Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଯାହା ଘଟୁଛି ତାହା ଅତ୍ୟନ୍ତ ଅସାଧାରଣ…’; ମଧ୍ୟପ୍ରାଚ୍ୟ ଉତ୍ତେଜନାକୁ ନେଇ କହିଲେ ରାଜନାଥ ସିଂ

ନୂଆଦିଲ୍ଲୀ: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ସମଗ୍ର ମଧ୍ୟପ୍ରାଚ୍ୟ ଜଳୁଛି। ଇରାନର ରାଜଧାନୀ ତେହେରାନରେ ବିପୁଳ ଧ୍ୱଂସାବଶେଷ ଦେଖିବାକୁ ମିଳୁଛି । ଏଥି ସହିତ, ଇସ୍ରାଏଲ୍ ବ୍ୟତୀତ ଇରାନ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସହିତ ଆମେରିକାର…

Rajnath Singh on Middle-East tensions: ଜଳୁଛି ମଧ୍ୟପ୍ରାଚ୍ୟ, ଚିନ୍ତା ପ୍ରକଟ କଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ସପ୍ତମ ଦିନ। ଆମେରିକା ଏବଂ ଇସ୍ରାଏଲ ନିରନ୍ତର ଇରାନ ଉପରେ ଆକ୍ରମଣ କରୁଛନ୍ତି। ଇରାନ ମଧ୍ୟ ଛାଡୁନାହିଁ, ନିରନ୍ତର ପ୍ରତିଶୋଧ ନେଉଛି। ଏହାର ବିଶ୍ୱ ବାଣିଜ୍ୟ ଉପରେ ଏକ ବଡ଼ ପ୍ରଭାବ ପଡ଼ିଛି। ଯାହାକୁ ନେଇ ଏବେ ଚିନ୍ତା ପ୍ରକଟ କରିଛନ୍ତି ଭାରତର…

ପ୍ରକାଶ ପାଇଲା UPSC CSE ଫାଇନାଲ୍ ରେଜଲ୍ଟ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ନୂଆଦିଲ୍ଲୀ: ୟୁନିଅନ୍ ପବ୍ଲିକ୍ ସର୍ଭିସେସ୍ କମିଶନ (UPSC) ଆଜି ସିଭିଲ୍ ସର୍ଭିସେସ୍ ପରୀକ୍ଷା (CSE) ଫାଇନାଲ୍ ରେଜଲ୍ଟ ୨୦୨୫ ଘୋଷଣା କରିଛି। ଏହି ବର୍ଷ, ଅନୁଜ ଅଗ୍ନିହୋତ୍ରୀ ପରୀକ୍ଷାରେ ଟପ୍ କରିଛନ୍ତି। ତେବେ ପ୍ରାର୍ଥୀମାନେ କମିଶନର ଅଫିସିଆଲ୍ ୱେବସାଇଟ upsc.gov.in ଏବଂ…

୨୦୨୭ ଜନଗଣନା ପାଇଁ ଚାରୋଟି ଉପକରଣ ଲଞ୍ଚ କଲେ ଅମିତ ଶାହ, ଜାଣନ୍ତୁ ଏହାର କାମ କଣ..

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଦିନ ୨୦୨୭ ଜନଗଣନା ପାଇଁ ଚାରୋଟି ଡିଜିଟାଲ୍ ଉପକରଣ ସଫ୍ଟ-ଲଞ୍ଚ କରିଛନ୍ତି। ପ୍ରଥମ ଥର ପାଇଁ, ଜନଗଣନା କର୍ମୀମାନେ ଘର ଘର ବୁଲିବା ପୂର୍ବରୁ ଲୋକମାନେ ଆତ୍ମ-ଗଣନା ପୋର୍ଟାଲ ମାଧ୍ୟମରେ ଅନଲାଇନରେ ଜନଗଣନା ପ୍ରଶ୍ନର ଉତ୍ତର ପୂରଣ…

Russia and China In Middle East Conflict: କ’ଣ ଯୁଦ୍ଧରେ ଇରାନକୁ ସାହାଯ୍ୟ କରୁଛନ୍ତି ରୁଷ ଏବଂ ଚୀନ୍? ବୈଦେଶିକ…

ନୂଆଦିଲ୍ଲୀ: ଶୁକ୍ରବାର ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧର ୭ମ ଦିନ। ଗୋଟିଏ ପଟେ, ଇରାନ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ଘାଟି ଉପରେ ଆକ୍ରମଣ କରୁଛି। ଅନ୍ୟପଟେ, ଏହା ଇସ୍ରାଏଲ ଉପରେ ମଧ୍ୟ ବୋମାମାଡ଼ କରୁଛି। ଆମେରିକା ଏବଂ ଇସ୍ରାଏଲ ଇରାନର ଆକ୍ରମଣର ପୂର୍ଣ୍ଣ ବଳରେ ଜବାବ…

US Strike On Iranian Warship: ଭାରତ ମହାସାଗର କ’ଣ ଭାରତର? ଇରାନୀ ଯୁଦ୍ଧଜାହାଜ ଉପରେ ଆମେରିକାର ଆକ୍ରମଣ କାହିଁକି…

ନୂଆଦିଲ୍ଲୀ: ବିଶ୍ୱର ସାତ ମହାସାଗର ମଧ୍ୟରୁ ଗୋଟିଏ, ଭାରତ ମହାସାଗରର ନାମ ଶୁଣିଲେ ଅନେକ ଭାବନ୍ତି ଯେ ଏହା ଉପରେ ଭାରତର ଅଧିକାର ଅଛି। ଭାରତ ମହାସାଗରରେ ଆମେରିକୀୟ ବୁଡ଼ାଇ ଦେଇଥିବା ଏକ ଇରାନୀ ଯୁଦ୍ଧଜାହାଜ ବୁଡ଼ିଯିବା ପରେ ଏବେ ଏହା ଉପରେ ଭାରତର ଅଧିକାର ଅଛି କି ନାହିଁ ପ୍ରଶ୍ନ ଉଠିଛି।…

Assam Su-30MKI crash: SU-30MKI ବାୟୁସେନା ବିମାନ ଦୁର୍ଘଟଣାରେ ସହିଦ୍ ଦୁଇ ପାଇଲଟ, ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଆସାମରେ ଭାରତୀୟ ବାୟୁସେନାର ଏକ ସୁଖୋଇ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ପାଇଲଟମାନେ ଗୁରୁତର ଆହତ ହୋଇଥିଲେ ଏବଂ ଏବେ ତାଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ଏବଂ ସହିଦ ସୈନିକଙ୍କ ମୃତଦେହ ଉଦ୍ଧାର କରିଛନ୍ତି।…

ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ: ଦୁବାଇର ଜନବସତି ଅଞ୍ଚଳରେ ଇରାନର ମିସାଇଲ୍ ମାଡ଼

ଆବୁଧାବି: ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ। ଦୁବାଇର ଜନବସତି ଅଞ୍ଚଳରେ ଇରାନର ମିସାଇଲ୍ ମାଡ଼। ଡ୍ରୋନ୍ ଆଟାକ୍ କରି ବଡ଼ ବିସ୍ଫୋରଣ କରାଯାଇଛି। ପ୍ରତିଶୋଧ ନିଆଁରେ ଜଳୁଥିବା ଇରାନ୍ ଦୁବାଇର ରେସିଡେନସିଆଲ୍ ଏରିଆକୁ ଟାର୍ଗେଟ୍ କରିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଏକ ଭୟଙ୍କର ମୋଡ଼ରେ ପହଞ୍ଚିଛି,…

ନିଖୋଜ ସୁଖୋଇ-୩୦ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ

ଗୌହାଟି: ଆସାମର କାର୍ବି ଆଙ୍ଗଲଙ୍ଗ ଅଞ୍ଚଳରେ ଏକ ତାଲିମ ମିସନ ସମୟରେ ଭାରତୀୟ ବାୟୁସେନା (IAF)ର ଏକ ସୁଖୋଇ Su-30 MKI ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏବାବଦରେ ବାୟୁସେନା ନିଶ୍ଚିତ କରିଛି। IAF କହିଛି ଯେ ତାଲିମ ମିସନରେ ଥିବା Su-30MKI ବିମାନ ଜୋରହାଟରୁ ପ୍ରାୟ ୬୦ କିଲୋମିଟର…

Ashmolean Museum: ଏହି ସ୍ୱତନ୍ତ୍ର ୫୦୦ବର୍ଷ ପୁରୁଣା ପ୍ରତିମା ଇଂଲଣ୍ଡରୁ ଫେରିଲା; ତାମିଲନାଡୁର ଏକ ମନ୍ଦିରରେ…

ନୂଆଦିଲ୍ଲୀ: ୟୁକେର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏସମୋଲିୟନ ସଂଗ୍ରହାଳୟ (Ashmolean Museum, in Oxford)୧୬ଶ ଶତାବ୍ଦୀର ଏକ ବ୍ରୋଞ୍ଜ ମୂର୍ତ୍ତି ଭାରତକୁ ଫେରାଇ ଦେଇଛି। ଏହି ମୂର୍ତ୍ତିଟି ଏବେ ତାମିଲନାଡୁର ସେହି ମନ୍ଦିରକୁ ଫେରାଇ ଦିଆଯିବ ଯେଉଁଠାରୁ ଏହା ଚୋରି ହୋଇଥିଲା। ଭାରତକୁ ଫେରସ୍ତ…