Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Delhi Bomb Blast Case: ଦିଲ୍ଲୀ ବିସ୍ଫୋରଣ ମାମଲାରେ ନବମ ଅଭିଯୁକ୍ତ ଗିରଫ; ଆତ୍ମଘାତୀ ଅପରେସନ୍ କରିବାକୁ ନେଇଥିଲା…

ନୂଆଦିଲ୍ଲୀ: ଗତ ମାସରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଆଉ ଜଣେ ପ୍ରମୁଖ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ଏହା ନବମ ଗିରଫଦାରୀ। ଅଭିଯୁକ୍ତକୁ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା। ଅଭିଯୁକ୍ତ ଜଣକ ଜାମ୍ମୁ ଓ…

BJP MLA :ପ୍ରତିଶ୍ରୁତି ପୂରଣ କରିବା ପରେ ୪ବର୍ଷ ପରେ ଚୁଟି କାଟିଲେ ବିଜେପି ବିଧାୟକ

ମହାରାଷ୍ଟ୍ର: ପ୍ରତିଶ୍ରୁତି ଦେଇଥିଲେ ଲୋକଙ୍କ ସମସ୍ୟାର ସମାଧାନ ନକରିବା ପର୍ଯ୍ୟନ୍ତ ନିଜ କେଶ କାଟିବେ ନାହିଁ । ୪ ବର୍ଷ ତଳେ ନେଇଥିଲେ ଶପଥ ଆଜି କଲେ ଫଳପ୍ରଦ। ମହାରାଷ୍ଟ୍ରର ବରିଷ୍ଠ ବିଜେପି ନେତା ଏବଂ ଘାଟକୋପର ପଶ୍ଚିମ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ରାମ କଦମ ବହୁ ଧୁମଧାମର ସହିତ…

Encounter: ଗୁଳି ବିନିମୟ ଜାରି; ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର, ମୁଣ୍ଡରେ ଥିଲା ୫ ଲକ୍ଷ

ରାୟପୁର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାର ଭୈରାମଗଡ଼ ଥାନାର ଇନ୍ଦ୍ରାବତୀ ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିହତ ମାଓବାଦୀଙ୍କ ନାମ ACM ଫଗନୁ ମାଡଭି ବୋଲି ଚିହ୍ନଟ କରାଯାଇଛି। ତାଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା।…

ଚାଲିଛି କି ବଡ଼ ଷଡ଼ଯନ୍ତ୍ର! LoC ରେ ଧରାପଡିଲା ମହିଳା ଅନୁପ୍ରବେଶକାରୀ, କରିବ ପାକିସ୍ତାନର ପର୍ଦ୍ଦାଫାସ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା (LoC) ନିକଟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ମହିଳାଙ୍କୁ ଭାରତୀୟ ସେନା ଅଟକ ରଖିଛି। ଏହି ଘଟଣା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ହାଇ ଆଲର୍ଟରେ ଅଛନ୍ତି। ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM)ର…

ଭଗବାନ ଶ୍ରୀରାମ ଜଣେ ମୁସଲମାନ ଥିଲେ: ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

କୋଲକାତା: ପଶ୍ଚିମବଙ୍ଗର ରାଜନେତାମାନେ ସେମାନଙ୍କ ବୟାନ ପାଇଁ ସବୁବେଳେ ଖବରର ଶୀର୍ଷରେ ଥାଆନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC)ର ବିଧାୟକ ମଦନ ମିତ୍ରଙ୍କ ଏକ ଭିଡିଓ ଭାଇରାଲ ହୋଇଛି, ଯାହା ରାଜନୈତିକ ବିବାଦ ସୃଷ୍ଟି କରିଛି। ତାଙ୍କ ଭାଷଣ ସମୟରେ ସେ ପ୍ରଭୁ ରାମଙ୍କୁ ଜଣେ ମୁସଲମାନ ବୋଲି…

Son Murdered His Parents: ଟଙ୍କା ପାଇଁ ବାପା ମାଙ୍କୁ କରତରେ କାଟିଲା ପୁଅ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଜଉନପୁରରେ ଅଭାବନୀୟ ଘଟଣା । ନିଜର ବୃଦ୍ଧ ପିତାମାତାଙ୍କୁ ହତ୍ୟା କରିବା ପରେ କରତରେ କାଟି ନଦୀକୁ ଫୋପାଡି ଦେଇଛି ପୁଅ । ପାରିବାରିକ କଳହକୁ ନେଇ ଏଭଳି ବିଭତ୍ସ ହତ୍ୟାକାଣ୍ଡ ହୋଇଥିବା ବେଳେ, ହତ୍ୟାକାରୀ ପୁଅକୁ ଗିରଫ କରିଛି ପୋଲିସ । ଇଞ୍ଜିନିୟର ଅମ୍ବେଶ ୫ ବର୍ଷ…

chai pe charcha:ଏକାଠି ବସି ଶାସକ-ବିରୋଧୀ କଲେ ‘ଚାଏ ପେ ଚର୍ଚ୍ଚା’, ଭାଇରାଲ ହେଉଛି ଫଟୋ…

ନୂଆଦିଲ୍ଲୀ: ଶାସକ ଏବଂ ବିରୋଧୀ ଏକାଠି ବସି କଲେ ଆଲୋଚନା ।  ସଂସଦର ଶୀତକାଳୀନ ଅଧିବେଶନ ଶେଷ ହେବା ପରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଅଧିବେଶନ ଶେଷ ହେବା ପରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ…

Pakistan vs Taliban: ଚିନ୍ତାରେ ପାକିସ୍ତାନ ସରକାର, ଭାରତ ପରେ ଆଫଗାନିସ୍ତାନ ବନ୍ଦ କରିବ ପାଣି

ନୂଆଦିଲ୍ଲୀ : ପାକିସ୍ତାନର ବେଳା ବୁଡ଼ିଲା  । ପାଣି ଟିକିଏ ପାଇଁ ହେବ ଡ଼ହଳବିକଳ । ଗୋଟିଏ ପରେ ଗୋଟିଏ ସଙ୍କଟ ଘେରିଗଲାଣି । ଭାରତ ପରେ ଏବେ ଆଫଗାନିସ୍ତାନ ନେବ ବଦଲା । ଚିନ୍ତାରେ ବୁଡ଼ି ରହିଲେଣି ପାକିସ୍ତାନ ସରକାର ।  ପାକିସ୍ତାନର ଆର୍ଥିକ ସଙ୍କଟ ଦିନକୁ ଦିନ ବଢୁଥିବା ବେଳେ ଏବେ…

Winter Session: ସଂସଦର ଶୀତକାଳୀନ ଅଧିବେଶନ ଆଜି ଶେଷ ଦିନ, VB-G RAMG ବିଲ୍ ବିରୋଧରେ ପ୍ରତିବାଦ ଜାରି

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆଜି ଶେଷ ହେବ। ଶୀତକାଳୀନ ଅଧିବେଶନ ସମୟରେ ବିରୋଧୀ ଦଳ ‘ବିକଶିତ ଭାରତ - ଜୀ ରାମ ଜୀ ବିଲ୍’, ଦିଲ୍ଲୀର ବାୟୁ ପ୍ରଦୂଷଣ ଏବଂ ଏସ୍‌ଆଇଆର ଭଳି ପ୍ରସଙ୍ଗ ଉପରେ ସରକାରଙ୍କୁ କଡ଼ା ବିରୋଧ କରିଥିଲେ। ବିରୋଧୀ ସାଂସଦମାନେ VB-G RAMG ବିରୋଧରେ ସଂସଦ ବାହାରେ…