Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଷ୍ଟ୍ରେଲିଆରେ ଠେକୁଆଙ୍କ ଉପଦ୍ରବ: ସୁରକ୍ଷା ପାଇଁ ଓହ୍ଲାଇଲେ ତାଲିମପ୍ରାପ୍ତ କୁକୁର

କ୍ୟାନବେରା:ଅଷ୍ଟ୍ରେଲିଆରେ ୟୁରୋପୀୟ ଠେକୁଆଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବା ଏବଂ ସେମାନଙ୍କ ଯୋଗୁଁ ହେଉଥିବା ବ୍ୟାପକ କ୍ଷତି ଏବେ ଦେଶ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି । କୃଷି, ପରିବେଶ ଏବଂ ସ୍ଥାନୀୟ ଜୀବଜନ୍ତୁଙ୍କୁ ରକ୍ଷା କରିବା ପାଇଁ ଏବେ ବିଶେଷ ପଦକ୍ଷେପ ଗ୍ରହଣ…

NCPI MPs To Join BJP:ବିଜେପିରେ ଯୋଗଦେବେ ୧୭ ଜଣ ବିଦ୍ରୋହୀ ଟିଏମସି ସାଂସଦ !

କୋଲକତା:ଦୁର୍ଗା ପୂଜା ପୂର୍ବରୁ ପଶ୍ଚିମବଙ୍ଗରେ ଆଉ ଏକ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର୍ ଧରିଛି। କୁଚ୍‌ବିହାରର ସାଂସଦ ତଥା ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ନେତା ଜଗଦୀଶ ଚନ୍ଦ୍ର ବର୍ମା ବସୁନିଆ ଦାବି କରିଛନ୍ତି ଯେ, 'ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍…

ଦିଶା ସାଲିଅନ ମୃତ୍ୟୁ ମାମଲା; CBI ଏତଲାରେ ଉଦ୍ଧବ ଓ ଆଦିତ୍ୟ ଠାକ୍‌ରେ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ। ଦିଶାଙ୍କ ମୃତ୍ୟୁ ମାମଲାରେ ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ କରିଛି ସିବିଆଇ। ଆଉ ଏହି CBI ଏତଲାରେ ଉଦ୍ଧବ ଓ ଆଦିତ୍ୟ ଠାକ୍‌ରେଙ୍କ ନାଁ ରହିଛି । ସେହିପରି ଏତଲାରେ…

ୟୁକ୍ରେନ ଯୁଦ୍ଧ: ବିଦେଶୀ ସୈନ୍ୟଙ୍କୁ ୧୬ ଲକ୍ଷ ଟଙ୍କାର ଅଫର୍ ଦେଲା ଋଷ

ମସ୍କୋ: ୟୁକ୍ରେନ୍ ବିପକ୍ଷରେ ଜାରି ରହିଥିବା ଯୁଦ୍ଧରେ ନିଜର ସୈନ୍ୟ ବଳ ବୃଦ୍ଧି କରିବା ପାଇଁ ରୁଷ୍ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ସେନାରେ ଭର୍ତ୍ତି ହୋଇ ଯୁଦ୍ଧ ଲଢ଼ିବା ପାଇଁ ବିଦେଶୀ ନାଗରିକଙ୍କୁ ରୁଷ୍ ୧୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ଘୋଷଣା…

ଆତ୍ମ ସମର୍ପଣ କଲେ ତରୁଣ ତେଜପାଲ

ନୂଆଦିଲ୍ଲୀ: ନ୍ୟୁଜ ମାଗାଜିନ୍ ତେହେଲକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲ ସୋମବାର ଗୋଆ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ତାଙ୍କୁ ୨୦୧୩ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଆତ୍ମସମର୍ପଣ…

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ହେୟାର ଷ୍ଟାଇଲ ଓ ମେକ ଅପ୍ ବାବଦରେ ଖର୍ଚ୍ଚ ହେଲା ୪.୪୯ କୋଟି ଟଙ୍କା

ଇସ୍ରାଏଲ : ୨୦୧୯ଠାରୁ ୨୦୨୬ ଅଗଷ୍ଟ ମଧ୍ୟରେ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀମାନଙ୍କ ହେୟାର ଷ୍ଟାଇଲିଂ, ମେକଅପ୍‌ ଏବଂ ଆନୁଷଙ୍ଗିକ ସରକାରୀ ପ୍ରତିନିଧିତ୍ୱ ବାବଦରେ ୪.୪୯ କୋଟି ଟଙ୍କା (ପ୍ରାୟ ୪ଲକ୍ଷ ୭୦,୦୦୦ ଆମେରିକୀୟ ଡଲାର) ଖର୍ଚ୍ଚ ହୋଇଥିବା ଏକ ସରକାରୀ ରିପୋର୍ଟରୁ ସାମ୍ନାକୁ ଆସିଛି।…

ଭାରତ-ଚୀନ୍ ସମ୍ପର୍କରେ ସୁଧାର; LACରୁ ସୈନ୍ୟ ସଂଖ୍ୟା ହ୍ରାସ କଲା

ନୂଆଦିଲ୍ଲୀ: ଚୀନ୍ ୨୦୨୫ ମସିହାରେ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ପାଖରେ ଏହାର ପିପୁଲ୍ସ ଲିବରେସନ ଆର୍ମି (PLA) ନିୟୋଜନକୁ ଯଥେଷ୍ଟ ହ୍ରାସ କରିଛି। ଏହି ବର୍ଷ ଭାରତର ଉତ୍ତର ସୀମାରେ PLA ନିୟୋଜନରେ ଯଥେଷ୍ଟ ହ୍ରାସ ଘଟିଥିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରକାଶ କରିଛି। ମନ୍ତ୍ରଣାଳୟ…

ପୁଣି ହର୍ମୁଜରେ ଆକ୍ରମଣ; ଅଶୋଧିତ ତୈଳ ମୂଲ୍ୟ ୩% ବୃଦ୍ଧି

ତେହେରାନ: ହର୍ମୁଜ ପ୍ରଣାଳୀ ଏବଂ ଉପସାଗରୀୟ ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଉପରେ ନିକଟରେ ହୋଇଥିବା ଆକ୍ରମଣ ବିଶ୍ୱ ଯୋଗାଣ ସଙ୍କଟକୁ ଆହୁରି ବଢ଼ାଇଛି। ସୋମବାର ଦିନ ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୩% ବୃଦ୍ଧି ପାଇ $୧୦୭.୭୪…

ଭାରତୀୟ କ୍ରିକେଟ ପାଇଁ ଗର୍ବର ମୁହୂର୍ତ୍ତ; ପ୍ରଶଂସା କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୁବାଇରେ ଅନୁଷ୍ଠିତ ମହିଳା ଟି-୨୦ ଏସିଆ କପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ଦମଦାର ବିଜୟ ହାସଲ କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଭାରତୀୟ ମହିଳା କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଏହି…

ଟାର୍ଗେଟ୍ ହେଲା ‘ଏମଟି ଏଲ୍-ଗାଇଆ’: ନିଖୋଜ ଭାରତୀୟ ନାବିକଙ୍କ ପାଇଁ ସର୍ଚ୍ଚ ଅପରେସନ୍ ଜାରି

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟର ଅଶାନ୍ତ ସମୁଦ୍ର ପଥରେ ପୁଣି ଥରେ ଘନେଇଛି ବିପଦ। ଓମାନ ଉପକୂଳ ନିକଟରେ ଯାଉଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହଠାତ୍ ହୋଇଥିବା ଘାତକ ଆକ୍ରମଣ ଘଟଣାକୁ ଭାରତ ସରକାର ଅତ୍ୟନ୍ତ କଠୋର ଭାଷାରେ ନିନ୍ଦା କରିଛନ୍ତି। ବିଳମ୍ବିତ ରାତିରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ…