Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚଳନ୍ତା ଟ୍ରେନରେ ଏସି କୋଚରେ ଆଳତୀ କଲେ, ଶଙ୍ଖ ବଜାଇଲେ ଯାତ୍ରୀ; ଭାରତୀୟ ରେଳବାଇ ରଖିଲା ପ୍ରତିକ୍ରିୟା 

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ଯାତ୍ରୀ ଚଳନ୍ତା ଟ୍ରେନର ଏକ ଏସି କୋଚରେ ଦୀପ ଜାଳି ପୂଜା ଏବଂ ଆଳତୀ କରୁଥିବା ଏବଂ ଶଙ୍ଖ ଫୁଙ୍କୁଥିବାର ଦେଖାଯାଉଛି। ଏହି ଘଟଣା ଯାତ୍ରୀ ସୁରକ୍ଷା ଏବଂ ଅଗ୍ନି ନିରାପତ୍ତା ବିଷୟରେ ଏକ ଗମ୍ଭୀର ବିତର୍କ ସୃଷ୍ଟି କରିଛି।…

ସଂସଦର ସ୍ବତନ୍ତ୍ର ଅଧିବେଶନ ପାଇଁ ହ୍ବିପ୍ ଜାରି କଲା କଂଗ୍ରେସ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ କଂଗ୍ରେସ ପକ୍ଷରୁ ଏହାର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦମାନଙ୍କ ପାଇଁ ହ୍ୱିପ୍ (Whip) ଜାରି କରାଯାଇଛି। ନଭେମ୍ବର ୨୯ ତାରିଖ (ରବିବାର) ସୁଦ୍ଧା ସମସ୍ତ ଦଳୀୟ…

Bangladesh’s Sharp Attack: ପାକିସ୍ତାନ ମାଟିରୁ ବିଷ ଓଗାଳିଲେ ବାଲାଂ ବାଚସ୍ପତି! କହିଲେ, ୧୯୭୧ରେ ଭାରତ ଆମକୁ…

ନୂଆଦିଲ୍ଲୀ: ୧୯୭୧ ଯୁଦ୍ଧକୁ ନେଇ ଭାରତ ବିରୋଧରେ ବିଷ ଓଗାଳିଲେ! ପାକିସ୍ତାନ ମାଟିରେ ରହି ଭାରତକୁ ଟାର୍ଗେଟ୍ କଲେ ବାଂଲାଦେଶ ବାଚସ୍ପତି! ୧୯୭୧ ମସିହାର ମୁକ୍ତି ସଂଗ୍ରାମ ଓ ବାଂଲାଦେଶ ଗଠନର ଇତିହାସକୁ ନେଇ ପୁଣି ଚର୍ଚ୍ଚା। ଏଥର ଚର୍ଚ୍ଚାର କେନ୍ଦ୍ରରେ ଅଛନ୍ତି ବାଂଲାଦେଶ ସଂସଦର…

ନଭେମ୍ବର ୩୦ ସଂସଦର ସ୍ୱତନ୍ତ୍ର ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀ ସଜବାଜ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲୋକସଭାର ବାଚସ୍ପତି ଏବଂ ରାଜ୍ୟସଭାର ଅଧ୍ୟକ୍ଷଙ୍କୁ ସଂସଦର ଉଭୟ ଗୃହ ପୁନର୍ବାର ଡକାଇବାକୁ ଅନୁରୋଧ କରିଛନ୍ତି। ପ୍ରସ୍ତାବ ଅନୁଯାୟୀ, ଲୋକସଭା ଅଧିବେଶନ ନଭେମ୍ବର ୩୦, ୨୦୨୬ରେ ଏବଂ ରାଜ୍ୟସଭା ଅଧିବେଶନ ଡିସେମ୍ବର ୨ରେ ଆରମ୍ଭ ହେବ। ଉଭୟ ଗୃହ ଡିସେମ୍ବର ୩ ରେ…

ୟୁରୋପର ସର୍ବବୃହତ ଟେକ୍ କମ୍ପାନି ଏସଏପିରେ ବଡ଼ଧରଣର ଛଟେଇ ଆଶଙ୍କା: ୧୦,୦୦୦ ଲୋକଙ୍କ ଚାକିରୀ ବିପଦରେ

ବିଶ୍ୱର ଅଗ୍ରଣୀ ସଫ୍ଟୱେର୍ କମ୍ପାନି ତଥା ୟୁରୋପର ସର୍ବବୃହତ ଟେକ୍ ଜ୍ୟାଣ୍ଟ୍ SAP ଏହାର ସମଗ୍ର କାର୍ଯ୍ୟକ୍ଷେତ୍ରକୁ କୃତ୍ରିମ ପ୍ରଜ୍ଞା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କରିବା ପାଇଁ ଏକ ବଡ଼ଧରଣର ପୁନଃଗଠନ ଯୋଜନା ପ୍ରସ୍ତୁତ କରୁଛି। ଏହି ରୂପରେଖା ଅଧୀନରେ କମ୍ପାନି ପ୍ରାୟ ୧୦,୦୦୦…

Union Cabinet Meeting: ମହିଳା ସଂରକ୍ଷଣ ବିଲ୍‌କୁ ନେଇ ମୋଦୀଙ୍କ ବଡ଼ ଚାଲ୍‌! ସଂସଦ ଅଧିବେଶନ ପୂର୍ବରୁ ଆଜି ବସୁଛି…

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ବଡ଼ ରଣନୀତି ପ୍ରସ୍ତୁତିରେ କେନ୍ଦ୍ର ସରକାର। ମହିଳା ସଂରକ୍ଷଣ ଓ ନିର୍ବାଚନମଣ୍ଡଳୀ ପୁନଃନିର୍ଦ୍ଧାରଣ (Delimitation) ସହ ଜଡ଼ିତ ବିଲ୍‌ରେ ସମ୍ଭାବ୍ୟ ସଂଶୋଧନକୁ ନେଇ ଆଜି ବସିବାକୁ ଯାଉଛି କେନ୍ଦ୍ର କ୍ୟାବିନେଟ୍‌ ବୈଠକ। ପ୍ରଧାନମନ୍ତ୍ରୀ…

ତିରୁମାଲା ମନ୍ଦିରକୁ ୧୨୧ କେଜି ସୁନା ଦାନ କରି ଚର୍ଚ୍ଚାରେ ଚେନ୍ନାଇର ବ୍ୟବସାୟୀ ବର୍ଦ୍ଧମାନ ଜୈନ; ଜାଣନ୍ତୁ କିଏ ଏହି…

ତିରୁପତି: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ତିରୁପତି ମନ୍ଦିରକୁ ୧୨୧ କିଲୋଗ୍ରାମର ସୁନା ଅଳଙ୍କାର ଦାନ କରି ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଚେନ୍ନାଇର ବିଶିଷ୍ଟ ଶିଳ୍ପପତି ବର୍ଦ୍ଧମାନ ଜୈନ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ…

ୟୁପି, ଉତ୍ତରାଖଣ୍ଡ ଓ ପଞ୍ଜାବ ନିର୍ବାଚନ ପାଇଁ ବିଜେପିର ବଡ଼ ରଣନୀତି; ଖେଳିପାରେ ମହିଳା ସଂରକ୍ଷଣ କାର୍ଡ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଞ୍ଜାବରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ନିର୍ବାଚନ ପୂର୍ବରୁ ବିଜେପି ମହିଳା ସଂରକ୍ଷଣ ବିଧେୟକ ଏବଂ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବଡ଼ ରଣନୀତି ପ୍ରସ୍ତୁତ କରିଛି। ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଞ୍ଜାବରେ…

୩ CJP ନେତାଙ୍କ ନାଁରେ ଜାରି ହେଲା ଲୁକ୍‌ଆଉଟ୍‌ ସର୍କୁଲାର

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (CJP) ର ତିନି ପ୍ରମୁଖ ନେତା— ଅଭିଜିତ ଦୀପକେ, ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କ ନାଁରେ ମୁମ୍ବାଇ ପୁଲିସ ପକ୍ଷରୁ ଲୁକ୍‌ଆଉଟ୍ ସର୍କୁଲାର (LOC) ଜାରି କରାଯାଇଛି। ଗତ ଅକ୍ଟୋବର ୨ ତାରିଖରେ ମୁମ୍ବାଇର ଦାଦର ସ୍ଥିତ ଶିବାଜୀ ପାର୍କରେ ପୁଲିସର ବିନା…

ସୀମା ନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍‌କୁ ନେଇ ସରଗରମ ରାଜନୀତି, ଆସନ୍ତା ସପ୍ତାହରୁ ପୁଣି ଚାଲିବ ସଂସଦ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆସନ୍ତା ସପ୍ତାହ (ନଭେମ୍ବର ୩୦) ରୁ ସଂସଦର ଅଧିବେଶନ ପୁନର୍ବାର ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ନଭେମ୍ବର ୨୬ରେ ସୂଚନା ଦେଇଛନ୍ତି ଯେ ଜରୁରୀ ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ଲୋକସଭା ଓ ରାଜ୍ୟସଭାକୁ ପୁନର୍ବାର…