Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଖୁବଶୀଘ୍ର ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ରାଫେଲ ଯୁଦ୍ଧବିମାନ ପାଇଁ ଜଣାଇଲା ଦାବି

ନୂଆଦିଲ୍ଲୀ: ଭାରତ ଅପରେସନ ସିନ୍ଦୂର ସହିତ ସମଗ୍ର ବିଶ୍ୱକୁ ତାର ଶକ୍ତି ଅନୁଭବ କରାଇଛି। ଏହି ସମୟ ମଧ୍ୟରେ ଭାରତୀୟ ବାୟୁସେନା ଏକ ବିଶେଷ ଭୂମିକା ଗ୍ରହଣ କରିଛି। କାରଣ ଏହି ସମୟରେ ଭାରତୀୟ ବାୟୁସେନା ଏକ ବିଶେଷ ଆବେଦନ ରଖିଥିଲା। ବାୟୁସେନା ପାକ୍ ଅଧିକୃତ କାଶ୍ମୀରରେ ଅନେକ ଆତଙ୍କବାଦୀ…

କଂଗ୍ରେସ ସାଂସଦଙ୍କ ରନଓ୍ବେ ଆତଙ୍କ ଅଭିଯୋଗ, ଏମିତି ଉତ୍ତର ରଖିଲା ଏୟାର ଇଣ୍ଡିଆ…..

ନୂଆଦିଲ୍ଲୀ: ତିରୁବନନ୍ତପୁରମରୁ ଦିଲ୍ଲୀ ଆସୁଥିବା ଏକ ଏୟାର ଇଣ୍ଡିଆ ବିମାନକୁ ରବିବାର ରାତିରେ ଚେନ୍ନାଇରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଯେଉଁଥିରେ କିଛି ସମସ୍ୟା ଦେଖାଯାଇଥିବା ବେଳେ ଏଥିରେ କିଛି ସାଂସଦ ଯାତ୍ରା କରୁଥିଲେ । ଯାହାକୁ ନେଇ କଂଗ୍ରେସ ସାଂସଦ କେସି ବେନୁଗୋପାଳ ଚିନ୍ତା…

ଭୋଟ ଚୋରି ଅଭିଯୋଗ: ସଂସଦ ଭବନରୁ ନିର୍ବାଚନ କମିଶନ କାର୍ଯ୍ୟାଳୟ ଯାଏଁ ଗର୍ଜିଲେ ବିରୋଧୀ ସାଂସଦ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଇଣ୍ଡିଆ ମେଣ୍ଟ ସାଂସଦମାନେ ସୋମବାର ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ବିହାରରେ ଭୋଟର ତାଲିକାରେ ଅନିୟମିତତା ଏବଂ ନିର୍ବାଚନରେ 'କଥିତ ଜାଲିଆତି' ବିରୋଧରେ ୩୦୦ ଲୋକସଭା ଏବଂ ରାଜ୍ୟସଭା ସାଂସଦ ସଂସଦ ଭବନରୁ ନିର୍ବାଚନ…

ଗାଜା ଆକ୍ରମଣରେ ୫ ଜଣ ଅଲ ଜଜିରା ସାମ୍ବାଦିକଙ୍କ ମୃତ୍ୟୁ, ଇସ୍ରାଏଲ କହିଲା, ‘ଥିଲେ ହମାସ ଆତଙ୍କବାଦୀ’

ନୂଆଦିଲ୍ଲୀ: ଇସ୍ରାଏଲ ନିରନ୍ତର ଗାଜା ଷ୍ଟ୍ରିପ୍ ଉପରେ ଆକ୍ରମଣ କରୁଛି। ଇସ୍ରାଏଲୀ ଆକ୍ରମଣରେ ଅଲ ଜଜିରା ନ୍ୟୁଜ୍ ଚ୍ୟାନେଲର ୫ ଜଣ ସାମ୍ବାଦିକଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଏହା ଅଲ ଜଜିରା ଦ୍ୱାରା ନିଶ୍ଚିତ କରାଯାଇଛି। ଗାଜା ସହରର ଅଲ-ଶିଫା ହସ୍ପିଟାଲ ନିକଟରେ ଇସ୍ରାଏଲୀ ଆକ୍ରମଣରେ ଆଲ…

ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଅଭିଯୋଗ: ଏବେ ମୈଦାନକୁ ଓହ୍ଲାଇଲେ ଶରଦ-ଉଦ୍ଧବ, ଇଭିଏମ ପରିଚାଳନାର କଲେ ପର୍ଦ୍ଦାଫାସ

ମୁମ୍ବାଇ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ନିର୍ବାଚନରେ ଭୋଟ ଚୋରି ହୋଇଥିବା ଅଭିଯୋଗ କରୁଛନ୍ତି। ଯାହାକୁ ନେଇ ବର୍ତ୍ତମାନ ଜୋର ଧରିଛି ଚର୍ଚ୍ଚା। ଏହି ସମୟରେ, ମହା ବିକାଶ ଅଘାଡିର ଦୁଇଟି ପ୍ରମୁଖ ଦଳ ମଧ୍ୟ ବଡ଼ ଦାବି କରିଛନ୍ତି। ଏନସିପି ଶରଦ ପାୱାର ଅଭିଯୋଗ କରିଛନ୍ତି ଯେ…

୬.୧ତୀବ୍ରତାର ଭୂମିକମ୍ପ ଅନୁଭୂତ…ଭୁଶୁଡ଼ିଲା କୋଠା; ଜଣେ ମୃତ,ଅନେକ ଆହତ

ନୂଆଦିଲ୍ଲୀ: ତୁର୍କୀର ଉତ୍ତର-ପଶ୍ଚିମ ପ୍ରଦେଶ ବାଲିକେସିରରେ ୬.୧ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି, ଯାହା ଫଳରେ ବହୁତ କ୍ଷୟକ୍ଷତି ଘଟିଛି। ସୂଚନା ଅନୁଯାୟୀ, ଭୂମିକମ୍ପ ଯୋଗୁଁ ଅନେକ କୋଠା ଭୁଶୁଡ଼ି ପଡ଼ିଛି ଏବଂ ଜଣେ ୮୧ ବର୍ଷୀୟା ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ…

‘ଅଧା ବିଶ୍ୱକୁ ଧ୍ୱଂସ କରିଦେବୁ’, ଆମେରିକା ମାଟିରେ ଭାରତକୁ ନିଶାନା କରି ବାହସ୍ପଟ ମାରୁଛି…

ନୂଆଦିଲ୍ଲୀ: ଏବେ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକା ଗସ୍ତରେ ଅଛନ୍ତି। ଆମେରିକା ଭାରତ ମଧ୍ୟରେ ଚାଲିଥିବା ଶୁଳ୍କ ଉତ୍ତେଜନା ଭିତରେ ଆମେରିକା ମାଟିରୁ ଭାରତକୁ ପରମାଣୁ ଧମକ ଦେଇଛନ୍ତି ମୁନିର। ମୁନିର କହିଛନ୍ତି ଯେ ଯଦି ଭବିଷ୍ୟତରେ ଭାରତ ସହିତ ଯୁଦ୍ଧ ହୁଏ ଏବଂ…

ଚୀନ୍ ବୈଜ୍ଞାନିକଙ୍କ ଦାବି; ପୃଥିବୀ ତଳେ ଗଭୀର ଅନ୍ଧକାରରେ ଜୀବର ମିଳିଛି ସନ୍ଧାନ…

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ କରାଯାଉଛି । ଏଲିଏନ୍ ବିଷୟରେ ମଧ୍ୟ ବିଭିନ୍ନ ଦାବି କରାଯାଉଛି । ଏହା ସମ୍ପୂର୍ଣ୍ଣ ନିଶ୍ଚିତ ବୋଲି ବିଶ୍ୱାସ କରାଯାଏ ଯେ ପୃଥିବୀ ବାହାରେ ମହାକାଶରେ ନିଶ୍ଚିତ ଭାବରେ ଜୀବନ ଅଛି କିମ୍ବା ଜୀବନର ସମ୍ଭାବନା ଅଛି । ବିଶ୍ୱର ଅନେକ ମହାକାଶ ସଂସ୍ଥା ଏହି…

ଜାଫର ଏକ୍ସପ୍ରେସରେ ଆଇଇଡି ବିସ୍ଫୋରଣ, ୫ ଆହତ

ବେଲୁଚିସ୍ତାନ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ମାସ୍ତୁଙ୍ଗ ଜିଲ୍ଲାରେ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନରେ ରବିବାର ଏକ ଆଇଇଡି ବିସ୍ଫୋରଣ ଘଟିଥିଲା। ସ୍ପାଜାଣ୍ଡ ରେଳ ଷ୍ଟେସନ ନିକଟରେ ଏହି ଘଟଣା ଘଟିଥିଲା। ତେବେ ହଠାତ୍ ବିସ୍ଫୋରଣ ଯୋଗୁଁ ଟ୍ରେନର ପାଞ୍ଚଟି କୋଚ୍ ଲାଇନଚ୍ୟୁତ…

ରାସ୍ତା କଡରେ ବୃହତକାୟ ପକ୍ଷୀ ଦେଖି ଲୋକେ ଚକିତ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ବୃହତକାୟ ପକ୍ଷୀର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ପକ୍ଷୀକୁ ଲୋକେ ଜଟାୟୁ ଭାବି ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଛି । ପକ୍ଷୀଟି ଶାନ୍ତ ମୁଦ୍ରାରେ ରାସ୍ତା କଡରେ ଥିବା ପଥର ଉପରେ ବସି ରହିଥିଲା । ଏହାକୁ ଦେଖିବା ପରେ ପ୍ରଥମେ ଲୋକମାନେ ଡରି କରି…