Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Yogi targets Rahul: ରାହୁଲଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ଯୋଗୀ; କହିଲେ, ‘ଦେଶବିରୋଧୀ ତତ୍ତ୍ୱକୁ ପ୍ରୋତ୍ସାହନ…

ରାଏବରେଲୀ: ରାଏବରେଲୀରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମହାରାଷ୍ଟ୍ରରେ ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ମନ୍ତବ୍ୟକୁ ନେଇ ଯୋଗୀ…

Pakistani Brides: ପାକିସ୍ତାନରୁ ଆସିଲେ ୧୫୦ କନ୍ୟା…ଭାରତରେ ଗଢିବେ ନୂଆ ସଂସାର

ନୂଆଦିଲ୍ଲୀ: ପାକିସ୍ତାନୀ ଝିଅ, ଭାରତ ବୋହୂ ବନ୍ଦ ସୀମା ରୋକିପାରିଲାନି ବନ୍ଧନ ଭାରତ ଆସିଲେ ୧୫୦ ନୂଆବୋହୂ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି । ଫଳରେ ଦୁଇ ଦେଶ ମଧ୍ୟରେ ଭିସା କଟକଣା ଏବଂ ସୀମା ବନ୍ଦ ରହିଛି। ତଥାପି ଏଭଳି ପରିସ୍ଥିତିରେ ବି ଭାରତରେ ନିଜ…

Hafiz Saeed: ପାକିସ୍ତାନ ସରକାର ଓ ISIର ସୁରକ୍ଷାରେ ଆତଙ୍କୀ ହାଫିଜ୍ ସଇଦ! ମିଳୁଛି Z+ ଠାରୁ ଅଧିକ ସୁରକ୍ଷା…

ନୂଆଦିଲ୍ଲୀ: ଆତଙ୍କୀ ହାଫିଜ୍ ସଇଦକୁ ନେଇ ବଡ଼ ଦାବି କରିଛନ୍ତି NIAର ପୂର୍ବତନ ଡିଜି ୱାଇସି ମୋଦି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ହାଫିଜ୍ ସଇଦ ପାକିସ୍ତାନ ସରକାର ଓ ISIର ସୁରକ୍ଷାରେ ରହିଛି। କାଗଜପତ୍ରରେ ସେ ପ୍ରିଭେଣ୍ଟିଭ୍ କଷ୍ଟଡିରେ ଥିବା କୁହାଯାଉଥିଲେ ମଧ୍ୟ ତାଙ୍କ ସୁରକ୍ଷା…

ବର୍ଷକୁ ମିଳିବ ୩ ମାଗଣା ଗ୍ୟାସ ସିଲିଣ୍ଡର, ଫ୍ରି ବସ୍ ସେବା: ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ: ତାମିଲନାଡୁ ରାଜନୀତି ଏବଂ ଜନ କଲ୍ୟାଣ ନୀତିରେ ଏକ ନୂଆ ମୋଡ଼ ନେଇ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ବିଧାନସଭାରେ ଜନସାଧାରଣଙ୍କ ପାଇଁ ଏକ ପ୍ରମୁଖ ନିର୍ବାଚନ ପ୍ରତିଶ୍ରୁତି ଏବଂ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି। ରାଜ୍ୟ ସରକାର ସାଧାରଣ ପରିବାର ଏବଂ ଗୃହିଣୀମାନଙ୍କୁ…

ଡମ୍ପିଙ୍ଗ ୟାର୍ଡରେ ଭୂସ୍ଖଳନ, ଶିଶୁଙ୍କ ସମେତ ୩୦ ମୃତ

କୋନାକ୍ରି: ଗିନିର ରାଜଧାନୀରେ ଏକ ଲ୍ୟାଣ୍ଡଫିଲ୍‌ରେ ଭୂସ୍ଖଳନ ଘଟି ୩୦ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସରକାର ସ୍ପଷ୍ଟ କରି କହିଛନ୍ତି ଯେ ରାତିସାରା ପ୍ରବଳ ବର୍ଷା ଯୋଗୁଁ ଏକ ବିରାଟ ଆବର୍ଜନା ଗଦା ଧସି ପଡ଼ିଛି। ଏହି ଦୁର୍ଘଟଣାର ମାତ୍ର କିଛି ଦିନ ପୂର୍ବରୁ ଗିନି ସରକାର ଏହି…

Kashmiri Pandits: ‘ପାଦେ ପାଦେ ନଜର…’, କଶ୍ମୀରରେ ପୁଣି ଆତଙ୍କ, ୧୫ ଦିନରେ ଦ୍ୱିତୀୟ ଥର କଶ୍ମୀରୀ ପଣ୍ଡିତଙ୍କୁ…

ଶ୍ରୀନଗର: କଶ୍ମୀରୀ ପଣ୍ଡିତଙ୍କୁ ପୁଣି ମିଳିଛି ହତ୍ୟା ଧମକ। ମାତ୍ର ୧୫ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସୋସିଆଲ ମିଡିଆରେ ଏକ ଧମକପୂର୍ଣ୍ଣ ଚିଠି ଭାଇରାଲ ହୋଇଛି। ‘ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ’ ବା ULC ନାମରେ ଏହି ନୂଆ ଧମକ ଦିଆଯାଇଛି। ଚିଠିରେ କିଛି କଶ୍ମୀରୀ ପଣ୍ଡିତ ପରିବାରର ନାମ ଓ…

ଭିସା ଟେନସନ ଓ କାମର ଚାପ: କାହିଁକି ଆମେରିକା ଛାଡିବାକୁ ନିଷ୍ପତ୍ତି ନେଲେ ଭାରତୀୟ ମହିଳା?

ନୂଆଦିଲ୍ଲୀ: ବିଦେଶରେ ସ୍ଥାୟୀ ଭାବେ ବସବାସ କରିବା ଏବଂ କ୍ୟାରିୟର ଗଢ଼ିବା ଅନେକଙ୍କର ସ୍ୱପ୍ନ ଥାଏ । ତେବେ ପରିବାରର ସ୍ନେହ ଏବଂ ନିଜ ମାଟିର ଟାଣ ବେଳେବେଳେ ମଣିଷକୁ ସବୁକିଛି ଛାଡ଼ି ପୁଣିଥରେ ସ୍ୱଦେଶ ଫେରାଇ ଆଣିଥାଏ । ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପଙ୍ଖୁରୀ ନାମକ ଜଣେ ଭାରତୀୟ…

ମହିଳା ଡାକ୍ତରଖାନାର ଶିଶୁ ୱାର୍ଡରେ ଭୟାବହ ଅଗ୍ନିକାଣ୍ଡ, ୩ ନବଜାତକ ଜୀବନ୍ତ ଦଗ୍ଧ

ଅମରାବତୀ: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରୁ ଏକ ଅତ୍ୟନ୍ତ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି । ସେଠାରେ ଥିବା ଏକ ସରକାରୀ ମହିଳା ଡାକ୍ତରଖାନାର ଶିଶୁ ୱାର୍ଡରେ ଅଚାନକ ଭୟାବହ ଅଗ୍ନିକାଣ୍ଡ ଘଟି ତିନି ଜଣ ନବଜାତକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏହି ଛାତିଥରା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର…

‘ଆମେରିକାକୁ ସାଥ୍ ଦେଲେ ବୁନ୍ଦାଏ ତୈଳ ବି ବାହାରିବନି’, ପଡ଼ୋଶୀ ଦେଶଙ୍କୁ ଇରାନର ଖୋଲା ଧମକ

ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ଏବେ ଏକ ନୂଆ ଏବଂ ବିସ୍ଫୋରକ ମୋଡ଼ ନେଇଛି । ମଧ୍ୟପ୍ରାଚ୍ୟରେ ପୁଣିଥରେ ଯୁଦ୍ଧର କଳାବାଦଲ ଘୋଟି ଆସୁଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନ ପକ୍ଷରୁ ଇରାନ ଉପରେ ଏଯାବତ୍‌ର ସବୁଠାରୁ କଡ଼ା…

‘ମଧୁବାଲା’ଙ୍କ ବାୟୋପିକରେ ନଜର ଆସିବେ ସାରା ଅର୍ଜୁନ, ଜାଣନ୍ତୁ କେବେଠୁ ସୁଟିଂ ଆରମ୍ଭ…

ନୂଆଦିଲ୍ଲୀ: ପ୍ରସିଦ୍ଧ ବଲିଉଡ ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂଶାଲୀ ତାଙ୍କର ଆଗାମୀ ଫିଲ୍ମ "ଲଭ୍ ଆଣ୍ଡ୍ ୱାର୍"ର ସୁଟିଂ ଶେଷ କରିବାକୁ ଯାଉଛନ୍ତି। ଏହା ପରେ ସେ ତାଙ୍କର ପରବର୍ତ୍ତୀ ଖାସ୍ ପ୍ରୋଜେକ୍ଟରେ କାମ ଆରମ୍ଭ କରିବେ। ରିପୋର୍ଟରୁ ଜଣାପଡିଛି ଯେ ସେ ହିନ୍ଦୀ ସିନେମାର ପ୍ରସିଦ୍ଧ…