Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଯୁଦ୍ଧ ନୁହେଁ ପ୍ରତିଶୋଧ; ସିରିଆରେ ଆମେରିକାର ଏୟାର ଷ୍ଟ୍ରାଇକ

ନୂଆଦିଲ୍ଲୀ: ଇସଲାମିକ୍ ଷ୍ଟେଟ୍ (IS) ବିରୁଦ୍ଧରେ ଆମେରିକା ସିରିଆରେ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିଛି। ଆମେରିକୀୟ ସୈନିକ ଏବଂ ଜଣେ ଆମେରିକୀୟ ଅନୁବାଦକଙ୍କ ମୃତ୍ୟୁ ପରେ ଟ୍ରମ୍ପ ପ୍ରଶାସନ ଶୁକ୍ରବାର ସିରିଆରେ IS ଆଡ୍ଡା ଉପରେ ଘନ ଘନ ବିମାନ ଆକ୍ରମଣ କରି ପ୍ରତିଶୋଧ ନେଇଛି।…

ଘନ କୁହୁଡ଼ି ପାଇଁ ବିମାନବନ୍ଦର ପକ୍ଷରୁ ଆଡଭାଇଜରି ଜାରି

ନୂଆଦିଲ୍ଲୀ: ଇଣ୍ଡିଗୋ ଏବଂ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଶନିବାର ସକାଳେ ଯାତ୍ରୀମାନଙ୍କ ପାଇଁ ଏକ ଯାତ୍ରା ପରାମର୍ଶ ଜାରି କରିଛି। ବିମାନବନ୍ଦର ସୂଚନା ଅନୁଯାୟୀ, ଘନ କୁହୁଡ଼ି ଯୋଗୁଁ ବିମାନ ସେବା ପ୍ରଭାବିତ ହୋଇପାରେ। ଇଣ୍ଡିଗୋ କହିଛି, "ରାଞ୍ଚି, ଜମ୍ମୁ ଏବଂ…

BCAS model for port security India: ବନ୍ଦର ସୁରକ୍ଷା ପାଇଁ ଗଠନ ହେବ ‘ବନ୍ଦର ସୁରକ୍ଷା ବ୍ୟୁରୋ’;ବିସିଏଏସ…

ନୂଆଦିଲ୍ଲୀ: ଜାହାଜ ଓ ବନ୍ଦରଗୁଡ଼ିକର ସୁରକ୍ଷା ନିମନ୍ତେ ଏକ ସମର୍ପିତ ସଂସ୍ଥା - ବନ୍ଦର ସୁରକ୍ଷା ବ୍ୟୁରୋ (ବିଓପିଏସ- Bureau of Port Security (BoPS)) ଗଠନ ଲାଗି କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ କେନ୍ଦ୍ର ବନ୍ଦର, ଜାହାଜ…

Bangladesh Violence: “ୟୁନୁସଙ୍କ ସରକାର ଜାଣିଶୁଣି ହିଂସାକୁ ଉସୁକାଉଛନ୍ତି” ପୂର୍ବତନ ବାଂଲା ମନ୍ତ୍ରୀ…

ନୂଆଦିଲ୍ଲୀ: ପୂର୍ବତନ ବାଂଲାଦେଶୀ ମନ୍ତ୍ରୀ ମୋହିବୁଲ ହାସନ ଚୌଧୁରୀ ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ ମହମ୍ମଦ ୟୁନୁସ(Muhammad Yunus)ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଆଗାମୀ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ଜାଣିଶୁଣି ବାଂଲାଦେଶରେ ହିଂସାକୁ ଉସୁକାଉଛନ୍ତି । ଏଏନଆଇ ସହିତ…

ବେଟିଂ ଆପ୍ ମାମଲା; ଏହି ମାନଙ୍କ ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ବେଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବଡ ଚଢାଉ । 1X ବେଟିଂ ଆପ୍ ମାମଲାରେ ୭ ଜଣଙ୍କ ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେମାନେ ହେଲେ ପୂର୍ବତନ କ୍ରିକେଟର ଯୁବରାଜ ସିଂହ, ରବିନ ଉଥାପ୍ପା, ବଲିଉଡ ପ୍ରସିଦ୍ଧ ଅଭିନେତା ସୋନୁ ସୁଦ,…

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା; ‘ଏହି ନୃଶଂସ ଅପରାଧରେ ସମ୍ପୃକ୍ତ କାହାକୁ ଛଡା ଯିବ ନାହିଁ…

ଢାକା: ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା । ପ୍ରଥମେ ତାଙ୍କୁ ପିଟି ପିଟି ହତ୍ୟା କରିବା ପରେ ଗଛ‌ରେ ବାନ୍ଧି ଜାଳିଦେଲେ ଦଙ୍ଗାକାରୀ । ମୈମନସିଂ ଜିଲ୍ଲାରେ ଏକ ଧାର୍ମିକ ବ୍ୟକ୍ତିଙ୍କୁ ନିନ୍ଦା ଅଭିଯୋଗରେ ଜଣେ ହିନ୍ଦୁ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି ଦଙ୍ଗାକାରୀ । ସୂଚନା…

୨୦୦ ଦିନର ଭ୍ୟାଲିଡିଟି ଏବଂ ଅନଲିମିଟେଡ୍ 5G ଡାଟା, ଏହି କମ୍ପାନି ଆଣିଲା ସବୁଠୁ ଶସ୍ତା ପ୍ଲାନ୍

ନୂଆଦିଲ୍ଲୀ: ରିଲାଇନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଲମ୍ବା ଭ୍ୟାଲିଡିଟି ପ୍ଲାନ୍ ଆଣିଛି। ଏଥିରେ ଗ୍ରାହକମାନଙ୍କୁ କେବଳ ଲମ୍ବା ଭ୍ୟାଲିଡିଟି ନୁହେଁ, ଅନଲିମିଟେଡ୍ କଲିଂ ଏବଂ ଅନଲିମିଟେଡ୍ 5G ଡାଟା ମଧ୍ୟ ମିଳୁଛି। ଏହି ପରିସ୍ଥିତିରେ ଯଦି ଆପଣ ନୂଆ ବର୍ଷ ଅବସରରେ ରିଚାର୍ଜ କରି…

Eastern Army Commander Checks Border: ସୀମାରେ ଆଲର୍ଟ; ପୂର୍ବ କମାଣ୍ଡ ମୁଖ୍ୟ BSF ସହ କଲେ ବୈଠକ…

ନୂଆଦିଲ୍ଲୀ: ଡିସେମ୍ବର ୧୯ ତାରିଖରେ ଛାତ୍ର ବିଦ୍ରୋହ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ, ବାଂଲାଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଛି। ଏହି ଘଟଣାକ୍ରମ ମଧ୍ୟରେ, ସେନାର ପୂର୍ବ କମାଣ୍ଡର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରାମଚନ୍ଦ୍ର ତିୱାରୀ(Eastern Army Commander Lieutenant…

୪୧ତମ ପିଢ଼ି ଓ ୧୪୦୦ ବର୍ଷ, ବିଶ୍ୱର ସବୁଠାରୁ ପୁରୁଣା କମ୍ପାନିର ଇତିହାସ ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ଥରେ ଭାବନ୍ତୁ, ଏକ ଏମିତି କମ୍ପାନୀ ଯାହା ସେତେବେଳୁ ଅସ୍ତିତ୍ୱରେ ଅଛି ଯେତେବେଳେ ଇସଲାମ ଧର୍ମର ଉଦୟ ହୋଇନଥିଲା, ଯେତେବେଳେ ଦୁନିଆର ମାନଚିତ୍ର ଆଜିର ଠାରୁ ବିଲକୁଲ୍ ଅଲଗା ଥିଲା ଏବଂ ଯେତେବେଳେ ବ୍ୟବସାୟର ଅର୍ଥ କେବଳ ବସ୍ତୁ ବିନିମୟ ହିଁ ଥିଲା। ୫୭୮ ଖ୍ରୀଷ୍ଟାବ୍ଦରେ ଜାପାନ…

ବାଂଲାଦେଶର ସବୁଠାରୁ ଖତରନାକ୍ ଫୋର୍ସ କ’ଣ? ଦଙ୍ଗା ରୋକିବା ପାଇଁ କେତେବେଳେ କରାଯାଏ ବ୍ୟବହାର …

ନୂଆଦିଲ୍ଲୀ: ବାଂଲାଦେଶରେ ଗତ ରାତିରେ ଇଙ୍କବାଲ ମଞ୍ଚର ମୁଖପାତ୍ର ଶରୀଫ ଓସମାନ ହାଦୀଙ୍କ ମୃତ୍ୟୁ ପରେ ଦେଶରେ ଭୟଙ୍କର ହିଂସା ଦେଖାଯାଇଛି। ଏହି ସମୟରେ ଅନେକ ଅଟ୍ଟାଳିକା ଓ ଆର୍ମ୍ମି ଗାଡ଼ିକୁ ନିଆଁ ଲଗାଇ ଦିଆଯାଇଛି। ବାଂଲାଦେଶର ରାଜଧାନୀ ଢାକାରେ ବିକ୍ଷୋଭକାରୀମାନେ ବ୍ୟାପକ ଦଙ୍ଗା ସୃଷ୍ଟି…