Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଦେଶର ସବୁଠାରୁ ଧନୀ ମହିଳା, ଯିଏ ଅମ୍ବାନୀ ଓ ଆଦାନୀକୁ ମଧ୍ୟ ପଛରେ ପକାଇଛନ୍ତି, ଜାଣନ୍ତୁ କିଏ ସେ

ନୂଆଦିଲ୍ଲୀ: ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କୁ ପଛରେ ପକାଇ ବର୍ତ୍ତମାନ ଦେଶର ସବୁଠାରୁ ଧନୀ ମହିଳା ହେଉଛନ୍ତି ସାବିତ୍ରୀ ଜିନ୍ଦଲ। ଚଳିତବର୍ଷ ଜିନ୍ଦଲର ସମ୍ପତି ଏତେ ପରିମାଣରେ ବୃଦ୍ଧି ପାଇଛି ଯେ ଅମ୍ବାନୀ-ଆଦାନୀଙ୍କ ସମେତ ଦେଶର ଅନେକ ଧନୀ ବ୍ୟବସାୟୀଙ୍କୁ ପଛରେ…

କେରଳ ପରେ ଆଉ ଦୁଇ ରାଜ୍ୟରେ ମିଳିଲା ଜେଏନ-୧ ଭାରିଏଣ୍ଟ; ୯ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବୃଦ୍ଧି

ନୂଆଦିଲ୍ଲୀ: ପୁଣି କଡ ଲେଉଟାଇଲାଣି କରୋନା  । ଡିସେମ୍ବର ୧୧ ତାରିଖରେ ଦେଶରେ କରୋନା ଆକ୍ଟିଭ କେସ ୯୩୮ ଥିବାବେଳେ  ମଙ୍ଗଳବାର ଅର୍ଥାତ ଡିସେମ୍ବର ୧୯ ତାରିଖରେ ଏହି ସଂଖ୍ୟା ବୃଦ୍ଧି ପାଇ ୨ ହଜାରରେ ପହଞ୍ଚି ଯାଇଛି । ଅର୍ଥାତ ୯ ଦିନରେ ଏହାର ସଂଖ୍ୟା ୨ ଗୁଣ ବୃଦ୍ଧି ପାଇଛି । କେରଳରେ ଜେଏନ୧…

ଆରମ୍ଭ ହେବ ଭାରତ ଯୋଡୋ ଯାତ୍ରାର ୨ୟ ଚରଣ: ଏଥର ଉତ୍ତର ଭାରତ ଉପରେ ଫୋକସ

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ବିଜେପିକୁ ମାତ ଦେବାପାଇଁ ସଜବାଜ ହେଲାଣି  । ଏହିକ୍ରମରେ ଇଣ୍ଡିଆ ମେଣ୍ଟ ସବୁ ରାଜ୍ୟରେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି କରିଛି । ଏପଟେ କଂଗ୍ରେସ ୨୦୨୪ ଜାନୁଆରୀ ପ୍ରଥମ ସପ୍ତାହରୁ ଭାରତ ଯୋଡୋ ଯାତ୍ରାର ୨ୟ ପର୍ଯ୍ୟାୟ ଆରମ୍ଭ…

ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଝଟକା: ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷିତ, ଭୋଟ ବି ଦେଇ…

ୱାଶିଂଟନ:ଆମେରିକାରେ ଆସନ୍ତା ବର୍ଷ ହେବ ରାଷ୍ଟ୍ରପତି ନିର୍ବାଚନ । ହେଲେ ତା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଝଟକା ।  କ୍ୟାପିଟାଲ ହିଂସା ମାମଲାରେ ଆମେରିକାର କୋଲୋରାଡୋ କାର୍ଟ ତାଙ୍କର ରାୟ ଶୁଣାଇଛନ୍ତି । ଏହି ରାୟ ଅନୁସାରେ କୋର୍ଟ ଡୋନାଲ୍ଡ ଟ୍ରମ୍ପଙ୍କୁ…

ଥଣ୍ଡା, ଜ୍ୱର ହେଲେ କରାନ୍ତୁ କରୋନା ଟେଷ୍ଟ

ଭୁବନେଶ୍ୱର: ପୁଣି ଚିନ୍ତା ବଢାଇଲାଣିି କରୋନା । ଥଣ୍ଡା, ଜ୍ୱର ଓ କାଶ ହେଲେ ତୁରନ୍ତ କରୋନା ଟେଷ୍ଟ କରାନ୍ତୁ । କରୋନାର ସବ୍‌ଭ୍ୟାରିଏଣ୍ଟ ଜେଏନ୍ ୧ କର୍ନାଟକ ଓ କେରଳରେ ଚିହ୍ନଟ ହେବା ପରେ ପୁଣି ଭୟ ବଢ଼ିଛି । ଏହାକୁ ନେଇ ଲୋକେ ଭୟଭୀତ ମଧ୍ୟ ହୋଇପଡ଼ିଛନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର…

ନିର୍ବାଚନ ଲଢ଼ିବେ କଙ୍ଗନା; ସ୍ପଷ୍ଟ କଲେ ବାପା

ନୂଆଦିଲ୍ଲୀ: ନିର୍ବାଚନ ଲଢିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏବେ ତାଙ୍କ ବାପା ଅମରଦୀପ ଏହି ଚର୍ଚ୍ଚା ଉପରେ ପୁନଃଚ୍ଛେଦ ପକାଇ ଦେଇଛନ୍ତି । କଙ୍ଗନାଙ୍କ ବାପା ଝିଅ ଲୋକସଭା ନିର୍ବାଚନ ଲଢ଼ିବା କଥା ସ୍ପଷ୍ଟ କରିଛନ୍ତି । ତେବେ ଝିଅ କଙ୍ଗନା କେଉଁ…

ତେଲେଙ୍ଗାନାରୁ ନିର୍ବାଚନ ଲଢିପାରନ୍ତି ସୋନିଆ

ହାଇଦ୍ରାବାଦ: ତେଲେଙ୍ଗାନାରୁ ଲୋକସଭା ନିର୍ବାଚନ ଲଢିପାରନ୍ତି ସୋନିଆ ଗାନ୍ଧୀ । ତେଲେଙ୍ଗାନା ବିଧାନସଭା ନିର୍ବାଚନର ବିଜୟରେ ଉତ୍ସାହିତ ହୋଇ ସ୍ଥାନୀୟ କଂଗ୍ରେସ ନେତାମାନେ ସୋନିଆ ଗାନ୍ଧୀଙ୍କୁ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିବେଦନ କରିଛନ୍ତି । ତେଲଙ୍ଗାନା…

୧୪୧ ଏମପି ହୋଇଛନ୍ତି ନିଲମ୍ବିତ, ହେଲେ ସେମାନଙ୍କୁ ମିଳିବ ପୂରା ଦରମା

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ମଙ୍ଗଳବାର ଦ୍ୱାଦଶ ଦିନରେ ପହଞ୍ଚିଛି । ଏମପିଙ୍କ ନିଲମ୍ବନକୁ ନେଇ ବିରୋଧୀମାନେ ଉଭୟ ଗୃହରେ ହଟ୍ଟଗୋଳ ସୃଷ୍ଟି କରିଥିଲେ । ବିରୋଧୀ ଏମପିମାନେ ସଂସଦ ଭିତରୁ ଏବଂ ଗୃହର ଫାଟକ ଓ ପରିସରରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଲୋକସଭା ଓ ରାଜ୍ୟସଭାର…

ଫୋନ କରି ହଇରାଣ କଲେ ଦେବାକୁ ପଡିବ ୨ ଲକ୍ଷ ଯାଏଁ ଜରିମାନା

ନୂଆଦିଲ୍ଲୀ : ଏଣିକି ଆଉ କେହି ଫୋନ କରି କାହାକୁ ହଇରାଣ ହରକତ କରିପାରିବେନି । କାରଣ ଭରିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା । ଯଦି କେହି ବିନା କାରଣରେ ଫୋନ କରି ହଇରାଣ କରୁଛନ୍ତି, ତା’ହେଲେ ତାଙ୍କ ଉପରେ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରିବ । ପ୍ରଧାନମନ୍ତ୍ରୀ…

ଶାହରୁଖଙ୍କ ପତ୍ନୀ ଗୌରୀଙ୍କୁ ଇଡିର ନୋଟିସ୍‌

ମୁମ୍ବାଇ: ବଲିଉଡ୍‌ର କିଙ୍ଗ ଖାନ୍ ଶାହରୁଖଙ୍କ ପତ୍ନୀ ଗୌରୀ ଖାନ୍‌ଙ୍କୁ ନୋଟିସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଲକ୍ଷ୍ନୌସ୍ଥିତ ରିଅଲ ଇଷ୍ଟେଟ କମ୍ପାନୀ ତୁଲସିୟାନୀ ଗ୍ରୁପ୍ ମାମଲାରେ ତାଙ୍କୁ ଏହି ନୋଟିସ୍ କରାଯାଇଛି । ସେ ଏହାର ବ୍ରାଣ୍ଡ ଆମ୍ବାସଡର ଅଟନ୍ତି । ଏବେ କମ୍ପାନୀ…