Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟିଏମ୍‌ସିରେ ମହାଭାରତ: ଫ୍ରିଜ୍ ହେଲା ଦଳର ୩ଟି ବ୍ୟାଙ୍କ ଆକାଉଣ୍ଟ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ କ୍ଷମତାଚ୍ୟୁତ ହୋଇଥିବା ମମତା ବାନାର୍ଜୀଙ୍କ ଟିଏମ୍‌ସି ଭିତରେ ଚାଲିଥିବା ଗୃହଯୁଦ୍ଧ ଏବେ ଚରମ ସୀମାରେ ପହଞ୍ଚିଛି। ଦଳୀୟ ପାଣ୍ଠି ଓ ସମ୍ପତ୍ତି ଉପରେ କବଜା କରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ବେଙ୍ଗଲ…

ଖାଇବର ପାଖତୁନଖ୍ୱାରେ ବଡ଼ ଧରଣର ବୋମା ବିସ୍ଫୋରଣ; ୭ ମୃତ, ଅନେକ ଆହତ

ଇସଲାମବାଦ: ପାକିସ୍ତାନର ଖାଇବର ପାଖତୁନଖ୍ୱା ପ୍ରଦେଶରେ ପୁଣି ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଘଟିଛି । ବାନ୍ନୁ ଜିଲ୍ଲାର ମାର୍କା ବେରା ଅଞ୍ଚଳରେ ଦୁଇଟି ପୃଥକ ବୋମା ବିସ୍ଫୋରଣରେ ୭ ଜଣଙ୍କର ପ୍ରାଣହାନୀ ଘଟିଥିବାବେଳେ, ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ରାସ୍ତାକଡ଼ରେ ପୂର୍ବରୁ…

ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ମାହୋଲ: ପୁଣି ହର୍ମୁଜ ବନ୍ଦ କଲା ଇରାନ, ଆମେରିକା ସହ ଚୁକ୍ତି ଭାଙ୍ଗିବା ନେଇ ଦେଲା…

ତେହେରାନ: ପଶ୍ଚିମ ଏସିଆ ବା ମଧ୍ୟପ୍ରାଚ୍ୟ ସଙ୍କଟ ଏବେ ଏକ ଅତି ସଙ୍ଗୀନ ମୋଡ଼ରେ ପହଞ୍ଚିଛି। ବିଶ୍ୱ ବାଣିଜ୍ୟ ତଥା ଅଶୋଧିତ ତୈଳ ପରିବହନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ କୁହାଯାଉଥିବା 'ହର୍ମୁଜ ପ୍ରଣାଳୀ'କୁ ଇରାନ ପୁଣିଥରେ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ଲେବନାନ ଉପରେ ଇସ୍ରାଏଲର…

ପର୍ଯ୍ୟଟକଙ୍କ ପାଇଁ ବିହାର ସରକାରଙ୍କ ବଡ଼ ଅଫର: ଲଦାଖ ବୁଲିବା ଖର୍ଚ୍ଚରୁ ୫୦ ପ୍ରତିଶତ ବହନ କରିବେ ସରକାର, ଜାଣନ୍ତୁ…

ପାଟଣା: ଆପଣ ଯଦି ପାହାଡ଼, ବରଫର ଚାଦର ଏବଂ ପ୍ରକୃତିର ସୁନ୍ଦରତା ଭିତରେ ଥିବା 'ଲଦାଖ' ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଛନ୍ତି ବିହାର ସରକାର। ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେବା ଏବଂ ଲୋକଙ୍କୁ ଭ୍ରମଣ ପାଇଁ ଆକର୍ଷିତ କରିବା ଉଦ୍ଦେଶ୍ୟରେ…

Amit Shah Vows To Expel Infiltrators: “ଏହା କୌଣସି ଧର୍ମଶାଳା ନୁହେଁ; ଏଠାରେ ଜନ୍ମଗ୍ରହଣ କରିଥିବା…

ନୂଆଦିଲ୍ଲୀ: କୋଲହାପୁରରେ ଏକ ରାଲିକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଦ୍ଧବ ଠାକରେ ଏବଂ କଂଗ୍ରେସକୁ ଟାର୍ଗେଟ କରି ଘୋଷଣା କରିଛନ୍ତି ଯେ ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ କରାଯିବ। ଏହି ଦେଶ ଧର୍ମଶାଳା ନୁହେଁ; ଏଠାରେ ଜନ୍ମ ହୋଇଥିବା ଲୋକମାନେ କେବଳ ଏଠାରେ…

‘ପଶ୍ଚିମବଙ୍ଗରେ ପରିବର୍ତ୍ତନର ନୂଆ ପବନ ବହୁଛି’, ବିଭିନ୍ନ ପ୍ରକଳ୍ପର ଭେଟି ଦେଇ ମମତାଙ୍କୁ ଘେରିଲେ…

କୋଲକାତା: ପଶ୍ଚିମବଙ୍ଗର ରାଜନୈତିକ ପାଣିପାଗ ଏବେ ଦ୍ରୁତ ଗତିରେ ବଦଳିବାରେ ଲାଗିଛି। ରାଜ୍ୟରେ ଏକ ବଡ଼ ବିକାଶମୂଳକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଏବେ ପରିବର୍ତ୍ତନର ଏକ ନୂଆ ପବନ ବହୁଛି ଏବଂ ଜନସାଧାରଣ ବିକାଶ ସପକ୍ଷରେ ମନ…

Parbhani Temple Collapse: ମନ୍ଦିରର ଛାତ ଭୁଶୁଡ଼ି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ;ଅନେକ ଏବେ ବି ଫସି ରହିଛନ୍ତି

ମୁମ୍ବାଇ: ମହାରାଷ୍ଟ୍ରର ପରଭାନୀ ଜିଲ୍ଲାର ମାନୱାଥ ତହସିଲରେ ଥିବା ପ୍ରସିଦ୍ଧ ଯଶୱାଡି(Yashwadi village in Maharashtra's Parbhani district) ହନୁମାନ ମନ୍ଦିର ପରିସରରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ମନ୍ଦିର ସାମ୍ନାରେ ଥିବା ସଭା ମଣ୍ଡପ (ସମାବେଶ ହଲ୍) ହଠାତ୍ ଭୁଶୁଡ଼ି…

ପିଜା ଅର୍ଡରରେ ‘ହିଟଲର’ଙ୍କ ନାଁ ! ଭାରି ପଡ଼ିଲା ମଜା, ଜେଲ୍ ଗଲେ ଛାତ୍ର

ମଜାରେ କରିଥିବା ଏକ ଭୁଲ୍ ପାଇଁ ଜଣେ ୧୮ ବର୍ଷର ଛାତ୍ରଙ୍କୁ ଜେଲ୍ ଯିବାକୁ ପଡ଼ିଛି। ପିଜା ଅର୍ଡର କରିବା ସମୟରେ ନିଜ ନାଁ ବଦଳରେ ଜର୍ମାନୀର କ୍ରୂର ସ୍ଵେଚ୍ଛାଚାରୀ ଶାସକ 'ଆଡଲଫ୍ ହିଟଲର'ଙ୍କ ନାଁ ଲେଖିବା ଜଣେ ଛାତ୍ରଙ୍କୁ ମହଙ୍ଗା ପଡ଼ିଲା। ପୋଲିସ ତାଙ୍କୁ ଗିରଫ କରି ଜେଲ୍ ପଠାଇବା ସହ ଏବେ…

Middle East Reset: ଇସ୍ରାଏଲ-ଆମେରିକା ବ୍ରେକଅପ୍! ଭାରତ ପାଇଁ ସୁବର୍ଣ୍ଣ ସୁଯୋଗ…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ନୂଆ ସମୀକରଣ… ଭାରତର ଡବଲ ଲାଭ! କିଛି ସପ୍ତାହ ପୂର୍ବରୁ ମଧ୍ୟପ୍ରାଚ୍ୟ ଯୁଦ୍ଧର ନିଆଁରେ ଜଳୁଥିଲା। ଇରାନ-ଇସ୍ରାଏଲ ସଂଘର୍ଷ ବିଶ୍ୱ ଅର୍ଥନୀତିକୁ ଚିନ୍ତାରେ ପକାଇଦେଇଥିଲା। ହର୍ମୁଜ ଜଳସନ୍ଧିକୁ ନେଇ ଆଶଙ୍କା ବଢ଼ିଥିଲା। ତେଲ ଓ ଗ୍ୟାସ ଦର ଉପରମୁହାଁ ଯାଉଥିଲା।…

ସଫୋଲା, କିଣ୍ଡର ଜୋୟ…ଏଭଳି ଅନେକ ବ୍ରାଣ୍ଡ ବିରୋଧରେ FSSAIର କାର୍ଯ୍ୟାନୁଷ୍ଠାନ 

ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଖାଦ୍ୟ ଉତ୍ପାଦର ଭ୍ରମାତ୍ମକ ଦାବି ଏବଂ ଭୁଲ ବ୍ରାଣ୍ଡିଂ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରିଛି। ସଫୋଲା, କିଣ୍ଡର ଜୋୟ, ର ପ୍ରେସେରୀ, ମାଷ୍ଟରଚାଉ, ପ୍ଲକ୍ ଏବଂ ନେଚୁରଲ ପନିର ସମେତ ଅନେକ ଉତ୍ପାଦ ଏବଂ କମ୍ପାନୀକୁ ନୋଟିସ୍…