Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ବିଶ୍ୱ ଜଳବାୟୁ ସଙ୍କଟର ପ୍ରଭାବକୁ ମନ୍ଥର କରିବ ହିମାଳୟ ଗ୍ଲାସିୟର

ୱାଶିଂଟନ: ଦ୍ରୁତ ଗତିରେ ତରଳିବାରେ ଲାଗିଛି ହିମାଳୟର ଗ୍ଲାସିୟର । କିନ୍ତୁ ଏକ ନୂତନ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଉପସ୍ଥାପନ ହୋଇଛି। ଯେଉଁଥିରେ ଦର୍ଶାଯାଇଛି ଯେ ବିଶ୍ୱର ସର୍ବୋଚ୍ଚ ପର୍ବତମାଳାରେ ଗ୍ଲାସିୟର ତରଳିବା ବିଶ୍ୱ ଜଳବାୟୁ ସଙ୍କଟର ପ୍ରଭାବକୁ ମନ୍ଥର କରିବ। ଏନେଇ ନେଚର ଜିଓ…

୮ ସନ୍ଦିଗ୍ଧ ISIS ଆତଙ୍କବାଦୀଙ୍କୁ ଗିରଫ କଲା NIA

ନୂଆଦିଲ୍ଲୀ: ୪ରାଜ୍ୟର ଏକାଧିକ ସ୍ଥାନରେ ଚଢାଉ କରି ୮ସନ୍ଦିଗ୍ଧ ISIS ଆତଙ୍କୀଙ୍କୁ ଗିରଫ କରିଛି NIA । ଆଜି ସକାଳୁ କର୍ଣ୍ଣାଟକ, ମହାରାଷ୍ଟ୍ର, ଝାଡଖଣ୍ଡ ଓ ଦିଲ୍ଲୀର ପ୍ରାୟ ୧୯ସ୍ଥାନରେ ଏକାକାଳୀନ ଚଢାଉ କରାଯାଇଥିଲା। ଅପରାହ୍ନରେ ୮ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏଥିସହ ବହୁ ଆପତ୍ତିଜନ…

ଜ୍ଞାନବ୍ୟାପୀ ମସଜିଦ ସର୍ଭେ ମାମଲା: ରିପୋର୍ଟ ଦାଖଲ କଲା ASI

ଲକ୍ଷ୍ନୌ:ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମାମଲାରେ ବିଜ୍ଞାନଭିତ୍ତିକ ସର୍ଭେ ରିପୋର୍ଟ ଦାଖଲ କଲା ଏଏସଆଇ। ବାରାଣାସୀ କୋର୍ଟରେ ବନ୍ଦ ଲଫାପାରେ ଏହି ରିପୋର୍ଟ କୋର୍ଟରେ ଦାଖଲ କରିଛି ।କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୪ ତାରିଖରୁ ଆରମ୍ଭ ହୋଇଥିଲା ସର୍ଭେ । ଡିସେମ୍ବର ୧୧ ତାରିଖରେ ସର୍ଭେ…

ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା କେବେ ଘୋଷଣା ହେବ, ସ୍ପଷ୍ଟ କଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ? ନୀତୀଶ, ମମତା, ରାହୁଲ ଗାନ୍ଧୀ, ଅରବିନ୍ଦ କେଜ୍ରିଓ୍ବାଲ, ଶରଦ ପାଓ୍ୱାରଙ୍କ ଭଳି ମୋଦୀ ବିରୋଧୀ ନେତା ମେଣ୍ଚରେ ରହିଛନ୍ତି। ଏପରି ସ୍ଥିତିରେ ଭିନ୍ନ ଭିନ୍ନ ସମୟରେ ଏହିସବୁ…

କରୋନା ସଂକ୍ରମଣ ବୃଦ୍ଧି ଏବଂ ଦେଶରେ JN.1 ଭାରିଆଣ୍ଟକୁ ଦେଖି ରାଜ୍ୟଗୁଡ଼ିକୁ ସତର୍କ କଲା କେନ୍ଦ୍ର

ନୂଆଦିଲ୍ଲୀ: ନିକଟରେ କେତେକ ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ କେରଳରେ ଚାରି ଜଣ ଏବଂ ୟୁପିରେ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ JN.1 ଭାରିଆଣ୍ଟ ଚିହ୍ନଟ ହେବା ପରେ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ଆଉ…

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର କ୍ରାଉଡ ଫଣ୍ଡିଂ, କ’ଣ ହୋଇପାରେ ଉଦ୍ଦେଶ୍ୟ?

ନୂଆଦିଲ୍ଲୀ: ଗତ ୯ ବର୍ଷ ଧରି କଂଗ୍ରେସ କ୍ଷମତାରୁ ବାହାରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ପୁଣିଥରେ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରୁଛି। ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ହ୍ୟାଟ୍ରିକ ବିଜୟ ହାସଲ କରିବ ବୋଲି…

ଭୁଲରେ ଟ୍ରାନ୍ସଫର ହୋଇଥିବା ୭୦୫ କୋଟି ଫେରାଇ ଆଣିଲା ୟୁକୋ ବ୍ୟାଙ୍କ 

ନୂଆଦିଲ୍ଲୀ: ଟେକ୍ନିକାଲ ସମସ୍ୟା ପାଇଁ ହଜାର ହଜାର ଆକାଉଣ୍ଟକୁ ଭୁଲରେ ୮୨୦ କୋଟି ପଠାଇ ଦେଇଥିବା ୟୁକୋ ବ୍ୟାଙ୍କ ୭୦୫ କୋଟି ଟଙ୍କା ଫେରାଇ ଆଣିବାରେ ସଫଳ ହୋଇଛି। ନଭେମ୍ବର ମାସରେ ଏହି ଘଟଣା ଘଟିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ରାଜ୍ୟ ଅର୍ଥମନ୍ତ୍ରୀ ଭାଗବତ କରଦ। ଆଇଏମପିଏସ ପେମେଣ୍ଟ…

ମଦ ଦୁର୍ନୀତି ମାମଲାରେ କେଜ୍ରିଓ୍ୱାଲଙ୍କୁ ଦ୍ବିତୀୟ ଥର ପାଇଁ ନୋଟିସ୍ ଜାରି କଲା ଇଡି

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ଯ଼ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନୂଆ ନୋଟିସ୍ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।। ଡିସେମ୍ବର ୨୧ରେ ତଦନ୍ତ ଅଧିକାରୀଙ୍କ ସମ୍ମୁଖରେ ହାଜର ହେବାକୁ ଇଡି କେଜ୍ରିୱାଲଙ୍କୁ କହିଛି। ଏହାପୂର୍ବରୁ ନଭେମ୍ବର ୨ ରେ ଇଡି କେଜ୍ରିୱାଲଙ୍କୁ…

ଲୋକସଭା ପରେ ରାଜ୍ୟ ସଭାରୁ ୩୪ ସାଂସଦ ନିଲମ୍ବିତ: ଦିନକରେ ସସପେଣ୍ଡ୍ ହେଲେ ୬୭

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାର ୩୪ ସାଂସଦଙ୍କ ନିଲମ୍ବିତ କରାଯାଇଛି । ସଭାପତିଙ୍କ କଥା ନ ଶୁଣିବା କାରଣରୁ ଏମାନଙ୍କୁ ନିଲମ୍ବିତ କରାଯାଇଛି । ରାଜ୍ୟ ସଭାର ଯେଉଁ ୩୪ ସାଂସଦଙ୍କୁ ନିଲମ୍ବିତ କରାଯାଇଛି, ସେମାନେ ହେଲେ ପ୍ରମୋଦ ତିୱାରୀ, ଜୟରାମ ରମେଶ, ଅମି ୟାଗ୍ନିକ, ନାରା୍ରଣ ଭାଇ…

ଜମ୍ମୁକଶ୍ମୀର ଓ ଲଦାଖରେ ୫.୭ ତୀବ୍ରତା ଭୂକମ୍ପ ଝଟକା ଅନୁଭୂତ

ଶ୍ରୀନଗର: ଗତ କିଛି ବର୍ଷ ମଧ୍ୟରେ ଦେଶର ଅନେକ ସ୍ଥାନରେ ଭୂକମ୍ପ ଝଟକା ଲଗାତାର ଅନୁଭୂତ ହେଉଛି । ଆଜି ପୁଣି ଅପରାହ୍ନରେ ଜମ୍ମୁକଶ୍ମୀର ଏବଂ ଲଦାଖର ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହା ପାହାଡିଆ ଅଞ୍ଚଳ…