Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୁମ୍ବାଇ ମେୟର ନିର୍ବାଚନରେ ​​ଟ୍ୱିଷ୍ଟ: ଶିବସେନାର ସିନ୍ଦେ ଗୋଷ୍ଠୀ ସହିତ ବିବାଦ ମଧ୍ୟରେ ବିଜେପିକୁ ଉଦ୍ଧବ ଠାକରେଙ୍କ…

ମୁମ୍ବାଇ: ମହାରାଷ୍ଟ୍ରର ୨୯ଟି ନଗର ନିଗମ ନିର୍ବାଚନରେ ​​ବିଜେପି ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି। ବିଏମସି ମେୟର ପଦବୀକୁ ନେଇ ମହାୟୁତି ସହଯୋଗୀ ବିଜେପି ଏବଂ ଶିବସେନା (ସିନ୍ଦେ) ମଧ୍ୟରେ ବିବାଦ ଜାରି ରହିଛି। ଏହି ସମୟରେ, ମେୟର ନିର୍ବାଚନକୁ ନେଇ ଏକ ବଡ଼ ଟ୍ୱିଷ୍ଟ ଆସିଛି। ଶିବସେନା…

Gaza Peace Board: ଗାଜା ଶାନ୍ତି ବୋର୍ଡରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଭାରତରେ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗାଜା ଶାନ୍ତି ବୋର୍ଡର ଅଂଶ ହେବା ପାଇଁ ଆମନ୍ତ୍ରଣ କରିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିଠି ସେୟାର କରିଛନ୍ତି । ଟ୍ରମ୍ପ ମୋଦିଙ୍କୁ ଏକ ଚିଠି ପଠାଇଛନ୍ତି, ଯାହାକୁ ଭାରତରେ ଆମେରିକାର…

ସାଉଦି ଆରବ ନା ୟୁଏଇ ! କିଏ ଭାରତ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ?

ନୂଆଦିଲ୍ଲୀ: UAE ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ୍ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆସିଛି, ଯେଉଁଥିରେ ଇରାନ-ଆମେରିକା ଉତ୍ତେଜନା, ୟେମେନରେ ସାଉଦି ଆରବ ଏବଂ UAE ମଧ୍ୟରେ ସଂଘର୍ଷ ଏବଂ ଗାଜାରେ ଅସ୍ଥିର ରାଜନୈତିକ…

Spain Train Accident: ଭୟଙ୍କର ଟ୍ରେନ ଦୁର୍ଘଟଣା; ୨୧ ଯାତ୍ରୀ ମୃତ, ଅନେକ ଗୁରୁତର

ବାର୍ସେଲୋନା: ଦକ୍ଷିଣ ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟି ୨୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଟ୍ରେନ୍ ଦୁର୍ଘଟଣାର ଦୃଶ୍ୟ ଦେଖିଲେ ବାହାନଗାର ଚିତ୍ର ସାମ୍ନାକୁ ଆସିଯାଉଛି । ଏକ ହାଇସ୍ପିଡ ଟ୍ରେନ ଟ୍ରାକରେ ଆସୁଥିବା ବେଳେ ହଠାତ ଲାଇଚ୍ୟୁତ ହୋଇ ଅନ୍ୟ ଟ୍ରାକରେ ଆସୁଥିବା ଟ୍ରେନକୁ…

BJP National President Election: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ; ନାମାଙ୍କନ ଭରିବେ ନୀତିନ ନବୀନ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି। ସୋମବାର, ଜାନୁଆରୀ ୧୯ ତାରିଖରେ, ଦଳର ଜାତୀୟ କାର୍ଯ୍ୟକାରିଣୀ ସଭାପତି ନୀତିନ ନବୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ତାଙ୍କର ନାମାଙ୍କନ ଦାଖଲ କରିବେ। ନୀତିନ…

Karnataka CM Race: କର୍ଣ୍ଣାଟକରେ କ୍ଷମତା ସଂଘର୍ଷ ଜାରି, ରାହୁଲଙ୍କୁ ଭେଟିବା ପରେ କ’ଣ କହିଲେ ଶିବକୁମାର?

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏବେ ବି ଚାଲିଛି କ୍ଷମତା ସଂଘର୍ଷ। ମୁଖ୍ୟମନ୍ତ୍ରୀ ଆସନ ପାଇଁ ଗତ କିଛି ମାସ ଧରି ବିବାଦ ଜାରି ରହିଛି। ଦଳ ଭିତରେ ସବୁକିଛି ଠିକ୍ ଅଛି ବୋଲି ବାରମ୍ବାର ଚିତ୍ରଣ କରିବାକୁ ଚେଷ୍ଟା କରାଯାଇଥିବାବେଳେ, କିଛି ବୟାନ ସବୁକିଛି ଠିକ୍ ଅଛି ବୋଲି ଦାବି ଉପରେ ପ୍ରଶ୍ନ…

J&K Encounter: ସେନା-ଆତଙ୍କବାଦୀ ଏନକାଉଣ୍ଟର: ୮ ଜଣ ଯବାନ ଆହତ, ଅପରେସନ ଜାରି

ଶ୍ରୀନଗର: ଜମ୍ମୁ କଶ୍ମୀରର କିସ୍ତୱାର ଜିଲ୍ଲାର ସୋନାର ଅଞ୍ଚଳରେ ମିଳିତ ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଏହି ଏନକାଉଣ୍ଟରରେ ୮ ଜଣ ସୈନିକ ଆହତ ହୋଇଛନ୍ତି। ରବିବାର ତିନି ଜଣ ସେନା ଯବାନ ଆହତ ହୋଇଥିଲେ। ଏବେ ଆହତ ସଂଖ୍ୟା ବଢିଛି। ଅଧିକାରୀମାନେ କହିଛନ୍ତି ଯେ…

Human Trafficking: ମାନବ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ: ୧୨ଶିଶୁ ଉଦ୍ଧାର, ୧୫ ଗିରଫ

ରାଞ୍ଚି: ଝାଡ଼ଖଣ୍ଡ ପୁଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶିଶୁ ଅପହରଣ ଏବଂ ମାନବ ଚାଲାଣରେ ଜଡିତ ଏକ ସଂଗଠିତ ଆନ୍ତଃରାଜ୍ୟ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ସ୍ୱତନ୍ତ୍ର ତଦନ୍ତ ଦଳ ଏପର୍ଯ୍ୟନ୍ତ ୧୫ ଜଣ ଗ୍ୟାଙ୍ଗ ସଦସ୍ୟଙ୍କୁ ଗିରଫ କରିଛି ଏବଂ ୧୨ ଜଣ ଅପହୃତ ପିଲାଙ୍କୁ ଉଦ୍ଧାର…

ଆଇଆଇଟି ମାଡ୍ରାସର ବଡ଼ ସଫଳତା: ୭୦ କିଲୋମିଟର ଯାଏଁ ଲକ୍ଷ୍ୟଭେଦ କରିପାରିବ ସ୍ୱଦେଶୀ ତୋପ ସେଲ୍, ସେନାକୁ କରିବ…

ନୂଆଦିଲ୍ଲୀ: ଆଇଆଇଟି ମାଡ୍ରାସ ରାମଜେଟ୍-ଭିତ୍ତିକ ତୋପ ସେଲ୍ ବିକଶିତ କରି ଡିଫେନ୍ସ ଟେକନୋଲୋଜିରେ ଏକ ବଡ଼ ସଫଳତା ହାସଲ କରିଛି । ଯାହା ତୋପ ସେଲ୍‌ର ଶକ୍ତିକୁ ୫୦ ପ୍ରତିଶତ ବୃଦ୍ଧି କରିଥାଏ । ଏହା ଭାରତୀୟ ସେନାର ଟ୍ୟାଙ୍କ ସେଲ୍‌ର ଶକ୍ତିକୁ ବହୁ ଗୁଣ ବୃଦ୍ଧି କରିବ । ଆଇଆଇଟି ମାଡ୍ରାସର ଏହି…

UAE President: ସାଉଦି ଆରବ ସହ ଉତ୍ତେଜନା ମଧ୍ୟରେ ୟୁଏଇ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ; ପ୍ରଧାନମନ୍ତ୍ରୀ ମୋଦୀଙ୍କୁ…

ନୂଆଦିଲ୍ଲୀ:ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ ଜାନୁଆରୀ ୧୯ ତାରିଖରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ତୃତୀୟ ସରକାରୀ ଭାରତ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣରେ ଏହି ଗସ୍ତ ହେଉଛି। ଗତ ଦଶନ୍ଧି ମଧ୍ୟରେ…