Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହତ୍ୟାକାରୀ ମୁହଁରେ ହତ୍ୟାର ସତ, ସ୍ୱାମୀକୁ ମାରିବା ପାଇଁ ଷଡ଼ଯାନ୍ତ୍ର ରଚିଥିଲା ସ୍ତ୍ରୀ

ବେଙ୍ଗାଲୁରୁ: ସ୍ୱାମୀ ସ୍ତ୍ରୀଙ୍କୁ ମଝି ରାସ୍ତାରେ ହଠାତ୍ ଦୃର୍ବୃତ୍ତଙ୍କ ଆକ୍ରମଣ। ଆଉ ଏହି ଆକ୍ରମଣରେ ଗଲା ସ୍ୱାମୀଙ୍କ ଜୀବନ। ପାର ପାଇଗଲା ସ୍ତ୍ରୀ। କର୍ଣ୍ଣାଟକର ମଇସୁରରେ, ଜଣେ ସ୍ୱାମୀ ଓ ସ୍ତ୍ରୀଙ୍କୁ ହଠାତ୍ କିଛି ଲୋକ ଆକ୍ରମଣ କରିଥିଲେ। ସେମାନେ ବାଇକ୍ ଚଲାଉଥିବା ସମୟରେ ଏକ କାର ଯୋଗେ…

Delhi Blast: ଦିଲ୍ଲୀ ବିସ୍ଫୋରଣ ପଛରେ ପାକିସ୍ତାନ୍ ଚାଲ୍?

ନୂଆଦିଲ୍ଲୀ: ୨୬/୧୧ ପରେ ୧୦/୧୧ର ସେ କଳା ରାତି...ଆତଙ୍କୀ ଆକ୍ରମଣ ବୋଲି ଘୋଷଣା କରିସାରିଛନ୍ତି ସରକାର...ସୂତାଖିଅ ଖୋଜୁଛି ଏନଆଇଏ...ତୁର୍କୀରୁ ପାକିସ୍ତାନ ସବୁ ରାଡାରରେ...ନିଜେ ପାକିସ୍ତାନୀ ସାମ୍ବାଦିକ କଲେ ଚାଞ୍ଚଲ୍ୟକର ଖୁଲାସା...କହିଦେଲେ ଦିଲ୍ଲୀ ବିସ୍ଫୋରଣର ଯୋଜନା କାହାର?…

ସଞ୍ଜୟ ଯାଦବ ଓ ରମିଜ? ଏମାନଙ୍କ ପାଇଁ ପରିବାର ସହ ସମ୍ପର୍କ କାଟିଦେଲେ ରୋହିଣୀ

ପାଟନା: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପରେ, ଲାଲୁ ପ୍ରସାଦ ଯାଦବଙ୍କ ପରିବାର ମଧ୍ୟରେ ଥିବା ବିବାଦ କମିବାର ନାଁ ଧରୁନି। ଏହା ଏବେ ସାର୍ବଜନୀନ ହୋଇଛି। ଲାଲୁ ପ୍ରସାଦ ଯାଦବଙ୍କ ଦ୍ୱିତୀୟ ଝିଅ ରୋହିଣୀ ଆଚାର୍ଯ୍ୟ ଗତକାଲି ପରିବାର ଏବଂ ରାଜନୀତି ଛାଡିବାକୁ ନିଷ୍ପତ୍ତି ଘୋଷଣା କରିଥିଲେ। ସେ…

Naxal Encounter:ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ରାୟପୁର: ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର । ଛତିଶଗଡ଼ ସୁକମା ଜିଲ୍ଲାର ଭେଜ୍ଜି ଏବଂ ଚିନ୍ତାଗୁଫା ମଧ୍ୟରେ ଥିବା ଘନ ଜଙ୍ଗଲରେ ଡିଆରଜି ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଏହି ଅପରେସନ ସମୟରେ ସୁରକ୍ଷାବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଜିଲ୍ଲା ରିଜର୍ଭ ଗାର୍ଡ (DRG)…

Rohini Acharya: “ଚପଲ ଫିଙ୍ଗିଲେ, ଗାଳି କଲେ…”, କାହିଁକି ପରିବାରର ସାଥ୍ ଛାଡିଲେ…

ପାଟନା: ଲାଲୁ ପରିବାର ଏବେ ଫାଟ ଫାଟ । ବଡ ପୁଅ ତେଜ ପ୍ରତାପ ଯାଦବ ପରେ ଝିଅ ରୋହିଣୀ ଆଚାର୍ଯ୍ୟ ପରିବାର ଠାରୁ ଦୂରେଇ ଗଲେ । ପରିବାର ଏବଂ ରାଜନୀତି ଉଭୟରୁ ନିଜକୁ ଛିନ୍ନ କରିଛନ୍ତି ରୋହିଣୀ । ଏଥିପାଇଁ ଭାଇ ତେଜସ୍ବୀ ଏବଂ ତାଙ୍କ ପାଖ ଲୋକଙ୍କ ବିରୋଧରେ ବଡ ବଡ ଅଭିଯୋଗ ଲଗାଇଛନ୍ତି ।…

Putin, Netanyahu on call: କରିପାରିଲେନି ଟ୍ରମ୍ପ, କରି ଦେଖେଇବେ ପୁଟିନ୍?

ନୂଆଦିଲ୍ଲୀ:  ସୁଧୁରିବ କି ମଧ୍ୟପ୍ରାଚ୍ୟ ସ୍ଥିତି?...ଫେରିବ କି ଗାଜାରେ ଶାନ୍ତି?...ଯାହା ଟ୍ରମ୍ପ କରିପାରିଲେନି, ତାହା ପୁଟିନ କରି ଦେଖେଇବେ କି?...କଥା ହେଲେ ନେତାନ୍ୟାହୁ ଏବଂ ପୁଟିନ...ଇରାନର ପରମାଣୁ ଉପରେ ବି କଲେ ବଡ ଆଲୋଚନା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଇସ୍ରାଏଲୀ…

IED Store In J&K Jungle: ଜଙ୍ଗଲରେ ଲୁଚି ରହିଥିବା ଏକ ବଡ଼ ଷଡ଼ଯନ୍ତ୍ର ପଣ୍ଡ, IED ଉଦ୍ଧାର

ଶ୍ରୀନଗର:ରାଜୌରୀ ଜିଲ୍ଲାର ଥାନାମାଣ୍ଡି ଅଞ୍ଚଳର ବାଙ୍ଗାଇ ଜଙ୍ଗଲରେ ୩କିଲୋଗ୍ରାମର IED ମିଳିଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା। ଜମ୍ମୁ ଏବଂ କାଶ୍ମୀର ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହି ବିପଦପୂର୍ଣ୍ଣ ବିସ୍ଫୋରକକୁ ନିୟନ୍ତ୍ରିତ ଉପାୟରେ ନଷ୍ଟ…

Red Fort blast: ଦିଲ୍ଲୀ ବିସ୍ଫୋରଣ ସ୍ଥାନରୁ ମିଳିଲା ୩ଟି କାର୍ଟ୍ରିଜ୍, କେବଳ ସଶସ୍ତ୍ର ବାହିନୀ ପାଖରେ ଥାଏ ଏହି…

ନୂଆଦିଲ୍ଲୀ: ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ଆଉ ଏକ ଖୁଲାସା ହୋଇଛି। ଦିଲ୍ଲୀ ପୋଲିସ ସୂତ୍ର ଅନୁସାରେ, ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ ସ୍ଥାନରୁ ତିନୋଟି 9mm-କ୍ୟାଲିବର କାର୍ଟ୍ରିଜ୍ ଉଦ୍ଧାର କରାଯାଇଛି। ଏଥିମଧ୍ୟରୁ ଦୁଇଟି ଜୀବନ୍ତ କାର୍ଟ୍ରିଜ୍ ଥିବା ବେଳେ ଗୋଟିଏ ଖାଲି ସେଲ୍ ମିଳିଛି ।…

ଫାରୁକ ଅବଦ୍ଦୁଲାଙ୍କ ବିବାଦୀୟ ବୟାନ:’ଅପରେସନ ସିନ୍ଦୂରରେ କିଛି ଲାଭ ହେଲାନି…ଡାକ୍ତରମାନଙ୍କୁ ପଚାରନ୍ତୁ…

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ କନଫରେନ୍ସ (ଏନସି)ର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା (Farooq Abdullah)ପୁଣି ଥରେ  ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଅପରେସନ ସିନ୍ଦୂର (Operation Sindoor)ସମ୍ପର୍କରେ ସେ କହିଥିଲେ ଯେ ଏହି ଅପରେସନରୁ କିଛି ହାସଲ…

ନିର୍ବାଚନରେ ବିଜୟ ହେବା ମାତ୍ରେ ପ୍ରଥମ ଦିନରୁ ବିଧାୟକଙ୍କୁ ମିଳେ କି ଦରମା? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ; ବିହାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି, NDA ଏକ ବଡ଼ ବିଜୟ ହାସଲ କରିଛି। ବର୍ତ୍ତମାନ ଏକ ପ୍ରଶ୍ନ ଉଠୁଛି ଯେ, ଜଣେ ପ୍ରାର୍ଥୀ ବିଜୟୀ ହେବା ମାତ୍ରେ ତା’ ପରଦିନ ଠୁ ତାଙ୍କୁ କ’ଣ ବିଧାୟକଙ୍କ ଦରମା ମିଳିବା ଆରମ୍ଭ ହୁଏ କି? ଆସନ୍ତୁ ଏହି ପ୍ରଶ୍ନର ଉତ୍ତର ଜାଣିବା।…