Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ, ଏହି ସବୁ ରାଜ୍ୟରେ ନିଯୁକ୍ତ ହେଲେ ନୂଆ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ରାଜ୍ୟପାଳ ସିଭି ଆନନ୍ଦ ବୋଷ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ବୋଷ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି । ବୋଷ ସାଢ଼େ ୩ ବର୍ଷ ରାଜ୍ୟପାଳ ଦାୟିତ୍ବ ତୁଲାଇଛନ୍ତି । ରାଜ୍ୟ ବିଧାନସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ…

କେବଳ ସାମରିକ ଶକ୍ତି ସମସ୍ୟାର ସମାଧାନ କରିପାରିବ ନାହିଁ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫିନଲ୍ୟାଣ୍ଡ ରାଷ୍ଟ୍ରପତି ଆଲେକଜାଣ୍ଡାର ଷ୍ଟବ୍ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ୨୦୨୬ରେ ଆରମ୍ଭ ହେଉଥିବା ଐତିହାସିକ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା…

India offers condolences: ଇରାନ ସୁପ୍ରିମ ଲିଡର ଖାମେନେଇଙ୍କ ମୃତ୍ୟୁରେ ଭାରତର ଶୋକ;ଶୋକ ପୁସ୍ତକରେ ସ୍ବାକ୍ଷର କଲେ…

ନୂଆଦିଲ୍ଲୀ : ଖାମେନେଇଙ୍କ ମୃତ୍ୟୁରେ ଭାରତ ଶୋକ ପ୍ରକାଶ କରିଛି। ଭାରତ ସରକାରଙ୍କ ପକ୍ଷରୁ ବୈଦେଶିକ ସଚିବ ବିକ୍ରମ ମିଶ୍ର ଦିଲ୍ଲୀସ୍ଥିତ ଇରାନ ଦୂତାବାସକୁ ଯାଇ ଶୋକ ପୁସ୍ତକରେ (Condolence Book) ସ୍ୱାକ୍ଷର କରିଛନ୍ତି ଏବଂ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପ୍ରତି…

CM Nitish Kumar Files Nomination: ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବିହାର ମୁଖ୍ୟମନ୍ତ୍ରୀ, ସାଥିରେ ଥିଲେ…

ପାଟନା: ବିହାରର ମୁଖ୍ୟମନ୍ତ୍ରୀ ରାଜ୍ୟସଭା ପାଇଁ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ସେ ବିଧାନସଭାରେ ତାଙ୍କର ନାମାଙ୍କନ ଦାଖଲ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ନୀତିନ ନବୀନ ଏବଂ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ଏହା ସହିତ…

Trump Extends Holi Greetings: ସେପଟେ ଇରାନରେ ଆମେରିକାର କ୍ଷେପଣାସ୍ତ୍ର ବର୍ଷା, ଏପଟେ ଭାରତକୁ ଟ୍ରମ୍ପଙ୍କ ହୋଲିର…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ, ଭାରତରେ ବହୁ ଧୁମଧାମରେ ହୋଲି ଉତ୍ସବ ପାଳିତ ହୋଇଯାଇଛି। କାଶ୍ମୀରରୁ କନ୍ୟାକୁମାରୀ, ଗୁଜୁରାଟରୁ ଆସାମ ପର୍ଯ୍ୟନ୍ତ, ଜଳି ରଙ୍ଗରେ ରଙ୍ଗେଇ ହୋଇଛି ଭାରତ। ଖାଲି ଯେ ଭାରତ ତାହା ନୁହେଁ, ହୋଲି ରଙ୍ଗର ଛିଟା ଆମେରିକାର ହ୍ୱାଇଟ୍ ହାଉସ୍…

ଇସ୍ରାଏଲର ‘କିଲ୍ ଲିଷ୍ଟ’ରେ ରହିଛି ଏମାନଙ୍କ ନାଁ

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏବେ ଏକ ଭୟଙ୍କର ମୋଡ଼ ନେଇଛି । ଇସ୍ରାଏଲ ଏବେ ଇରାନର ପରବର୍ତ୍ତୀ 'ସୁପ୍ରିମ ଲିଡର'ଙ୍କ ପାଇଁ ଜାରି କରିଛି ଏକ ଖୋଲା 'କିଲ୍ ଲିଷ୍ଟ' । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ୍ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ,…

Russia Ready To Send Oil: ଭାରତର ସଙ୍କଟମୋଚକ ସାଜିଲା ରୁଷ୍

ନୂଆଦିଲ୍ଲୀ: ମଧ୍ୟ-ପ୍ରାଚ୍ୟରେ ଯୁଦ୍ଧର ନିଆଁ ଜଳୁଥିବା ବେଳେ ଭାରତ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର । ଯେତେବେଳେ ସାରା ବିଶ୍ୱରେ ତେଲ ସଙ୍କଟ ଦେଖାଦେଇଛି, ସେତେବେଳେ ଭାରତର ପୁରୁଣା ବନ୍ଧୁ ରୁଷ୍ ପୁଣିଥରେ 'ସଙ୍କଟମୋଚକ' ସାଜିଛି । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ମହାସଂଗ୍ରାମ…

Naxal Encounter: ଏନକାଉଣ୍ଟରରେ ପୁରସ୍କାର ବହନ କରୁଥିବା ନକ୍ସଲ ନିହତ; ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର

ରାୟପୁର: ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ସୁରକ୍ଷା ବାହିନୀ ନକ୍ସଲ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଦାନ୍ତେୱାଡା-ବିଜାପୁର ସୀମାନ୍ତ ଅଞ୍ଚଳର ଜଙ୍ଗଲରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଭୈରମଗଡ଼ ଏରିଆ କମିଟିର ଜଣେ ୱାଣ୍ଟେଡ୍ ନକ୍ସଲ ନିହତ…

ରାଜ୍ୟସଭାର ସଦସ୍ୟ ହେବାକୁ ଚାହୁଁଛି: ନୀତିଶଙ୍କ ପ୍ରଥମ ପ୍ରତିକ୍ରିୟା

ପାଟଣା: ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ ରିପୋର୍ଟ ମଧ୍ୟରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ହ୍ୟାଣ୍ଡେଲରୁ ଏହି ସୂଚନା ପୋଷ୍ଟ କରିଛନ୍ତି। ସେ କହିଛନ୍ତି, ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଆପଣମାନେ…

ଇରାନ-ଇସ୍ରାଏଲ ମହାଯୁଦ୍ଧ ପ୍ରଭାବ: ଚାରି ଦିନରେ ୧୫୦୦ ବିମାନ ବାତିଲ୍

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ଚତୁର୍ଥ ଦିନ ପାଇଁ ବିମାନ ଯାତ୍ରାକୁ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ କରିଛି। ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ବଡ଼ ଅସ୍ଥିରତା ଏହି ଅଞ୍ଚଳର ଅନେକ ଦେଶର ଆକାଶ ମାର୍ଗକୁ ବନ୍ଦ କରିବାକୁ ବାଧ୍ୟ କରିଛି। ଏଥିଯୋଗୁଁ…