Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Bodyguard Satellite: ବଡିଗାର୍ଡ ସାଟେଲାଇଟ ନିର୍ମାଣ କରିବ ଭାରତ, ମହାକାଶ ଯୁଦ୍ଧରେ ଶତ୍ରୁର ପ୍ରତ୍ୟେକ ଗତିବିଧି…

ନୂଆଦିଲ୍ଲୀ: ଭାରତ ଏବେ ଏହାର ମହାକାଶ ସୁରକ୍ଷା ରଣନୀତିକୁ ମଜବୁତ କରୁଛି। ସୂତ୍ର ଅନୁଯାୟୀ, ସରକାର "ବଡିଗାର୍ଡ" ସାଟେଲାଇଟ୍ ବିକଶିତ କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ସେମାନଙ୍କର କାର୍ଯ୍ୟ ହେବ ଭାରତୀୟ ସାଟେଲାଇଟ୍‌ଗୁଡ଼ିକୁ ଶତ୍ରୁ ଦେଶମାନଙ୍କ ଦ୍ୱାରା ସମ୍ଭାବ୍ୟ…

Pakistan PAF: ଭୁଲବଶତଃ ନା ଜାଣିଶୁଣି ଆକ୍ରମଣ?, ନିଜ ନାଗରିକଙ୍କୁ ଚୀନ୍ ବୋମା ପକାଇ ମାରିଲା ପାକିସ୍ତାନ…

ନୂଆଦିଲ୍ଲୀ: ନିଜ ନାଗରିକଙ୍କୁ ବୋମା ପକାଇ ହତ୍ୟା କଲା ପାକିସ୍ତାନ । ଆତଙ୍କବାଦୀଙ୍କୁ ହତ୍ୟା କରିବା ପାଇଁ ଉଦ୍ଦିଷ୍ଟ ପାକିସ୍ତାନୀ ବାୟୁସେନା ନିଜ ନାଗରିକଙ୍କ ଉପରେ ବୋମା ପକାଇଛି। ଏହି ଆକ୍ରମଣରେ ଅତି କମ୍ ରେ ୩୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣ…

ଏୟାର ଇଣ୍ଡିଆ ଘଟଣାରେ ପାଇଲଟଙ୍କୁ ଦୋଷ ଦେବା ଦୁର୍ଭାଗ୍ୟଜନକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଏଆଇ -୧୭୧ ବିମାନ ଦୁର୍ଘଟଣାରେ କେବଳ ପାଇଲଟଙ୍କ ତ୍ରୁଟି ଥିଲା ଏହା କହିବା ଦୁର୍ଭାଗ୍ୟଜନକ। ସୁପ୍ରିମକୋର୍ଟ ଏକ ଆବେଦନର ଶୁଣାଣି କରି ଏଭଳୀ କହିଛନ୍ତି। ଏହି ଘଟଣାରେ କୋର୍ଟ କେନ୍ଦ୍ର ସରକାର, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏବଂ ବିମାନ ଦୁର୍ଘଟଣା…

Netanyahu on Palestine: କାହିଁକି ‘ପାଲେଷ୍ଟାଇନ-ସ୍ବତନ୍ତ୍ର ରାଷ୍ଟ୍ର’ ବିରୋଧରେ ଇସ୍ରାଏଲ?

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଏସିଆ ବିଶ୍ୱ ରାଜନୀତିର କେନ୍ଦ୍ର ପାଲଟିଛି। ଗାଜାରେ ହମାସ ବିରୁଦ୍ଧରେ ଇସ୍ରାଏଲର ଚାଲିଥିବା ସାମରିକ ଅଭିଯାନ ମଧ୍ୟରେ, ବ୍ରିଟେନ, କାନାଡା ଏବଂ ଅଷ୍ଟ୍ରେଲିଆ ପାଲେଷ୍ଟାଇନକୁ ଏକ ରାଷ୍ଟ୍ର ଭାବରେ ସେମାନଙ୍କର ଆନୁଷ୍ଠାନିକ ମାନ୍ୟତା ଘୋଷଣା କରିଛନ୍ତି। ଏପରି…

Jaishankar-Rubio Meet: ରୁବିଓଙ୍କୁ ଭେଟିବେ ଜୟଶଙ୍କର; ଟ୍ରମ୍ପଙ୍କ H-1B ଭିସା ଫି ଏବଂ ଶୁଳ୍କ ନେଇ ଉତ୍ତେଜନା ଭିତରେ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ H-1B ଭିସା ଉପରେ ୧ ଲକ୍ଷ ଡଲାର ଶୁଳ୍କ ଲାଗୁ କରିବା ପାଇଁ ବ୍ୟାପକ ନିର୍ଦ୍ଦେଶ ମଧ୍ୟରେ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ଏଠାରେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କୁ ଭେଟିବେ, କାରଣ…

IND vs PAK Clash: ଭାଇରାଲ ହେଉଛି ଭାରତ-ପାକିସ୍ତାନ ମ୍ୟାଚ ବେଳର ଉତ୍ତେଜନା, ତାତି ଯାଇଥିଲେ ଅଭିଷେକ, ହାରିସଙ୍କ…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ଦୁଇ ଦୁଇ ଥର ପାକିସ୍ତାନକୁ ପରାଜୟ ଚଖାଇଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତା’ପରେ ପାକିସ୍ତାନ ଭାରତକୁ ଜିତିବା ପାଇଁ ୧୭୨ ରନ୍ ର ଲକ୍ଷ୍ୟ ଦେଇଥିଲା। ଏହା…

Trump-Musk Meet: ଟ୍ରମ୍ପ-ମସ୍କ ପ୍ୟାଚ୍ ଅପ୍?, ବିବାଦ ପରେ ଏକାଠି ଆସିଲେ ନଜର…

ନୂଆଦିଲ୍ଲୀ: ପୁଣି ଏକାଠି ହେବେ କି ପୁରୁଣା ବନ୍ଧୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟେସଲା ମାଲିକ ତଥା ବ୍ୟବସାୟୀ ଏଲନ୍ ମସ୍କ?, ଫେରିବ ଟ୍ରମ୍ପ-ମସ୍କ ଯୋଡି? । କାରଣ ପ୍ରାୟ ତିନି ମାସ ଧରି ପରସ୍ପର ବିରୋଧରେ ସ୍ବର ଶାଣିତ କରିଥିବା ଏହି ଦୁଇ ପୂର୍ବତନ ବନ୍ଧୁ ଏବେ ଏକାଠି ନଜର…

Asia Cup, IND vs PAK: ‘ତୁମେ ଖାଲି କୁହ…ଆମେ ଜିତିବୁ’: ପୁଣି ମାଟି କାମୁଡିଲା ପାକିସ୍ତାନ, ଅଭିଷେକ ଏବଂ ଗିଲଙ୍କ…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ସୁପର-୪ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୬ ୱିକେଟ୍‌ରେ ପରାସ୍ତ କରି ଏକ ଦମଦାର ବିଜୟ ହାସଲ କରିଛି। ଏହି ବିଜୟର ନାୟକ ଥିଲେ ଯୁବ ଓପନର୍ ଅଭିଷେକ ଶର୍ମା, ଯିଏ ୧୯ତମ ଓଭରରେ ୧୭୨ ରନ୍‌ର ଲକ୍ଷ୍ୟକୁ ସହଜରେ ହାସଲ କରିବାରେ ୩୯ ବଲ୍‌ରେ ଦ୍ରୁତ ୭୪ ରନ୍…

Rajnath Singh In Morocco: ‘POK ଆପେ ଆପେ ଭାରତକୁ ଆସିବ’, ମରକ୍କୋ ମାଟିରୁ ପାକିସ୍ତାନକୁ କଡ଼ା…

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୁଇ ଦିନିଆ ମରକ୍କୋ ଗସ୍ତରେ ଅଛନ୍ତି। ଏହା ଜଣେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରଥମ ମରକ୍କୋ ଗସ୍ତ। ରାଜନାଥ ସିଂହ ମରକ୍କୋରେ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ ନିର୍ମାଣ ସୁବିଧା ଉଦ୍ଘାଟନ କରିବାକୁ ପହଞ୍ଚିଛନ୍ତି। ଏହି ସମୟରେ…

GST 2.0: ଆଜିଠୁ ଲାଗୁ ହେଲା ନୂଆ ଜିଏସଟି: ଜାଣନ୍ତୁ କ’ଣ ଶସ୍ତା ଓ କ’ଣ ମହଙ୍ଗା

ନୂଆଦିଲ୍ଲୀ: ଆଜିଠୁ ନବରାତ୍ର ଆରମ୍ଭ ହେଉଛି। ନବରାତ୍ରର ପ୍ରଥମ ଦିନରୁ ମୋଦି ସରକାର ଦେଇଛନ୍ତି ପୂଜା ଭେଟି। ଆଜିଠୁ ଲାଗୁହେଲା ନେକ୍ସଟ୍ ଜେନ୍ ଜିଏସଟି। ଦେଶ ହିତରେ ସଂଶୋଧିତ ନୂଆ ସାମଗ୍ରୀ ଓ ସେବା ଶୁଳ୍କ(ଜିଏସ୍‍ଟି)ରେ ଏଭଳି ଆର୍ଥିକ ସଂସ୍କାର କରାଯାଇଛି। ନାଗରିକ ଦେବ ଭବଃ ଧାରାରେ ଏହାକୁ…