Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Powerful Bombs: ଆହୁରି ଭୟଙ୍କର ହୋଇପାରେ ଇରାନ ଯୁଦ୍ଧ? ଇସ୍ରାଏଲକୁ ୪୦ ହଜାର ବମ୍ ଦେବେ ଟ୍ରମ୍ପ!

ନୂଆଦିଲ୍ଲୀ: ଇସ୍ରାଏଲକୁ ୪୦ ହଜାର ଶକ୍ତିଶାଳୀ ବମ୍! ଅଟକାଇଥିଲେ ବାଇଡେନ୍, ଟ୍ରମ୍ପ ଦେଲେ ଗ୍ରୀନ୍ ସିଗନାଲ୍! ମଧ୍ୟପ୍ରାଚ୍ୟରେ ଆହୁରି ଭୟଙ୍କର ହୋଇପାରେ ଯୁଦ୍ଧ । ନିଆଁରେ ଘିଅ ଢାଳିବାକୁ ଯାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଇସ୍ରାଏଲକୁ ବଡ଼ ସାମରିକ ସହାୟତା…

ମୋଦୀଙ୍କୁ ସାହାଯ୍ୟ ମାଗିବାର କିଛି ଦିନ ଭିତରେ ମିଳିଲା ନ୍ୟାୟ: ସମାଧାନ ହେଲା ମୁମ୍ବାଇର ବହୁ ଚର୍ଚ୍ଚିତ ଜମି ବିବାଦ…

ମୁମ୍ବାଇ: ଦୀର୍ଘ ୧୫ ବର୍ଷ ଧରି ଲାଗି ରହିଥିବା ଏକ ହାଇ-ପ୍ରୋଫାଇଲ୍ ଜମି ବିବାଦର ନାଟକୀୟ ଅନ୍ତ ଘଟିଛି । ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି, ଏହି ମାମଲାରେ ଅଭିଯୋଗକାରୀ ଅନ୍ୟ କେହି ନୁହଁନ୍ତି, ବରଂ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜଣେ ପିଲାଦିନର ସ୍କୁଲ ସାଙ୍ଗ ବା ସହପାଠୀ ।…

ଆକାଶରେ ଫାଟିଲା ଟାୟାର, ବିମାନ ଭିତରେ ଖସିପଡ଼ିଲା ଛାତ: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଛାତିଥରା ଭିଡିଓ

ମଶହାଦ (ଇରାନ): ଆକାଶମାର୍ଗରେ ଉଡ଼ାଣ ଭରୁଥିବା ବେଳେ ହଠାତ୍ ଯଦି ବିମାନର ଛାତ ଖସିପଡ଼େ, ତେବେ ଯାତ୍ରୀଙ୍କ ଅବସ୍ଥା କ'ଣ ହେବ ତାହା ଆପଣ କଳ୍ପନା କରିପାରୁଥିବେ । ଠିକ୍ ଏମିତି ଏକ ଛାତିଥରା ଘଟଣା ଘଟିଛି ଇରାନରେ। ଇରାନର 'ସେପେହରାନ ଏୟାରଲାଇନ୍ସ'ର ଏକ ବୋଇଂ-୭୩୭ ବିମାନ ଜରୁରୀକାଳୀନ ଅବତରଣ…

ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ: ତରଳୁଛି ହିମାଳୟର ଗ୍ଲେସିୟର, ବିପଦରେ ଭାରତର ୨୦ ପ୍ରତିଶତ ଜିଡିପି

ନୂଆଦିଲ୍ଲୀ: ବିଶ୍ୱସ୍ତରୀୟ ଜଳବାୟୁ ପରିବର୍ତ୍ତନ କାରଣରୁ ଭାରତ ପାଇଁ ଏକ ବଡ଼ ବିପଦର ଘଣ୍ଟି ବାଜିଛି । ସାମ୍ପ୍ରତିକ ଏକ ଗବେଷଣା ରିପୋର୍ଟ ଅନୁଯାୟୀ, ହିମାଳୟର ଗ୍ଲେସିୟର ଗୁଡ଼ିକ ଅତ୍ୟନ୍ତ ଦ୍ରୁତ ଗତିରେ ତରଳିବାରେ ଲାଗିଛି । ଯଦି ଏହି ପ୍ରକ୍ରିୟା ଜାରି ରହେ, ତେବେ କେବଳ କୋଟି କୋଟି ଲୋକଙ୍କ…

ବେକାରୀ ହାର ନେଇ ନୂଆ ସର୍ଭେ ରିପୋର୍ଟ: ସହର ତୁଳନାରେ ଗ୍ରାମାଞ୍ଚଳରେ ସୃଷ୍ଟି ହେଲା ଅଧିକ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ଦେଶର ଅର୍ଥନୀତି ତଥା ନିଯୁକ୍ତି ବଜାର ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ସଦ୍ୟତମ ଏକ ସର୍ଭେ ରିପୋର୍ଟର ତଥ୍ୟ ଅନୁଯାୟୀ, ଅଗଷ୍ଟ ମାସରେ ଭାରତର ବେକାରୀ ହାର ହ୍ରାସ ପାଇ ୫ ପ୍ରତିଶତରେ ପହଞ୍ଚିଛି । ବିଶେଷ କରି ଗ୍ରାମାଞ୍ଚଳରେ ବ୍ୟାପକ କର୍ମସଂସ୍ଥାନ ସୃଷ୍ଟି…

ଋଷ ସହ ବେପାର କଲେ ଭାରତ ସମେତ ୫ ଦେଶ ଗଣିବେ ୧୦୦ ପ୍ରତିଶତ ଟିକସ

ନୂଆଦିଲ୍ଲୀ: ରୁଷିଆ ଏବଂ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଏକ ବଡ଼ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଋଷ ଠାରୁ ତେଲ ଏବଂ ଗ୍ୟାସ୍ କିଣୁଥିବା ଭାରତ ଓ ଚୀନ୍ ସମେତ ୫ଟି ପ୍ରମୁଖ ଦେଶ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ବା ଆମଦାନୀ ଶୁଳ୍କ ଲଗାଇବାକୁ ଆମେରିକା ପ୍ରସ୍ତୁତି ଚଳାଇଛି ।…

ଅକ୍ଟୋବର ୧୫ରୁ ବଦଳିବ ୟୁପିଆଇ ନିୟମ: ଜାଣନ୍ତୁ ନୂଆ ଏମଡିଆର୍ ଚାର୍ଜ କାହା ଉପରେ ଲାଗୁ ହେବ?

ନୂଆଦିଲ୍ଲୀ: ଆଜିକାଲି ଗାଁର ଛୋଟ ଚା’ ଦୋକାନଠାରୁ ଆରମ୍ଭ କରି ସହରର ବଡ଼ ବଡ଼ ସପିଂ ମଲ୍ ପର୍ଯ୍ୟନ୍ତ ସବୁଠି ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିବା ଏକ ସାଧାରଣ କଥା ହୋଇଗଲାଣି । ତେବେ ନିକଟରେ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଖବର ପ୍ରକାଶ ପାଇବା ପରେ ସାଧାରଣ…

୫ ଓରାଙ୍ଗଉଟାନ୍ ଛୁଆ ଉଦ୍ଧାର ମାମଲା: କେଉଁଠି ଲୁଚିଛନ୍ତି ଅଭିଯୁକ୍ତ? ବାଂଲାଦେଶ କିମ୍ବା ନେପାଳ ଖସିଯିବା ନେଇ ସନ୍ଦେହ

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ୫ଟି ବିରଳ ଓରାଙ୍ଗଉଟାନ୍ ଛୁଆ ଉଦ୍ଧାର ମାମଲାରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ବେଆଇନ ବନ୍ୟଜନ୍ତୁ ଚାଲାଣର ଚେର ପଶ୍ଚିମବଙ୍ଗର ଦୀଘାକୁ ଲମ୍ବିଥିବା ଜଣାପଡିବା ପରେ କ୍ରାଇମବ୍ରାଞ୍ଚର…

ଇମ୍ରାନ ଜେଲରେ ମରିଯିବେ; ମୁକ୍ତ କରିବାକୁ ଅନୁରୋଧ କଲେ ୭ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ପାକିସ୍ତାନକୁ ପ୍ରଥମ ODI ବିଶ୍ୱକପ୍ ରେ ପହଞ୍ଚାଇଥିବା ବ୍ୟକ୍ତି ଇମ୍ରାନ ଖାନ ବର୍ତ୍ତମାନ ଜେଲରେ ଅଛନ୍ତି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ତାଙ୍କ ଅବସ୍ଥା ଖରାପ ହେଉଛି। ଯାହା ଫଳରେ ତାଙ୍କୁ ବଞ୍ଚାଇବା…

ମଣିପୁରରେ ପୁଣି ହିଂସା: ଆଖିବୁଜା ଗୁଳିମାଡ଼ରେ ଦୁଇ ମହିଳାଙ୍କ ମୃତ୍ୟୁ, ଜଳିଗଲା ଏକାଧିକ ଫାର୍ମହାଉସ୍

ଇମ୍ଫାଲ: ଅଶାନ୍ତ ମଣିପୁରରେ ପୁଣିଥରେ ହିଂସା ମୁଣ୍ଡ ଟେକିଛି। ରାଜ୍ୟରେ ଶାନ୍ତି ଓ ଭାଇଚାରା ଫେରାଇ ଆଣିବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ନିରନ୍ତର ଉଦ୍ୟମ ଜାରି ରହିଥିବା ବେଳେ, ଏହି ନୂଆ ହିଂସାକାଣ୍ଡ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ସଦ୍ୟତମ…