Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଆମେ ପାକିସ୍ତାନର ଶତୃ ନୁହଁ, ପାକ୍ ସହ ପୁନଃ କ୍ରିକେଟ୍ ଖେଳିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ’

ଶ୍ରୀନଗର: ପାକିସ୍ତାନ ସହ ପୁଣି ଥରେ କ୍ରିକେଟ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ଆଉ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି । ସେ ପାକିସ୍ତାନ ସହିତ କ୍ରିକେଟ ଖେଳିବା ନିଷ୍ପତ୍ତି ପାଇଁ କେନ୍ଦ୍ର…

ଅବଦୁଲ କଲାମ ଆଇଲାଣ୍ଡରୁ ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ;ଲକ୍ଷ୍ୟଭେଦ କ୍ଷମତା ୧୫୦-୫୦୦ କିମି

ଭୁବନେଶ୍ବର: ଭାରତକୁ ମିଳିଲା ଆଉ ଏକ ବଡ ସଫଳତା । ଆତ୍ମନିର୍ଭରଶୀଳ ରଣନୈତିକ ପ୍ରତିରକ୍ଷା ଭିତ୍ତିଭୂମି ଆଡ଼କୁ ଭାରତର ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି । ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ ହୋଇଛି । ଆଜି (ସୋମବାର) ସକାଳ ୯.୪୫ରେ ଅବଦୁଲ କଲାମ ଆଇଲାଣ୍ଡରୁ…

୨୦୯୨୧୪କିମି ବେଗରେ ପୃଥିବୀ ଆଡ଼କୁ ଆସୁଛି 3I/ATLAS! ନଭେମ୍ୱରରେ ହେବ ଏଲିୟନ ଆକ୍ରମଣ ?

ନୂଆଦିଲ୍ଲୀ: ଏକ ରହସ୍ୟମୟ ଅନ୍ତରୀକ୍ଷ ବସ୍ତୁ 3I/ATLAS ପୃଥିବୀ ଆଡ଼କୁ ଅତ୍ୟନ୍ତ ଦ୍ରୁତ ଗତିରେ ଆଗେଇ ଆସୁଛି, ଯାହା ବୈଜ୍ଞାନିକଙ୍କ ମଧ୍ୟରେ ଡର ବଢ଼ାଇଛି । କେହି ଏହାକୁ ଆମ ସୌରମଣ୍ଡଳ ବାହାରୁ ଆସିଥିବା ଏକ ସାଧାରଣ ଧୂମକେତୁ ବୋଲି ମାନୁଛନ୍ତି, ଆଉ କେହି ବିଶେଷଜ୍ଞ ଦାବି କରୁଛନ୍ତି ଯେ ଏହା…

ସରକାର ଦେଲେ ଚେତାବନୀ ! ଏହି ନମ୍ୱରରୁ ଆସୁଥିଲେ କଲ୍ ହୁଅନ୍ତୁ ସାବଧାନ, ନହେଲେ…

ନୂଆଦିଲ୍ଲୀ: ନକଲି କଲ ଓ ମେସେଜର ବଢ଼ୁଥିବା ଘଟଣାକୁ ଦେଖି ଗତ ବର୍ଷ TRAI (ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ) ଏକ ନୂଆ ନୀତି ଲାଗୁ କରିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଏପରି କଲ ଓ ଏସଏମଏସକୁ ନେଟଓ୍ଵାର୍କ ସ୍ତରରେ ବ୍ଲକ କରାଯାଉ। ଅନେକ ଟେଲିକମ କମ୍ପାନୀ ଏବେ AI (ଆର୍ଟିଫିସିଆଲ…

ଭାରତ ହେଉଛି ଭାରତ, ଏହାକୁ ଅନୁବାଦ କରାଯିବା ଉଚିତ୍ ନୁହେଁ: ମୋହନ ଭାଗବତ

ଥିରୁବନନ୍ତପୁରମ୍: କେରଳର କୋଚିରେ ଶିକ୍ଷା ସଂସ୍କୃତ ଉଥ୍ୟାନ ନ୍ୟାସ ଦ୍ୱାରା ଆୟୋଜିତ ଜାତୀୟ ଶିକ୍ଷା ସମ୍ମିଳନୀ 'ଜ୍ଞାନ ସଭା'ରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ କହିଛନ୍ତି ଯେ ଏହା ସତ୍ୟ ଯେ ଇଣ୍ଡିଆ ହିଁ ଭାରତ, କିନ୍ତୁ ଭାରତ ହେଉଛି ଭାରତ। ଏହାର ପରିଚୟ…

କଶ୍ମୀରରୁ ବଡ଼ ଖବର: ପହଲଗାମ ଆକ୍ରମଣର ତିନି ଆତଙ୍କୀ ନିପାତ!

ଶ୍ରୀନଗର: କଶ୍ମୀରରୁ ବଡ଼ ଖବର। ଶ୍ରୀନଗରର ଲିଡ୍ୱାସ୍ ଅଞ୍ଚଳରେ ସୋମବାର ଦିନ ସୁରକ୍ଷାବଳ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ କରି 'ଅପରେସନ୍ ମହାଦେବ' ଅନ୍ତର୍ଗତ ତିନି ଆତଙ୍କବାଦୀଙ୍କୁ ମାରି ଦେଇଛନ୍ତି। ଏହି ଆତଙ୍କବାଦୀମାନେ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆର୍‌ଏଫ୍) ସହିତ ଜଡ଼ିତ ଥିଲେ…

ପାକିସ୍ତାନର ବୈଦେଶିକ ନୀତି: ଭାରତର ବିପଦକୁ ସାମ୍ନା କରିବାକୁ ଯାଇ ଆମେରିକାର ନିକଟତର ହେବାକୁ ପ୍ରୟାସ

ନୂଆଦିଲ୍ଲୀ: ପାକିସ୍ତାନର ବୈଦେଶିକ ନୀତି ସର୍ବଦା ଜଟିଳ ଏବଂ ରଣନୀତିକ ଦୃଷ୍ଟିରୁ ସମ୍ବେଦନଶୀଳ ରହିଛି। ଚୀନ୍ ଓ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ପାକିସ୍ତାନ ଦୁଇ ମହାଶକ୍ତି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପ୍ରୟାସ କରୁଛି। କାରଣ ଚୀନ ଭାରତର ପ୍ରତିଦ୍ୱନ୍ଦୀ ସହିତ ଶତ୍ରୁ…

ଏସିଡିିଟି ଔଷଧ ରାନିଟିଡିରେ କ୍ୟାନସର ସୃଷ୍ଟିକାରୀ କାରକ, ରିପୋର୍ଟ ବଢାଇଲା ଚିନ୍ତା

ନୂଆଦିଲ୍ଲୀ: କ୍ୟାନସର ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଆଉ ଶରୀରରେ ଏସିଡ ସମସ୍ୟା ଥିଲେ ମଣିଷ ପର୍ଯ୍ୟାୟକ୍ରମେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୁଏ। ଏପରି ସ୍ଥିତିରେ ଏସିଡିରୁ ମୁକ୍ତି ପାଇବା ପାଇଁ ଅନେକ ରାନିଟିଡି ନାମକ ଔଷଧକୁ ଖାଇଥାନ୍ତି। ହେଲେ କେନ୍ଦ୍ରୀୟ ଔଷଧ ମାନକ…

ଅପରେସନ୍ ସିନ୍ଦୁର ଉପରେ ବିତର୍କ: ଆରମ୍ଭରୁ ବିରୋଧୀଙ୍କ ନାରାବାଜି, ମନ୍ତ୍ରୀ କଲେ କଟାକ୍ଷ, ବୈଜୟନ୍ତ ଓ ସପ୍ତଗିରି…

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ସୋମବାର ସଂସଦ ପହଲଗାମ୍ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୁର ଉପରେ ଆଲୋଚନା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି। ଯେଉଁଥିରେ ବିଜେପି-ନେତୃତ୍ୱାଧୀନ ଏନ୍‌ଡିଏ ଏବଂ ବିରୋଧୀ ଦଳମାନେ ନିଜର ଶୀର୍ଷ ନେତାମାନଙ୍କୁ କହିବାକୁ ସୁଯୋଗ ମିଳିଛି। ଯାହାର ଆରମ୍ଭ ରକ୍ଷା…

ମୁଁ ଯଦି ପଢ଼ି ପାରିଥାନ୍ତି; କାନ୍ଦି କାନ୍ଦି ସଂଘର୍ଷମୟ କାହାଣୀ ବଖାଣିଲେ ଡେଲିଭରି ବୟ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ବିଚଳିତ ହେଇଯିବେ। ଭାଇରାଲ ଭିଡିଓରେ ଜଣେ ଚାଇନିଜ୍ ଡେଲିଭରି ବୟ ନିଜର ଯନ୍ତ୍ରଣାଦାୟକ ଜୀବନ ବିଷୟରେ ବର୍ଣ୍ଣନା କରି ନିଜର ଅସପୂର୍ଣ୍ଣ ସ୍ୱପ୍ନ ଏବଂ କଷ୍ଟକର ପରିସ୍ଥିତି ବିଷୟରେ କହୁଛନ୍ତି।…