Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଭୁଲ ତଥ୍ୟ ଦେବାରୁ ଗୁଗୁଲକୁ ୫୦ମିଲିୟନ୍ ଡଲାର ଜରିମାନା 

ନୂଆଦିଲ୍ଲୀ: ଭୁଲ ତଥ୍ୟ ଦେଇ ଜରିମାନା ଗଣିଲା ଗୁଗଲ୍। ଋଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଭୁଲ ତଥ୍ୟ ପ୍ରସାର କରିବା ଅଭିଯୋଗ ହୋଇଥିଲା।ଏହି ତଥ୍ୟ ଡିଲିଟ କରିବାରେ ବିଫଳ ହେବାରୁ ଋଷର ଏକ କୋର୍ଟ ଗୁଗୁଲ ଉପରେ ୪.୬ ବିଲିୟନ ରୁବେଲ ବା ୫୦.୮୪ ନିୟୁତ ଡଲାର ଜରିମାନା ଲଗାଇଛନ୍ତି। ଫେବୃଆରୀ…

ତାମିଲନାଡୁରେ ବର୍ଷା ବିତ୍ପାତ: ବାୟୁସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ଚେନ୍ନାଇ: ତାମିଲନାଡୁର ଲଗାଣ ବର୍ଷାରେ ଗଲାଣି ୧୦ରୁ ଊର୍ଦ୍ଧ୍ୱ ଜୀବନ । ତୁହାକୁ ତୁହା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ଜୀବନଯାତ୍ରା ଠପ ହୋଇଯାଇଛି । ଏବେବି ଜଳବନ୍ଦୀ ଘେରରେ ଅଛନ୍ତି ୨୦ ହଜାରରୁ ଅଧିକ ଲୋକ । ବାୟୁ ସେନା ପକ୍ଷରୁ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଶ୍ରୀବୈକୁଣ୍ଠମ…

ଜାତୀୟ କ୍ରୀଡା ପୁରସ୍କାର-୨୦୨୩: ସାତ୍ତ୍ବିକ – ଚିରାଗଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ

ନୂଆଦିଲ୍ଲୀ: ଜାତୀୟ କ୍ରୀଡା ପୁରସ୍କାର-୨୦୨୩ ଘୋଷଣା ହୋଇଛି । ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ସହ ଅନ୍ୟ ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା ହୋଇଛି । କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି। ବ୍ୟାଡମିଣ୍ଟନ ଖେଳାଳି ଚିରାଗ ଚନ୍ଦ୍ରଶେଖର…

୪ ବର୍ଷରୁ କମ୍ ପିଲାମାନଙ୍କୁ ଏହି ଔଷଧ ମନା, ପରାମର୍ଶ ଦେଲା ସିଡିଏସସିଓ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ବା ସିଡିଏସସିଓ ପକ୍ଷରୁ ନିଷେଧାଦେଶ । ୪ ବର୍ଷରୁ କମ ବୟସର ଶିଶୁଙ୍କୁ ଦିଆଯିବ ନାହିଁ ଟି-ମିନିକ ଓରାଲ ଡ୍ରପ, ଆସ୍କୋରିଲ ଫ୍ଲୁ ସିରପ ଓ ସଲଭିନ କୋଲ୍ଡ ସିରପ । ଏହି ୩ଟି ସିରପକୁ ୪ ବର୍ଷରୁ କମ ବୟସର ପିଲାଙ୍କୁ ନଦେବା ଲାଗି ପରାମର୍ଶ…

ଉପରାଷ୍ଟ୍ରପତିଙ୍କୁ ମିମିକ୍ରି ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦ ପରିସରରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ମିମିକ୍ରି କରାଯିବା ଘଟଣାକୁ ନେଇ ଉଦବେଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ଫୋନ କରି କିଛି ସାଂସଦଙ୍କ ଦ୍ୱାରା…

ଦିଲ୍ଲୀରେ ଲଜ୍ଜା: ୯ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ପରେ କେନାଲରେ ଫିଙ୍ଗିଦେଲେ 

ନୂଆଦିଲ୍ଲୀ: ପୁଣି ଦିଲ୍ଲୀକୁ ଲଜ୍ଜା । ଦିଲ୍ଲୀର ସ୍ବରୂପ ନଗରରେ ଜଣେ ୯ ବର୍ଷ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ । କେବଳ ଏତିକିରେ ଥମିଲାନି ପିଶାଚ । ନିରୀହା ନାବାଳିକାକୁ ହତ୍ୟା କରି କେନାଲରେ ଫୋପାଡି ଦେଇଛି ଅଭିଯୁକ୍ତ ଘରମାଲିକ । ଅପରାଧୀଜଣକ ୫୨ ବର୍ଷ ବୟସ୍କ ହୋଇଥିବା ସୂଚନା ମିଳିଛି ।…

କ୍ଷୟ ହେଉଛି ମହାକାଳେଶ୍ବର ଶିବ ଲିଙ୍ଗ, ଯାଞ୍ଚ ପାଇଁ ଗଲା ପୂଜା ସାମଗ୍ରୀ

ଭୋପାଳ: କ'ଣ ବନ୍ଦ ହୋଇଯିବ କି ମହାକାଳେଶ୍ବରଙ୍କର ଭାଙ୍ଗ ଶୃଙ୍ଗାର? ବିଭିନ୍ନ ପ୍ରକାର ପୂଜା ପଦ୍ଧତି ରୁ କ'ଣ ବଞ୍ଚିତ ହେବେ ମହାକାଳ? ଏବେ ଭକ୍ତ ଓ ସେବାୟତ ଙ୍କ ମନରେ ଏପରି ଅନେକ ପ୍ରଶ୍ନ । କାରଣ ଧିରେ ଧିରେ କ୍ଷୟ ହେଉଛି ମଧ୍ୟପ୍ରଦେଶର ଉଜୈନରେ ଥିବା ମହାକାଳେଶ୍ୱର ମନ୍ଦିରର ଶିବ ଲିଙ୍ଗ ।…

ଭୟ ଦେଖାଇଲାଣି କରୋନା: ପ୍ରତି ତିନି ମାସରେ ହେବ ଡାକ୍ତରଖାନାର ସମୀକ୍ଷା: ସ୍ଵାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ; ଦେଶରେ ପୁଣି କାୟା ବିସ୍ତାର କରୁଛି କରୋନା। ବଢି ଚାଲିଥିବା କରୋନା ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଥିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ବୈଠକରେ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ ମୁକାବିଲା ନେଇ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ…

ଉପରାଷ୍ଟ୍ରପତିଙ୍କୁ ବ୍ୟଙ୍ଗ, ରାଷ୍ଟ୍ରପତିଙ୍କ ଉଦବେଗ, ଧନକଡଙ୍କୁ ଫୋନ କରି ଦୁଃଖ ପ୍ରକାଶ କଲେ ମୋଦୀ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତିଙ୍କୁ ବ୍ୟଙ୍ଗ, ରାଷ୍ଟ୍ରପତିଙ୍କ ଉଦବେଗ । ସଂସଦ ପରିସରରେ ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କୁ ବ୍ୟଙ୍ଗ କରିବା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପିତ ମୁର୍ମୁ ତାଙ୍କ ସୋସିଆl ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ,…

ମମତାଙ୍କ ପରେ ତାଙ୍କ ପୁତୁରା ଅଭିଷେକ ହେବେ ଟିଏମସି ମୁଖ୍ୟ, ଜାଣନ୍ତୁ କାହିଁକି ଏପରି କହିଲେ ଟିଏମସି ମୁଖପାତ୍ର କୁନାଲ…

କୋଲକାତା: ୧୯୯୮ରେ ଯେତେବେଳେ ମମତା ବାନାର୍ଜୀ କଂଗ୍ରେସ ଛାଡି ତୃଣମୁଳ କଂଗ୍ରେସ ଗଠନ କରିଥିଲେ, ସେତେବେଳେ କଂଗ୍ରେସର ବହୁ ବଡ ବଡ ନେତା ତାଙ୍କ ସହ ତୃଣମୁଳ କଂଗ୍ରେସରେ ଯୋଗ ଦେଇଥିଲେ। ଦୀର୍ଘ ଦିନର ପ୍ରତୀକ୍ଷା ପରେ ଯେତେବେଳେ ତୃଣମୁଳ କଂଗ୍ରେସ ୨୦୧୧ରେ ବେଙ୍ଗଲରେ କ୍ଷମତା ହାସଲ କଲା,…