Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ରାମଲୀଳା: ରାବଣ ସହିତ ପୋଡ଼ାଯିବ ୩୦ ଫୁଟର ‘କକ୍ରୋଚ୍’ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: ଚଳିତ ବର୍ଷ ଦିଲ୍ଲୀର ରାମଲୀଳା ଉତ୍ସବରେ ଏକ ଅନନ୍ୟ ଏବଂ ଚର୍ଚ୍ଚିତ ଦୃଶ୍ୟ ଦେଖିବାକୁ ମିଳିବ। ପାରମ୍ପରିକ ଭାବେ ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦଙ୍କ ପୁତ୍ତଳିକା ଦାହ କରାଯାଉଥିବା ବେଳେ ଏଥର ସେମାନଙ୍କ ସହିତ ଏକ ୩୦ ଫୁଟ୍‌ ଉଚ୍ଚତାର 'କକ୍ରୋଚ୍' ବା ଅସରପା ପ୍ରତିମୂର୍ତ୍ତି ରେ…

୭୫ ବର୍ଷୀୟ ବୃଦ୍ଧଙ୍କ ପ୍ରେମରେ ପଡ଼ିଲେ ୩୦ ବର୍ଷୀୟା ବ୍ଲଗର୍; ହୋଇ ସାରିଛି ନିର୍ବନ୍ଧ

ବିକାଶଖଣ୍ଡ: ପ୍ରେମର କୌଣସି ବୟସ ସୀମା ନଥାଏ ବୋଲି କୁହାଯାଏ, ଆଉ ଏହାର ଏକ ଜ୍ୱଳନ୍ତ ଉଦାହରଣ ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ।  ଜଣେ ୩୦ ବର୍ଷୀୟା ଇନଷ୍ଟାଗ୍ରାମ ବ୍ଲଗର୍ ୭୫ ବର୍ଷୀୟ ଜଣେ ବୃଦ୍ଧଙ୍କ ପ୍ରେମରେ ପଡ଼ିଯାଇଛନ୍ତି । କେବଳ ସେତିକି ନୁହେଁ, ଉଭୟେ ପରସ୍ପରକୁ ଶୀଘ୍ର ବିବାହ…

ହେନଲେ ପାସପୋର୍ଟ ଇଣ୍ଡେକ୍ସ ୨୦୨୬: ଭାରତୀୟ ପାସପୋର୍ଟ ରାଙ୍କିଙ୍ଗ୍‌ରେ ସାମାନ୍ୟ ଉନ୍ନତି, ୮୪ ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ସାମ୍ପ୍ରତିକ ପ୍ରକାଶିତ 'ହେନଲେ ପାସପୋର୍ଟ ଇଣ୍ଡେକ୍ସ ୨୦୨୬' ତାଲିକାରେ ଭାରତୀୟ ପାସପୋର୍ଟର ସ୍ଥିତିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ଗତଥର ୮୫ ତମ ସ୍ଥାନରେ ଥିବା ଭାରତ ଏଥର ଗୋଟିଏ ସ୍ଥାନ ଉପରକୁ ଉଠି ୮୪ ତମ ସ୍ଥାନରେ ପହଞ୍ଚିଛି। ତେବେ ରାଙ୍କିଙ୍ଗ୍‌ରେ ସାମାନ୍ୟ…

ଶିବ ଶର୍ମା ମୃତ୍ୟୁ ମାମଲା, ଗର୍ଲଫ୍ରେଣ୍ଡ ଶ୍ରଦ୍ଧା ଦୁବେଙ୍କ ଭିଡିଓ, କହିଲେ ମୁଁ ମାରିନି, ସତ ନଜାଣି ଲଗାଅନି ଆରୋପ

ଲକ୍ଷ୍ନୌ: କାଫେ ମାଲିକ ଶିବ ଶର୍ମା ମୃତ୍ୟୁ ମାମଲା । ସାମ୍ନାକୁ ଆସିଲା ଗର୍ଲଫ୍ରେଣ୍ଡ ଶ୍ରଦ୍ଧା ଦୁବେଙ୍କ ଭିଡିଓ । ଭିଡିଓରେ ସେ ଶିବଙ୍କୁ ମାରିନାହାନ୍ତି ବରଂ ଶିବ ନିଜେ ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିଥିବା ସେ କହିଛନ୍ତି । ଶିବ ଶର୍ମା ଋଣ ବୋଝ ସହିନପାରି ଆତ୍ମହତ୍ୟା କରିଥାଇପାରନ୍ତି…

Nagastra-1R Loitering Munitions:ଭାରତୀୟ ସେନାକୁ ମିଳିଲା ସ୍ୱଦେଶୀ ୪୫୦ଟି ମାରାତ୍ମକ ‘କାମିକାଜେ’…

ନୂଆଦିଲ୍ଲୀ: ସ୍ୱଦେଶୀ ପ୍ରତିରକ୍ଷା କମ୍ପାନୀ 'ସୋଲାର ଡିଫେନ୍ସ' (Solar Defence) ଭାରତୀୟ ସେନାର ଶକ୍ତି ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। କମ୍ପାନୀଟି ଭାରତୀୟ ସେନାକୁ ଗୋଟିଏ ପର୍ଯ୍ୟାୟରେ ୪୫୦ଟି 'ଲୋଇଟରିଂ ମ୍ୟୁନିସନ୍' (loitering munitions) ଯୋଗାଇ…

ପଦାରେ ପଡିଲା ଜୁଲୀ-ରାହୁଲ ଲଭ୍‌ଷ୍ଟୋରୀ ପଛର ଫେକ୍‌ଷ୍ଟୋରୀ

ବିହାର: ଭାଇରାଲ୍ ହେବାର ଝୁଙ୍କରେ ୟୁବପିଢୀ । ମିଛକୁ ସତ, ସତକୁ ମିଛ କରିବାରେ ହେଲେଣି ପାରଙ୍ଗମ । ଆଉ ଏହି ସୋସିଆଲ ଇନଫ୍ଲୁଏନ୍ସରଙ୍କ ମିଛ ସତର ଖେଳକୁ ଭରପୁର ଉପଭୋଗ କରନ୍ତି ସାଧାରଣ ଲୋକ । ବିହାରର ସେମିତି ଏକ ଭାଇରାଲ ଲଭ୍‌ଷ୍ଟୋରୀ କଥା ତ ମନେଥିବ । ଯେଉଁଠି ଜଣେ ରସିଆନ ସୁନ୍ଦରୀ ବିହାରର…

ମନ୍ଦିରରେ ମିଳିବ ମାଗଣା ଭୋଜନ, ୫ ଲକ୍ଷ ଶ୍ରଦ୍ଧାଳୁ ହେବେ ଉପକୃତ…

ଚେନ୍ନାଇ: ତାମିଲନାଡୁରେ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ବିସ୍ତାର କରି ବିଜୟ ସରକାର ରାଜ୍ୟର ଦଶଟି ପ୍ରମୁଖ ମନ୍ଦିରରେ ଦୈନିକ 'ଅନ୍ନଦାନମ୍' (ମାଗଣା ଭୋଜନ) ଯୋଜନାର ପରିସରକୁ ୧୦୦% ବୃଦ୍ଧି କରିଛନ୍ତି। HR&CE ମନ୍ତ୍ରୀ ସି. ରମେଶ କାଞ୍ଚିପୁରମ ଜିଲ୍ଲାର କୁଣ୍ଡ୍ରାଥୁରର ଅରୁଲମିଗୁ…

Pm Called Braj Mohan: ୧୦ ଥର କଲ୍ କଲେ ପିଏମ୍ ମୋଦୀ! ଉଠାଇଲେନି ନୂଆ ରାଜ୍ୟପାଳ…

ଭୁବନେଶ୍ବର: ବାରମ୍ବାର ବାଜୁଥାଏ ଫୋନ୍! ଇଗନୋର୍ କରିଚାଲିଥାନ୍ତି ଓଡିଶାର ନୂଆ ରାଜ୍ୟପାଳ! କିଏ ଫୋନ୍ କରିଥିଲା ଜାଣିବା ପରେ ଉଡିଗଲା ହୋସ୍! ଓଡିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ନିଜର ସହ ଘଟିଥିବା ଏକ ରୋଚକ କାହାଣୀ ନିଜେ ବଖାଣିଛନ୍ତି ନବନିଯୁକ୍ତ ରାଜ୍ୟପାଳ…

ଧର୍ମ ପରିବର୍ତ୍ତନ ପରେ ମିଳିବନି ବିସି-ମୁସଲିମ କୋଟା ସୁବିଧା: ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ଚେନ୍ନାଇ: ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା। ପଛୁଆ ବର୍ଗ ମୁସଲିମ (BC-Muslim) ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ, କୌଣସି ହିନ୍ଦୁ ବ୍ୟକ୍ତି ଇସଲାମ ଧର୍ମ ଗ୍ରହଣ କଲେ, ସେ କେବଳ ଧର୍ମ…