Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପଶ୍ଚିମବଙ୍ଗରେ TMC ବିଭାଜନ ପରେ ନୂଆ ସଙ୍କଟ, ବହୁଜନ NCPI ଉପରେ ବିଦ୍ରୋହୀ ସାଂସଦଙ୍କ ନଜର

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସରେ ଦେଖାଦେଇଥିବା ବିଦ୍ରୋହ ଏବେ ଏକ ନୂଆ ମୋଡ଼ ନେଇଛି। ଦଳର ୨୦ ଜଣ ଲୋକସଭା ସାଂସଦ କାକୋଲି ଘୋଷ ଦସ୍ତିଦାରଙ୍କ ନେତୃତ୍ୱରେ ଏକ ନୂଆ ଗୋଷ୍ଠୀ ଗଠନ କରିବା ସହ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (NCPI)…

Relief at 105: ୧୦୫ ବର୍ଷ ବୟସରେ ଜେଲରୁ ବାହାରିଲେ…ସୁପ୍ରିମକୋର୍ଟଙ୍କ ରାୟରେ ରସିକ ଚନ୍ଦ୍ରଙ୍କୁ ପରିଣତ ବୟସରେ…

ନୂଆଦିଲ୍ଲୀ: ବୟସ ୧୦୫ ବର୍ଷ। ୧୦୫ ବର୍ଷ ବଞ୍ଚିବା ନିଜେ ଏକ ବଡ଼ କଥା। ଏତେ ବର୍ଷ ବଞ୍ଚିବା କଥା ସାଧାରଣତଃ କିଏ ବା ଚିନ୍ତା କରନ୍ତି! ତଥାପି ଦୁନିଆରେ ଏମିତି ଅନେକ ବୃଦ୍ଧବୃଦ୍ଧା ଅଛନ୍ତି, ଯେଉଁମାନେ ୧୦୦ ବର୍ଷ ପାର କରିବା ପରେ ବି ନିଜ ଜୀବନକୁ ଉପଭୋଗ କରୁଛନ୍ତି। ଏହି ବୟସରେ ଲୋକେ…

Reels Scheme: କଣ୍ଟେଣ୍ଟ କ୍ରିଏଟର୍ସଙ୍କ ପାଇଁ ଖୁସି ଖବର! ରିଲ୍ସ କରିବେ ଆପଣ…ସରକାର ଦେବେ ୧ ଲକ୍ଷ ଟଙ୍କା!

ନୂଆଦିଲ୍ଲୀ: ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର? ସୋସିଆଲ ମିଡିଆରେ ଆପଣଙ୍କ ଭିଡିଓକୁ ଲକ୍ଷ ଲକ୍ଷ ଭ୍ୟୁ ମିଳୁଛି? ତେବେ ଆପଣଙ୍କ ପାଇଁ ଆସିଛି ଏକ ନୂଆ ସୁଯୋଗ। ଏଣିକି ଆପଣ ରିଲ୍ସ ଏବଂ ଭିଡିଓ ଅଯୋଥା କରିବା ଦରକାର ନାହିଁ । ଆପଣଙ୍କ ରିଲ୍ସ ଏବଂ ଭିଡିଓ ପାଇଁ ସରକାର ଦେବେ ଆପଣଙ୍କୁ ଟଙ୍କା ।…

Myanmar Military Airstrike: ବୌଦ୍ଧ ମଠ ଉପରେ ସେନାର ଏୟାରଷ୍ଟ୍ରାଇକ;୧୪ ମୃତ, ୨୦ ଆହତ

ନୂଆଦିଲ୍ଲୀ:ଶୁକ୍ରବାର ଦିନ ମିଆଁମାର ସେନା କେନ୍ଦ୍ରୀୟ ସାଗାଇଙ୍ଗ ଅଞ୍ଚଳରେ (monastery in Sagaing Region)ଥିବା ଏକ ବୌଦ୍ଧ ମଠ ଉପରେ ଏୟାରଷ୍ଟ୍ରାଇକ କରିଛି । ଏହି ଆକ୍ରମଣରେ ଏକ ସପ୍ତାହ ବ୍ୟାପୀ ଧ୍ୟାନ ଶିବିରରେ ଅଂଶଗ୍ରହଣ କରୁଥିବା ୧୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣ ସକାଳ…

Sugar Prices: କାହିଁକି ଉପରମୁହାଁ ଚିନି ଦର? ୬୦ ଛୁଇଁଲାଣି କିଲୋ! ସରକାର କହିଲେ ପ୍ରକୃତ କାରଣ…

ନୂଆଦିଲ୍ଲୀ: ଚା’ରେ ଚିନି ଟିକେ ଅଧିକ ପଡ଼ିଲେ ଏବେ ପକେଟ୍‌ ଉପରେ ବି ପ୍ରଭାବ ପଡ଼ୁଛି। ଗତ ଏକ ମାସ ମଧ୍ୟରେ ଦେଶରେ ଚିନି ଦରରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। କିଲୋ ପିଛା ହାରାହାରି ଖୁଚୁରା ଦର ୪୮.୧୮ ଟଙ୍କାରୁ ବଢ଼ି ୫୫.୭୦ ଟଙ୍କାରେ ପହଞ୍ଚିଛି। ରାଜ୍ୟରେ ତ ଚିନି ଦର ୬୦ ଟଙ୍କାରେ ବି ବିକ୍ରି…

Judicial Service: ଜଜ୍ ହେବାକୁ ଆଶାୟୀଙ୍କ ପାଇଁ ଖୁସି ଖବର, ନ୍ୟାୟିକ ସେବା ପରୀକ୍ଷା ପାଇଁ ଏଣିକି ୩ ନୁହେଁ, ଦରକାର…

ନୂଆଦିଲ୍ଲୀ: ଜଜ୍ ହେବାକୁ ସ୍ୱପ୍ନ ଦେଖୁଥିବା ଆଇନ ଛାତ୍ରଛାତ୍ରୀ ଓ ଯୁବ ଆଇନଜୀବୀଙ୍କ ପାଇଁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ନ୍ୟାୟିକ ସେବାର ପ୍ରବେଶ ସ୍ତରୀୟ ପରୀକ୍ଷାରେ ବସିବା ପାଇଁ ଥିବା ୩ ବର୍ଷର ଓକିଲାତି ଅନୁଭବର ଅନିବାର୍ଯ୍ୟ ସର୍ତ୍ତକୁ ସୁପ୍ରିମକୋର୍ଟ ୧ ବର୍ଷକୁ…

ଓଲା-ଉବେର-ରାପିଡୋ ପାଇଁ ଆସିଲା ନୂଆ ନିୟମ! ଏହି ଦିନରୁ ବଦଳିବ ଆପ୍ କ୍ୟାବ୍ ବ୍ୟବସ୍ଥା

ନୂଆଦିଲ୍ଲୀ: ଆସନ୍ତା ମାସରୁ ଦେଶର ବିଭିନ୍ନ ସ୍ଥାନରେ ଆପ୍ ଆଧାରିତ କ୍ୟାବ୍ ବ୍ୟବସ୍ଥାରେ ବଡ଼ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଏହି ନୂତନ ନିୟମଗୁଡ଼ିକ ଯାତ୍ରୀ ସୁରକ୍ଷା, ଭଡ଼ା ନିୟନ୍ତ୍ରଣ ଏବଂ ସେବା ଯୋଗାଉଥିବା ସଂସ୍ଥା ଯଥା ଓଲା, ଉବେର ଏବଂ ରାପିଡୋ ଭଳି ଅଗ୍ରଣୀ ଅନଲାଇନ୍…

ସାଂସଦଙ୍କ ପୁଅ ଗାଡ଼ି ଧକ୍କାରେ ଓଡ଼ିଆ ଯୁବତୀ ମୃତ: ଗିରଫ ହେଲାନି ଅଭିଯୁକ୍ତ

ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରେ ସାଂସଦଙ୍କ ପୁଅ ଗାଡ଼ି ଧକ୍କାରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ରାସ୍ତା ପାର୍ ବେଳେ ସାଂସଦଙ୍କ ପୁଅଙ୍କ ବିଳାସପୂର୍ଣ୍ଣ କାର୍ ଧକ୍କାରେ ଯୁବତୀଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେଇଥିଲେ…

ଉଜୁଡ଼ିଗଲା ପୂରା ପରିବାର, iPhoneର ଜିଦ୍‌ ନେଇଗଲା ୩ ଜୀବନ

ମୁମ୍ବାଇ: ଗୋଟିଏ ଦାମୀ ମୋବାଇଲ୍ ଫୋନ୍‌, ଆଉ ସେହି ମୋବାଇଲ୍‌ ପାଇଁ ପୁଅର ଅବୁଝା ଜିଦ୍‌! ମହାରାଷ୍ଟ୍ର ଛତ୍ରପତି ସମ୍ଭାଜୀନଗରର ତିସ୍‌ଗାଁ ଅଞ୍ଚଳରୁ ଆସିଛି ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଛାତିଫଟା ଖବର। ମାତ୍ର ୧୯ ବର୍ଷର ପୁଅ କୁଣାଲ୍ ଗୋଟିଏ 'ଆଇଫୋନ୍' କିଣିବା ପାଇଁ ବାପା-ମା'ଙ୍କ ନିକଟରେ…

India, Singapore sign pacts:ସାମୁଦ୍ରିକ ଐତିହ୍ୟ, ଖାଦ୍ୟ ସୁରକ୍ଷା ଓ ଟେଲିକମ୍ ସମ୍ପର୍କକୁ ସୁଦୃଢ଼ ​​କରିବା ପାଇଁ…

ନୂଆଦିଲ୍ଲୀ:ଭାରତ-ସିଙ୍ଗାପୁର ମନ୍ତ୍ରୀସ୍ତରୀୟ ଗୋଲଟେବୁଲ୍ ବୈଠକ (ISMR)ର ଚତୁର୍ଥ ପର୍ଯ୍ୟାୟ ଅଗଷ୍ଟ ୨୦ ତାରିଖରେ ସିଙ୍ଗାପୁରରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉଭୟ ଦେଶ ସେମାନଙ୍କର ବ୍ୟାପକ ରଣନୈତିକ ସହଭାଗୀତାର ଅଗ୍ରଗତି ସମୀକ୍ଷା କରିଥିଲେ। ବୈଠକରେ ସହଯୋଗର ଏହି ପ୍ରମୁଖ ସ୍ତମ୍ଭ ଉପରେ…