Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

BMW ଧକ୍କାରେ ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କ ମୃତ୍ୟୁ, ଚାଳକ ଗିରଫ

ନୂଆଦିଲ୍ଲୀ: BMW ଧକ୍କାରେ ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କ ମୃତ୍ୟୁ ଘଟଣାରେ ପୋଲିସ ସୋମବାର ଜଣେ ମହିଳାଙ୍କୁ ହସ୍ପିଟାଲରୁ ଗିରଫ କରିଛି। ରବିବାର ଅପରାହ୍ନରେ ଧୌଲା କୁଆଁରେ ଏହି ଘଟଣା ଘଟିଥିଲା।ଯେତେବେଳେ ଅର୍ଥନୈତିକ ବ୍ୟାପାର ବିଭାଗର ଉପ ସଚିବ ନବଜୋତ ସିଂହ (୫୬) ତାଙ୍କ ପତ୍ନୀ ସନ୍ଦୀପ…

ଦେଶର ଶକ୍ତି ସନ୍ତୁଳନ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ ଶରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରୋଜେକ୍ଟ (PSP) ଉପରେ ଜନଶୁଣାଣି ୧୬ ଏବଂ ୧୮ ସେପ୍ଟେମ୍ବରରେ ପ୍ରସ୍ତାବିତ ହୋଇଛି । କୁହାଯାଉଛି ଯେ ଏହି ପ୍ରୋଜେକ୍ଟ ଦେଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ । ବିଶ୍ୱାସ କରାଯାଉଛି ଯେ ଏହି ପ୍ରୋଜେକ୍ଟ ଭାରତର ସ୍ୱଚ୍ଛ…

Waqf Amendment Act 2025: ସମ୍ପୂର୍ଣ୍ଣ ଓ୍ବାକଫ୍‌ ଆଇନ୍ ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୱାକଫ (ସଂଶୋଧନ) ଆଇନକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଲେ ସମ୍ପୂର୍ଣ୍ଣ ଆଇନ ଉପରେ ରୋକ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। କେବଳ କିଛି ଧାରା ଉପରେ ରୋକ୍ ଲଗାଯାଇଛି।ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଭୂଷଣ ରାମକୃଷ୍ଣ ଗଭାଇ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମସିହଙ୍କ…

Top Maoist Gunned Down: ପୋଲିସକୁ ଏକ ବଡ଼ ସଫଳତା, ଏକ କୋଟି ପୁରସ୍କାର ରାଶି ଥିବା ଟପ୍ ନକ୍ସଲ ସମେତ ତିନି ନିପାତ

ରାଞ୍ଚି: ଝାଡ଼ଖଣ୍ଡରେ ଚାଲିଥିବା ନକ୍ସଲ ଅପରେସନରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ହଜାରିବାଗ ପୋଲିସ ଏବଂ କୋବ୍ରା ବାଟାଲିୟନର ମିଳିତ ଅପରେସନରେ, ୧ କୋଟି ପୁରସ୍କାର ରାଶି ଥିବା ଜଣେ ନକ୍ସଲ ସମେତ ତିନି ଜଣ ନକ୍ସଲ ଏକ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ପୋଲିସ ସୂତ୍ର ଅନୁଯାୟୀ ରବିବାର…

PM Modi Visit Bihar:ବିହାର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୪୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପ…

ପାଟନା: ଆଜି ବିହାର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ କୋଲକାତାରେ ସଶସ୍ତ୍ର ବଳଗୁଡ଼ିକର ସଂଯୁକ୍ତ କମାଣ୍ଡରଙ୍କ ସମ୍ମିଳନୀର ଉଦ୍‌ଘାଟନ କରିବେ ଏବଂ ଏହାପରେ ଅପରାହ୍ନରେ କୋଲକାତାରୁ ବାହାରି ବିହାରର ପୂର୍ଣ୍ଣିଆ ଗସ୍ତ କରିବେ ମୋଦି। ସେଠାରେ ସେ ୪୦ ହଜାର କୋଟି ଟଙ୍କାର…

PM Modi in Kolkata: ଗୋଟିଏ ମାସ ମଧ୍ୟରେ ୨ୟ ଥର ପାଇଁ କୋଲକାତାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଶସ୍ତ୍ର ବାହିନୀର ଯୁଗ୍ମ କମାଣ୍ଡର ସମ୍ମିଳନୀକୁ ଉଦଘାଟନ କରିବା ପାଇଁ ରବିବାର ସନ୍ଧ୍ୟାରେ କୋଲକାତାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଆସାମର ଜୋରହାଟରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ସନ୍ଧ୍ୟା ପ୍ରାୟ ୬.୫୦ରେ କୋଲକାତା ବିମାନବନ୍ଦରରେ…

ୟୁକ୍ରେନ ଆକ୍ରମଣରେ ଋଷ ତୈଳ ବିଶୋଧନାଗାର ଧ୍ଵଂସ 

କିଭ୍: ୟୁକ୍ରେନ, ଋଷ ଉପରେ ୩୬୧ଟି ଡ୍ରୋନ ଦ୍ଵାରା ଆକ୍ରମଣ କରିଥିବା ନେଇ ରବିବାର ରୁଷ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏଥିମଧ୍ୟରେ ଚାରୋଟି ଗାଇଡେଡ୍ ଏରିଆଲ୍ ବୋମା ଏବଂ ଏକ ଆମେରିକା ନିର୍ମିତ HIMARS କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ। ଏହି ଆକ୍ରମଣ ବିଶେଷ କରି ଋଷର ଉତ୍ତର-ପଶ୍ଚିମରେ…

ସେପ୍ଟେମ୍ବର ୧୭ରେ ଶୁଭାରମ୍ଭ ହେବ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ 

ଭୁବନେଶ୍ୱର: ଆସନ୍ତା ୧୭ ସେପ୍ଟେମ୍ବରରେ ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ” ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜାତୀୟ ପଦକ୍ଷେପ (National initiatives) ସମନ୍ୱିତ ଏହି ଅଭିଯାନ ୧୭…

ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଆସାମ, ଭୁଟାନ ଓ ପଶ୍ଚିମବଙ୍ଗରେ ପ୍ରଭାବ…

ଗୌହାଟୀ: ଆସାମ ସମେତ ଉତ୍ତର-ପୂର୍ବ ଭାରତରେ ରବିବାର ସନ୍ଧ୍ୟାରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଆସାମରେ ଉଦଲଗୁରି ନିକଟରେ ଅନୁଭୂତ ହୋଇଥିଲା। ଯାହାଫଳରେ ଲୋକମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା। ଭୂମିକମ୍ପ ହେବା ମାତ୍ରେ ଲୋକମାନେ ଘରୁ ବାହାରି ଖୋଲା…

ନ୍ୟୁୟର୍କ ଗଲେ କାହିଁକି ଗିରଫ ହେବେ ନେତାନ୍ୟାହୁ?

ନୂଆଦିଲ୍ଲୀ: ନ୍ୟୁୟର୍କ ସହରର ମେୟର ପଦର ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋହରାନ୍ ମାମଦାନି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ମାମଦାନି କହିଛନ୍ତି ଯେ ଯଦି ସେ ନିର୍ବାଚନରେ ବିଜୟୀ ହୁଅନ୍ତି, ତେବେ ନ୍ୟୁୟର୍କରେ ପାଦ ଦେବା ମାତ୍ରେ…