Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

Imran Khan message: ଜେଲରୁ ବଡ଼ ବର୍ତ୍ତା ଦେଲେ ଇମ୍ରାନ ଖାନ, ରାଜରାସ୍ତାକୁ ଓହ୍ଲାଇବେ ଇମ୍ରାନଙ୍କ ସମର୍ଥକ

ନୂଆଦିଲ୍ଲୀ:  ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ ଦିଆଯାଇଛି। ଏହା ପରେ, ଇମ୍ରାନ ଖାନ ଜେଲରୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପଠାଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ତାଙ୍କ…

ବାଂଲାଦେଶରେ ବଢୁଛି ହିଂସା; ଚିଟାଗଙ୍ଗର ଭିସା ଆବେଦନ କେନ୍ଦ୍ର ବନ୍ଦ କଲା ଭାରତ

ନୂଆଦିଲ୍ଲୀ: ବାଂଲାଦେଶରେ ବୃଦ୍ଧି ପାଉଥିବା ରାଜନୈତିକ ହିଂସା ଏବଂ ଭାରତ ବିରୋଧୀ ଘଟଣା ମଧ୍ୟରେ ସୁରକ୍ଷାକୁ ନେଇ ଭାରତର ଚିନ୍ତା ବୃଦ୍ଧି ପାଇଛି। ଯାହାଫଳରେ ବାଂଲାଦେଶର ଦ୍ୱିତୀୟ ବୃହତ୍ତମ ସହର ଚିଟାଗଙ୍ଗରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)ରେ ସମସ୍ତ ଭିସା ସେବା ପରବର୍ତ୍ତୀ…

Terrorists Take Food: ଜମ୍ମୁ-କାଶ୍ମୀରରେ ଘରୁ ଖାଦ୍ୟ ଚୋରି କରୁଛନ୍ତି ଆତଙ୍କବାଦୀ

ଶ୍ରୀନଗର: ଆତଙ୍କବାଦୀଙ୍କୁ ସ୍ଥାନୀୟ ଲୋକ ଯୋଗାଉଛନ୍ତି କି ଖାଦ୍ୟ! ଜମ୍ମୁ-କାଶ୍ମୀରରେ ଏକ ଘରୁ ଆତଙ୍କବାଦୀ ଖାଦ୍ୟ ଚୋରି କରିଥିବା ଘଟଣା ସାମ୍ନାକୁ ଆସିଛି। ଆତଙ୍କବାଦୀ ଖାଦ୍ୟ ଚୋରି କରି ଜଙ୍ଗଲ ଅଡ଼େ ପଳାଇଥିବା ସୂଚନା ମିଳିଛି। ସତରେ ଆତଙ୍କବାଦୀ ଖାଦ୍ୟ ଚୋରି କରିଛି ନା ଜାଣିଶୁଣି ଏହାକୁ…

ନିର୍ବାଚନୀ ବଣ୍ଡ ବାତିଲ ହେବାର ବର୍ଷକ ପରେ ରାଜନୈତିକ ଦଳକୁ ମିଳିଲା ୩ ଗୁଣ ଅଧିକ ଚାନ୍ଦା, ଜାଣନ୍ତୁ ବିଜେପି…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ ଯୋଜନାକୁ ରଦ୍ଦ କରିବାର ଗୋଟିଏ ବର୍ଷ ପରେ, ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। କର୍ପୋରେଟ୍-ସମର୍ଥିତ ଟ୍ରଷ୍ଟଗୁଡ଼ିକ ରାଜନୈତିକ ଦଳଗୁଡ଼ିକୁ ପ୍ରଚୁର ପରିମାଣରେ ଚାନ୍ଦା ଦାନ କରିଛନ୍ତି। ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ ଯୋଜନାକୁ…

Handshake History: ଜାଣିଛନ୍ତି କି ହାତ ମିଳାଇବାର ପରମ୍ପରା କେବେଠାରୁ ଆରମ୍ଭ ହୋଇଥିଲା?

ନୂଆଦିଲ୍ଲୀ: ଆଜିକାଲି କୌଣସି ବ୍ୟକ୍ତିଙ୍କୁ ଭେଟିବା ସମୟରେ ହାତ ବଢାଇବା ସବୁଠାରୁ ସ୍ୱାଭାବିକ ପ୍ରତିକ୍ରିୟା ପାଲଟିଛି, କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ପରମ୍ପରା କେବେଠାରୁ ଏବଂ କିପରି ଆରମ୍ଭ ହୋଇଥିଲା? ଲୋକମାନେ ସାକ୍ଷାତ ସମୟରେ ସର୍ବଦା ଏହିପରି ହାତ ମିଳାଉଥିଲେ ନା ଏହା ପଛରେ ଭୟ,…

Union Budget: ରବିବାର ଉପସ୍ଥାପନ ହୋଇପାରେ ୨୦୨୬ ବଜେଟ!

ନୂଆଦିଲ୍ଲୀ: ବଜେଟ ୨୦୨୬ ଏଥର ରବିବାରରେ ଉପସ୍ଥାପନ ହୋଇପାରେ । ୨୦୨୬ ଫେବ୍ରୁଆରୀ ପହିଲା ଏଥର ରବିବାର ପଡୁଛି । ଏହି ଦିନ ଗୁରୁ ରବିଦାସଙ୍କ ଜୟନ୍ତୀ ମଧ୍ୟ ପଡ଼ୁଛି । ୨୦୨୫ରେ ଗୁରୁ ରବିଦାସ ଜୟନ୍ତୀ ୧୨ ଫେବ୍ରୁଆରି ବୁଧବାର ଦିନ ପଡିଥିଲା। ସଂସଦର ବଜେଟ୍ ଅଧିବେଶନ ମଧ୍ୟରେ ଏହା ପଡ଼ିଥିଲା । ଏହି…

ଅରୁଣାଚଳ ପ୍ରଦେଶରେ ଗୁଇନ୍ଦା ନେଟୱାର୍କର ପର୍ଦ୍ଦାଫାସ: ଚୀନ ସହ ରହିଛି ଲିଙ୍କ୍, ପାକିସ୍ତାନୀ ପାଇଁ କରୁଛନ୍ତି କାମ

ନୂଆଦିଲ୍ଲୀ: ଆସାମ ଏବଂ ଅରୁଣାଚଳ ପ୍ରଦେଶର ସୁରକ୍ଷା ଏଜେନ୍ସି ପାକିସ୍ତାନ ପାଇଁ ଗୁଇନ୍ଦା କରୁଥିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ସନ୍ଦିଗ୍ଧଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ଭାରତୀୟ ବାୟୁସେନା କର୍ମଚାରୀ ଅଛନ୍ତି। ଗତ ୧୦ ଦିନ ମଧ୍ୟରେ ଏହି ଗିରଫଦାରୀ ଉତ୍ତର-ପୂର୍ବ ଭାରତର…

viral video:ଏକ ସାମ୍ବାଦିକ ସମ୍ମିଳନୀରେ ପୁଟିନଙ୍କ ଆଗରେ ନିଜ ପ୍ରେମିକାକୁ ପ୍ରପୋଜ କଲେ ସାମ୍ବାଦିକ…

ନୂଆଦିଲ୍ଲୀ: ଚାଲିଥିଲା  ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ସାମ୍ବାଦିକ ସମ୍ମିଳନୀ ।  ଯେଉଁଥିରେ ଯୁଦ୍ଧ ଏବଂ ଆର୍ଥିକ ଚ୍ୟାଲେଞ୍ଜ ଭଳି ଗମ୍ଭୀର ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିଲା। ହେଲେ ହଠାତ ଏଭଳି କିଛି ଘଟଣା ଘଟିଥିଲା ଯାହା ଦେଖି ସବୁ ଆଶ୍ଚର୍ଯ୍ୟ ହୋଇଗଲେ । ଏତେ ଗମ୍ଭୀର ଆଲୋଚନା…

ଆସାମରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବସତି ଦେବାକୁ ଚାହୁଁଛି କଂଗ୍ରେସ, ତେଣୁ SIRକୁ ବିରୋଧ କରୁଛି: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଆସାମ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଆସାମ ଭ୍ୟାଲି ଫର୍ଟିଲାଇଜର ଆଣ୍ଡ କେମିକାଲ୍ କମ୍ପାନୀ ଲିମିଟେଡର ଆମୋନିଆ-ୟୁରିଆ ପ୍ରକଳ୍ପର ଶିଳାନ୍ୟାସ ସମାରୋହରେ ଯୋଗ ଦେଇଥିଲେ। ସମାରୋହ ପରେ, ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, "ଆଜି ଆସାମ ଏବଂ ସମଗ୍ର…

ବଢ଼ିଲା ଟ୍ରେନ୍ ଭଡ଼ା; ନନ୍‌ ଏସିରେ ୫୦୦ କିମି. ଯାତ୍ରା ପାଇଁ ଅଧିକ ୧୦ ଟଙ୍କା ଦେବାକୁ ପଡ଼ିବ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ମେଲ୍ ଏବଂ ଏକ୍ସପ୍ରେସ୍ ଟିକେଟ୍ ମୂଲ୍ୟରେ ବୃଦ୍ଧି ଘୋଷଣା କରିଛି। ଏହି ଭଡ଼ା ବୃଦ୍ଧି ଡିସେମ୍ବର ୨୬ ତାରିଖରୁ ଲାଗୁ ହେବ। ଖାସ୍ କରି ଟ୍ରେନରେ ଦୂର ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏବେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ। ରେଳବାଇର ସୂଚନା ଅନୁଯାୟୀ, ୨୧୫…