Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଶ୍ୱର ଛୋଟ ପାୱାର ହାଉସ

ବେଜିଂ: ଟେକ୍ନୋଲୋଜି ମାମଲାରେ ଚୀନ ବହୁତ ଆଗକୁ ବଢ଼ିବାରେ ଲାଗିଛି । ଏଆଇ ଓ ରୋବୋଟିକ୍ସରେ ଚୀନ ଅନ୍ୟ ଦେଶ ପାଇଁ ଚିନ୍ତାର କାରଣ ସାଜିଛି । ଏବେ ଚୀନ ବିଶ୍ୱର ଛୋଟ ପାୱାର ହାଉସ ନିର୍ମାଣ କରିଛି । ପ୍ରଥମ ଦେଶ ଭାବେ ସୋଡିୟମ ଆୟନ ପୋର୍ଟେବେଲ ଷ୍ଟେସନ ଲଂଚ କରିଛି । ଏହାର ନାମ ପାୟୋନିୟର ନା…

ବିମାନ ଉଡ଼ାଣ ସମୟରେ ପାଇଲଟମାନେ ଶୋଇପାରିବେ କି? କ’ଣ କହୁଛି ସର୍ଭେ?

ନୂଆଦିଲ୍ଲୀ: ବିମାନ ଉଡ଼ାଣ ସମୟରେ ଜଣେ ପାଇଲଟ୍ ଶୋଇପାରିବେ କି? ଜର୍ମାନ ପାଇଲଟମାନଙ୍କ ଉପରେ କରାଯାଇଥିବା ଏକ ସର୍ଭେ ସମସ୍ତଙ୍କୁ ଚକିତ କରିଛି । ସର୍ଭେ କରାଯାଇଥିବା ସମସ୍ତ ଜର୍ମାନ ପାଇଲଟ୍ ଉଡ଼ାଣ ସମୟରେ ଶୋଇବା କଥା ସ୍ୱୀକାର କରିଛନ୍ତି । ଜର୍ମାନ ପାଇଲଟ୍ ୟୁନିଅନ୍ କହିଛି ଯେ, ଉଡ଼ାଣ…

Terror sympathizers arrested:୩ ଆତଙ୍କବାଦୀ ସମର୍ଥକ ଗିରଫ, ୭ଟି AK ରାଇଫଲ୍ ସମେତ ଯୁଦ୍ଧ ସାମଗ୍ରୀ ଜବତ

ଶ୍ରୀନଗର:ରବିବାର ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀକୁ ଏକ ବଡ ସଫଳତା ମିଳିଛି । ଜମ୍ମୁ ଓ କାଶ୍ମୀର ପୋଲିସ ପୁଞ୍ଚ (Poonc)ଜିଲ୍ଲାରେ ତିନି ଜଣ ଆତଙ୍କବାଦୀ ସମର୍ଥକଙ୍କୁ ଗିରଫ କରିବା ସହିତ ସାତଟି AK-47 ରାଇଫଲ (ପୂର୍ବରୁ ୦୪ଟି ଉଦ୍ଧାର କରାଯାଇଥିଲା) ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର…

ମିଗ୍-୨୧କୁ ସ୍ୱତନ୍ତ୍ର ବିଦାୟ ଦେବାକୁ ପ୍ରସ୍ତୁତି ଆରମ୍ଭ, ବାୟୁସେନା ଜାରି କଲା ଭାବପ୍ରବଣ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ସବୁଠାରୁ ଦୀର୍ଘ ସେବା ପ୍ରଦାନକାରୀ ଲଢ଼ୁଆ ବିମାନ, ମିଗ୍-୨୧, ଏବେ ମାତ୍ର କିଛି ଦିନ ମଧ୍ୟରେ ଆନୁଷ୍ଠାନିକ ଭାବରେ ଅବସର ଗ୍ରହଣ କରିବ । ୬୨ ବର୍ଷର ଗୌରବମୟ ସେବା ପରେ, ଏହି ବିମାନ ୨୬ ସେପ୍ଟେମ୍ବରରେ ଚଣ୍ଡିଗଡ଼ରେ ଶେଷ ଉଡ଼ାଣ କରିବ । ମିଳିଥିବା ଖବର…

Davis Cup: ୩୨ ବର୍ଷ ପରେ ଇତିହାସ ରଚିଲା ଭାରତୀୟ ଟେନିସ୍ ଦଳ, ୩-୧ରେ ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କଲା…

ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡର ବିଏଲ୍ ସହରରେ ଶନିବାର ଭାରତୀୟ ପୁରୁଷ ଟେନିସ୍ ଦଳ ଇତିହାସ ରଚିଛି। ଭାରତୀୟ ଦଳ ସ୍ୱିଜରଲ୍ୟାଣ୍ଡକୁ ୩-୧ ଗୋଲରେ ପରାସ୍ତ କରି ଡେଭିସ୍ କପ୍ ୨୦୨୫ ବିଶ୍ୱ ଗ୍ରୁପ୍ ଆଇ ଟାଇ ଜିତିଛି ଏବଂ ୨୦୨୬ କ୍ୱାଲିଫାୟରରେ ସ୍ଥାନ ସୁରକ୍ଷିତ କରିଛି। ତେବେ ୩୨ ବର୍ଷ ମଧ୍ୟରେ ଏକ…

ମୁଁ ଦଲାଲ ନୁହେଁ, ମୋ ମୁଣ୍ଡ ୨୦୦ କୋଟିର; କାହିଁକି ଏଭଳି କହିଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ତାଙ୍କ ପାଖରେ ମାସିକ ୨୦୦ କୋଟି ଟଙ୍କା ରୋଜଗାର କରିବାର ମସ୍ତିଷ୍କ ଅଛି। ଏବଂ ସେ ଏଥିପାଇଁ ତାଙ୍କ ପୁଅମାନଙ୍କୁ ଆଇଡିଆ ଦିଅନ୍ତି। ସେ ଏହା ଜାଣନ୍ତି ମଧ୍ୟ କେଉଁଠାରେ ସଚ୍ଚୋଟ ଭାବରେ ଟଙ୍କା ରୋଜଗାର କରାଯାଇପାରିବ। କେନ୍ଦ୍ର…

PM Modi in Assam: ଆସାମରେ ପ୍ରଧାନମନ୍ତ୍ରୀ ମୋଦି, ସାଧାରଣ ସଭାରେ ମା’ଙ୍କ ଫଟୋ ଦେଖି ହେଲେ ଭାବୁକ…

ଗୌହାଟି: ଏବେ ୫ ରାଜ୍ୟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ଆସାମରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୌହାଟୀ ରିଙ୍ଗ ରୋଡ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଆସାମରେ ୧୮,୫୩୦ କୋଟି ଟଙ୍କାରୁ ଅଧିକ…

‘ମୁଁ କ୍ଷମତାର ସ୍ୱାଦ ଚାଖିବାକୁ ଆସିନାହିଁ, ବର୍ବରତା ଘଟଣାରେ ସମ୍ପୃକ୍ତ ଲୋକଙ୍କର ତଦନ୍ତ କରାଯିବ’

କାଠମାଣ୍ଡୁ: ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ରବିବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୧୨ ସେପ୍ଟେମ୍ବର ରାତିରେ ସିଂହ ଦରବାରରେ ଶପଥ ଗ୍ରହଣ କରିଥିଲେ । କାର୍କି କାର୍ଯ୍ୟଭାର ଗ୍ରହଣ କରିବା ପରେ ଗଣମାଧ୍ୟମରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ…

IND vs PAK: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ୫ T20, ଆଗରେ ରହିଛି ଟିମ୍ ଇଣ୍ଡିଆ, ଏଥର ବି…

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ୨୦୨୫ରେ ଗ୍ରୁପ-ଏର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ରବିବାର ଅର୍ଥାତ୍ ଆଜି ଭାରତୀୟ ସମୟ ରାତି ୮ ଟାରେ ଖେଳାଯିବ। ଏହି ମ୍ୟାଚ୍ ବିଷୟରେ ବହୁତ ଦିନ ଧରି ଆଲୋଚନା ଚାଲିଛି, ଯେଉଁଥିରେ ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ବହୁତ ଦୃଢ଼…

London Anti-Immigrant Protest : ମସ୍କଙ୍କ ଉପସ୍ଥିତି, ଟ୍ରମ୍ପ ସମର୍ଥକଙ୍କ ସମର୍ଥନ…“ପ୍ରବାସୀଙ୍କୁ ବିଦା…

ନୂଆଦିଲ୍ଲୀ: ସାମ୍ପ୍ରତିକ ନେପାଳ ଏବଂ ଫ୍ରାନ୍ସ ନାଗରିକଙ୍କ ବିରୋଧ ପରେ ଏବେ ଇତିହାସର ସବୁଠାରୁ ବଡ଼ ପ୍ରଦର୍ଶନ ଶନିବାର ବ୍ରିଟେନ ରାଜଧାନୀ ଲଣ୍ଡନରେ ଦେଖିବାକୁ ମିଳିଛି । ଯେଉଁଠାରେ ଏକ ଲକ୍ଷରୁ ଅଧିକ ଲୋକ ପ୍ରବାସୀ ବିରୋଧୀ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ୟୁନିଟ୍ ଦି କିଙ୍ଗଡମ୍ ନାମକ…