Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଜେଡି ଅଘୋଷିତ ଭାବେ ବିଜେପି ସହ ରହିଛି: ଟିଏମସି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି, ଦେଶର ଶାସକ ଦଳ ବିଜେପି ଏବଂ ଅଣ ବିଜେପି ଦଳ ତଥା ବିରୋଧୀଙ୍କ ସହ ସମ୍ପର୍କ କଥା ଉଠିଲେ ସମଦୂରତା ନୀତି ଆପଣାନ୍ତି ନବୀନ। ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ଅନୁପସ୍ଥିତ ରହିଥିଲେ ମଧ୍ୟ ଦଳର ସାଂସଦଙ୍କୁ ନୂଆ…

ଗଦ୍ଦାର କିଏ, ଉଦ୍ଧବ ନା ସିନ୍ଦେ?

ଭୁବନେଶ୍ୱର: ପ୍ରତିଷ୍ଠା ଦିବସରେ ଶକ୍ତି ପ୍ରଦର୍ଶନ ପରେ ଏବେ ଅନ୍ତଃରାଷ୍ଟ୍ରୀୟ ଗଦ୍ଦାର ଦିବସ ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ରରେ ଶିବସେନାର ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗତବର୍ଷ ଆଜିର ଦିନରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ୪୦ ବିଧାୟକ ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ କରିଥିଲେ।…

‘ରାମ ନାମ’ ଛଡାଇ ନେଲା କଂଗ୍ରେସ, ବିଜେପି ଜପୁଛି ‘କୃଷ୍ଣ ନାମ’!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି କଂଗ୍ରେସ ମଧ୍ୟରେ ରାଜନୀତି ସେତିକି ଜମୁଛି। ରାଜ୍ୟରେ କଂଗ୍ରେସ ରାମ ଓ ହନୁମାନଙ୍କ ପ୍ରସଙ୍ଗକୁ ନେଇ ଜୋରଦାର ପ୍ରଚାର ପ୍ରସାର ଚଳାଇଛି। ରାଜ୍ୟରେ ରାମ ବନପଥ ଗମନ ପାଇଁ କମଲନାଥ ସରକାର କିଭଳି କାମ କରିଥିଲେ ଓ ଆଗକୁ ଏ…

ବିରୋଧୀଙ୍କ ୨୪ ଫର୍ମୁଲା, ପ୍ରତ୍ୟେକ ବିଜେପି ପ୍ରାର୍ଥୀ ବିରୋଧରେ ଜଣେ ବିରୋଧୀ ପ୍ରାର୍ଥୀ !

ଭୁବନେଶ୍ୱର: ଆଉ ଦୁଇ ଦିନ ପରେ ବିହାରର ପାଟନାରେ ଏକାଠି ହେବେ ବିରୋଧୀ। ଆଗାମୀ ନିର୍ବାଚନ ପୂର୍ବରୁ ଏହା ବିରୋଧୀଙ୍କ ପାଇଁ ଏକ ବଡ଼ ଦିନ ବୋଲି ବିଚାର କରାଯାଉଛି। ବିଜେପିକୁ ସତ୍ତାରୁ ବାହାର କରିବା ପାଇଁ ବିରୋଧୀ ପାଟନା ବୈଠକରେ ରଣନୀତି ପ୍ରସ୍ତୁତ କରିବେ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ…

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ; ଏହି ଖାସ ୨୪ ବ୍ୟକ୍ତିଙ୍କୁ ଭେଟିବେ

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଏହି ଅବସରରେ ଖାସ ୨୪ ଜଣଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀଙ୍କର ଏହି ସରକାରୀ ଗସ୍ତ ଅବସରରେ ଭାରତ-ଆମେରିକା ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଡିଲ ହୋଇପାରେ । ଏଥିସହିତ ଆମେରିକା ଟପ କମ୍ପାନୀର ମୁଖ୍ୟଙ୍କୁ ଭେଟି ପାରନ୍ତି ।…

ଛାଡପତ୍ର ପରେ ଭରଣପୋଷଣ ପାଇଁ ପତ୍ନୀଙ୍କୁ ଦେଲେ ୭ଟି ବସ୍ତାରେ ୫୫ ହଜାର କଏନ

ଜୟପୁର:ଜୟପୁରରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ କୋର୍ଟରେ ଏକ ଛାଡପତ୍ର ମାମଲାରେ ପତ୍ନୀଙ୍କୁ ଭରଣପୋଷଣ ପାଇଁ ବ୍ୟକ୍ତିଜଣଙ୍କ ୭ଟି ବସ୍ତାରେ ୫୫ ହଜାର କଏନ ପ୍ରଦାନ କରିଛନ୍ତି । ପତ୍ନୀ ଏଥିନେଇ ବିରକ୍ତ ହେବା ସହ ଏହା ମାନସିକ ଯନ୍ତ୍ରଣା ବୋଲି କହିଥିଲେ । ଜବାବରେ ପତି…

ଟ୍ରକ ଡ୍ରାଇଭରଙ୍କ କ୍ୟାବିନରେ ଏସି ଲାଗିବା ବାଧ୍ୟତାମୂଳକ ହେବ-ନୀତିନ ଗଡକରୀ

ନୂଆଦିଲ୍ଲୀ: ଟ୍ରକ  ଡ୍ରାଇଭରଙ୍କ କ୍ୟାବିନରେ ଏସି ଲଗାଇବା ହେବ ବାଧ୍ୟତାମୂଳକ । ଖୁବ ଶୀଘ୍ର ପ୍ରତି ଟ୍ରକରେ ଏସି ଲାଗିବ । ଏମିତି ଆଶ୍ୱସ୍ତିକର ଖବର ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ । କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏକ ଅଟୋ ଇଣ୍ଡଷ୍ଟ୍ରୀ…

ଆସାମରେ ବନ୍ୟା ବିତ୍ପାତ; ୩୧ ହଜାର ଲାେକ ପାଣିଘେରରେ

ଗୌହାଟି:ଆସାମରେ ଭୟଙ୍କର ବନ୍ୟା । ପ୍ରବଳ ବର୍ଷା ପରେ ବନ୍ୟା ବିତ୍ପାତ । ୧୦ ଜିଲ୍ଲାର ୩୧ ହଜାରରୁ ଅଧିକ ଲୋକ ପାଣିଘେରରେ ଅଛନ୍ତି । ସଡକ ପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।  ବନ୍ୟାସ୍ଥିତି ଗମ୍ଭୀର ହୋଇଥିବାରୁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ…

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟ ଝଟକା: ପଞ୍ଚାୟତ ନିର୍ବାଚନବେଳେ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ

କୋଲକାତା: ଦିଦିଙ୍କୁ ସୁପ୍ରିମ କୋର୍ଟଙ୍କ ଝଟକା । ସୁପ୍ରିମ କୋର୍ଟ କହିଛନ୍ତି, ପଶ୍ଚିମ ବଙ୍ଗରେ ହେବାକୁ ଥିବା ପଞ୍ଚାୟତ ନର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ । ହାଇକୋର୍ଟଙ୍କ ରାୟକୁ କାଏମ ରଖି କୋଲକାତା ହାଇକୋର୍ଟଙ୍କ ଆଦେଶରେ ଦଖଲ ଦେବେ ନାହଁ ବୋଲି ସୁପ୍ରିମ କୋର୍ଟ ମନା…

ବିବାହ ପରେ ଶାରୀରିକ ସମ୍ପର୍କ ନ ରଖିବା ନିଷ୍ଠୁରତା, ଅପରାଧ ନୁହେଁ- ହାଇକୋର୍ଟ

ବେଙ୍ଗାଲୁର:ବିବାହ ପରେ ଶାରାରୀକ ସମ୍ପର୍କକୁ ବିରୋଧ କରିବା ହିନ୍ଦୁ ବିବାହ ଆଇନ-୧୯୫୫ ଅନୁସାରେ ଏକ ନିଷ୍ଠୁରତା । ମାତ୍ର ଏ ନେଇ  ୪୯୮ଏ ଆଇପିସି ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇ ପାରିବ ନାହିଁ  । ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି   କର୍ଣ୍ଣାଟକ ହାଇକୋର୍ଟ  ।  ଜଣେ…