ପୁରା ଭାଙ୍ଗିପଡ଼ନ୍ତି ଏବଂ ଦିନରାତି ପୂର୍ବ ପ୍ରେମିକ/ପ୍ରେମିକାଙ୍କ ସ୍ମୃତିରେ ଡୁବି ରହନ୍ତି। ମନରେ ଅତୀତର ଘଟଣାବଳୀ ବାରମ୍ବାର ଆସିଥାଏ ଏବଂ ଦୁଃଖରେ ବୁଡ଼ି ଅନେକେ ମଦ୍ୟପାନର ଆଶ୍ରୟ…

ଏହି ମୁସଲିମ ଦେଶରେ ମୃତ୍ୟୁ ପରେ ଗଛରେ ଦିଆଯାଏ କବର, ଭୟଙ୍କର ପରମ୍ପରା

ନୂଆଦିଲ୍ଲୀ: ବିଶ୍ୱରେ ମୃତ୍ୟୁ ପରେ ଅନ୍ତିମ ସଂସ୍କାରର ପରମ୍ପରା ପ୍ରତ୍ୟେକ ସଂସ୍କୃତିରେ ଅଲଗା ଅଲଗା ହୋଇଥାଏ, କିନ୍ତୁ କିଛି ପ୍ରମ୍ପରା ପ୍ରଥମ ଦୃଷ୍ଟିରେ ଆଶ୍ଚର୍ଯ୍ୟ କରିଦେଇଥାଏ। ଇଣ୍ଡୋନେସିଆରେ ଏକ ଏପରି ଅଞ୍ଚଳ ରହିଛି ଯେଉଁଠାରେ ଶିଶୁଙ୍କୁ ଜମିରେ ନୁହେଁ, ଗଛ ଭିତରେ କବର ଦିଆଯାଏ।…

ଭାରତୀୟ ମୁଦ୍ରାରୁ ହଟିବ ମହାତ୍ମା ଗାନ୍ଧୀଙ୍କ ଫଟୋ !

ନୂଆଦିଲ୍ଲୀ: ମନରେଗା ନାମ ପରିବର୍ତ୍ତନ ନେଇ ବିବାଦ ଥମି ନଥିବା ବେଳେ ଏବେ ଜଣେ ସିପିଆଇ ସାଂସଦ ସରକାରଙ୍କ ବିରୁଦ୍ଧରେ ଆଉ ଏକ ଅଭିଯୋଗ ଆଣିଛନ୍ତି। ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍ କହିଛନ୍ତି ଯେ କେନ୍ଦ୍ର ସରକାର ଭାରତୀୟ ମୁଦ୍ରା ନୋଟରୁ ମହାତ୍ମା ଗାନ୍ଧୀଙ୍କ ପ୍ରତିଛବି ହଟାଇବାକୁ ଚେଷ୍ଟା…