Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୃଥିବୀର ୧୨୦ କୋଟି କିଲୋମିଟର ଦୂରରେ ରହସ୍ୟମୟ ଘଟଣା, ବୈଜ୍ଞାନିକ ତାଜୁବ

ନୂଆଦିଲ୍ଲୀ: ପୃଥିବୀରୁ ପ୍ରାୟ ୧୨୦ କୋଟି କିଲୋମିଟର ଦୂରରେ, ସୌରମଣ୍ଡଳର ରହସ୍ୟମୟ ଚନ୍ଦ୍ର ଟାଇଟାନ୍‌ରେ ଏକ ଏଭଳି ଆବିଷ୍କାର ହୋଇଛି ଯାହା ବିଜ୍ଞାନର ପୁରୁଣା ଧାରଣାକୁ ବଦଳାଇ ଦେଇଛି। ନାସାର ଜେଟ୍ ପ୍ରୋପଲସନ୍ ଲାବୋରେଟୋରୀ ଓ ସ୍ୱିଡେନ୍‌ର ଚାଲମର୍ସ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ…

ଗୁଗୁଲରେ ଇଣ୍ଟର୍ଣ୍ଣଶିପ୍ କରିବାର ବଡ଼ ସୁଯୋଗ, ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ଗୁଗୁଲ ସମର୍ ୨୦୨୬ ପାଇଁ ସଫ୍ଟୱେୟାର ଇଞ୍ଜିନିୟର ପିଏଚଡି ଇଣ୍ଟର୍ଣ୍ଣଶିପ୍ ପାଇଁ ବିଜ୍ଞପ୍ତି ବାହାରିଛି। ଏହି ଇଣ୍ଟର୍ଣ୍ଣଶିପ୍ ଭାରତର ତିନି ପ୍ରମୁଖ ଟେକ୍ ସହର – ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ପୁଣେରେ ଆୟୋଜିତ ହେବ। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଆଗ୍ରହୀ…

ଯଦି ପୂରା ବିଶ୍ୱରେ ପରମାଣୁ ଆକ୍ରମଣ ହୁଏ, କେଉଁ ଦେଶ ରହିବ ସୁରକ୍ଷିତ ? ପୂର୍ବରୁ ହୋଇଛି ପ୍ଲାନିଂ

ନୂଆଦିଲ୍ଲୀ: ବିଶ୍ୱର ବଡ଼ ଶକ୍ତିଶାଳୀ ଦେଶମାନଙ୍କ ମଧ୍ୟରେ ବଢ଼ୁଥିବା ତିକ୍ତତା ସହିତ ସମ୍ଭାବ୍ୟ ପରମାଣୁ ସଂଘର୍ଷର ଆଶଙ୍କା ପୁଣି ଥରେ ସାରା ବିଶ୍ୱକୁ ଡରାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ପାକିସ୍ତାନ ଉପରେ ପରମାଣୁ ପରୀକ୍ଷଣ କରିବାର ଅଭିଯୋଗ ଲଗାଇଛନ୍ତି ଏବଂ ଏହାର…

Maoist ordnance factory: ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ତିଆରି କାରଖାନା ଧ୍ୱଂସ କଲେ ସୁରକ୍ଷାକର୍ମୀ; ୧୭ ରାଇଫଲ୍…

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସିମାନ୍ତ ସୁକମା ଜିଲ୍ଲାରେ ମାଓବାଦୀଙ୍କ ଏକ ଅସ୍ତ୍ରଶସ୍ତ୍ର ତିଆରି କାରଖାନାକୁ ଧ୍ୱଂସ କରିଛନ୍ତି ସୁରକ୍ଷାକର୍ମୀ । ଜିଲ୍ଲା ପୋଲିସ ବାହିନୀ ଏବଂ DRG (ଜିଲ୍ଲା ରିଜର୍ଭ ଗ୍ରୁପ୍) ର ଏକ ମିଳିତ ଦଳ ଗୋମଗୁଡ଼ା ଅଞ୍ଚଳର ଘନ ଜଙ୍ଗଲରେ ନକ୍ସଲମାନଙ୍କ ଏକ ବେଆଇନ…

ଆକ୍ସନ ମୋଡରେ ସୁରକ୍ଷାବାହିନୀ; ୧୦ ଉଗ୍ରବାଦୀ ଗିରଫ, ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ

ଇମ୍ଫାଲ: ମଣିପୁରର ତିନୋଟି ଜିଲ୍ଲାରେ ସୁରକ୍ଷା ବାହିନୀ ଦୁଇଟି ଭିନ୍ନ ଭିନ୍ନ ନିଷିଦ୍ଧ ସଂଗଠନର ଦଶ ଜଣ ଉଗ୍ରବାଦୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମଧ୍ୟ ଜବତ କରିଛନ୍ତି। ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଏହି ଅପରେସନଗୁଡ଼ିକ ଗତ ୨୪ ଘଣ୍ଟା ମଧ୍ୟରେ…

ଯାତ୍ରୀବାହୀ ଟ୍ରେନକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍; ୬ ମୃତ, ହେଲ୍ପ ଲାଇନ ନ° ଜାରି…

ବିଳାସପୁର: ଛତିଶଗଡ଼ର ବିଳାସପୁର ନିକଟରେ ମଙ୍ଗଳବାର ଦିନ ଏକ ଯାତ୍ରୀବାହୀ ଟ୍ରେନ୍ ସହ ଏକ ମାଲବାହୀ ଟ୍ରେନ୍ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ଗେଭରା ରୋଡ୍ ରୁ ବିଳାସପୁର ଯାଉଥିବା ମେମୁ ଲୋକାଲ୍ ଟ୍ରେନ୍ ନଂ ୬୮୭୩୩ ଗାଟୋରା…

‘ବଂଶବାଦ ରାଜନୀତି ଶେଷ କରିବାର ସମୟ ଆସିଯାଇଛି’: ହଙ୍ଗାମା କଲାଣି ଥରୁରଙ୍କ ବୟାନ

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁର ତାଙ୍କ ବୟାନ ପାଇଁ ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି। ପୁଣିଥରେ ସେ ବଂଶବାଦ ରାଜନୀତିକୁ ନେଇ ଏକ ବୟାନ ଦେଇଛନ୍ତି। ଏହା କଂଗ୍ରେସ ଭିତରେ ରାଜନୈତିକ ଉଷ୍ମତା ବଢ଼ାଇବ ବୋଲି କୁହାଯାଉଛି। କାରଣ ଥରୁର କହିଥିଲେ ଯେ ବଂଶବାଦ ରାଜନୀତି ଭାରତର ଗଣତନ୍ତ୍ର ପାଇଁ…

Tej mocks Tejashwi: “ତେଜସ୍ୱୀ ଏବେ ବି ପିଲା, ନିର୍ବାଚନ ପରେ ଆମେ ତାକୁ ଝୁମୁକା ଧରାଇବୁ…”,…

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ରାଜ୍ୟ ୬ ନଭେମ୍ବର ଏବଂ ୧୧ ତାରିଖରେ ୨୪୩ ଆସନ ପାଇଁ ବିଧାନସଭା ନିର୍ବାଚନ କରିବ। ଏହି ସମୟରେ, ବିହାରର ସବୁଠାରୁ ଚର୍ଚ୍ଚିତ ବିଧାନସଭା ଆସନ ମଧ୍ୟରେ ମହୁଆ ବିଧାନସଭା ଆସନ ଏବଂ ରାଘୋପୁର ବିଧାନସଭା ଆସନ ଅନ୍ତର୍ଭୁକ୍ତ।…

କାର୍ତ୍ତିକ ପୂର୍ଣ୍ଣମୀରେ ସବୁଠି ବଡ଼ ଓ ଉଜ୍ଜ୍ୱଳ ‘ସୁପରମୁନ୍’…

ଭୁବନେଶ୍ବର: ୨୦୨୫ ମସିହା ନଭେମ୍ବର ୫ ତାରିଖ କାର୍ତ୍ତିକ ପୂର୍ଣ୍ଣମୀରେ 'ସୁପରମୁନ୍' ଦେଖାଯିବ। ୨୦୧୯ ପରଠାରୁ ଏହା ସବୁଠାରୁ ବଡ଼ ସୁପରମୁନ୍ ବୋଲି କୁହାଯାଉଛି। ଆଗାମୀ ସୁପରମୁନ୍ ସାଧାରଣ ପୂର୍ଣ୍ଣଚନ୍ଦ୍ର ଅପେକ୍ଷା ପ୍ରାୟ ୧୪ ପ୍ରତିଶତ ବଡ଼ ଏବଂ ପ୍ରାୟ ୩୦ ପ୍ରତିଶତ ଉଜ୍ଜ୍ୱଳ ହେବ।…

Encounter: ସୁରକ୍ଷାବାହିନୀଙ୍କ ଗୁଳିରେ ୪ଉଗ୍ରବାଦୀ ନିପାତ

ଇମ୍ଫାଲ: ମଣିପୁରର ଚୁରାଚାନ୍ଦପୁରରେ ସୁରକ୍ଷାବାହିନୀ ଏକ ନିଷିଦ୍ଧ ଗୋଷ୍ଠୀର ୪ଜଣ ଉଗ୍ରବାଦୀଙ୍କୁ ନିପାତ କରିଛନ୍ତି। ଆଜି ସକାଳେ ପୋଲିସ ଏନକାଉଣ୍ଟରରେ ସମସ୍ତ ଚାରି ଜଣ ନିହତ ହୋଇଛନ୍ତି। ସେମାନେ ମଣିପୁରର ନିଷିଦ୍ଧ ଭିତ୍ତିକ ସଂଗଠନ ୟୁନାଇଟେଡ୍ କୁକି ନ୍ୟାସନାଲ୍ ଆର୍ମି (UKNA) ସହିତ ଜଡିତ…