Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପରମାଣୁ ଆକ୍ରମଣ କରିଥିଲେ ଏଲିଅନ୍, ବୈଜ୍ଞାନିକ କଲେ ଆଶ୍ଚର୍ଯ୍ୟଜନ ଖୁଲାସା

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହ, ଯାହାକୁ ଲାଲ ଗ୍ରହ ଭାବେ ମଧ୍ୟ ଜଣାଯାଏ, ଦଶନ୍ଧି ଧରି ବୈଜ୍ଞାନିକମାନଙ୍କ ପାଇଁ ରହସ୍ୟର କେନ୍ଦ୍ରବିନ୍ଦୁ ହୋଇ ରହିଛି। ଜୀବନର ସମ୍ଭାବନା ଓ ପ୍ରମାଣ ଖୋଜିବା ପାଇଁ ନାସା ସମେତ ବିଶ୍ୱର ଅନେକ ମହାକାଶ ସଂସ୍ଥା ଅନୁସନ୍ଧାନ ଜାରି ରଖିଛନ୍ତି। କେତେବେଳେ ମଙ୍ଗଳରେ ବରଫ…

ବଢ଼ିପାରେ ରବର୍ଟ ଭଦ୍ରାଙ୍କ ସମସ୍ୟା, ବେଆଇନ ଭାବେ ୫୮ କୋଟି ଟଙ୍କା ରୋଜଗାର କରିଛନ୍ତି: ଇଡି

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ସମସ୍ୟା ବଢ଼ିପାରେ । ଗୋଟିଏ ପଟେ, ଇଡି ସୂତ୍ର ଦାବି କରୁଛି ଯେ ଭଦ୍ରା ବେଆଇନ ଉପାୟରେ ପ୍ରାୟ ୫୮ କୋଟି ଟଙ୍କା ରୋଜଗାର କରିଛନ୍ତି । ଅନ୍ୟପଟେ, ପଚରାଉଚରା ସମୟରେ ରବର୍ଟ ଭଦ୍ରା ତିନି ଜଣ ମୃତ ବ୍ୟକ୍ତିଙ୍କ…

ଡିଜିଟାଲ ଭାବେ ହେବ ସିବିଏସଇର ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା ଉତ୍ତର ଖାତା ମୂଲ୍ୟାଙ୍କନ

ନୂଆଦିଲ୍ଲୀ: ସିବିଏସଇ ଏବେ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାର ଉତ୍ତର ଖାତା ଡିଜିଟାଲ ଭାବରେ ମୂଲ୍ୟାଙ୍କନ କରିବ । ଏଥିପାଇଁ ଗୋଟିଏ କିମ୍ବା ଅଧିକ ଏଜେନ୍ସି ଚୟନ କରାଯିବ ବୋଲି ସିବିଏସଇର ପରିଚାଳନା ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ନିଆଯାଇଥିବା ଏହି ନିଷ୍ପତ୍ତିରେ, ବୋର୍ଡର…

‘ଭାରତକୁ ଏକ ବଡ଼ ଶକ୍ତି ହେବାରେ କେହି ରୋକିପାରିବେ ନାହିଁ’

ଭୋପାଳ: ଆଜି ମଧ୍ୟପ୍ରଦେଶ ଗସ୍ତରେ ଯାଇ ରାଇସେନ ଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ଆତଙ୍କବାଦ, ଭାରତର ଦ୍ରୁତ ବିକାଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ବିଷୟରେ ଆଲୋଚନା କରିଥିଲେ । ସେ ଆତଙ୍କବାଦୀଙ୍କ…

କିସ୍ତୱାରରେ ଜାରି ରହିଛି ଏନକାଉଣ୍ଟର; ଏପଟେ କୁଲଗାମରେ ୧୦ମ ଦିନରେ ଆତଙ୍କବାଦ ବିରୋଧୀ ଅପରେସନ୍

ଶ୍ରୀନଗର: ଦକ୍ଷିଣ କାଶ୍ମୀରର କୁଲଗାମରେ ଚାଲିଥିବା ଗୁଳିବିନିମୟ ରବିବାର ୧୦ମ ଦିନରେ ପହଞ୍ଚିଛି। ଆଜି ସକାଳେ ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଆଉ ଏକ ଏନକାଉଣ୍ଟର ହୋଇଛି। ପାହାଡିଆ ଜିଲ୍ଲାର ଦୁଲ୍ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି…

ନୂଆଦିଲ୍ଲୀରେ ପ୍ରଥମ ଥର ପାଇଁ ରସାବଳୀ ଦିବସ ପାଳନ; ଓଡ଼ିଶାର ସ୍ୱାଦିଷ୍ଟ ମିଠାକୁ ଅନ୍ତର୍ଜାତୀୟ ଦରବାରରେ…

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ରସାବଳୀ ଦିବସ ମହାସମାରୋହରେ ପାଳନ କରାଯାଇଛି । ଶ୍ରୀ ବଳଦେବଜୀଉଙ୍କର ଜନ୍ମ ଦିବସ, ଗହ୍ମା ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ଅବସରରେ ସମଗ୍ର ଉତ୍ସବଟି ଭକ୍ତିପୂତ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା । ଶ୍ରୀ ନୀଳାଚଳ ସେବାସଙ୍ଘ…

୩ ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବେଙ୍ଗାଲୁରୁର ସିଲିକନ ଭ୍ୟାଲିରେ ୩ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏଥିରେ ବେଙ୍ଗାଲୁରୁରୁ ବେଲଗାମ, ଅମୃତସରରୁ ଶ୍ରୀ ମାତା ବୈଷ୍ଣୋ ଦେବୀ କଟରା ଏବଂ ନାଗପୁର (ଅଜନି)ରୁ ପୁଣେ ପର୍ଯ୍ୟନ୍ତ…

ଖରାପ ସିଟ୍ ଦେଇ ଫସିଲା ଇଣ୍ଡିଗୋ, ଏୟାରଲାଇନ୍ସକୁ ୧.୫ ଲକ୍ଷ ଫାଇନ

ନୂଆଦିଲ୍ଲୀ: ଜଣେ ଯାତ୍ରୀଙ୍କୁ ଖରାପ ଏବଂ ଅସ୍ୱଚ୍ଛ ସିଟ୍ ଦେବା ଇଣ୍ଡିଗୋ ଏୟାରଲାଇନ୍ସକୁ ମହଙ୍ଗା ପଡ଼ିଛି। ଦିଲ୍ଲୀର ଏକ କଞ୍ଜ୍ୟୁମର ଫୋରମ୍ ଏୟାରଲାଇନ୍ସ ଉପରେ ୧.୫ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଫୋରମ୍ ଏହାକୁ 'ସେବାରେ ଅଭାବ' ବୋଲି ବିଚାର କରିଛି। ସୂଚନା ଅନୁଯାୟୀ, ଜଣେ ମହିଳା ଚଳିତ…

ୟୁକ୍ରେନ ଯୁଦ୍ଧ ଶେଷ ପାଇଁ ଟ୍ରମ୍ପ-ପୁଟିନଙ୍କ ବୈଠକକୁ ଭାରତର ସମର୍ଥନ

ନୂଆଦିଲ୍ଲୀ: ଭାରତ ଶନିବାର ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ବୈଠକକୁ ସ୍ୱାଗତ କରିଛି। ଏହି ବୈଠକ ଅଗଷ୍ଟ ୧୫ରେ ଆଲାସ୍କାରେ ହେବ। ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହାକୁ ସମର୍ଥନ କରି…

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ବେଳେ କାହିଁକି ନଥିଲା ପୋଲିସ, ଉତ୍ତର ରଖିଲେ ଏଲଜି ମନୋଜ ସିହ୍ନା

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଇଣ୍ଡିଆ ଟିଭିର ଏକ କାର୍ଯ୍ୟକ୍ରମରେ ସେ ପହଲଗାମର ବୈସାରଣ ଭ୍ୟାଲିରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ କହିଛନ୍ତି। ଏହି ଆକ୍ରମଣରେ ୨୬ ଜଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରେ ୨୫ ଜଣ ଥିଲେ…