Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Online Gaming Bill 2025: ଲୋକସଭାରେ ଆଗତ ହେଲା ଅନଲାଇନ୍‌ ଗେମିଂ ବିଲ୍‌, ୨ହଜାର କୋଟି ଟଙ୍କାର ଇଣ୍ଡଷ୍ଟ୍ରୀ ଉପରେ…

ନୂଆଦିଲ୍ଲୀ: ଲୋକସଭାରେ ଉପସ୍ଥାପିତ ହେଲା ଅନଲାଇନ୍‌ ଗେମିଂ ବିଲ୍‌ ୨୦୨୫ । ବିଲ୍‌ ଉପସ୍ଥାପନ କଲେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବେଟିଂ ସହି ଜଡ଼ିତ ଅନଲାଇନ୍ ଟଙ୍କା ଖେଳକୁ ନିଷିଦ୍ଧ କରିବା ଏହାର ଲକ୍ଷ୍ୟ । ଏହି ବିଲ୍ ରେ ଅନଲାଇନ୍ ମନି ଗେମିଂ କିମ୍ବା ଏହାର…

Sramasree Scheme: ଦିଦି ଚଳାଇବେ ବ୍ରହ୍ମାସ୍ତ୍ର !

ନୂଆଦିଲ୍ଲୀ: ଏସଆଇଆରକୁ ଦିଦିଙ୍କ ଜବାବ ଶ୍ରମଶ୍ରୀ ! ପ୍ରବାସୀ ଶ୍ରମିକଙ୍କ ପାଇଁ ଦିଦିଙ୍କ ଯୋଜନା। ଦିଦିଙ୍କ ହାତରେ ଅସ୍ମିତା ଅସ୍ତ୍ର ।ବିଧାନସଭା ନିର୍ବାଚନ ପୂର୍ବରୁ ବଦଳିବ କି ମୁଡ୍ ! ପଶ୍ଚିମବଙ୍ଗର ପ୍ରାୟ ୨୨ ଲକ୍ଷ ପ୍ରବାସୀ ଶ୍ରମିକ ଭିନ୍ନ ଭିନ୍ନ ରାଜ୍ୟରେ କାମ କରୁଛନ୍ତି। ସେମାନଙ୍କୁ…

Parliament Monsoon Session: ଜେଲ୍ ଗଲେ ପଦରୁ ବିଦା ହେବେ PM, CM, ମନ୍ତ୍ରୀ; ଲୋକସଭାରେ ବିଲ୍ ଆଗତ ପରେ କପି ଚିରି…

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ୧୩୦ ତମ ସମ୍ବିଧାନ ସଂଶୋଧନ ବିଲ୍ ୨୦୨୫, କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍ ୨୦୨୫ ଏବଂ ଜମ୍ମୁ ଏବଂ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୫ ଆଗତ କରିଛନ୍ତି । ଏହି ବିଲ୍‌ଗୁଡ଼ିକରେ ଏକ ବ୍ୟବସ୍ଥା ଅଛି ଯେ ଯଦି…

BRICS Alliance Strengthens: ନିଜ ଜାଲରେ ଫସିବେ ଟ୍ରମ୍ପ!, ଭାରତ ଚଳାଇଲା ଗୋଟି…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଭାରତ ଉପରେ ଖପ୍ପା । ରୁଷିଆ ସହ ସମ୍ପର୍କ ନେଇ ଭାରତ ଉପରେ ଦାଉ ସାଧୁଥିବା ଟ୍ରମ୍ପ, ଦେଶର ଆମଦାନୀ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ଜାରି କରିଛନ୍ତି । ହେଲେ ଏବେ ଟ୍ରମ୍ପ ନିଜ ଚାଲରେ ହିଁ ଫସିବାକୁ ଯାଉଛନ୍ତି । ଭାରତ ଟ୍ରମ୍ପକୁ ମାତ୍…

ଭାରତରେ ବ୍ୟାପୁଛି ସାଂଘାତିକ ରୋଗ, ‘ବ୍ରେନ ଇଟିଂ ଆମୀବା’ ନେଉଛି ଜୀବନ

ଭୁବନେଶ୍ୱର: ବିଶ୍ୱରେ ଅନେକ ପ୍ରକାରର ଭୂତାଣୁ (ଭାଇରସ) ଓ ଜୀବାଣୁ (ବ୍ୟାକ୍ଟେରିଆ) ମଣିଷର ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରୁଛନ୍ତି। କିନ୍ତୁ କେତେକ ଏମିତି ଅଛନ୍ତି, ଯାହାର ନାମ ଶୁଣିଲେ ହିଁ ଲୋକେ ଭୟଭୀତ ହୋଇଯାଆନ୍ତି। ‘ବ୍ରେନ ଇଟିଂ ଆମୀବା’ ଏପରି ଏକ ଅତି ଦୁର୍ଲଭ ଓ ଜୀବନଘାତୀ…

Naxal Surrender:୪ ହାର୍ଡକୋର୍ ମାଓବାଦୀଙ୍କ ଆତ୍ମସମର୍ପଣ

ଛତିଶଗଡ଼: ଛତିଶଗଡ଼ର କୋଣ୍ଡାଗାଓଁ ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ଚାଲିଥିବା ଅଭିଯାନକୁ ବଡ଼ ସଫଳତା ମିଳିଛି। ମଙ୍ଗଳବାର ଦିନ ଜଣେ ମାଓ ଦମ୍ପତି ସମେତ ଚାରି ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଛତିଶଗଡ଼ ସରକାର ଏହି ମାଓବାଦୀଙ୍କ ଉପରେ ମୋଟ ୨୨ ଲକ୍ଷ ଟଙ୍କାର ପୁରସ୍କାର…

ଲାଲ ଗ୍ରହର ଅଜବ ରହସ୍ୟ ! ହଠାତ ମଙ୍ଗଳରେ ଦେଖା ଗଲା ପୃଥିବୀ ଭଳି ଆକାଶ, ବୈଜ୍ଞାନ ତାଜୁବ

ଭୁବନେଶ୍ୱର: ପ୍ରଥମ ଦୃଷ୍ଟିରେ ଏହି ଛବିକୁ ଦେଖି ଯେ କେହି ଭାବିପାରେ ଏହା ପୃଥିବୀର କୌଣସି ସ୍ଥାନରୁ ଆକାଶର ଦୃଶ୍ୟ। କିନ୍ତୁ ବାସ୍ତାବତା ହେଉଛି, ଏହା ଲାଲ ଗ୍ରହ ମଙ୍ଗଳର ଏକ ଅବିଶ୍ୱାସନୀୟ ଦୃଶ୍ୟ। ନାସାର ପର୍ସିଭିଅରାନ୍ସ ରୋଭର ଦ୍ୱାରା ଉଠା ଯାଇଥିବା ଏହି ଆଶ୍ଚର୍ଯ୍ୟଜନକ ଛବିଗୁଡ଼ିକ…

୭ ବର୍ଷ ପୂର୍ବରୁ ରାଜୀବ ଗାନ୍ଧୀଙ୍କୁ ଜଣା ଥିଲା ତାଙ୍କୁ ହତ୍ୟା କରାଯିବ, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ : ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୮୧ତମ ଜୟନ୍ତୀ। ୧୯୪୪ ମସିହା ଅଗଷ୍ଟ ୨୦ରେ ଜନ୍ମଗ୍ରହଣ କରିଥିବା ରାଜୀବ ଗାନ୍ଧୀ ୧୯୮୪ରେ ତାଙ୍କ ମାତା ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ରାଜନୀତିରେ ପ୍ରବେଶ କରିଥିଲେ। ମାତ୍ର ୪୦ ବର୍ଷ…

Vice President Election: ନାମାଙ୍କନ ଦାଖଲ କଲେ ଏନଡିଏ ପ୍ରାର୍ଥୀ ରାଧାକୃଷ୍ଣନ, ନିଜେ ପ୍ରସ୍ତାବକ ହେଲେ ମୋଦି….

ନୂଆଦିଲ୍ଲୀ: ଇଣ୍ଡିଆ ବ୍ଲକରୁ ଉପରାଷ୍ଟ୍ରପତି ପଦ ପାଇଁ ବି. ସୁଦର୍ଶନ ରେଡ୍ଡିଙ୍କ ନାମ ଘୋଷଣା ସହିତ, ଉପରାଷ୍ଟ୍ରପତି ପଦ ପାଇଁ ଦୌଡ଼ ଏବେ ରୋଚକ ହୋଇଛି । NDA ପ୍ରାର୍ଥୀ ସିପି ରାଧାକୃଷ୍ଣନ ଆଜି ଉପରାଷ୍ଟ୍ରପତି ପଦ ପାଇଁ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ…

ୟୁଏନଏସସିରେ ପୁଣି ପାକିସ୍ତାନ ମୁଖା ଖୋଲିଲା ଭାରତ, ଯୌନ ହିଂସା ନେଇ କଡା ନିନ୍ଦା କଲା….

ନୂଆଦିଲ୍ଲୀ: ପୁଣି ଭାରତ ୟୁଏନଏସସିରେ ପାକିସ୍ତାନର ପର୍ଦ୍ଦାଫାଶ କରିଛି ।  ସଂଘର୍ଷ ସମ୍ବନ୍ଧୀୟ ଯୌନ ହିଂସା ଉପରେ ଭାରତ ପକ୍ଷରୁ ବିବୃତ୍ତି ଦେବା ସମୟରେ, ଭାରତୀୟ କୂଟନୀତିଜ୍ଞ ଆଲଡୋସ୍ ମାଥ୍ୟୁ ପୁନୁସ୍ ପାକିସ୍ତାନକୁ ସଂପୂର୍ଣ୍ଣ ଧୋଇ ଦେଇଛନ୍ତି । ଜାତିସଂଘ ସୁରକ୍ଷା ପରିଷଦର ଖୋଲା…