Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

8th Pay Commissionକୁ ମିଳିଲା କ୍ୟାବିନେଟ୍ ମୋହର, ୧୮ ମାସ ମଧ୍ୟରେ ସୁପାରିଶ…

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ୮ମ ବେତନ କମିଶନକୁ ଅନୁମୋଦନ କରିଛନ୍ତି। ତିନି ସଦସ୍ୟ ବିଶିଷ୍ଟ କମିଶନ ୧୮ ମାସ ମଧ୍ୟରେ ଏହାର ସୁପାରିଶ ଦାଖଲ କରିବେ। ଏହା ଦ୍ୱାରା ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬.୯ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

BJP MLA falls into Yamuna: ଯମୁନା ସଫା ପ୍ରମାଣ କରିବାକୁ ଯାଇ ହଟହଟା ହେଲେ ବିଜେପି ବିଧାୟକ, ଖସିଗଲା ଗୋଡ…

ନୂଆଦିଲ୍ଲୀ: ଏବେ ପୁଣି ଥରେ ହଟ୍ ଟପିକରେ ରହିଛି ଯମୁନା ନଦୀ । ଛଠ୍ ପୂଜା ଉତ୍ସବ ମଧ୍ୟରେ ନଦୀର ସଫାସୁତୁରା ପାଇଁ ରାଜନୈତିକ ଦୋଷାରୋପ ଖେଳ ଜାରି ରହିଛି। ଏହାରି ଭିତରେ ଜଣେ ବିଜେପି ବିଧାୟକଙ୍କ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀର ବିଜେପି ବିଧାୟକ ରବିନ୍ଦର ସିଂହ ନେଗି…

Hafiz Saeed’s Terror Plot: ପୂର୍ବୋତ୍ତର ରାଜ୍ୟରେ ବଡ ଷଡଯନ୍ତ୍ର ରଚୁଛି ହାଫିଜ୍ ସଇଦ୍!, ବାଂଲାଦେଶରେ ଡେରା…

ନୂଆଦିଲ୍ଲୀ: ଲସ୍କର-ଏ-ତୈବା (LeT) ପ୍ରତିଷ୍ଠାତା ଏବଂ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦ୍ ଘନିଷ୍ଠ ସହଯୋଗୀ ଇବତିସାମ୍ ଇଲାହି ଜାହିର ଆଜିକାଲି ବାଂଲାଦେଶରେ ଅତ୍ୟନ୍ତ ସକ୍ରିୟ ଅଛନ୍ତି। ସୂଚନା ଅନୁଯାୟୀ, ସେ ଦେଶର ଅନେକ ସମ୍ବେଦନଶୀଳ ସୀମାନ୍ତ ଜିଲ୍ଲା ଗସ୍ତ…

India’s Trishul Exercise: ଭାରତର ତ୍ରିଶୂଳ, ନଦେଖୁଣୁ ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ: ଭାରତର ତ୍ରିଶୂଳ ଶୋ ଡାଉନ୍...ସାମିଲ ହେବେ ୩୦ ହଜାରରୁ ଅଧିକ ସୈନ୍ୟ...ପାକ୍ ସେନାଙ୍କ ମନରେ ଛନକା...ବନ୍ଦ ହେଲା ସବୁ ଏୟାରସ୍ପେଶ୍... ଭାରତର ତିନି ସଶସ୍ତ୍ର ବାହିନୀ ଅକ୍ଟୋବର ୩୦ ତାରିଖରେ ପଶ୍ଚିମ ସୀମାରେ ମିଳିତ ଭାବରେ ତ୍ରିଶୂଳ ଅଭ୍ୟାସ ଆରମ୍ଭ କରିବେ। ଭାରତୀୟ ସେନା…

ୟୁକ୍ରେନରେ କୁକୁର ପଡିଯାଉଛନ୍ତି ନୀଳ, ଚିନ୍ତାରେ ବିଶ୍ୱ

କୀଭ: ୟୁକ୍ରେନର ଚେରନୋବେଲ ନିକଟରେ ରହୁଥିବା ବୁଲା କୁକୁରଙ୍କ ଶରୀରର ରଙ୍ଗ ଧୀରେ ଧୀରେ ନୀଳ ପଡୁଛି । ଯାହାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ ରହିଛ । ୨ ସପ୍ତାହ ମଧ୍ୟରେ କୁକୁର ଶରୀରର ରଙ୍ଗ ହଠାତ ଏ ଭଳି ହୋଇଯାଇଛି । ଏହାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡିନି । ୪୦ ବର୍ଷ ତଳେ ଏଠାରେ…

Cyclone Montha: ଭୀଷଣ ବାତ୍ୟାର ରୂପ ନେଲା “ମୋନ୍ଥା”, ୧୫ କିଲୋମିଟର ବେଗରେ ମାଡି ଆସୁଛି, ସନ୍ଧ୍ୟା ସୁଦ୍ଧା…

ନୂଆଦିଲ୍ଲୀ: ଭୀଷଣ ବାତ୍ୟାର ରୂପ ନେଲା ମୋନ୍ଥା । ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁଉଛି ବାତ୍ୟା । ସନ୍ଧ୍ୟାରେ ଆନ୍ଧ୍ରରେ ସ୍ଥଳଭାଗ ଛୁଇଁବ। ବଙ୍ଗୋପସାଗର ଗତ ୬ ଘଣ୍ଟା ମଧ୍ୟରେ ୧୫ କିଲୋମିଟର ଘଣ୍ଟା ବେଗରେ ଉତ୍ତର-ଉତ୍ତରପଶ୍ଚିମ…

ମନରେ ଥିବା କଥାକୁ ଧରିବ କମ୍ପ୍ୟୁଟର ! ମସ୍କଙ୍କ ନୂଆ ପ୍ଲାନ୍

ନୂଆଦିଲ୍ଲୀ: ଓପନ୍ ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍ ଏବେ ମଣିଷ ମସ୍ତିଷ୍କରେ ଚାଲୁଥିବା ଚିନ୍ତାଧାରାକୁ ପଢ଼ିବାର ପ୍ରଯୁକ୍ତି ଉପରେ ଧ୍ୟାନ ଦେଇଛନ୍ତି। ସେ ମର୍ଜ ଲ୍ୟାବ୍ସ ନାମକ ଏକ ଷ୍ଟାର୍ଟଅପ୍‌କୁ ଅର୍ଥ ଯୋଗାଇଛନ୍ତି, ଯାହା ବ୍ରେନ୍-କମ୍ପ୍ୟୁଟର ଇଣ୍ଟରଫେସ୍ (ବିସିଆଇ) ପ୍ରସ୍ତୁତ କରୁଛି। ଏହି…

ବାତ୍ୟା ପାଇଁ ୪୩ ଟ୍ରେନ ବାତିଲ କଲା ରେଳବାଇ

ଭୁବନେଶ୍ବର: ବାତ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଥିବା ବିଭିନ୍ନ ରୁଟରେ ବାତିଲ ହେଲା ଟ୍ରେନ । ବାତ୍ୟାମୋନ୍ଥା'କୁ ଦୃଷ୍ଟିରେ ଆଗୁଆ ପଦକ୍ଷେପ ନେଇଛି ପୂର୍ବତଟ ରେଳ ବିଭାଗ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୪୩ଟି ଟ୍ରେନ ବାତିଲ କରାଯାଇଛି । ଆଜି(ସୋମବାର)ଠୁ ବୁଧବାର (ଅକ୍ଟୋବର ୨୯)…

ବିନା ସୁଧରେ ମିଳିବ ଏତେ ଟଙ୍କା ଋଣ, ମାତ୍ର ଏତିିକି ଟଙ୍କା ଜମା କରନ୍ତୁ

ନୂଆଦିଲ୍ଲୀ: ଆଜିର ଅର୍ଥନୈତିକ ଅନିଶ୍ଚିତତା ଏବଂ ମୁଦ୍ରାସ୍ଫୀତିର ଯୁଗରେ ବରିଷ୍ଠ ନାଗରିକମାନେ ନିଜର ସଞ୍ଚୟକୁ ସୁରକ୍ଷିତ ଏବଂ ଲାଭଦାୟକ ଭାବରେ ନିବେଶ କରିବାକୁ ଚାହୁଁଛନ୍ତି। ଏହି ପରିପ୍ରେକ୍ଷୀରେ ସରକାରୀ କ୍ଷେତ୍ରର ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ସ୍ଥାୟୀ ଜମା (ଏଫଡି) ଯୋଜନା ଏକ…

ବାତ୍ୟା ‘ମୋନ୍ଥା’ ଯୋଗୁଁ ଏହିସବୁ ଟ୍ରେନ୍ ବାତିଲ ଓ ପରିବର୍ତ୍ତନ, ଜାଣନ୍ତୁ…

ଭୁବନେଶ୍ବର: ବାତ୍ୟା 'ମୋନ୍ଥା' ଯୋଗୁଁ ଟ୍ରେନ୍ ବାତିଲ ଏବଂ ପରିବର୍ତ୍ତନ। ଆସନ୍ନ ବାତ୍ୟା ମନ୍ଥାକୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀ ସୁରକ୍ଷା ଦୃଷ୍ଟିରୁ ପୂର୍ବ ତଟ ରେଳପଥ ୱାଲ୍ଟେୟର ମଣ୍ଡଳ ଅନ୍ତର୍ଗତ ଅଞ୍ଚଳ ଏବଂ ସଂଯୁକ୍ତ ରୁଟରେ ଚଳାଚଳ କରୁଥିବା ଅନେକ ଯାତ୍ରୀବାହୀ ଟ୍ରେନ୍ ଗୁଡିକର ବାତିଲ,…