Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୃତ୍ୟୁର ବିଭୀଷିକା ସାଜିଲା ଭୂକମ୍ପ: ଘରଦ୍ୱାର ଭୁଶୁଡ଼ି ପଡ଼ିଲା, ଖୋଲା ଆକାଶ ତଳେ ରାତି କାଟୁଛନ୍ତି ଲୋକେ

ଜାକର୍ତ୍ତା: ଇଣ୍ଡୋନେସିଆରେ ପୁଣିଥରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି। ଇଣ୍ଡୋନେସିଆର ଉତ୍ତର ସୁମାତ୍ରା ଏବଂ ଫ୍ଲୋରେସ୍ ଦ୍ୱୀପ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି, ଯାହା ଫଳରେ ବ୍ୟାପକ ଧନଜୀବନ ନଷ୍ଟ ହୋଇଥିବା ଖବର ସାମ୍ନାକୁ ଆସିଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର…

ମୁଖ୍ୟମନ୍ତ୍ରୀ ବିଜୟଙ୍କ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ତ୍ରିଷା: ବାପାମାଆଙ୍କ ସହ ବସିବା ପରେ ପୁଣି ଚର୍ଚ୍ଚାରେ…

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଲୋକପ୍ରିୟ ସୁପରଷ୍ଟାର ' ଥାଲାପତି' ବିଜୟ ଏବଂ ଦକ୍ଷିଣ ଭାରତର ସିନେମାର ଆଗଧାଡ଼ିର ଅଭିନେତ୍ରୀ ତ୍ରିଷା କୃଷ୍ଣନ୍‌ଙ୍କ ସମ୍ପର୍କକୁ ନେଇ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି । ଶନିବାର ଅଗଷ୍ଟ ୧୫ ତାରିଖରେ ଦେଶର ୮୦ତମ ସ୍ୱାଧୀନତା…

ରାତି ଅଧରେ ସର୍କିଟ ହାଉସ୍ ଛାଡ଼ିବାକୁ ନିର୍ଦ୍ଦେଶ: ସୁରକ୍ଷା ନେଇ ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଲେ ମହୁଆ…

କୋଲକାତା: ପଶ୍ଚିମବଙ୍ଗର ନଦୀଆ ଜିଲ୍ଲାର କୃଷ୍ଣନଗର ସର୍କିଟ ହାଉସ୍‌ରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରଙ୍କୁ ରାତି ଅଧରେ ହଠାତ୍ ରୁମ ଛାଡିବା ଉଦ୍ୟମକୁ ନେଇ ଜାତୀୟସ୍ତରରେ ବିବାଦ ତେଜିଛି । ଏହି ଅଭାବନୀୟ ଘଟଣାରେ ମହିଳା ସାଂସଦମାନଙ୍କ ସୁରକ୍ଷା ଏବଂ ସମ୍ମାନ ଉପରେ…

୧୨ ଘଣ୍ଟା ମଧ୍ୟରେ ଇଣ୍ଡୋନେସିଆରେ ଦ୍ୱିତୀୟ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ଶନିବାର ଦିନ ୬.୮ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହା ୧୨ ଘଣ୍ଟା ମଧ୍ୟରେ ଇଣ୍ଡୋନେସିଆରେ ଦ୍ୱିତୀୟ ଶକ୍ତିଶାଳୀ ଭୂମିକମ୍ପ। ତେବେ ଦେଶର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ୭.୭ ତୀବ୍ରତାର ଭୂମିକମ୍ପ ହେବାର କିଛି ଘଣ୍ଟା ପରେ ଏହି…

ଜାତୀୟ ସଂଗୀତକୁ ଅପମାନ ଅଭିଯୋଗ: ବିଜେପି-କଂଗ୍ରେସ ମୁହାଁମୁହିଁ, ଦୃଷ୍ଟି ହଟାଇବାକୁ ବିଜେପିର ଚକ୍ରାନ୍ତ ବୋଲି କହିଲେ…

ନୂଆଦିଲ୍ଲୀ: ଦେଶର ଜାତୀୟ ସଂଗୀତ ‘ବନ୍ଦେ ମାତରମ୍’କୁ ନେଇ ଏବେ ଜାତୀୟ ରାଜନୀତି ସରଗରମ ହୋଇଉଠିଛି। କଂଗ୍ରେସ ସଂସଦୀୟ ଦଳର ନେତ୍ରୀ ସୋନିଆ ଗାନ୍ଧୀ ଦଳୀୟ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ‘ବନ୍ଦେ ମାତରମ୍’ ଗାନ କରିବାକୁ ବିରୋଧ କରିଥିଲେ ବୋଲି ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଗମ୍ଭୀର…

ଭାରତର ପ୍ରିୟ ବନ୍ଧୁ ରୁଷିଆ, ପାକ୍‌ର ଚୀନ୍: ଆମେରିକୀୟ ସଂସ୍ଥାର ସର୍ଭେରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ୱାଶିଂଟନ୍: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ଐତିହାସିକ ତିକ୍ତତା ଓ ଅବିଶ୍ୱାସର ପ୍ରଭାବ ଉଭୟ ଦେଶର ସାଧାରଣ ନାଗରିକଙ୍କ ମାନସିକତା ଉପରେ ଗଭୀର ଭାବେ ରହିଛି। ଆମେରିକାର ପ୍ରସିଦ୍ଧ ଥିଙ୍କ୍ ଟ୍ୟାଙ୍କ୍ ‘ପ୍ୟୁ ରିସର୍ଚ୍ଚ ସେଣ୍ଟର’ ପକ୍ଷରୁ ପ୍ରକାଶିତ ଏକ ସର୍ବଶେଷ ସର୍ଭେ ରିପୋର୍ଟରୁ ଏହା…

ଇନ୍ଧନ ରପ୍ତାନି ଉପରେ ସରକାରଙ୍କ କୋହଳ ନୀତି: ଜାଣନ୍ତୁ ସାଧାରଣ ଖାଉଟିଙ୍କ ଉପରେ ପଡ଼ିବ କି ପ୍ରଭାବ?

ନୂଆଦିଲ୍ଲୀ: ଦେଶର ତୈଳ ଉତ୍ପାଦନକାରୀ ଏବଂ ବିଶୋଧନ କମ୍ପାନୀଗୁଡ଼ିକ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସର୍ବଶେଷ ବିଜ୍ଞପ୍ତି ଅନୁଯାୟୀ, ଦେଶରେ ଉତ୍ପାଦିତ ହେଉଥିବା ଅଶୋଧିତ ତୈଳ ଉପରେ ଲାଗୁ ହେଉଥିବା 'ୱିଣ୍ଡଫଲ୍…

“ଅନେକ ପ୍ରେମିକ ଏବଂ ପ୍ରେମିକା”; Gen-Z ଉପରେ ବାବା ରାମଦେବଙ୍କ ଏଭଳି ମନ୍ତବ୍ୟ, ଶିକ୍ଷା ବ୍ୟବସ୍ଥା…

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ସ୍ୱାଧୀନତା ଦିବସ ଅବସରରେ ଦେଶର ଯୁବପିଢ଼ି, ରାଜନୀତି ଏବଂ ଶିକ୍ଷା ବ୍ୟବସ୍ଥା ଉପରେ ତାଙ୍କର ମତାମତ ରଖିଛନ୍ତି। ସେ ଯୁବପିଢ଼ିଙ୍କ ସକାରାତ୍ମକ ପ୍ରୟାସକୁ ପ୍ରଶଂସା କରିବା ସହିତ, ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ହିଂସା ଭଳି କାର୍ଯ୍ୟକଳାପ ବିଷୟରେ ମଧ୍ୟ…

ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ, ଥରିଲା ଫ୍ଲୋରେସ ଦ୍ୱୀପ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଭୟଙ୍କର ଭୂକମ୍ପ ହୋଇଛି। ଏହାର ପୂର୍ବରେ ଅବସ୍ଥିତ ଫ୍ଲୋରେସ୍ ଦ୍ୱୀପରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ଥିଲା। ଏହି ଘଟଣାରେ ଅତି କମରେ ୩୮ରୁ ଅଧିକ ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଭୂକମ୍ପର…

Maharashtra ATS Action:ATSର କାର୍ଯ୍ୟାନୁଷ୍ଠାନ: ଆତଙ୍କବାଦୀଙ୍କ ଭିଡିଓ ସେୟାର କରିବା ଅଭିଯୋଗରେ ଡ୍ରାଇଭର ଗିରଫ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ଭାଷଣ ଥିବା କଟ୍ଟରପନ୍ଥୀ ଭିଡିଓ ଡାଉନଲୋଡ୍ ଓ ସେୟାର୍ କରିବା ଅଭିଯୋଗରେ ମହାରାଷ୍ଟ୍ର ATS ଥାନେ ଜିଲ୍ଲାର ପଡଘା ଅଞ୍ଚଳରୁ ଜଣେ ୩୫ ବର୍ଷୀୟ ଟ୍ରକ୍ ଡ୍ରାଇଭରଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ଏକ ଇନଷ୍ଟାଗ୍ରାମ…