Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Toxic Smog Blanket: ମହାକାଶରୁ ଦିଶିଲା ଭାରତ-ପାକିସ୍ତାନରେ ବ୍ୟାପିଥିବା ‘ବିଷାକ୍ତ ଧୂଆଁ’! ନାସା ସାଟେଲାଇଟ୍…

ନୂଆଦିଲ୍ଲୀ: ଶୀତ ଆରମ୍ଭ ହେଉ ହେଉ ଉତ୍ତର ଭାରତରେ ବଢ଼ିଲାଣି ବାୟୁ ପ୍ରଦୂଷଣର ଭୟ। ଦିନକୁ ଦିନ ବିଷାକ୍ତ ହେଉଛି ପରିବେଶର ବାୟୁ। ଏବେ ଏହି ପ୍ରଦୂଷଣର ଭୟାବହ ଚିତ୍ର ମହାକାଶରୁ ମଧ୍ୟ ଦେଖିବାକୁ ମିଳିଛି। ନାସାର ସାଟେଲାଇଟ୍ ଉତ୍ତୋଳନ କରିଥିବା ଏକ ଚିତ୍ରରେ ଭାରତ ଓ ପାକିସ୍ତାନର ବିସ୍ତୃତ…

ଦିଲ୍ଲୀରେ ପ୍ରଦୂଷଣ ବୋର୍ଡର ପଲ୍ୟୁଟେଡ୍ ଏୟାର ସଫା ଉଦ୍ୟମ, ଜାଣିବା କାହିଁକି ସର୍ବାଧିକ ଏକ୍ୟୁଆଇ ୫୦୦ରେ ସୀମିତ ?

ନୂଆଦିଲ୍ଲୀ: ଗତ କିଛିଦିନ ଧରି ଦିଲ୍ଲୀରେ ଏକ୍ୟୁଆଇ ସଂଖ୍ୟା ବିଷୟରେ ବହୁତ ଆଲୋଚନା ଏବଂ ଯାଂଚ ଆରମ୍ଭ ହୋଇଛି । ଦୀପାବଳିରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମୀର ଆପ୍ ଗମ୍ଭୀର ବର୍ଗରେ ପ୍ରାୟ ୪ଶହ ଥିବା ସଂଖ୍ୟା ଦେଖାଇଥିଲେ । ୱେବସାଇଟ୍ ଓ ଘରୋଇ ଆପ୍ ହଜାରେ ଉପରେ ଏକ୍ୟୁଆଇ ସଂଖ୍ୟା…

ୟୁପିରେ ବାଣ ବିବାଦକୁ ନେଇ ରଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀଙ୍କୁ ଗୁଳିମାଡ ଘଟଣା, ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି ପୋଲସି

ଉତ୍ତରପ୍ରଦେଶ : ବାଗପତ ଜିଲ୍ଲାରେ ଦୀପାବଳି ରାତିରେ ବାଣ ଫୁଟାଇବାକୁ ନେଇ ବିବାଦରୁ ଗୁଳିଚାଳନା ହେବା ପରେ ରଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀଙ୍କ ସହିତ ନିୟୋଜିତ ଜଣେ ଯବାନଙ୍କ ମୁଣ୍ଡରେ ଗୁଳି ମାଡ ହୋଇଥିଲା । ସୌରଭ ତୋମାର ନାମକ ଆହତ ସୈନିକଙ୍କ ଚିକିତ୍ସା ମେରଠର ଏକ ଘରୋଇ ହସ୍ପିଟାଲରେ ଚାଲିଛି ।…

ବନ୍ଦ ହେଲା ପ୍ରସିଦ୍ଧ କେଦାରନାଥ ପୀଠ କପାଟ…

ଡେରାଡୁନ: ଚଳିତ ବର୍ଷ ଉତ୍ତରାଖଣ୍ଡର କେଦାରନାଥ ଧାମ ଯାତ୍ରା ଶେଷ ହୋଇଯାଇଛି। ଶୀତ ଋତୁରେ ପ୍ରବଳ ତୁଷାରପାତ ପାଇଁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ବାବା କେଦାରନାଥଙ୍କ ଦ୍ୱାର ବନ୍ଦ କରାଯାଇଛି। ଏହା ସହିତ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ହୋଇଯାଇଛି। ତେବେ କପାଟ ବନ୍ଦ ହେବାର ଏହି ବିଶେଷ…

Kolkata–Sairang Express derailed: ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା;ଇଞ୍ଜିନ୍ ସମେତ ୭ଟି ବଗି ଲାଇନ୍‌ଚ୍ୟୁତ; ଅନେକ…

ନୂଆଦିଲ୍ଲୀ: ବୁଧବାର ସକାଳେ ଆସାମର ଗୌହାଟୀ ନିକଟରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି। ଦିଗାରୁ ଅଞ୍ଚଳରେ ସାଇରାଙ୍ଗ-କୋଲକାତା ଏକ୍ସପ୍ରେସର ଇଞ୍ଜିନ୍ ଏବଂ ସାତୋଟି ବଗି ଲାଇନ୍‌ଚ୍ୟୁତ ହୋଇଯାଇଛି। ଏହି ଘଟଣା ଯୋଗୁଁ ଟ୍ରେନରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।…

ମହାଭିଯୋଗର ସାମ୍ନା କରୁଥିବା ପିଟ୍ ହେଗସେଥଙ୍କ ବଡ଼ ବୟାନ; କହିଲେ ‘ନିଜ ଯୋଦ୍ଧାଙ୍କୁ ଦଣ୍ଡ ଦେଉଛି…

ଇରାନ ଯୁଦ୍ଧକୁ ନେଇ ମହାଭିଯୋଗ ପ୍ରସ୍ତାବର ସାମ୍ନା କରୁଥିବା ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ନିଜ ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ମଙ୍ଗଳବାର ପେଣ୍ଟାଗନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ତାଙ୍କ ବିରୋଧରେ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବ…

ରାମପୁର ସିଆରପିଏଫ କ୍ୟାମ୍ପ ଆକ୍ରମଣ ମାମଲାରେ ଦୋଷୀ ମହମ୍ମଦ ସରିଫକୁ ଗୁଳି କରି ହତ୍ୟା

ଲକ୍ଷ୍ନୌ: ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳିରେ ଚାଲିଗଲା ରାମପୁର ସିଆରପିଏଫ କ୍ୟାମ୍ପ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମହମ୍ମଦ ସରିଫର ଜୀବନ ଖଜୁରିଆ ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ହୋଇଛି । ମହମ୍ମଦ ସରିଫ ବଦନପୁରୀର ବାସିନ୍ଦା ଥିଲା । ଡିସେମ୍ବର ୩୧, ୨୦୦୭ ଏବଂ…

ଶୀତ ଆରମ୍ଭରୁ ଉତ୍ତର ଭାରତ ଓ ପାକିସ୍ତାନରେ ବଢ଼ିଲା ପ୍ରଦୂଷଣ, ମହାକାଶରୁ ଦିଶିଲା ଧୂଆଁ ଓ ଧୂଳିର ମୋଟା ଆସ୍ତରଣ

ନୂଆଦିଲ୍ଲୀ: ଶୀତ ଋତୁର ଆଗମନ ସହିତ ଉତ୍ତର ଭାରତ ଓ ପାକିସ୍ତାନରେ ପ୍ରଦୂଷଣ ସମସ୍ୟା ଗମ୍ଭୀର ରୂପ ନେବାରେ ଲାଗିଛି। ପ୍ରଦୂଷଣର ପ୍ରଭାବ ଏତେ ବ୍ୟାପକ ହୋଇଛି ଯେ, ମହାକାଶରୁ ଉତ୍ତୋଳିତ ଚିତ୍ରରେ ମଧ୍ୟ ଧୂଆଁ ଓ ଧୂଳିର ମୋଟା ଆସ୍ତରଣ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ନାସାର ଏକ ସାଟେଲାଇଟ ଏହି…

ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ

ମୁମ୍ବାଇ: ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଗଲେ ଟେଲିଭିଜନ ଅଭିନେତା ଦିବ୍ୟଙ୍କା ତ୍ରିପାଠୀ ଏବଂ ବିବେକ ଦାହିଆ । ଦୁହେଁ ଯାଆଁଳା ପିଲାଙ୍କ ସହ ମୁମ୍ବାଇ ଆପାର୍ଟମେଣ୍ଟ ବିଲ୍ଡିଂରେ ହୋଇଥିବା ଅଗ୍ନିକାଣ୍ଡରୁ ରକ୍ଷା ପାଇଯାଇଛନ୍ତି । ହେଲେ ଘଟଣାରେ ବିଲ୍ଡିଂର ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି…

‘ମାଓବାଦୀ ଶେଷ, ଏବେ ଦିମାଗୀ ନକ୍ସଲଙ୍କ ପାଳି’; ରାହୁଲ ଗାନ୍ଧୀଙ୍କ ବୟାନରେ କିରେନ ରିଜିଜୁଙ୍କ କଡ଼ା ଜବାବ

ନୂଆଦିଲ୍ଲୀ: ଦେଶରେ ମାଓବାଦ ଏବଂ ‘ଦିମାଗୀ ନକ୍ସଲ’ ପ୍ରସଙ୍ଗକୁ ନେଇ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମାଲୋଚନା ଉପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କଡ଼ା ପାଲଟା ଆକ୍ରମଣ…