Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏସ. ଜୟଶଙ୍କରଙ୍କ ମନ୍ତବ୍ୟକୁ ନେଇ ଚିହିଁକିଲା ପାକିସ୍ତାନ…

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବିବୃତ୍ତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ, ଭିତ୍ତିହୀନ ଏବଂ ଦାୟିତ୍ୱହୀନ ବୋଲି ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ତାହିର ଆଦରାବି ଏକ ଲିଖିତ ବିବୃତ୍ତି ଜାରି କରି କହିଛନ୍ତି। ଏହିପରି ମନ୍ତବ୍ୟକୁ ପାକିସ୍ତାନ…

ରେଲୁୱେ ବାହାର କଲା ୧ ଲକ୍ଷ ଚାକିରି ! ଆବେଦନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ:  ଦେଶର ଲକ୍ଷ ଲକ୍ଷ ଯୁବକ-ଯୁବତୀଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ! ଭାରତୀୟ ରେଳବାଇ ୨୦୨୪ ଓ ୨୦୨୫ ମିଶାଇ ମୋଟ୍ ୧,୨୦,୫୭୯ (ଅର୍ଥାତ୍ ୧.୨୦ ଲକ୍ଷରୁ ଅଧିକ) ପଦବୀରେ ବଡ଼ ଧରଣର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରି ଦେଇଛି। ଏହି ବିଶାଳ ନିଯୁକ୍ତି ଅଭିଯାନନକୁ ରେଳ ମନ୍ତ୍ରୀ…

ହ୍ୱାଟ୍ସଆପ୍‌ରେ ଆସିଲା ଧମାକା ଫିଚର, ୯୯ ପ୍ରତିଶତ ଲୋକ ଜାଣିନାହାଁନ୍ତି

ନୂଆଦିଲ୍ଲୀ : ମେଟା ମାଲିକାନାରେ ଥିବା ହ୍ୱାଟ୍ସଆପ୍ ଏବେ ନିଜର କୋଟି କୋଟି ୟୁଜାରଙ୍କ ପାଇଁ ଏକ ବହୁତ କାମର ନୂଆ ଅପଡେଟ୍ ଆଣିଛି। ଏଣିକି ଆପଣଙ୍କ କଲ୍ ରିସିଭ୍ ନ ହେଲେ ମଧ୍ୟ ସିଧା କଲ୍ ସ୍କ୍ରିନ୍‌ରୁ ହିଁ ଭଏସ୍ ମେସେଜ୍ କିମ୍ବା ଭିଡିଓ ମେସେଜ୍ ଛାଡ଼ି ପାରିବେ। ବର୍ତ୍ତମାନ ଏହି ଅପଡେଟ୍…

Naxal Surrender: କୁଖ୍ୟାତ ନକ୍ସଲ ଦମ୍ପତିଙ୍କ ଆତ୍ମସମର୍ପଣ, ମୁଣ୍ଡରେ ଥିଲା ୩୩ ଲକ୍ଷ

ରାୟପୁର: ଛତିଶଗଡ଼ର ସୁକମା ଜିଲ୍ଲାରେ ସକ୍ରିୟ ମାଓ ନେଟୱାର୍କକୁ ଏକ ବଡ଼ ଝଟକା ଲାଗିଛି। ରବିବାର ଦିନ ଛତିଶଗଡ଼ର ଦରଭା ଡିଭିଜନର କୁଖ୍ୟାତ ନକ୍ସଲ ଦମ୍ପତି ଜୟଲାଲ ଏବଂ ଗଙ୍ଗି ସୁରକ୍ଷାବାହିନୀ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ଦୁଇଜଣ…

ଭୁଲରେ ଯାଆନ୍ତୁ ନାହିଁ ଏହି ଜୀବ ପାଖକୁ, ଲାଗିବ ଜୋରଦାର କରେଣ୍ଟ

ନୂଆଦିଲ୍ଲୀ: ସମୁଦ୍ର, ନଦୀ ଓ ଜଙ୍ଗଲର ଗଭୀର ଅନ୍ଧାରରେ ଏମିତି କିଛି ଜୀବ ଚୁପଚାପ୍ ବୁଲୁଛନ୍ତି, ଯାହାଙ୍କୁ ଦେଖିଲେ ସାଧାରଣ ଲାଗେ, କିନ୍ତୁ ସେମାନଙ୍କ ଶରୀରରେ ଲୁଚି ରହିଛି ଏକ ଭୟଙ୍କର ଅସ୍ତ୍ର – ବିଜୁଳି! ମଣିଷ ତ ଦୂରର କଥା, ବଡ଼ ବଡ଼ ହିଂସ୍ର ଜନ୍ତୁ ମଧ୍ୟ ଏହି ଝଟକା ସହି ପାରେ ନାହିଁ।…

Right To Disconnect Bill: ଅଫିସ ପରେ ବସଙ୍କ କଲ୍ ଉଠାଇବାକୁ ବାଧ୍ୟ ନୁହଁ…

ନୂଆଦିଲ୍ଲୀ: ଭାରତରେ ଶ୍ରମିକ ଏବଂ କର୍ମଚାରୀଙ୍କ କାର୍ଯ୍ୟ-ଜୀବନକୁ ସନ୍ତୁଳିତ ରଖିବା ପାଇଁ ଏନସିପି ସାଂସଦ ସୁପ୍ରିୟା ସୁଲେ ଶୁକ୍ରବାର ଦିନ ଲୋକସଭାରେ "ରାଇଟ୍ ଟୁ ଡିସକନେକ୍ଟ ବିଲ୍ ୨୦୨୫" ଆଗତ କରିଛନ୍ତି। ଏହା ଦ୍ଵାରା କର୍ମଚାରୀମାନେ ନିଜର ଅଫିସ ସମୟ ପରେ ଅଫିସ୍ କଲ୍ କିମ୍ବା ଇମେଲର…

Israel, Hamas Update: ଶାନ୍ତି ଚୁକ୍ତିରେ ରାଜି ହେଲା ହମାସ, ଇସ୍ରାଏଲ କ’ଣ ରାଜି ହେବ?

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ବିବାଦର ଅନ୍ତ ପାଇଁ, ଆମେରିକା ଏକ ୨୦ ସୂତ୍ରୀ ଯୋଜନା ପ୍ରସ୍ତୁତ କରିଥିଲା, ଏବଂ ଏହା ଉପରେ କାର୍ଯ୍ୟ ଆରମ୍ଭ ହୋଇଛି। ହମାସ ଦ୍ୱାରା ଜୀବିତ ଇସ୍ରାଏଲୀ ବନ୍ଧକମାନଙ୍କୁ ମୁକ୍ତ କରାଯାଇଥିଲା, କିନ୍ତୁ ଯେତେବେଳେ ମୃତଦେହ ଫେରାଇବା ଆରମ୍ଭ ହେଲା, ଇସ୍ରାଏଲ ଅଭିଯୋଗ…

ଇଣ୍ଡିଗୋ ସଙ୍କଟ: କମ୍ପାନୀ ପକ୍ଷରୁ ଆଜି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଗତ ପାଞ୍ଚ ଦିନ ଧରି ଚାଲିଥିବା ଇଣ୍ଡିଗୋ ସଙ୍କଟ ଯୋଗୁଁ ଶନିବାର ୮୦୦ରୁ ଅଧିକ ବିମାନ ବାତିଲ କରାଯାଇଥିଲା। ତେବେ ଏହି ଧାରା ଷଷ୍ଠ ଦିନ ପାଇଁ ଜାରି ରହିଛି। ଯଦିଓ ଇଣ୍ଡିଗୋ ଏହାର ୯୫% ରୁଟରେ ବିମାନ ପରିଚାଳନାକୁ ସ୍ୱାଭାବିକ କରିଥିବା ଦାବି କରୁଛି। ବିମାନ କମ୍ପାନୀ ଅନୁଯାୟୀ,…

Shyok Tunnel in Ladakh: ସେନାର ଗତିବିଧି ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣ ହେବ ସହଜ…ଉଦଘାଟନ ହେଲା ଶ୍ୟୋକ୍ ଟନେଲ୍

ନୂଆଦିଲ୍ଲୀ: ଭାରତର ସୀମା ଭିତ୍ତିଭୂମିକୁ ସୁଦୃଢ଼ ​​କରିବା ପାଇଁ ଆଉ ଏକ ପ୍ରମୁଖ ପଦକ୍ଷେପ ନିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଦିନ ଲଦାଖର ଶ୍ୟୋକ୍ ଟନେଲରୁ( Shyok Tunnel) ସୀମା ସଡ଼କ ସଂଗଠନ (BRO)ର ୧୨୫ଟି ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ…

Imran Khan update: ଇମ୍ରାନ ଖାନଙ୍କୁ ପାଗଳ ଘୋଷଣା କଲା ପାକ୍ ସେନା…

ନୂଆଦିଲ୍ଲୀ: ପାକିସ୍ତାନର ଆଦିଆଲା ଜେଲରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପାକିସ୍ତାନ ସେନା ପାଗଳ ଘୋଷଣା କରିଛି। ସେନାର ଜଣେ ମୁଖପାତ୍ର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଇମ୍ରାନ ଖାନ ଏବେ ମାନସିକ ରୋଗୀ ହୋଇଯାଇଛନ୍ତି ଏବଂ ଦେଶଦ୍ରୋହୀଙ୍କ କଥା ସେ କେବଳ…