Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ମଧ୍ୟପ୍ରଦେଶରେ ପିକଅପ-ଟ୍ରକ୍ ଧକ୍କା, ୮ ଶ୍ରମିକ ମୃତ

ଗ୍ୱାଲିୟର: ଜାତୀୟ ରାଜପଥ ୭୧୯ ରେ ମଧ୍ୟପ୍ରଦେଶର ଭିଣ୍ଡର ଗୋହାଡ ଅଞ୍ଚଳରେ ସୋମବାର ରାତି ପ୍ରାୟ ୧ଟା ସମୟରେ ଏକ ଦ୍ରୁତଗାମୀ ପିକଅପ୍ ଗାଡ଼ି ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍ ସହିତ ଧକ୍କା ଦେଇଥିଲା। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଟ୍ରକ୍ ଡ୍ରାଇଭର ସମେତ ୨୩ ଜଣ ଆହତ ହୋଇଥିଲେ। ଜଣେ…

JSSC CGL ପରୀକ୍ଷା ରଦ୍ଦ; ୧୬ ଦିନିଆ ଅନଶନ ଭାଙ୍ଗିଲେ ଛାତ୍ର ନେତା ଦେବେନ୍ଦ୍ର…

ରାଞ୍ଚି: ପରୀକ୍ଷା ବାତିଲ ନେଇ ସରକାର ସୂଚନା ଦେବା ପରେ ଛାତ୍ର ନେତା ଦେବେନ୍ଦ୍ର ନାଥ ମାହାତୋ ୧୬ ଦିନିଆ ଅନଶନ ଭାଙ୍ଗିଛନ୍ତି। ସେ ରାଞ୍ଚିର ସଦର ହସ୍ପିଟାଲରେ ଅନଶନରେ ଥିଲେ। ମାହାତୋ ଜୁସ୍ ପିଇ ତାଙ୍କର ଅନଶନ ଭାଙ୍ଗିଥିବା କୁହାଯାଉଛି। ଝାଡ଼ଖଣ୍ଡ ସରକାର JSSC-CGL ପରୀକ୍ଷା ଏବଂ TSR…

ବିଜେପି ସଙ୍ଗଠନରେ ବଡ଼ ଧରଣର ଅଦଳବଦଳ: ଅମିତ ମାଲବ୍ୟ ଏବଂ ତେଜସ୍ୱୀ ସୂର୍ଯ୍ୟଙ୍କୁ କାହିଁକି ହଟାଗଲା?

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂତନ ଟିମ୍ ଘୋଷଣା ହେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ସାଂଗଠନିକ ଅଦଳବଦଳରେ ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଦଳର ଆଇଟି ସେଲ୍ ମୁଖ୍ୟ ଥିବା ଅମିତ ମାଲବ୍ୟ ଏବଂ ଯୁବ ମୋର୍ଚ୍ଚାର…

JSSC-CGL exam cancelled: ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ନିକଟରେ ମୁଣ୍ଡ ନୁଆଁଇଲା ସୋରେନ ସରକାର! JSSC- CGL…

ରାଞ୍ଚି:ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାର ଶେଷରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଛନ୍ତି। ସରକାର TDPL ଦ୍ୱାରା ପରିଚାଳିତ ସମସ୍ତ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । JSSC-CGL ପରୀକ୍ଷାଗୁଡ଼ିକ ମଧ୍ୟ TDPL ଦ୍ୱାରା ପରିଚାଳିତ ହୋଇଥିଲା ଏବଂ ସରକାର…

ସିଏଜି ରିପୋର୍ଟ ପରେ ତତ୍ପର ରେଳ ମନ୍ତ୍ରଣାଳୟ: ଯାତ୍ରୀଙ୍କୁ ସୁରକ୍ଷିତ ପାନୀୟ ଜଳ ଯୋଗାଇବାକୁ ଆରମ୍ଭ ହେବ…

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ନିଜର ଲକ୍ଷ ଲକ୍ଷ ଯାତ୍ରୀମାନଙ୍କୁ ସୁରକ୍ଷିତ ଏବଂ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ନିକଟରେ କମ୍ପ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲଙ୍କ ଏକ ରିପୋର୍ଟରେ ଦେଶର ଅନେକ ରେଳ ଷ୍ଟେସନରେ ଥିବା ପାନୀୟ ଜଳରେ ମାରାତ୍ମକ…

ISI-backed terror plot foiled:ସ୍ୱାଧୀନତା ଦିବସ ପୂର୍ବରୁ ISI-ସମର୍ଥିତ ଶାହଜାଦ୍ ଭଟ୍ଟି ନେଟୱାର୍କର ୨୦୦ରୁ ଅଧିକ…

ନୂଆଦିଲ୍ଲୀ:ସ୍ୱାଧୀନତା ଦିବସ ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ISI-ସମର୍ଥିତ'ଶାହଜାଦ୍ ଭଟ୍ଟି ନେଟୱାର୍କ'ବିରୁଦ୍ଧରେ ଏକ ବଡ଼ ଧରଣର ଅଭିଯାନ ଚଳାଇଛନ୍ତି। ୧୪ଟି ରାଜ୍ୟରେ କରାଯାଇଥିବା ଏହି ଅଭିଯାନରେ ଶାହଜାଦ୍ ଭଟ୍ଟି ନେଟୱାର୍କ ସହ ଜଡ଼ିତ ୨୦୦ରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ…

ନୂଆ ଟିମ୍‌ ଘୋଷଣା କଲେ ବିଜେପି ଅଧ୍ୟକ୍ଷ: ବୈଜୟନ୍ତ ପଣ୍ଡା ପୁଣି ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ସ୍ମୃତି-ବସୁନ୍ଧରାଙ୍କୁ ବଡ଼…

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତାଙ୍କର ନୂଆ କେନ୍ଦ୍ରୀୟ ସାଙ୍ଗଠନିକ ଟିମ୍ (କାର୍ଯ୍ୟକାରିଣୀ) ଘୋଷଣା କରିଛନ୍ତି। ଏହି ନୂଆ ଟିମରେ ୧୩ ବରିଷ୍ଠ ନେତାଙ୍କୁ ଉପାଧ୍ୟକ୍ଷ ଦାୟିତ୍ବ ମିଳିଛି। ଏହାସହ ମହିଳା ଓ ଯୁବ ଚେହେରାଙ୍କୁ ପ୍ରାଧାନ୍ୟ ଦିଆଯାଇଛି।…

ହିନ୍ଦୁ କିମ୍ବା ମୁସଲମାନ ନୁହେଁ ବରଂ ବିପଦରେ ଅଛନ୍ତି ଦେଶର ଯୁବପିଢ଼ୀ: ଛାତ୍ର ପ୍ରତିବାଦଙ୍କୁ ନେଇ କ୍ଷୁବ୍ଧ ବାବା…

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ଛାତ୍ର ପ୍ରତିବାଦ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଦେଶରେ ନା ହିନ୍ଦୁ, ନା ମୁସଲମାନ, ନା ଶିଖ, ନା ଖ୍ରୀଷ୍ଟିଆନ ବିପଦରେ ଅଛନ୍ତି। ଯେଉଁମାନେ ବିପଦରେ ଅଛନ୍ତି ସେମାନେ ହେଉଛନ୍ତି ଦେଶର ଶୈଶବ, ଦେଶର ଯୁବପିଢ଼ୀ। ସେମାନେ…

ଆଜିଠାରୁ ଆରମ୍ଭ ଜନଗଣନା: ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଲୋକଙ୍କୁ ପଚରାଯିବ ୪୦ ପ୍ରଶ୍ନ

ନୂଆଦିଲ୍ଲୀ: ଆଜିଠାରୁ (ସୋମବାର) ଭାରତର ୨୦୨୭ ଜନଗଣନା ଆରମ୍ଭ ହେବାକୁ ଯାଉଛି। ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଲୋକଙ୍କୁ ପଚରାଯିବ ପ୍ରଶ୍ନ। ଆଧାର ଠାରୁ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ପଚରାଯିବ ୪୦ଟି ପ୍ରଶ୍ନ ଆଉ ସମସ୍ତ ପ୍ରଶ୍ନର…

ତାରାପୀଠରେ ଅଗ୍ନିକାଣ୍ଡ, ଜଳିଗଲେ ୭ ତୀର୍ଥଯାତ୍ରୀ

କୋଲକାତା: ପଶ୍ଚିମବଙ୍ଗର ତାରାପୀଠରେ ଏକ ହୋଟେଲରେ ଅଗ୍ନିକାଣ୍ଡ ଯୋଗୁ ସାତ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ପ୍ରାୟ ୧୧ ଜଣ ଆହତ ମଧ୍ୟ ହୋଇଛନ୍ତି। ପୋଲିସ ଅନୁଯାୟୀ, ସୋମବାର ପ୍ରତ୍ୟୁଷରେ ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିବା ଫଳରେ ସାତ ଜଣଙ୍କର ମୃତ୍ୟୁ ହୋଇଛି…