Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲଞ୍ଚ ହେଲା ଏଲନ୍ ମସ୍କଙ୍କଙ୍କ X Chat, WhatsAppକୁ ଦେବ ଟକ୍କର

ନୂଆଦିଲ୍ଲୀ : ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବେ ଏକ ପୂର୍ଣ୍ଣାଙ୍ଗ ମେସେଜିଂ ଆପ୍ ହେବାକୁ ଯାଉଛି । କମ୍ପାନୀ ନୂଆ ମେସେଜିଂ ଫିଚର ‘Chat’ ଲଞ୍ଚ କରିଛି, ଯାହା ପୁରୁଣା DMକୁ ସଂପୂର୍ଣ୍ଣ ବଦଳାଇ ଦେଇଛି । ଏହା ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପସନ୍ ସହ ଆସିଛି ଏବଂ ପ୍ରାଇଭେସିକୁ ଅଧିକ…

1,000 km per day: ବୈଜ୍ଞାନିକଙ୍କୁ ଚକିତ କରୁଛି ବାଜପକ୍ଷୀର ଦୁଃସାହସିକତା, ୫ ଦିନରେ ଅତିକ୍ରମ କଲା ୫ ହଜାର କିମି…

ନୂଆଦିଲ୍ଲୀ: କୁନି ପକ୍ଷୀଟିର ବଡ କାମ ଏବେ ବୈଜ୍ଞାନିକମାନଙ୍କୁ ଚକିତ କରିଛି । ବନ୍ୟଜୀବନ ବୈଜ୍ଞାନିକଙ୍କ ଦ୍ୱାରା ଟ୍ୟାଗ୍ ହୋଇଥିବା ତିନୋଟି ଆମୁର ବାଜପକ୍ଷୀ ମଧ୍ୟରୁ ଗୋଟିଏ ଭାରତରୁ ଉଡ଼ି ସୋମାଲିଆରେ ପହଞ୍ଚିଛି, ଯାହା ପ୍ରାୟ ପାଞ୍ଚ ଦିନ ମଧ୍ୟରେ ୫ ହଜାର କିଲୋମିଟର ବ୍ୟାପି ଏକ ପ୍ରବାସୀ…

Prashant Kishor : ରାଜନୀତିରୁ ସନ୍ନ୍ୟାସ ନେବେ କି ପ୍ରଶାନ୍ତ କିଶୋର?, ନିର୍ବାଚନ ହାରିବା ପରେ ପ୍ରଥମ ଥର ଖୋଲିଲେ…

ପାଟନା: ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋରଙ୍କ ଦଳ, ଜନ ସୂରାଜ ପାର୍ଟି, ବିହାର ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ବରଣ କରିଛି। ବିହାର ନିର୍ବାଚନ ପରାଜୟ ପରେ କିଶୋର ପ୍ରଥମ ଥର ମିଡିଆ ଆଗକୁ ଆସିଛନ୍ତି। ସେ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ତାଙ୍କ…

Chinese Woman: ଭାରତରେ ଚୀନ ମହିଳାଙ୍କୁ ଦିଆଗଲା ୮ ବର୍ଷର ଜେଲ୍ ଦଣ୍ଡ…

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବହରାଇଚ୍ ଜିଲ୍ଲାର ଏକ କୋର୍ଟ ଜଣେ ଚୀନ୍ ମହିଳାଙ୍କୁ ଆଠ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ତାଙ୍କ ଉପରେ ଦୁଇ ବର୍ଷ ପୂର୍ବେ ଅବୈଧ ଭାବରେ ଭାରତରେ ପ୍ରବେଶ କରିବାର ଅଭିଯୋଗ ହୋଇଥିଲା । କୋର୍ଟ ଏହି ମାମଲାରେ ଚୀନ୍ ମହିଳା ଲି-ଜିନମେଇ, ଯାହାକୁ ଲି-ସିନମେଇ ନାମରେ…

Ukraine-France Deal: ପୁଟିନଙ୍କୁ ଦେବେ ଚକମା, ମାଷ୍ଟରଷ୍ଟ୍ରୋକ୍ ଖେଳିଲେ ଜେଲେନସ୍କି…

ନୂଆଦିଲ୍ଲୀ: ଅଢେଇ ବର୍ଷରୁ ଅଧିକ ଦିନ ଧରି ଚାଲିଛି ଯୁଦ୍ଧ...ଏବେ ବି ହାର୍ ମାନିନାହାନ୍ତି ଜେଲେନସ୍କି...ଆମେରିକା ସହ ଟୋମାହକ ଡିଲ୍ ଫେଲ୍ ମାରିବା ପରେ ଭାରତର ବନ୍ଧୁ ଦେଶ ସହ ମିଳେଇଲେ ହାତ...ପୁଟିନଙ୍କ ସୁଖୋଇ-୫୭କୁ ମାତ୍ ଦେବାକୁ କଲେ ଚୁକ୍ତି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି…

ମୃତ୍ୟୁଦଣ୍ଡ ବିରୋଧରେ ଶେଖ୍‌ ହସିନାଙ୍କ ପାଖେ କ’ଣ ରହିଛି ଶେଷ ବିକଳ୍ପ, କେଉଁଠି ରୋକିହେବ ମାମଲା ?

ଢାକା : ବାଂଲାଦେଶର ଇଣ୍ଟରନ୍ୟାସନାଲ୍ କ୍ରାଇମ୍ସ ଟ୍ରିବ୍ୟୁନାଲ୍ (ICT) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ଗତ ବର୍ଷ ଜୁଲାଇ-ଅଗଷ୍ଟରେ ଛାତ୍ରମାନଙ୍କ ନେତୃତ୍ୱାଧୀନ ଆନ୍ଦୋଳନକୁ ନିର୍ମମ ଦମନ କରିବାରେ…

ଦୁଇ ହଜାରରୁ ଅଧିକ ପଦ ପାଇଁ ବାହାରିଲା ଶିକ୍ଷକ ନିଯୁକ୍ତି, ଏହି ଦିନରୁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ଶିକ୍ଷକ ଚାକିରି ପାଇଁ ଇଚ୍ଛୁକ ଥିବା ଅପେକ୍ଷାରତ ଯୁବକଯୁବତୀଙ୍କ ପାଇଁ ବଡ଼ । ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ପର୍ଷଦ (WBBPE) ସ୍ପେଶାଲ ଏଜୁକେସନ ଟିଚର୍ (ପ୍ରାଥମିକ) ପଦବୀରେ ୨୩୦୮ଟି ଖାଲିପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ନିଯୁକ୍ତି କେବଳ ବଡ଼ ସହରକୁ ସୀମିତ…

ଭାରତ ପାଇଁ ଫ୍ରି ଭିସା ଏଣ୍ଟ୍ରି ବନ୍ଦ କଲା ଇରାନ, ଏବେ ଏଠାକୁ ଗଲେ କେତେ ଟଙ୍କା ପଡ଼ିବ….

ନୂଆଦିଲ୍ଲୀ: ଇରାନ ସରକାର ଭାରତୀୟ ନାଗରିକଙ୍କ ପାଇଁ ଭିସା ମୁକ୍ତ ପ୍ରବେଶ ସୁବିଧାକୁ ୨୨ ନଭେମ୍ବର ୨୦୨୫ରୁ ସଂପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ଏହି ନିଷ୍ପତ୍ତି ଯୋଗୁ ସାଧାରଣ ପାସପୋର୍ଟ ଥିବା ଭାରତୀୟଙ୍କୁ ଇରାନ ଯିବା କିମ୍ବା କେବଳ ଏୟାରପୋର୍ଟରେ ଟ୍ରାନଜିଟ କରିବା ପାଇଁ ମଧ୍ୟ ଭିସା…

ଦିଲ୍ଲୀ ବିସ୍ଫୋରଣ: କିପରି ତିଆରି ହୋଇଥିଲା ଡାକ୍ତର ମଡ୍ୟୁଲ୍?

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି। ୨୦୧୧ ପରେ ଦେଶର ରାଜଧାନୀ ଦିଲ୍ଲୀ ପୁଣି ଥରେ ବୋମା ବିସ୍ଫୋରଣରେ କମ୍ପି ଉଠିଛି। ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ହୋଇଥିବା ବିସ୍ଫୋରଣର ଭୟଙ୍କର…

Red Fort bomber: “ଆତ୍ମଘାତୀ ବିସ୍ଫୋରଣ ନୁହେଁ, ସହିଦ୍ ଅଭିଯାନ…”, ସାମ୍ନାକୁ ଆସିଲା ଲାଲକିଲ୍ଲା ବିସ୍ଫୋରଣ ପଛର…

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପରେ ଏବେ ବିଭିନ୍ନ ସୂତ୍ର ନେଇ ଏନଆଇଏ ଖୋଳତାଡ କରୁଥିବା ବେଳେ ବିସ୍ଫୋରଣରେ ସାମିଲ ଆତ୍ମଘାତୀ ବିସ୍ଫୋରଣକାରୀ ଉମରର ପ୍ରଥମ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଉମର ଆତ୍ମଘାତୀ ବିସ୍ଫୋରଣ ଧାରଣାକୁ କିପରି ଭୁଲ୍ ବୁଝାଯାଉଛି ସେନେଇ ବୁଝାଇଛି । ଡକ୍ଟର…