Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ନେପାଳରେ ରାଜତନ୍ତ୍ର ନେଇ ଦାବୀ ଜୋର ଧରିଲା

କାଠମାଣ୍ଡୁ: ନେପାଳରେ ରାଜତନ୍ତ୍ର ପୁନର୍ବାର ଲାଗୁ କରିବା ନେଇ ଆନ୍ଦୋଳନ ଆରମ୍ଭ ହୋଇଛି । କାଠମାଣ୍ଡୁର ଅନେକ ସ୍ଥାନରେ ଏ ନେଇ ପ୍ରଦର୍ଶନକାରୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ମଧ୍ୟ ହୋଇଛନ୍ତି । ରାଜ ପରିବାରର ୨୨ ବର୍ଷ ତଳେ ଘଟିଥିବା ନରସଂହାର ସେ ସମୟରେ ସମଗ୍ର ନେପାଳକୁ ଆଶ୍ଚର୍ଯ୍ୟଚକିତ କରି…

ନେଦରଲାଣ୍ଡ ନେତା ଗୀର୍ଟ ୱିିଲ୍ଡର୍ସଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ ଦୌଡରେ ଆଗରେ ରହିଥିବା ଗୀର୍ଟ ୱିଲ୍ଡର୍ସଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । କୁରାନ ଉପରେ ଅଧିକ ବିଶ୍ୱାସ ରଖୁଥିବା ମୁସଲମାନ ତୁରନ୍ତ ନେଦରଲାଣ୍ଡ ଛାଡିବାକୁ ସେ କହିଛନ୍ତି । ଯେଉଁମାନେ ଧର୍ମନିରପେକ୍ଷତା ବଦଳରେ ଅତ୍ୟଧିକ ଧର୍ମ…

ହମାସ-ଇସ୍ରାଏଲ ଯୁଦ୍ଧବିରତିର ୪ର୍ଥ ଦିନ: ହମାସର ୫ କମାଣ୍ଡରଙ୍କୁ ନିପାତ କଲା ଆଇଡିଏଫ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ବିରାମ ଚତୁର୍ଥ ଦିନରେ ପହଞ୍ଚିଛି । ଗତ ୩ ଦିନ ମଧ୍ୟରେ ହମାସ ୪୧ ଜଣ ବନ୍ଧକଙ୍କୁ ଛାଡି ଦେଇଛି । ପ୍ରଥମ ଦିନ ୧୩ ଜଣ, ୨ୟ ଦିନ ୧୪ ଜଣ ଏବଂ  ଦିନରେ ୧୩ ଜଣଙ୍କୁ ଛାଡିଛି । ତୃତୀୟ ଦିନ ଏହି ୧୩ ଇସ୍ରାଏଲିଙ୍କ ସମେତ ଥାଇଲାଣ୍ଡର ୩ ଜଣ  ଏବଂ ରୁଷର…

ସରିଲା ଭୋଟ..ଲାଗିଲା ବାଜି: ହଟ ସିଟ ପାଇଁ ୧୦ ଲକ୍ଷ

ଭୋପାଳ:ସରିଲା ଭୋଟ । ଭୋଟିଂ ମେସିନରେ ସିଲ ହୋଇଛି ଭାଗ୍ୟ । ଏବେ ଖାଲି ହିସାବକିତାବ । କେତେ କଟା ହେବ.. କେତେ ଯୋଡା ହେବ କି କେତେ ଗୁଣାହରା ହେବ ? ଏହାକୁ ନେଇ ରାଜେନୖତିକ ଦଳମାନେ ଚଲାଇଛନ୍ତି କସରତ ।  ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ନଭେମ୍ବର ୧୭ ତାରିଖରୁ ଶେଷ ହୋଇଗଲାଣି ।…

ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

ନୂଆଦିଲ୍ଲୀ/ଭୁବନେଶ୍ବର: ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଓ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଛି । ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘ ଦ୍ୱାରା ଆୟୋଜିତ ଏହି ମହୋତ୍ସବରେ ଦିଲ୍ଲୀ ଏବଂ ଜାତୀୟ…

କିଏ ସେ ହୈଦର? ହାଇଦ୍ରାବାଦର ନାଁ ହେବ ଭାଗ୍ୟନଗର: ଜି. କିଶାନ ରେଡ୍ଡୀ

ହାଇଦ୍ରାବାଦ: କିଏ ସେ ହୈଦର? ଆମେ ବଦଳେଇବୁ ହାଇଦ୍ରାବାଦର ନାଁ । ହାଇଦ୍ରାବାଦର ନାଁ ପରିବର୍ତ୍ତେ ଭାଗ୍ୟନଗର ରଖାଯିବ । ୟୁପି ସିଏମ ଆଦିତ୍ୟ ନାଥ ଯୋଗୀଙ୍କ ପରେ ସ୍ଥାନର ପୁନଃ ନାମକରଣ ନେଇ ଏମିତି କିଛି କହିଛନ୍ତି ବିଜେପି ସାଂସଦ ଜି. କିଶାନ ରେଡ୍ଡୀ । ରେଡ୍ଡୀ ଆଜି (ସୋମବାର)…

ପୁଣି ଚର୍ଚ୍ଚାରେ ଏନସିପି ମୁଖ୍ୟ, ବର୍ଷାରେ ଭିଜି ଭାଷଣଦେଲେ ଶରଦ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଏନସିପି ମୁଖ୍ୟ ଶରଦ ପାୱାର । ରବିବାର ନାଭି ମୁମ୍ବାଇରେ ବର୍ଷାରେ ଭିଜି ଭାଷଣ ଦେଇଛନ୍ତି, ଯାହାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ତେବେ ଏହା ପ୍ରଥମ ନୁହେଁ ୨୦୧୯ ରେ ମହାରାଷ୍ଟ୍ର ନିର୍ବାଚନ ସମୟରେ ସତାରାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିବା ସମୟରେ…

ଡିସେମ୍ବର ୪ରୁ ସଂସଦର ଶୀତକାଳୀନ ଅଧିବେଶନ, ଡକାଗଲା ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଶୀତକାଳୀନ ଅଧିବେଶନ ସମ୍ପର୍କରେ ଆଲୋଚନା କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଡିସେମ୍ବର ୨ ରେ ଏକ ସର୍ବଦଳୀୟ ବୈଠକ ଡାକଛନ୍ତି। ଅଧିବେଶନ ଆରମ୍ଭ ହେବାର ଗୋଟିଏ…

ଉତ୍ତରାକାଶୀ ସୁଡଙ୍ଗ ଭୁଶୁଡିବା ଘଟଣା: ଉଦ୍ଧାର କାର୍ଯ୍ୟରେ ମେସିନ ଫେଲ, ହାତରେ ଖୋଳି ରାସ୍ତା ବାହାର କରିବେ ‘ରାଟ…

ଉତ୍ତରକାଶୀ:ଉତ୍ତରକାଶୀର ସିଲକ୍ୟାରା ସୁଡଙ୍ଗରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟାସ ଜାରି ରହିଛି । ଉଦ୍ଧାର କାର୍ଯ୍ୟ  ଯେତେ ଆଗଉଛି, ସେତେ ନୂଆ ନୂଆ ପ୍ରତିବନ୍ଧକ ସାମ୍ନାକୁ ଆସୁଛି । ଏବେ ସୁଡ଼ଙ୍ଗ ଉପରେ ଭର୍ଟିକାଲ ଡ୍ରିଲିଂ ଆରମ୍ଭ…

ଗୁଜୁରାଟରେ ପ୍ରକୃତିର ତାଣ୍ଡବ : ଅଦିନିଆ ବର୍ଷା, ବଜ୍ରପାତ ନେଲା ୧୪ ଜୀବନ

ନୂଆଦିଲ୍ଲୀ : ଗୁଜୁରାଟରେ ପ୍ରକୃତିର କରାଳ ତାଣ୍ଡବ  । ଅଦିନିଆ ବର୍ଷା ବିତ୍ପାତ୍ତ ଜନଜୀବନକୁ ଦୁର୍ବିଶୟ କରିପକାଇଛି । ପୁରା ଭୟଭୀତ ହୋଇପଡିଛି ଲୋକ । ବର୍ଷା ସାଙ୍ଗକୁ ବଜ୍ରାଘାତରେ ବିଭିନ୍ନ ସ୍ଥାନରେ ୧୪ଜଣଙ୍କ ଜୀବନ ଯାଇଛି । ଗୁଜୁରାଟର ଅମରେଲି, ସୁରେନ୍ଦ୍ର ନଗର , ମେହସାଣ, ବୋଟାଡ,…