Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Hamas Reaction On Trump’s Gaza Deal: ଟ୍ରମ୍ପଙ୍କ ୨୦-ସୂତ୍ରୀ ଗାଜା ଶାନ୍ତି ଚୁକ୍ତି: ଏମିତି ପ୍ରତିକ୍ରିୟା…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଜା ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ୨୦-ସୂତ୍ରୀ ଯୋଜନା ଉପସ୍ଥାପନ କରିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ନେତାନ୍ୟାହୁଙ୍କୁ ମଧ୍ୟ ଏହି ଯୋଜନା ପ୍ରତି…

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ; ୧୦ରୁ ଉର୍ଦ୍ଧ୍ବ ମୃତ, ବହୁ ଆହତ

ବେଲୁଚିସ୍ତାନ: ପାକିସ୍ତାନ ବେଲୁଚିସ୍ତାନର ରାଜଧାନୀ କ୍ୱେଟାରେ ଥିବା ପାକିସ୍ତାନୀ ଅର୍ଦ୍ଧସାମରିକ ବାହିନୀ ଫ୍ରଣ୍ଟିୟର୍ କର୍ପସର ମୁଖ୍ୟାଳୟ ନିକଟରେ ଦିନ ୧୨.୦୩ ସମୟରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ତିନି ଜଣ ଅର୍ଦ୍ଧସାମରିକ ବାହିନୀ କର୍ମଚାରୀଙ୍କ ସମେତ ଦଶ ଜଣ ପ୍ରାଣ…

ମୁମ୍ବାଇ-ଦିଲ୍ଲୀ ଇଣ୍ଡିଗୋ ବିମାନକୁ ବୋମା ଧମକ 

ନୂଆଦିଲ୍ଲୀ: ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଛି। ଫ୍ଲାଇଟ୍ ନମ୍ବର 6E 762 ପ୍ରାୟ ୨୦୦ ଜଣ ଲୋକଙ୍କୁ ନେଇଯାଉଥିଲା। ସୂଚନା ଅନୁଯାୟୀ, ଏହି ଧମକ ପରେ ଦିଲ୍ଲୀ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା।…

“ଆମେରିକା ଅଟକାଇଥିଲା…” ମୁମ୍ବାଇ ଆକ୍ରମଣକୁ ନେଇ ଚିଦମ୍ବରମଙ୍କ ବଡ଼ ସ୍ଵିକାରୋକ୍ତି, କହିଲେ, ‘୧୭…

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି. ଚିଦମ୍ବରମ ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ଏକ ବଡ ଖୁଲାସା କରିଛନ୍ତି । ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସେ କହିଥିଲେ ଯେ ତତ୍କାଳୀନ ୟୁପିଏ ସରକାର ପ୍ରବଳ ଆନ୍ତର୍ଜାତୀୟ ଚାପରେ ଥିଲା।…

କେନ୍ଦ୍ରୀୟ କର୍ମଚାରୀଙ୍କୁ ଆଡ୍‌ହକ୍ ବୋନସ୍, ଜାଣନ୍ତୁ କେତେ ମିଳିବ…

ନୂଆଦିଲ୍ଲୀ: ଦୀପାବଳି ଅବସରରେ କେନ୍ଦ୍ର ସରକାର ୨୦୨୪-୨୫ ପାଇଁ ଏକ ଆଡ୍‌ହକ୍ ବୋନସ୍ ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ସମସ୍ତ ଯୋଗ୍ୟ କର୍ମଚାରୀ ୩୦ ଦିନର ଦରମା ସହ ସମାନ ପରିମାଣର ଅର୍ଥ ପାଇବେ। କେନ୍ଦ୍ର ସରକାରଙ୍କ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ଅଧୀନରେ ଥିବା ଅଣ-ଗେଜେଟେଡ୍…

Asia Cup final drama: ‘ସେ ଟ୍ରଫି ନେଇ ପଳାଇଗଲେ’, ଭାରତ ଫେରିବା ପରେ, ଫାଇନାଲ ରାତିର ସତ ବଖାଣିଲେ…

ନୂଆଦିଲ୍ଲୀ: ଭାରତ ପାକିସ୍ତାନକୁ ପରାସ୍ତ କରି ଏସିଆ କପ୍ ଜିତିଛି। ତଥାପି, ଟାଇଟଲ ଜିତିବା ସତ୍ତ୍ୱେ, ଟିମ୍ ଇଣ୍ଡିଆ ଏସିଆ କପ୍ ଟ୍ରଫି ସହିତ ଉତ୍ସବ ପାଳନ କରିପାରି ନଥିଲା କାରଣ ACC ଏବଂ PCB ମୁଖ୍ୟ ମୋହସିନ ନକଭି ତାଙ୍କ ସହିତ ଟ୍ରଫି ଏବଂ ପଦକ ନେଇଯାଇଥିଲେ। ଫଳସ୍ୱରୂପ, ଟିମ୍ ଇଣ୍ଡିଆକୁ…

Donald Trump’s Trade Battle: ଟ୍ରମ୍ପଙ୍କ ଟାରିଫ୍ ଛାଟ: ଭାରତ, ଚୀନ୍, ରୁଷ ଏବଂ ବ୍ରାଜିଲ୍ ମିଶି…

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଏବେ ଆମେରିକା ଉପରେ ଓଲଟା ପ୍ରଭାବ ପକାଇଛି, କାରଣ ଆମେରିକୀୟ ମକା ଏବଂ ସୋୟାବିନ୍ କିଏ କିଣିବ ସେ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଟାରିଫ୍ ପରେ ଏବେ ଆମେରିକା ପ୍ରତି ଚୀନ୍, ରୁଷ, ବ୍ରାଜିଲ୍ ଏବଂ ଭାରତ କଠୋର ମନୋଭାବ ଗ୍ରହଣ କରିଛନ୍ତି।…

ଲଣ୍ଡନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା, ତଦନ୍ତ ଦାବି…

ଲଣ୍ଡନ: ଲଣ୍ଡନର ଟାଭିଷ୍ଟକ୍ ସ୍କୋୟାରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ଘଟଣା ଭାରତୀୟଙ୍କୁ ମର୍ମାହତ କରିଛି। ଏଥିସହିତ ଭାରତୀୟ ଉଚ୍ଚଆୟୋଗ ଏହି ଲଜ୍ଜାଜନକ କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛି ଏବଂ ଏହାକୁ ଅହିଂସାର ନୀତି ଉପରେ ଆକ୍ରମଣ ବୋଲି କହିିଛି। ଏହି ଘଟଣା…

Trump’s Gaza plan: ‘ଆଶା କରୁଛି ଯୁଦ୍ଧ ଶେଷ ହେବ…’: ଗାଜା ଶାନ୍ତି ପ୍ଲାନ୍ ପାଇଁ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ସାକ୍ଷାତ ପରେ ଏହାକୁ ଏକ "ଐତିହାସିକ ଦିନ" ବୋଲି କହିଥିଲେ। ଟ୍ରମ୍ପ ତା'ପରେ ଗାଜା ସମ୍ପର୍କରେ ଏକ ୨୦-ସୂତ୍ରୀ ଚୁକ୍ତିନାମା ଉପସ୍ଥାପନ କରିଥିଲେ। ଯାହା ଗାଜାରେ ଶାନ୍ତି ଫେରାଇ ଆଣିବାକୁ…

ଟ୍ରମ୍ପଙ୍କ ଟାରିଫ ଧମାକା; ବିଦେଶୀ ଫିଲ୍ମ ଉପରେ ୧୦୦% ଶୁଳ୍କ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଆମେରିକୀୟ ଚଳଚ୍ଚିତ୍ର ଶିଳ୍ପ ଉପରେ ବିଦେଶୀ ଫିଲ୍ମର ପ୍ରାଦୁର୍ଭାବ ଥିବା ନେଇ ଉଲ୍ଲେଖ କରିଛନ୍ତି। ଏପରିକି ଏହା ଏକ ପିଲାଠାରୁ ମିଠା ଛଡ଼ାଇ ନେବା ପରି। ଏହି ଦୀର୍ଘକାଳୀନ ସମସ୍ୟାର ସମାଧାନ ପାଇଁ ଟ୍ରମ୍ପ ସମସ୍ତ…